୨୦୨୪ରେ ଅଶ୍ୱିନଙ୍କ ଆଇପିଏଲ ବେତନ ରାଜସ୍ଥାନ ରୟାଲସ ସହିତ ୫ କୋଟି ଟଙ୍କା ଥିଲା। ଆଇପିଏଲ ୨୦୨୫ରେ, ସିଏସକେ ଏହି ଅନୁଭବୀ ବୋଲରଙ୍କୁ ୯.୭୫ କୋଟି ଟଙ୍କାରେ କିଣି ନିଜ ଦଳରେ ସାମିଲ କରିଥିଲା। ତାଙ୍କୁ ବିସିସିଆଇରୁ ବେତନ ଭାବେ ଅତି କମରେ ୫ କୋଟି ଟଙ୍କା ମିଳୁଥିଲା।
ଆଇପିଏଲ ଇତିହାସରେ ୫ମ ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ଭାବେ ଅଶ୍ୱିନ ଏହି ଟୁର୍ଣ୍ଣାମେଣ୍ଟକୁ ଅଲବିଦା କହିଛନ୍ତି। ତାଙ୍କ ଉପରେ ୟୁଜି ଚହଲ, ଭୁବନେଶ୍ୱର କୁମାର, ସୁନୀଲ ନାରିନ ଓ ପୀୟୂଷ ଚାୱଲା ରହିଛି। ରାଜସ୍ଥାନ ରୟାଲ୍ସ ପାଇଁ ଅଶ୍ୱିନ ସର୍ବାଧିକ ୮୩୩ ରନ କରିଥିଲେ।
ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ରେ ଶେଷ ସିଜନ୍ ଖେଳୁଛନ୍ତି କି ମହେନ୍ଦ୍ର ସିଂହ ଧୋନି, ରୋହିତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ୱିନ ? ଚଳିତ ସିଜନ୍ ଶେଷ ହେବା ପରେ ଲିଗ୍ରୁ ଅବସର ନେବେ କି ଏହି ତିନି ଭାରତୀୟ ଭେଟେରାନ୍? ଭାରତୀୟ କ୍ରିକେଟ୍ ମହଲରେ ଏହାକୁ ନେଇ ଏବେ ଚାଲିଛି ଚର୍ଚ୍ଚା ।
ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ କ୍ରିକେଟ୍ ଏକ ବଡ଼ ପରିବର୍ତ୍ତନ ଆଡ଼କୁ ଯାଉଛି । କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ବହୁ ବରିଷ୍ଠ ଖେଳାଳି ଆସନ୍ତା ବର୍ଷ ଜୁନ୍-ଜୁଲାଇରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଅବସର ନେଇପାରନ୍ତି ।
ଥ୍ୟାଙ୍କ୍ ୟୁ ଅଶ୍ୱିନ୍ ... ଏକ ଚମତ୍କାର କ୍ୟାରିଅର୍ ପାଇଁ, ଭାରତକୁ ଏତେ ମ୍ୟାଚ୍ ଜିତାଇବା ପାଇଁ, ସ୍ପିନର ଯାଦୁ ପାଇଁ...ଆଜି ଯେତେବେଳେ ବ୍ରିସବେନ୍ ଟେଷ୍ଟ ଡ୍ର’ ଆଡ଼କୁ ବଢ଼ୁଥିଲା, ସମସ୍ତଙ୍କ ନଜର ଥିଲା ଭାରତୀୟ ଟିମର ଡ୍ରେସିଂ ରୁମ୍ ଉପରେ...
ଥ୍ୟାଙ୍କ୍ ୟୁ ଅଶ୍ୱିନ୍ ... ଏକ ଚମତ୍କାର କ୍ୟାରିଅର୍ ପାଇଁ, ଭାରତକୁ ଏତେ ମ୍ୟାଚ୍ ଜିତାଇବା ପାଇଁ, ସ୍ପିନର ଯାଦୁ ପାଇଁ...ଆଜି ଯେତେବେଳେ ବ୍ରିସବେନ୍ ଟେଷ୍ଟ ଡ୍ର’ ଆଡ଼କୁ ବଢ଼ୁଥିଲା, ସମସ୍ତଙ୍କ ନଜର ଥିଲା ଭାରତୀୟ ଟିମର ଡ୍ରେସିଂ ରୁମ୍ ଉପରେ...
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଆର୍. ଅଶ୍ୱିନ । ୩୮ ବର୍ଷ ବୟସରେ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ ।
ଇଂଲଣ୍ତ ବିପକ୍ଷ ଟେଷ୍ଟ ସିରିଜ୍ର ତୃତୀୟ ଟେଷ୍ଟର ଅଧାରୁ ମେଡିକାଲ ଏମରଜେନ୍ସି କାରଣରୁ ଟିମ୍ରୁ ବାଦ ପଡ଼ିଥିଲେ। ତେବେ ତାଙ୍କ ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଯୋଗୁ ସେ ମ୍ୟାଚ୍ ଅଧାରୁ ପଳାଇଥିଲେ। ମାଆଙ୍କ ଗୋଟିଏ କଥା ତାଙ୍କୁ ପୁଣି ଫିଲ୍ଡକୁ ଟାଣି ଆଣିଥିଲା।
Ravichandran Ashwin: ରେକର୍ଡ ପରେ ରେକର୍ଡ । ପୁଣି ଆଜି ଆଉ ଏକ ରେକର୍ଡ କରିଛନ୍ତି ଅଶ୍ୱିନ । ଭାରତରେ ଟେଷ୍ଟ ଖେଳିବାବେଳେ ୩୫୦ ୱିକେଟ୍ ପୂରଣ କରିଛନ୍ତି ଅଶ୍ୱିନ ।
ଜାଡେଜାଙ୍କ ପିଠିରେ ଯନ୍ତ୍ରଣା କାରଣରୁ ସେ ପ୍ଲେଇଙ୍ଗ ଇଲେଭେନ୍ରେ ସ୍ଥାନ ପାଇନାହାନ୍ତି । ଅନ୍ୟପକ୍ଷରେ ଆଜି ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରିଛନ୍ତି ପ୍ରସିଦ୍ଧ କ୍ରିଷ୍ଣା ।
ଭାରତୀୟ ଦଳର ବିଶ୍ୱକପ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଆହତ କାରଣରୁ ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କ ସ୍ଥାନରେ ତାଙ୍କୁ ୧୫ ଜଣିଆ ସ୍କ୍ୱାଡରେ ଦମଦାର ଏଣ୍ଟ୍ରି ମାରିଛନ୍ତି ଅଶ୍ୱିନ।
ଏସିଆ କପ୍ରେ ଅକ୍ଷର ପଟେଲ୍ ଆହତ ହେବାରୁ ବିଶ୍ୱକପ୍ରେ ତାଙ୍କ ଖେଳିବା ନେଇ ଆଶା ବଢ଼ିଛି ।
ଭାରତର ଭେଟରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବେ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ନିଜକୁ ସୁଦୃଢ଼ କରି ନେଇଛନ୍ତି।