ଏକଦା ତାଙ୍କୁ ସଚିନ ତେନ୍ଦୁଲକର ଓ ବ୍ରାଏନ ଲାରାଙ୍କ ସହ ତୁଳନା କରାଯାଉଥିଲା। ଏକଦା ଭାରତୀୟ ଟିମର ଭବିଷ୍ୟତ ଭାବେ ଗଣା ଯାଉଥିବା ଖେଳାଳି ବର୍ତ୍ତମାନ ନିଜ ରଣଜୀ ଟିମରେ ମଧ୍ୟ ଜାଗା ପାଉ ନାହାନ୍ତି।
କିଆ ଓଭାଲ ଷ୍ଟାଡିୟମ ଏହାର ୧୮୦ ତମ ଆନିଭର୍ସାରୀ ପାଳନ କରିବାକୁ ଯାଉଛି। ଏହି କାରଣରୁ ଦୁଇ କିମ୍ବଦନ୍ତୀଙ୍କ କ୍ରୀଡା ଉପକରଣକୁ କ୍ଲବର ମ୍ୟୁଜିୟମରେ ସ୍ଥାନ ମିଳିଛି। ସଚିନ ତେନ୍ଦୁଲକରଙ୍କ ଜର୍ସି ରହିଥିବା ବେଳେ ବିରାଟ କୋହଲି ମ୍ୟାଚରେ ପିନ୍ଧିଥିବା ଗ୍ଲୋଭସକୁ ମଧ୍ୟ ସ୍ଥାନିତ କରାଯାଇଛି।
ଆଗାମୀ ଟେଷ୍ଟ ସିରିଜ୍ ଦୁଇ କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର ଓ ଜେମ୍ସ ଆଣ୍ଡରସନ୍ଙ୍କ ନାମରେ ନାମିତ କରାଯାଇଛି ।
ସଚିନ୍ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଫିଲ୍ମ ଇଣ୍ଡଷ୍ଟ୍ରିରେ ନଥିଲେ ମଧ୍ୟ ସେ ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କୁ ମୁମ୍ବାଇରେ ଦେଖିବାକୁ ମିଳିଥିଲା। ସାରାଙ୍କୁ ଏକ କାଜୁଆଲ୍ ଲୁକ୍ରେ ଦେଖିବାକୁ ମିଳିଥିଲା। ସାରା ତେନ୍ଦୁଲକରଙ୍କୁ ପାପାରାଜୀମାନେ କ୍ୟାମେରାରେ କଏଦ କରିଥିଲେ। ତାଙ୍କର ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି।
୨୯୯ତମ ଦିନିକିଆ ମ୍ୟାଚ୍ର ୨୮୭ତମ ଇନିଂସରେ କୋହଲି ଏହି ସଫଳତା ହାସଲ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ସଚିନ୍ ତେନ୍ଦୁଲକରଙ୍କ ନାମରେ ଥିଲା ।
ଲାଇଫ ଟାଇମ୍ ଆଚିଭମେଣ୍ଟ ଆଓ୍ଵାର୍ଡରେ ସମ୍ମାନିତ ହେବା ବେଳେ ଭାବବିହ୍ବଳ ହୋଇ ଏମିତି କହିଲେ ପୂର୍ବତନ ଭାରତୀୟ କ୍ରିକେଟର୍ ସଚିନ ତେନ୍ଦୁଲକର ।
ଭାରତୀୟ କ୍ରିକେଟ ଦଳର କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ (ଜୀବନବ୍ୟାପୀ ସାଧନା) ପୁରସ୍କାର ପ୍ରଦାନ କରିଛି ବିସିସିଆଇ। ଶନିବାର ମୁମ୍ବାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସଚିନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।
ପୂର୍ବତନ କ୍ରିକେଟର୍ ବିନୋଦ କାମ୍ୱଲି ହସ୍ପିଟାଲ୍ ବେଡରୁ ନିଜର ଶୁଭେଚ୍ଛୁ ଓ ପ୍ରଶଂସକଙ୍କୁ ବାର୍ତ୍ତା ଦେଇଛନ୍ତି । ତାହା ପୁଣି ଗୀତରେ ଗୀତରେ । କହିଛନ୍ତି, ମୁଁ ଧୀରେ ଧୀରେ ସୁସ୍ଥ ହେଉଛି । ସଚିନଙ୍କୁ ଧନ୍ୟବାଦ ।
ଏକାଠି କ୍ରିକେଟ୍ କ୍ୟାରିଅର୍ ଆରମ୍ଭ କଲେ ଦୁଇ ପ୍ରତିଭାଶାଳୀ ବାଲ୍ୟ ବନ୍ଧୁ - ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲୀ । ତେବେ ସଚିନ ପହଞ୍ଚିଲେ ତୁଙ୍ଗ ଶିଖରରେ ଅଥଚ ପଥହୁଡ଼ା ହୋଇ କାମ୍ବଲୀ ପାଲଟିଗଲେ ଜଣେ ଅସଫଳ ଓ ଅସହାୟ ମଣିଷ ।
୨୦୨୩-୨୪ ଆର୍ଥିକ ବର୍ଷରେ କ୍ରୀଡାବିତମାନେ ଦେଇଥିବା ଟ୍ୟାକ୍ସ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି ଫର୍ଚୁନ ଇଣ୍ଡିଆ। ତେବେ ଆସନ୍ତୁ ଜାଣିବା କେଉଁ ଖେଳାଳି ଦେଇଛନ୍ତି ସର୍ବାଧିକ ଆୟକର ...
ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ଅସୁସ୍ଥ ! ଭେଟେରାନ କ୍ରିକେଟର ଚାଲିବାକୁ ସଂଘର୍ଷ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ।
କ୍ରିକେଟ୍ ଜଗତରେ କିଏ ବଡ଼ ଖେଳାଳି, ସଚିନ୍ ତେନ୍ଦୁଲକର କି ବିରାଟ କୋହଲି । ଏହି ପ୍ରଶ୍ନ ସବୁବେଳେ ପ୍ରଶଂସକଙ୍କ ମଧ୍ୟରେ ରହିଥାଏ । ଏହାକୁ ନେଇ ସବୁବେଳେ ବିତର୍କ ଜାରି ରହିଥାଏ ।
Sachin-Amir: କଥା ଦେଇ କଥା ରଖିଲେ କ୍ରିକେଟ୍ ଜଗତର ଭଗବାନ । ପୂର୍ବତନ କ୍ରିକେଟ୍ର ସଚିନ ତେନ୍ଦୁଲକର ତାଙ୍କ ପ୍ରତିଶ୍ରୁତି ପାଳନ କରି କାଶ୍ମୀର ଗସ୍ତ ସମୟରେ ଜାମ୍ମୁ କାଶ୍ମୀର ପାରା କ୍ରିକେଟ୍ ଟିମ୍ର ଅଧିନାୟକ ଆମୀର ହୁସେନ୍ ଲୋନେଙ୍କୁ ଭେଟିଛନ୍ତି ।
ଏବେବି ସଚିନଙ୍କ ଲୋକପ୍ରିୟତା କମିନି। ପୂର୍ବଭଳି ସେ ଲୋକଙ୍କ ହୃଦୟରେ ଅଛନ୍ତି। ସଚିନଙ୍କୁ ଟିକିଏ ଦେଖିବା ପାଇଁ ସମସ୍ତେ ଉତ୍ସାହିତ ଥାଆନ୍ତି।
ଯୁବକ ଜଣକ ସଚିନ୍ଙ୍କୁ ଏତେ ପାଖରେ ଦେଖି ଆଶ୍ଚର୍ଯ୍ୟ ହେବା ସହ ନମସ୍କାର କରୁଛନ୍ତି । ପରେ ପରେ ସଚିନ୍ ତାଙ୍କୁ କେମିତି ଅଛ ବୋଲି ପଚାରୁଛନ୍ତି ?
ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିବା ଭିଡିଓ ବା କଣ୍ଟେଣ୍ଟ ସବୁବେଳେ ସତ ହୋଇନଥାଏ । ଆମକୁ ଭାବି ଚିନ୍ତି କାମ କରିବାକୁ ପଡ଼ିବ ।
ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଇତିହାସରେ ଇତିହାସ ରଚି ସାରିଛନ୍ତି ବିରାଟ କୋହଲି । ୱାଙ୍ଖେଡେରେ ୫୦ତମ ଶତକ ହାସଲ କରିଛନ୍ତି କିଙ୍ଗ ।
ଅପରାଜେୟ ଭାରତ, ବେଲଗାମ କୋହଲି । ଆଜି ପୁଣି ଥରେ ପଡ଼ିଆ ଭିତରେ ନିଜର ଦମ ଦେଖାଇଛନ୍ତି ବିରାଟ ।
ଅପେକ୍ଷାର ଅନ୍ତ ଘଟିଲା । ଯେଉଁ ଇନିଂସ ପାଇଁ ଫ୍ୟାନ୍ସ ଗତ କିଛି ମ୍ୟାଚ୍ ହେଲା ଅପେକ୍ଷା କରିଥିଲେ । ଆଜି ତାହାର ଅନ୍ତ ଘଟିଛି । କ୍ରିକେଟ୍ର ଭଗବାନ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହେଲେ ବିରାଟ କୋହଲି ।
କ୍ରିକେଟ୍ର ଭଗବାନ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହେଲେ ବିରାଟ କୋହଲି । ଏକଦିବସୀୟ କ୍ରିକେଟ୍ରେ ୪୯ଟି ଶତକ ହାସଲ କରି ସେ ସଚିନ୍ଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ।
କ୍ରିକେଟ ଜଗତର ସେ ଅଦ୍ବିତୀୟ ସମ୍ରାଟ ପାଲଟି ଯାଇଥିଲେ । ରେକର୍ଡ ପରେ ରେକର୍ଡ ପ୍ରତିଷ୍ଠା କରି ଚାଲିଥିଲେ ।
ବିରାଟ କମାଲ କୋହଲି .. ବିରାଟ ମାଇଲଷ୍ଟୋନ ମ୍ୟାନ କୋହଲି .. ବିରାଟ ରେକର୍ଡ ବ୍ରେକର କୋହଲି ..
ଦିନିକିଆ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ତିଆର ଲଗାତର ଅଷ୍ଟମ ବିଜୟ । ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ସଚିନ-ସୋଏବଙ୍କ ମଧ୍ୟରେ ଠଟ୍ଟାମଜା ।
ସଚିନଙ୍କୁ ଆଉଟ ବେଳର ଫଟୋ ପୋଷ୍ଟ କରି ଟ୍ରୋଲ ହେଲେ ସୋଏବ । ଫ୍ୟାନ୍ସ କହିଲେ କଲ୍ ଅଗର କୁଛ୍ ଐସା ହୁଆ ତୋ ..
ଆପଗାନିସ୍ତାନ ବିପକ୍ଷ ମ୍ୟାଚରେ ରୋହିତ ମାତ୍ର ୬୩ ବଲ୍ରେ ଶତକ ହାସଲ କରିଥିଲେ। ବିଶ୍ୱକପରେ ଭାରତ ପକ୍ଷରୁ ଏହା ସର୍ବନିମ୍ନ ବଲରେ ଶତକ ବୋଲି କୁହାଯାଉଛି। ପୂର୍ବରୁ ଏହି ରେକର୍ଡ କ୍ରିକେଟ କିମ୍ବଦନ୍ତୀ କପିଳ ଦେବଙ୍କ ନାଁରେ ରହିଥିଲା।