ଭାରତୀୟ ଦଳର ଷ୍ଟାର ଓପନର ଯଶସ୍ବୀ ଜୟସ୍ବାଲ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ୧୮ ତମ ସଂସ୍କରଣ ଜାରି ରହିଥିବା ବେଳେ ଏହା ମଝିରେ ଏମିତି ନିଷ୍ପତ୍ତି ନେଇଛନ୍ତି ଜୟସ୍ବାଲ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ନିଜର ଦଳ ପରିବର୍ତ୍ତନ କରିବା ପାଇଁ ଜୟସ୍ବାଲ ବୋର୍ଡକୁ ଚିଠି ଲେଖିଛନ୍ତି।
ବର୍ଡର-ଗାଭାସ୍କର ସିରିଜର ଢେର୍ ପୂର୍ବରୁ ମାଇଣ୍ଡ ଗେମ୍ ଆରମ୍ଭ କରିସାରିଲେଣି ଅଷ୍ଟ୍ରେଲିଆ ଖେଳାଳି । ଶୋଚନୀୟ ଭାବେ ଭାରତ ଠାରୁ ସିରିଜ ହାରିବା ପରେ ଏବେ ବିଜୟ ପାଇଁ ବ୍ୟାକୁଳ ।
ରାଜକୋଟ୍ରେ ଟିମ୍ ଇଣ୍ତିଆର ଧମାକା। ଦମଦାର ବ୍ୟାଟିଂ ବଳରେ ଇଂଲଣ୍ତ ଆଗରେ ଠିଆ କରିଛି ବିଶାଳ ସ୍କୋର।
ବିଶାଖାପାଟଣାରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଆଜି ଥିଲା ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ଯଶ୍ୱସୀ ଜୟସ୍ୱାଲ ଦମଦାର ଦ୍ୱିଶତକ ହାସଲ କରି ଭାରତକୁ ଭ୍ରମଣକାରୀ ଦଳ ବିପକ୍ଷରେ ଏକ ବଡ଼ ସ୍କୋର କରିବାରେ ସଫଳ ହୋଇଥିଲେ।
ଦିନେ ରହିବା ପାଇଁ ଭଲ ଘର ନଥିଲା.. ଟେଣ୍ଟ ତଳେ ଆଶ୍ରା ନେଇଥିଲେ.. ଅର୍ଥାଭାବ ଯୋଗୁ ଅଧାରୁ ଖେଳ ଛାଡ଼ିଦେବାକୁ ନିଷ୍ପତ୍ତି ନେଇଥିଲେ.. ହେଲେ ବିଧିର ବିଧାନ ଥିଲା କିଛି ଅଲଗା.. ଆଜି ସେ ଷ୍ଟାର୍ କ୍ରିକେଟର୍