• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Ind Vs Eng Test Series
ଭାରତ-ଇଂଲଣ୍ତ ପ୍ରଥମ ଟେଷ୍ଟ; ୨୮ ରନ୍‌ରେ ହାରିଲା ଭାରତ

ହାଇଦ୍ରାବାଦରେ ଖେଳାଯାଉଥିବା ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟକୁ ଜିତିନେଇଛି ଇଂଲଣ୍ଡ।

Rohan Bopanna
ଇତିହାସ ରଚିଲେ ରୋହନ ବୋପନ୍ନା; ୪୩ ବର୍ଷରେ ଅଷ୍ଟ୍ରେଲିୟନ୍ ଓପନ୍ ଚାମ୍ପିଅନ୍

ପ୍ରଥମେ ବୟସ୍କ ଡବଲ୍ସ ଖେଳାଳି ଭାବେ ନମ୍ବର ୱାନ୍ ଆଉ ଏବେ ବୟସ୍କ ଅଷ୍ଟ୍ରେଲିଆନ୍ ଓପନ ଡବଲ୍ସ ଚାମ୍ପିଅନ୍। ଅଷ୍ଟ୍ରେଲିୟ ଖେଳାଳି ମାଥ୍ୟୁ ଏବଡେନଙ୍କୁ ସାଥୀ କରି ବୋପନ୍ନା ବାଜି ମାରିଛନ୍ତି ଅଷ୍ଟ୍ରେଲିୟନ୍ ଓପନ।

Will Cheteshwar Pujara return to the Indian Test team?
Sports: ଭାରତୀୟ ଟେଷ୍ଟ୍‌ ଟିମ୍‌କୁ ଫେରିବେ କି ଚେତେଶ୍ୱର ପୂଜାରା

ଚଳିତ ରଣଜୀ ସିଜନ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ କରୁଥିବା ଚେତେଶ୍ୱର ପୂଜାରାଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ଭାରତୀୟ ଟେଷ୍ଟ୍‌ ଟିମ୍‌କୁ ଫେରିବେ କି ଏହି ଅଭିଜ୍ଞ ବ୍ୟାଟର୍‌? ଇଂଲଣ୍ଡ ବିପକ୍ଷ ଶେଷ ତିନି ଟେଷ୍ଟରେ ପାଇବେ କି ସୁଯୋଗ?

Ind Vs Eng Test Series
ଭାରତ-ଇଂଲଣ୍ଡ 'ଟେଷ୍ଟ୍' ଟକ୍କର୍; ଫିଲ୍ଡିଂ କରିବ ଭାରତ

ଟସ୍‌ ଜିତି ଇଂଲଣ୍ତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଯୁବ ତାରକା ଯଶସ୍ୱୀ ଜୟସ୍ୱାଲ ଓ ଶିକର ଭାରତ ଟିମ୍‌ରେ ସ୍ଥାନ ପାଇଛନ୍ତି । ପ୍ଲେଇଂ ଇଲେଭେନରେ ୩ ସ୍ପିନର, ୨ ପେସର୍ ଅଛନ୍ତି।

Mary Kom
‘ଅବସର ଘୋଷଣା କରି ନାହିଁ, ମୋ କଥାକୁ ଭୁଲ ତର୍ଜମା ହୋଇଛି’

ମ୍ୟାରି କମ୍‌ କହିଛନ୍ତି, ମୁଁ ବକ୍ସିଂରୁ ଅବସର ଘୋଷଣା କରି ନାହିଁ । ମୋ କଥାକୁ ଭୁଲ ତର୍ଜମା ହୋଇଛି। ଅବସର ନିଷ୍ପତ୍ତି ନେଲେ ମିଡିଆ ସାମ୍ନାକୁ ଆସି ଘୋଷଣା କରିବି ।

IPL 2024 Inaugration Date
ମାର୍ଚ୍ଚ ୨୨ରୁ ଆରମ୍ଭ ହେବ IPL ସିଜିନ୍‌-୧୭ ! ଏହି ଦିନ ଖେଳାଯାଇପାରେ ଫାଇନାଲ ମ୍ୟାଚ୍‌

କ୍ରିକ୍‌ବଜ୍‌ର ଏକ ରିପୋର୍ଟ ଅନୁସାରେ, ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୭ତମ ସିଜିନ୍‌ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇପାରେ। ଏହା ସହ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ମେ’ ୨୬ରେ ଖେଳାଯିବ।

Virat Kohli
ଇଂଲଣ୍ତ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ଖେଳିବେନି କୋହଲି..ରୋହିତଙ୍କୁ କହିଲେ କାରଣ..

ତେବେ ବିରାଟ କଣ ପାଇଁ ଖେଳିବେନି, ସେନେଇ ସେ ଟିମ୍‌ର ଅଧିନାୟକ ରୋହିତ ଶର୍ମାଙ୍କୁ ଜଣାଇଛନ୍ତି । ଯାହାକୁ ରୋହିତ ମଧ୍ୟ ସମର୍ଥନ ଜଣାଇଛନ୍ତି ।

Shoaib Malik
ଚର୍ଚ୍ଚାକୁ ସତ ପ୍ରମାଣିତ କଲେ ସୋଏବ; ଅଭିନେତ୍ରୀ ସାନା ଜାଭେଦ୍‌ଙ୍କୁ ନିକାହ କଲେ..

ଅଭିନେତ୍ରୀ ସନା ଜାଭେଦ୍‌ ମଧ୍ୟ ବିବାହର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପୂର୍ବରୁ ବହୁଥର ସୋଏବ ସନାଙ୍କୁ ଡେଟ୍‌ କରୁଥିବାର ଶୁଣିବାକୁ ମିଳିଥିଲା ।

Rohit Sharma
ରୋହିତ ଆଉଟ କି ନଟଆଉଟ .. ସୁପର ଓଭର ସୃଷ୍ଟି କଲା ବିତର୍କ

ଶେଷ ବଲରେ ମାତ୍ର ୨ ରନର ଆବଶ୍ୟକ ଥିବା ବେଳେ ରୋହିତ ପାଭିଲିୟନ ଫେରି ଯାଇଥିଲେ । ରୋହିତଙ୍କ ସ୍ଥାନରେ ରିଙ୍କୁ ସିଂଙ୍କୁ ପଠା ଯାଇଥିଲା । ସେବେ ସେ ସେପରି କାହିଁକି କରିଥିଲେ ତାହାର କିଛି ସ୍ପଷ୍ଟ ଉତ୍ତର ମିଳିପାରିନଥିଲା ।

India vs Afghanistan
ସୁପର୍ ଓଭରରେ ଭାରତର ସୁପର୍ ବିଜୟ, ୩-୦ରେ ସିରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ

ବୁଧବାର ବେଙ୍ଗାଲୁରୁରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ଆଫଗାନିସ୍ତାନକୁ ପରାସ୍ତ କରି ସିରିଜକୁ ୩-୦ରେ କ୍ଲିନ୍‌ ସ୍ୱିପ୍‌ କରିଛି ଭାରତ।

Pragnanand
ବିଶ୍ୱ ଚାମ୍ପିଅନ୍‌ଙ୍କୁ ହରାଇ ଏକ ନମ୍ବର ସ୍ଥାନରେ ପହଞ୍ଚିଲେ ପ୍ରଗନ୍ନାନନ୍ଦ

ପ୍ରଗନ୍ନାନନ୍ଦ କହିଛନ୍ତି ତାଙ୍କର ବିଶ୍ୱାସ ହେଉନି ଯେ, ବିଶ୍ୱ ଚାମ୍ପିଅନ୍ ବିଶ୍ୱନାଥ ଆନନ୍ଦ ଏତେ ଶୀଘ୍ର ଟୁର୍ଣ୍ଣାମେଣ୍ଟରୁ ବାହାରିଯାଇଛନ୍ତି ।

  • Wednesday, 17 January 2024
IND vs AFG
କ୍ଲିନସ୍ୱିପ ଲକ୍ଷ୍ୟରେ ଭାରତ, ବିଶ୍ୱକପ ପୂର୍ବରୁ ଶେଷ ପ୍ରସ୍ତୁତି

ଆଜି ବେଙ୍ଗଲୁରୁରେ ଖେଳାଯିବ ଭାରତ- ଆଫଗାନିସ୍ଥାନ ଟି-ଟ୍ୱେଣ୍ଟି ସିରିଜର ଅନ୍ତିମ ମ୍ୟାଚ । ସିରିଜର ପ୍ରଥମ ଦୁଇଟି ମ୍ୟାଚ ଜିତି ଭାରତ ୨-୦ ରେ ଆଗୁଆ ରହିଛି । ଟି-ଟ୍ୱେଣ୍ଟି ବିଶ୍ବକପ ପୂର୍ବରୁ ଭାରତ ଆଜିର ମ୍ୟାଚ ଜିତି ସିରିଜ କ୍ଲିନ ସ୍ୱିପ କରିବାକୁ ଲକ୍ଷ୍ୟ ରଖିଛି ।

Shivam Dube will get a chance or not in the T-20 World Cup team
Sports: ଟି-୨୦ ବିଶ୍ୱକପ୍ ଟିମ୍‌ରେ ସୁଯୋଗ ପାଇବେ ବି ଶିବମ୍ ଦୁବେ

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି ଭାରତର ଶିବମ୍ ଦୁବେ। ଏବେ ପ୍ରଶ୍ନ ଉଠିଛି ଯେ ଜୁନ୍‌ରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆରେ ସୁଯୋଗ ପାଇବେ କି ଏହି ପେସ୍ ବୋଲିଂ ଅଲ୍‌ରାଉଣ୍ଡର୍‌?

Sachin Tendulkar Deep Fake Video
ଡିପ୍‌ ଫେକ୍‌ର ଶିକାର ହେଲେ ସଚିନ୍, କହିଲେ ଖୁବ ଇରିଟେଡ୍‌ ଲାଗିଲାଣି...!

ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିବା ଭିଡିଓ ବା କଣ୍ଟେଣ୍ଟ ସବୁବେଳେ ସତ ହୋଇନଥାଏ । ଆମକୁ ଭାବି ଚିନ୍ତି କାମ କରିବାକୁ ପଡ଼ିବ ।

David Warner
ଭାଇ ବାହାଘରକୁ ଯାଇଥିଲେ, ଡେରି ହେବାରୁ ହେଲିକପ୍ଟର ଚଢ଼ି ପଡ଼ିଆରେ ପହଞ୍ଚିଲେ

ଷ୍ଟାଡିୟମକୁ ଷ୍ଟାଇଲରେ ଏଣ୍ଟ୍ରି ମାରଲେ ଡେଭିଡ୍ ୱାର୍ଣ୍ଣର । ବିଗ୍ ବାସ୍ ଲିଗ୍ ମ୍ୟାଚ ଖେଳିବା ଲାଗି ହେଲିକପ୍ଟରରେ ଗ୍ରାଉଣ୍ଡକୁ ପହଞ୍ଚିଲେ ଅଷ୍ଟ୍ରେଲିଆର ଏହି ଷ୍ଟାର ବ୍ୟାଟର ।

Flight
ଇଏ ବିମାନ ନା ମୃତ୍ୟୁଯନ୍ତା ! ନାହିଁ ଅମ୍ଲଜାନ...ବୋହୁଛି ଗମ୍‌ଗମ୍ ଝାଳ

ବିମାନ ଭିତରେ ବହୁଛି ଗମଗମ ଝାଳ .. ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ଆଫ୍ରିକା କପ୍ ଅଫ୍ ନେସନ୍ସ ପାଇଁ ଆଇଭୋରୀ କୋଷ୍ଟକୁ ବିମାନରେ ଯାଇଥାଆନ୍ତେ ଗାମ୍ୱିଆ ଖେଳାଳି । କିନ୍ତୁ ବିମାନ ଉଡ଼ାଣ ଭରିବା ପୂର୍ବରୁ ହିଁ ଘଟିଥିଲା ଅଭାବନୀୟ ଘଟଣା ।

IND Vs AFG
ଭାରତ-ଆଫଗାନିସ୍ତାନ ପ୍ରଥମ ଟି-ଟ୍ୱେଣ୍ଟି; ଖେଳିବେନି କୋହଲି ଓ ରାସିଦ୍‌

ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଏହି ସିରିଜ ଖେଳିବ । ତେବେ ସିରିଜର ପ୍ରଥମ ମ୍ୟାଚ ଖେଳିବେନି ବିରାଟ କୋହଲି ।

Cricketer Death
କ୍ରିକେଟ୍‌ ଫିଲ୍ଡରେ ଅଘଟଣ; ମୁଣ୍ତରେ ବଲ୍‌ ବାଜି ଟଳିପଡ଼ିଲେ କ୍ରିକେଟର..

ମୁମ୍ବାଇରେ କ୍ରିକେଟ ଖେଳ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ମୃତକ ହେଲେ ୫୨ ବର୍ଷୀୟ ଜୟେଶ ସାୱାଲା ।

Mohammed Shami
ଜାତୀୟ କ୍ରୀଡ଼ା ପୁରସ୍କାର: ସାମିଙ୍କୁ ଅର୍ଜୁନ, ସାତ୍ତ୍ୱିକ ଓ ଚିରାଗଙ୍କୁ ଖେଳରତ୍ନ

ସାମିଙ୍କ ସମେତ ୨୬ ଜଣ କ୍ରୀଡାବିତଙ୍କୁ ଅର୍ଜୁନ ପୁରସ୍କାର ଦିଆଯାଇଛି ।

How challenging 2024 will be for Team India
Sports: ଟିମ୍ ଇଣ୍ଡିଆ ପାଇଁ କେତେ ଆହ୍ୱାନପୂର୍ଣ୍ଣ ହେବ ୨୦୨୪

୨୦୨୪ ଭାରତୀୟ ଟିମ୍ ପାଇଁ କେତେ ଆହ୍ୱାନପୂର୍ଣ୍ଣ ହେବ? ଏହି ବର୍ଷ ଆଇସିସି ଟ୍ରଫି ପାଇଁ ଟିମ୍‌ର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବ କି? କ୍ରମାଗତ ତୃତୀୟ ଥର ଡବ୍‌ଲ୍ୟୁଟିସି ଫାଇନାଲ୍‌ରେ ପ୍ରବେଶ ପାଇଁ ଭାରତର ଦାବିଦାର ମଜଭୁତ ହୋଇପାରିବ କି?

India Squad For Afghanistan
ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଦଳକୁ ଫେରିଲେ ରୋହିତ ଓ ବିରାଟ

ଘୋଷଣା ହୋଇଥିବା ୧୬ ଟିମ୍‌ରେ ଶୁବମନ ଗିଲ୍, ଯଶସ୍ୱୀ ଜୟସ୍ୱାଲ, ତିଲକ ବର୍ମା, ରିଙ୍କୁ ସିଂ ସ୍ଥାନ ପାଇଛନ୍ତି। ସେହିପରି ୨ ୱିକେଟ କିପର ଜିତେଶ ଶର୍ମା, ସଂଜୁ ସାମସନ୍ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି।

Ind Vs Pak
ଟି-ଟ୍ୱେଣ୍ଟି ବିଶ୍ୱକପ୍‌; ସାମ୍ନାସାମ୍ନି ହେବେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ

ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଫିଚର୍ ପ୍ରକାଶ କରିଛି ଆଇସିସି । ଜୁନ ପହିଲାରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ।

Gymnastics
ଶେଷ ହେଲା ଜାତୀୟ ସିନିୟର୍ ଜିମ୍ନାଷ୍ଟିକ ଚାମ୍ପିୟନସିପ୍, ଚମତ୍କାର ପ୍ରଦର୍ଶନ କଲା ଓଡ଼ିଶା

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଛି ୩ ଦିନିଆ ଜାତୀୟ ସିନିୟର ଜିମ୍ନାଷ୍ଟିକ ଚମ୍ପିୟାନସିପ୍ । ପୁରୁଷ ବର୍ଗରେ ଓଡ଼ିଶାର ରାକେଶ ପାତ୍ର ଏବଂ ମହିଳା ବର୍ଗରେ ଅଲିମ୍ପିୟାନ ଦୀପା କର୍ମାକର ଅଲରାଉଣ୍ଡ ଚାମ୍ପିୟାନ ହୋଇଛନ୍ତି ।

  • Friday, 05 January 2024
  • Sports
BCCI
OCAରେ ପୁଣି ବୟସ ଜାଲିଆତି ! ସୁମିତ ଶର୍ମାଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ

ସୁମିତ ରଣଜୀ ଦଳରୁ ବିଦା ହେବା ପରେ ତାଙ୍କ ସ୍ଥାନରେ ତାରିଣୀ ସାଙ୍କୁ ସ୍ଥାନ ମିଳିଛି । ଆସନ୍ତାକାଲିଠାରୁ ଓଡିଶା ଦଳ ବରୋଦା ବିପକ୍ଷରେ ରଣଜୀ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଏଭଳି ବୟସ ଜାଲିଆତି ଘଟଣା ନୂଆ ବିବାଦ ସୃଷ୍ଟି କରିଛି ।

IND vs SA
ଦେଢ଼ ଦିନରେ ଖେଳ ଖତମ୍, ଭାରତର ଦମଦାର ବିଜୟ

ଦେଢ଼ ଦିନରେ ଶେଷ ହୋଇଗଲା ଖେଳ । ପ୍ରଥମ ଟେଷ୍ଟରେ ପରାଜୟ ପରେ ଦ୍ୱିତୀୟରେ ଭାରତର ଦମଦାର ବିଜୟ । ବିଜୟ ସହ ସିରିଜ ବରାବର କଲା ଭାରତୀୟ ଦଳ ।