ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପଲଟନକୁ ମାତ୍ ଦେଇଛି ଟାଇଟନ୍ସ ଟିମ୍। ପାଣ୍ତ୍ୟାଙ୍କ ହରକତ୍କୁ ନେଇ ଅସନ୍ତୋଷ ପ୍ରକାଶ କଲେ ଫ୍ୟାନ୍ସ।
ଆଇପିଏଲରେ ମହମ୍ମଦ ଶାମି ଗୁଜରାଟ ଟାଇଟନ୍ସର ପ୍ରମୁଖ ବୋଲର। ଗତ ସିଜିନ୍ରେ ଶାମି ସବୁଠୁ ଅଧିକ ୱିକେଟ୍ ଅକ୍ତିଆର କରିଥିଲେ
୨୦୨୨ରେ ପ୍ରଥମ ଥର ପାଇଁ ଆଇପିଏଲ୍କୁ ଆସିଥିଲା ଗୁଜରାଟ ଟାଇଟନ୍ସ। ପ୍ରଥମ ସିଜିନ୍ରୁ ହିଁ ଗୁଜରାଟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା।
ଆଜି ରିଟେନ୍ ଲିଷ୍ଟ ପ୍ରକାଶ ପାଇବାର ପ୍ରାୟ ୨ ଘଣ୍ଟା ପରେ ସାମ୍ନାକୁ ଆସିଥିଲା ସବୁଠୁ ବଡ଼ ଖବର। ଯାହା ଥିଲା ଆଇପିଏଲ ଇତିହାସରେ ସବୁଠୁ ବଡ଼ ଟ୍ରେଡ୍। ଯାହା କିଛି ଦିନ ଧରି ଚର୍ଚ୍ଚା ହେଉଥିଲା ଶେଷରେ ତାହା ସତ ହୋଇଥିଲା। ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଦଳ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି।
ଆଜି ଖେଳାଳି ରିଟେନ୍ସନ୍ ଲିଷ୍ଟ ଆସିବା ପରେ ଚିତ୍ର ପୂରା ସ୍ପଷ୍ଟ ହୋଇଯାଇଛି। ଅନ୍ୟ କେଉଁ ଦଳକୁ ନୁହେଁ ବରଂ ଗୁଜରାଟ ଟାଇଟନ୍ସ ପାଇଁ ହିଁ ଆଇପିଏଲରେ ହାର୍ଦ୍ଦିକ ଖେଳିବେ ବୋଲି ସ୍ପଷ୍ଟ ହୋଇଛି।
ବର୍ଷା ଲାଗି ରହିବାରୁ ଗତ କାଲି ମ୍ୟାଚ୍ ଖେଳିବା ସମ୍ଭବ ହୋଇପାରିନଥିଲା । ଏପରିକି ଟସ୍ ମଧ୍ୟ ପଡିପାରିନଥିଲା । ଯଦି ଆଜି ବି ସେଭଳି ହୁଏ, ତ କ’ଣ କରିବେ ଅମ୍ପାୟାର..ଜାଣନ୍ତୁ..
ଆଜି ରାତି ୮ଟାରେ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମ ଉପରେ ରହିବ ସାରା ଦେଶର ନଜର ରହିବ । କାହିଁକି ନା ଆଜି ଟ୍ରଫି ପାଇଁ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ।
ପୁଣିଥରେ ଆଇପିଏଲ୍ ୨୦୨୩(IPL 2023) ସିଜନ୍ରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍(CSK) ଜଲ୍ୱା ଦେଖାଇଛି।
ଗତବର୍ଷର ଚାମ୍ପିୟନ ଗୁଜରାଟ ଟାଇଟନ୍ସ ପ୍ରଥମ ଦଳ ଭାବେ ଚଳିତ ଆଇପିଏଲ୍ର ପ୍ଲେ ଅଫ୍ରେ ପ୍ରବେଶ କରିଛି ।
ଆଇପିଏଲ୍ ବିଜୟ ପରେ ଗୁଜରାଟ ଗାନ୍ଧିନଗରରେ ଧୁମଧାମ୍ରେ ବିଜୟ ଉତ୍ସବ ପାଳନ ।
ଆଜି ଏଲିମିନେଟର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ଟକ୍କର।
ଗୁଜରାଟ ଟାଇଟାନ୍ସ କ୍ରମାଗତ ୫ଟି ମ୍ୟାଚ୍ ଜିତିବା ପରେ ଶେଷରେ ପରାଜୟର ସ୍ୱାଦ ଚାଖିଛି। ଗତକାଲିର ମ୍ୟାଚ୍ରେ ଗୁଜରାଟକୁ ୮ ୱିକେଟ୍ରେ ପଞ୍ଜାବ କିଙ୍ଗସ୍ ପରାସ୍ତ କରିଛି।