ଆସନ୍ତାକାଲି କେବଳ ଅନଲାଇନରେ ଟିକେଟ୍ ବିକ୍ରି ହେବ। ଏଥର ୪ ହଜାର ଟିକେଟ୍ ଅନଲାଇନରେ ବିକ୍ରି ପାଇଁ ସ୍ଥିର ହୋଇଛି। ସେହିପରି ୫ ଓ ୬ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ୧୯ ହଜାରରୁ ୨୦ ହଜାର ଅଫଲାଇନ୍ ଟିକେଟ୍ ମିଳିବ।
ପ୍ରଥମ ଟ୍ବେଣ୍ଟି-୨୦ରେ ବିଜୟ ବାନା ଉଡ଼ାଇଲା ଟିମ୍ ଇଣ୍ତିଆ । ଇଂଲଣ୍ଡକୁ ୭ ୱିକେଟ୍ରେ ହାରାଇଲା ଟିମ୍ ଇଣ୍ତିଆ । ୧୩୩ ରନ୍ର ଟାର୍ଗେଟ୍କୁ ପିଛା କରି ଟିମ୍ ଇଣ୍ତିଆ ୭ ୱିକେଟ୍ରେ ବିଜୟ ହାସଲ କରିଛି ।
ମୁଖ୍ୟମନ୍ତ୍ରୀ ବାରବାଟୀରେ ହେବାକୁ ଥିବା ଇଂଲଣ୍ଡ-ଭାରତ ୱାନ୍ ଡେ ପାଇଁ ପ୍ରଥମ ଟିକେଟ କିଣିଛନ୍ତି। ଅନ୍ୟପଟେ ଓସିଏ ପକ୍ଷରୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ନିମନ୍ତ୍ରଣ କରାଯାଇଛି ।
ଇଂଲଣ୍ତ ବିପକ୍ଷ ଟେଷ୍ଟ ସିରିଜ୍ର ତୃତୀୟ ଟେଷ୍ଟର ଅଧାରୁ ମେଡିକାଲ ଏମରଜେନ୍ସି କାରଣରୁ ଟିମ୍ରୁ ବାଦ ପଡ଼ିଥିଲେ। ତେବେ ତାଙ୍କ ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଯୋଗୁ ସେ ମ୍ୟାଚ୍ ଅଧାରୁ ପଳାଇଥିଲେ। ମାଆଙ୍କ ଗୋଟିଏ କଥା ତାଙ୍କୁ ପୁଣି ଫିଲ୍ଡକୁ ଟାଣି ଆଣିଥିଲା।
କ୍ରିକ୍ବଜ୍ ରିପୋର୍ଟ ଅନୁସାରେ, ଜଶପ୍ରୀତ ବୁମ୍ରା ଟିମ୍ ଇଣ୍ଡିଆ ସହ ରାଜକୋଟ୍ରୁ ରାଞ୍ଚି ଯିବେ ନାହିଁ। ସେ ରାଜକୋଟରୁ ସିଧାସଳଖ ଅହମ୍ମଦାବାଦ ଯିବେ।
ରାହୁଲଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ୍ ରଜତ ପାଟିଦର ଚୁଡ଼ାନ୍ତ ଏକାଦଶରେ ସାମିଲ ହୋଇପାରନ୍ତି। ସେହିପରି ରବିନ୍ଦ୍ର ଜାଡ଼େଜାଙ୍କ ସ୍ଥାନରେ କୁଲଦୀପ ଯାଦବ କିମ୍ବା ୱାସିଂଟନ ସୁନ୍ଦର ଚୁଡ଼ାନ୍ତ ଏକାଦଶରେ ଖେଳିପାରନ୍ତି।
୨୪୭ ରନ୍ର ପିଛା କରି ୧୪୬ ରନ୍ରେ ରହିଲା ଭାରତ । ରବିବାରର ତୃତୀୟ ତଥା ଶେଷ ମୁକାବିଲା ହେବ ର୍ନିଣ୍ଣାୟକ ।
ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୨୭୦ ରନ୍ କରିଥିଲା। ପୂର୍ବଦିନ ଅପରାଜିତ ଥିବା କ୍ୟାପଟେନ୍ ବିରାଟ୍ କୋହଲି ଓ ରବୀନ୍ଦ୍ର ଜାଡେଜା ଅର୍ଦ୍ଧଶତକୀୟ (୫୯) ଭାଗିଦାରୀ କରିଥିଲେ। ଜାଡେଜା ୧୭ ରନ୍ କରି କ୍ରିସ୍ ଓକ୍ସଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଜିଙ୍କ୍ୟ ରାହାଣେ ପୁଣି ନିରାଶ କରି ଖାତା ଖୋଲିପାରିନଥିଲେ।
ଭାରତୀୟ କ୍ରିକେଟ୍ ଦଳର ଇଂଲଣ୍ଡ ଗସ୍ତ ଆରମ୍ଭରୁ ନୈରାଶ୍ୟଜନକ ରହିଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଭାରତ ଏକ ବଡ଼ ପରାଜୟ ସ୍ୱୀକାର କରିଛି । ଫାଇନାଲରେ ବିରାଟ ବ୍ରିଗେଡ୍ ନ୍ୟୁଜିଲ୍ୟାଣ୍ଡଠାରୁ ପରାଜିତ ହୋଇଛି । ଟିମ୍ ଇଣ୍ଡିଆକୁ ଏହି…