ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛନ୍ତି ଯଶପ୍ରୀତ୍ ବୁମ୍ରା । ସେ ପ୍ରଥମ ଥର ପାଇଁ ଏକ ପାଳିରେ ୧୦୦ରୁ ଅଧିକ ରନ୍ ଦେଇଛନ୍ତି ।
ପ୍ରଥମ ସ୍ପେଲରେ ବୁମରା, ମହମ୍ମଦ ସିରାଜ ଓ ଗତ ମ୍ୟାଚର ହିରୋ ଆକାଶ ଦୀପ ୱିକେଟ ଶୂନ୍ୟ ରହିଥିଲେ। ତେବେ ନୀତିଶ ରେଡ୍ଡୀ ଦୁଇଟି ୱିକେଟ ନେଇ ଦଳକୁ ବ୍ରେକ ଥ୍ରୁ ପ୍ରଦାନ କରିଥିଲେ।
ୱେଷ୍ଟ ଇଣ୍ଡିଜ, ଅଷ୍ଟ୍ରେଲିଆ ପରେ ଇଂଲଣ୍ଡରେ ଶତକ ହାସଲ କରିଥିଲେ ଜୟସ୍ବାଲ। ତେବେ କ୍ରିକେଟ ଫ୍ୟାନଙ୍କ ଏହି ଭଲ ପାଇବା ମାତ୍ର ୨ ଦିନ ମଧ୍ୟରେ ପଲଟି ଯାଇଥିଲା। ପ୍ରଶଂସା ବଦଳରେ ଏହି ଯୁବ ଖେଳାଳିଙ୍କୁ ଚାରି ଆଡୁ ସମାଲୋଚନା କରାଯାଇଥିଲା।
ଚଳିତ ଆଇପିଏଲ୍ର ଏଲିମିନେଟର୍-୨ ମୁକାବିଲା ଜୁନ୍ ୩ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏଥିରେ ପଞ୍ଜାବ କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ।
ଆଇପିଏଲର ପ୍ରଥମ ଅଭିଯାନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚ୍ୟାଲେଞ୍ଜିଂ ହେବାକୁ ଯାଉଛି । କାରଣ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ନିଲମ୍ବନ ଯୋଗୁଁ ଆଇପିଏଲର ପ୍ରଥମ ମ୍ୟାଚ୍ ଖେଳିପାରିବେ ନାହିଁ । ଅନ୍ୟପଟେ ଦଳର ଷ୍ଟାର ବୋଲର ଯସପ୍ରୀତ ବୁମ୍ରା ଆଘାତ ଯୋଗୁ କିଛି ମ୍ୟାଚରୁ ବାହାରେ ରହିପାରନ୍ତି ।
ଚାମ୍ପିୟନ୍ସ ଟ୍ରଫିରୁ ବୁମରା ବାଦ ପଡ଼ିବା ପରେ ତାଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ସୁଯୋଗ ମିଳିଛି । ବିସିସିଆଇ ହର୍ଷିତ ନାଁ ଘୋଷଣା କରିଛି ।
ଭାରତୀୟ କ୍ରିକେଟ ଦଳର ଖେଳାଳି ଯଶପ୍ରୀତ ବୁମରା ଓ ସ୍ମୃତି ମନ୍ଧାନା ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି। ଉଭୟ ଖେଳାଳି ୨୦୨୪ ବର୍ଷ ପାଇଁ ଶ୍ରେଷ୍ଠ ଆଇସିସି କ୍ରିକେଟର ହେବାର ଗୌରବ ଅର୍ଜନ କରିଛନ୍ତି।
ରୋହିତ ଶର୍ମାଙ୍କ ପରେ କିଏ ଭାରତୀୟ ଟେଷ୍ଟ ଟିମ୍ର ଅଧିନାୟକ ହେବେ, ତାହାକୁ ନେଇ ଏବେ ଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ଉପ-ଅଧିନାୟକ ଯଶପ୍ରୀତ ବୁମ୍ରାଙ୍କୁ ମିଳିବ କି ଟେଷ୍ଟ ନେତୃତ୍ୱ, ୱିକେଟ୍କିପର୍-ବ୍ୟାଟର୍ ରିଷଭ ପନ୍ତଙ୍କୁ ଦିଆଯିବ କି ଟିମ୍ର ଦାୟିତ୍ୱ ନା ପୁଣି ଅଧିନାୟକତ୍ୱକୁ ଫେରିବେ କିଙ୍ଗ୍ କୋହଲି?
ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ଜାନୁୟାରୀ ୧୨ ପ୍ରୋଭିଜନାଲ ଦଳ ଘୋଷଣାର ଶେଷ ତାରିଖ ରହିଛି। ଅନ୍ୟ ପକ୍ଷରେ ଦଳରେ କୌଣସି ପରିବର୍ତ୍ତନ ପାଇଁ ଫେବୃୟାରୀ ୧୩ ଶେଷ ତାରିଖ ରହିଛି। ସେହିପରି ଦିନିକିଆ ଦଳର ଉପ ଅଧିନାୟକ ହେବାର ଲକ୍ଷ୍ୟ ରଖିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କୁ ନିରାଶ ହେବାକୁ ପଡିବ।
ଚଳିତ ସିରିଜରେ ଭାରତୀୟ ଦଳର ଟ୍ରମ୍ପକାର୍ଡ ରହିଥିବା ଯଶପ୍ରୀତ ବୁମରା ଆହତ ହୋଇ ପଡିଆ ଛାଡିଛନ୍ତି। ସିଡନୀରେ ଖେଳା ଯାଉଥିବା ସିରିଜର ଅନ୍ତିମ ତଥା ପଞ୍ଚମ ଟେଷ୍ଟର ଦ୍ବିତୀୟ ଦିନରେ ବୁମରା ଆହତ ହୋଇଥିଲେ। ପଡିଆ ଛାଡିବା ସହ ଭାରତୀୟ ଦଳର ସପୋର୍ଟ ଷ୍ଟାଫଙ୍କ ସହିତ ତାଙ୍କୁ ସ୍କାନିଙ୍ଗ ପାଇଁ ମଧ୍ୟ ନିଆ ଯାଇଥିଲା।
ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ରେ ଏ ଯାବତ ଚାଲେଞ୍ଜ୍ପୂର୍ଣ୍ଣ ରହିଆସିଛି ଟିମ୍ ଇଣ୍ଡିଆର ଅଭିଯାନ । ତେବେ ଦମ୍ଦାର ବୋଲିଂ ପ୍ରଦର୍ଶନ ବଳରେ ଡବ୍ଲ୍ୟୁଟିସି ଫାଇନାଲ୍ରେ ଭାରତର ପ୍ରବେଶ ସମ୍ଭାବନାକୁ ଉଜ୍ଜୀବିତ ରଖିଛନ୍ତି ଉପ-ଅଧିନାୟକ ଯଶପ୍ରୀତ ବୁମ୍ରା ।
୩୧ ବର୍ଷ ପରେ ଅଷ୍ଟ୍ରେଲିଆକୁ ଗାବାରେ ହରାଇ କଙ୍ଗାରୁ ଦଳର ଗର୍ବ ଭାଙ୍ଗିଥିବାବେଳେ ବର୍ତ୍ତମାନ ଭାରତୀୟ ଦଳ ପର୍ଥର ଅପ୍ଟସ ଷ୍ଟାଡିୟମରେ କଙ୍ଗାରୁ ଅପରାଜୟ ରହିବାର ଗର୍ବକୁ ମଧ୍ୟ ଭାଙ୍ଗି ଦେଇଛି ।
ଗତ ସିଜିନ୍ ଭଳି ଏହି ସିଜିନ୍ରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଚାରି ଜଣ କ୍ୟାପଟେନଙ୍କୁ ନେଇ ଖେଳିବାକୁ ଯାଉଛି ।
ନ୍ୟୁଜିଲାଣ୍ଡ ବିପକ୍ଷ ବିପର୍ଯ୍ୟୟ ପରେ ଟେଷ୍ଟ ଟିମ୍ରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ କିଏ ହେବେ, ତାହାକୁ ନେଇ ଏବେ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା । ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି ଉପ-ଅଧିନାୟକ ଯଶପ୍ରୀତ ବୁମ୍ରା ଓ ୱିକେଟ୍କିପର୍-ବ୍ୟାଟର୍ ରିଷଭ ପନ୍ତ।
ଟିମ୍ ଇଣ୍ତିଆର ଷ୍ଟାର ବୋଲର୍ ଯଶପ୍ରୀତ ବୁମ୍ରା ଏବଂ ମହିଳା ଟିମ୍ର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଦାନା ଇତିହାସ ରଚିଛନ୍ତି।
ରୋହିତ ଶର୍ମା ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏବେ କିଏ ତାଙ୍କ ସ୍ଥାନ ନେବା ତାକୁ ନେଇ ଚର୍ଚ୍ଚା ଜାରି ରହିଛି । ଅର୍ଥାତ କ୍ରିକେଟର ସବୁଠୁ ଛୋଟ ଫର୍ମାଟରେ କିଏ ଧରିବ ଟିମ୍ ଇଣ୍ଡିଆର ମଙ୍ଗ ?
ଗତ ରବିବାର ଦିନ ଭାରତ- ପାକିସ୍ତାନ ଖେଳ ହୋଇଥିଲା । ସେହି ମ୍ୟାଚ୍ରେ ଭାରତ ଦମଦାର ପ୍ରଦର୍ଶନ କରି ଜିତିନେଇଥିଲା । ଲୋ ସ୍କୋର ହେବା ସତ୍ତ୍ୱେ ବୋଲର୍ମାନଙ୍କ ଭଲ ପ୍ରଦର୍ଶନ ପାଇଁ ଉକ୍ତ ମ୍ୟାଚ୍କୁ ଭାରତ ଜିତିନେଇଥିଲା ।
କ୍ରିକ୍ବଜ୍ ରିପୋର୍ଟ ଅନୁସାରେ, ଜଶପ୍ରୀତ ବୁମ୍ରା ଟିମ୍ ଇଣ୍ଡିଆ ସହ ରାଜକୋଟ୍ରୁ ରାଞ୍ଚି ଯିବେ ନାହିଁ। ସେ ରାଜକୋଟରୁ ସିଧାସଳଖ ଅହମ୍ମଦାବାଦ ଯିବେ।
ଟିମ୍ ଇଣ୍ତିଆକୁ ବଡ଼ ଝଟକା ! ତୃତୀୟ ଟେଷ୍ଟ ମ୍ୟାଚ୍ ର୍ପୂବରୁ ଟିମ୍ ଇଣ୍ତିଆକୁ ଲାଗିଛି ବଡ଼ ଝଟକା । ତୃତୀୟ ଟେଷ୍ଟ ମ୍ୟାଚ୍ରେ ଖେଳି ନପାରନ୍ତି ଷ୍ଟାର୍ ଖେଳାଳି ।
ବିଶାଖାପାଟଣାରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଆଜି ଥିଲା ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ଯଶ୍ୱସୀ ଜୟସ୍ୱାଲ ଦମଦାର ଦ୍ୱିଶତକ ହାସଲ କରି ଭାରତକୁ ଭ୍ରମଣକାରୀ ଦଳ ବିପକ୍ଷରେ ଏକ ବଡ଼ ସ୍କୋର କରିବାରେ ସଫଳ ହୋଇଥିଲେ।
ଆଗକୁ ଏସିଆ କପ୍, ଏହାପରେ ଭାରତରେ ହେବ ଦିନିକିଆ ବିଶ୍ୱକପ୍ । ଏପରିସ୍ଥଳେ ପେସର୍ ଯଶପ୍ରୀତ ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନ ଟିମ୍ ଇଣ୍ଡିଆ ପାଇଁ ‘ବୁଷ୍ଟର୍ ଡୋଜ୍’ ହେବ କି? ଆଘାତରୁ ସୁସ୍ଥ ହୋଇ ଦୀର୍ଘ ଦିନ ପରେ ଟିମ୍କୁ ଆସିଥିବା ଏହି ଅଭିଜ୍ଞ ବୋଲର୍ କ’ଣ ତାଙ୍କ ପୂର୍ବ ଫର୍ମକୁ ଫେରିପାରିବେ?
ଆୟର୍ଲାଣ୍ଡ ବିପକ୍ଷରେ ଭାରତୀୟ ଦଳ ଘୋଷଣା ହୋଇଛି । ବହୁତ ଦିନ ପରେ ଦଳକୁ ଫେରିଛନ୍ତି ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମ୍ରା ।
ଟିମ୍ ଇଣ୍ଡିଆର ‘ବ୍ରହ୍ମାସ୍ତ୍ର’, ପେସର୍ ଯଶପ୍ରୀତ ବୁମ୍ରା ଅନେକ ଦିନ ହେଲା ପିଠି ଯନ୍ତ୍ରଣାଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ଏବେ ସର୍ଜରୀ କରାଯିବା ସ୍ଥଳେ ସେ ପାଞ୍ଚ-ଛଅ ମାସ କ୍ରିକେଟ୍ରୁ ଦୂରରେ ରହିବେ। ଆଇପିଏଲ୍ ୨୦୨୩ରୁ ସେ ବାଦ୍ ପଡ଼ିସାରିଲେଣି। ପ୍ରଶ୍ନ ଉଠୁଛି ଯେ ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ରେ ଖେଳିପାରିବେ ତ ବୁମ୍ରା?
ଜାତୀୟ କ୍ରିକେଟ ଏକାଡେମୀ ବୁମରାଙ୍କୁ ଫିଟ୍ ଘୋଷଣା କରିବା ପରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସ୍କ୍ୱାଡରେ ତାଙ୍କୁ ସାମିଲ କରାଯାଇଛି ।