• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Test Cricket

BCCI announces Test cricket incentive
BCCI ର ନୂଆ ସ୍କିମ୍‌; କୋଟିପତି ହେବେ ଟେଷ୍ଟ କ୍ରିକେଟର, ମ୍ୟାଚ୍‌ ଫି’ ଛଡ଼ା ମିଳିବ ୪୫ ଲକ୍ଷ

ଏଣିକି ଧନୀ ହେବେ ଟେଷ୍ଟ କ୍ରିକେଟର। ମ୍ୟାଚ୍‌ ଫି ଛଡ଼ା ମିଳିବ ଇନସେନଟିଭ୍‌ ଟଙ୍କା। BCCI ର କହିବାନୁଯାୟୀ, ଗୋଟିଏ ସିଜିନରେ ଯଦି କୌଣସି ଖେଳାଳି ଭାରତ ପାଇଁ ୭୫%ରୁ ଅଧିକ ମ୍ୟାଚ୍‌ ଖେଳନ୍ତି, ତା’ହେଲେ ତାଙ୍କୁ ମ୍ୟାଚ୍‌ ଫି ସହ ଅତିରିକ୍ତ ୪୫ ଲକ୍ଷ ଟଙ୍କା ମିଳିବ।

Jasprit Bumrah
ରାଞ୍ଚି ଟେଷ୍ଟରେ ଖେଳିବେନି ଯଶପ୍ରୀତ ବୁମ୍ରା, ଚୁଡ଼ାନ୍ତ ଏକାଦଶରେ ସାମିଲ ହେବେ ଏହି ଖେଳାଳି....

କ୍ରିକ୍‌ବଜ୍‌ ରିପୋର୍ଟ ଅନୁସାରେ, ଜଶପ୍ରୀତ ବୁମ୍ରା ଟିମ୍‌ ଇଣ୍ଡିଆ ସହ ରାଜକୋଟ୍‌ରୁ ରାଞ୍ଚି ଯିବେ ନାହିଁ। ସେ ରାଜକୋଟରୁ ସିଧାସଳଖ ଅହମ୍ମଦାବାଦ ଯିବେ।

Virat Kohli
ଟେଷ୍ଟ କ୍ରିକେଟ୍‌ରେ କୋହଲିଙ୍କ ୧୨ ବର୍ଷ; ପ୍ରଶଂସକଙ୍କୁ ଜଣାଇଲେ କୃତଜ୍ଞତା

କ୍ରିକେଟ୍‌ର ସବୁ ଫର୍ମାଟରେ ରେକର୍ଡ ହାସଲ କରିଥିବା କୋହଲି ୧୦୯ଟି ଟେଷ୍ଟରେ ୪୮.୭୨ ଷ୍ଟ୍ରାଇକ୍‌ ରେଟ୍‌ରେ ୨୮ ଶତକ ସହ ୮୪୭୯ ରନ୍‌ ସଂଗ୍ରହ କରିଛନ୍ତି ।

Virat-Rohit-Cheteshwar time is over in Test cricket
ଟେଷ୍ଟ୍‌ କ୍ରିକେଟ୍‌ରେ ସରିଆସିଲାଣି କି ବିରାଟ-ରୋହିତ-ଚେତେଶ୍ୱରଙ୍କ ସମୟ

ଚର୍ଚ୍ଚା ହେଉଛି ଯେ ଟେଷ୍ଟ କ୍ରିକେଟ୍‌ରେ ଭାରତର ତିନି ପ୍ରମୁଖ ବ୍ୟାଟର୍ - ବିରାଟ କୋହଲି, ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରାଙ୍କ ସମୟ ସରିଆସିଲାଣି । ସେମାନଙ୍କ ବିକଳ୍ପ ଖୋଜିବା ଜରୁରୀ ହୋଇଯାଇଛି । ଆଗାମୀ ଦୁଇ ବର୍ଷ ଅର୍ଥାତ୍ ପରବର୍ତ୍ତୀ ଡବ୍ଲ୍ୟୁଟିସି ଫାଇନାଲ୍‌କୁ ଆଖି ଆଗରେ ରଖି ଏବେଠାରୁ ଟିମ୍‌କୁ ପ୍ରସ୍ତୁତ କରିବାକୁ ହେବ।

Can India become world champions in Test cricket?
ଟେଷ୍ଟ୍‌ କ୍ରିକେଟ୍‌ରେ ବିଶ୍ୱବିଜୟୀ ହୋଇପାରିବ କି ଭାରତ

ଆଉ ମାସେ ପରେ ଆଇସିସି ବିଶ୍ୱ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ର ଫାଇନାଲ୍ ମ୍ୟାଚ୍। ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ଫାଇନାଲ୍‌ରେ ସ୍ଥାନ ପାଇଛି। ଭାରତୀୟ ଟିମ୍ ଆଗରେ ରହିଛି ଅଷ୍ଟ୍ରେଲିଆ। ବଡ଼ ପ୍ରଶ୍ନ ହେଉଛି, ଏଥର ଟିମ୍ ଇଣ୍ଡିଆର ଟେଷ୍ଟ୍‌ କ୍ରିକେଟ୍‌ରେ ବିଶ୍ୱବିଜୟୀ ହେବାର ସ୍ୱପ୍ନ ସାକାର ହେବ ତ? ଅଷ୍ଟ୍ରେଲିଆକୁ ହରାଇ ଡବ୍ଲ୍ୟୁଟିସି ଫାଇନାଲ୍ ଜିତିପାରିବ ତ ରୋହିତ ସେନା?

2nd Test
ନ୍ୟୁଜିଲାଣ୍ଡକୁ ୩୭୨ ରନ୍‌ରେ ହରାଇଲା ଭାରତ

ନ୍ୟୁଜିଲାଣ୍ଡକୁ ୫୪୦ ରନ୍‌ର ଟାର୍ଗେଟ୍‌ ଦେଇଥିଲା ଭାରତ। ଆଉ ନ୍ୟୁଜିଲାଣ୍ଡ ୫୪୦ ରନ୍‌ର ବିଜୟ ଟାର୍ଗେଟକୁ ପିଛା କରି ଦ୍ୱିତୀୟ ଇନିଂସ୍‌ରେ ୧୬୭ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା।