• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Data Protection Bill
ବିରୋଧୀଙ୍କ ହୋ-ହଲ୍ଲା ମଧ୍ୟରେ ସଂସଦରେ ପାରିତ ହେଲା DPDP 2023

ଏହା ପରେ ବିରୋଧୀ ସାଂସଦମାନେ ଏହି ବିଲକୁ ବିରୋଧ କରି ଏହାକୁ ସଂସଦୀୟ କମିଟି ନିକଟକୁ ପଠାଇବାକୁ ଦାବି କରିଥିଲେ।

Sunny deol takes a dig at male actors who shaving body hair
ଅଭିନେତାମାନଙ୍କୁ ଥଟ୍ଟା କଲେ ସନୀ ଦେଓଲ; କହିଲେ ଶରୀରକୁ ଶେଭ୍ କରି ଝିଅପିଲା ହେଲେଣି

ସନି ଦେଓଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ହୋଇଥିବା ପରିବର୍ତ୍ତନକୁ ନେଇ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଦେଇଛନ୍ତି। ସେ ସିକ୍ସପ୍ୟାକ୍ ଆବ୍ସ ବାଲା ଅଭିନେତାଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ଆଜିକାଲି ଅଭିନେତାମାନେ ନିଜ ଶରୀରର ଲୋମ ଶେଭ୍‌ କରିଦେଉଛନ୍ତି, ଫଳରେ ସେମାନେ ଝିଅପିଲାଙ୍କ ଭଳି ଦିଶୁଛନ୍ତି।

Minor Girl Rescue
ସେଲଫି ଉଠାଇବା ବାହାନାରେ ନାବାଳିକାକୁ ବ୍ରିଜ୍‌ରୁ ଠେଲିଦେଲା ମାଆର ପ୍ରେମିକ

ବୁଲାଇ ନେବା ବାହାନାରେ ମୃତ୍ୟୁର ଷଡ଼ଯନ୍ତ୍ର ରଚିଥିଲା ମାଆର ପ୍ରେମିକ । ସେଲଫି ଉଠାଇବାକୁ କହି ବ୍ରିଜରୁ ଠେଲିଦେଲା, ତା’ପରେ..

WhatsApp
ମହିଳାଙ୍କୁ ହାର୍ଟ ଇମୋଜି ପଠାଇବା ଧର୍ତ୍ତବ୍ୟ ଅପରାଧ, ହେବ ଜେଲଦଣ୍ଡ ସାଙ୍ଗକୁ ଜୋରିମାନା

ସାବଧାନ..କୌଣସି ମହିଳା କିମ୍ବା ଯୁବତୀଙ୍କୁ ହାର୍ଟ ଇମୋଜି ପଠାଉଛନ୍ତି କି ..

Errors in marriage certificates
ବିବାହ ପ୍ରମାଣପତ୍ରରେ ସାଂଘାତିକ ତ୍ରୁଟି; ପୁଣି ଥରେ କୋର୍ଟରେ ବାହାହେବେ ୧୫ ଦମ୍ପତି

କରୋନା ସମୟରେ ୮,୦୦୦ରୁ ଅଧିକ ବିବାହ ହୋଇଥିଲା । ବିବାହ ସମୟର ପ୍ରମାଣପତ୍ରରେ ବିବାହ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ କିଛି ଅସଙ୍ଗତି ଦେଖିବାକୁ ମିଳିଛି ।

ISRO Recruitment 2023
ISROରେ ମିଳିବ ନିଯୁକ୍ତି ସୁଯୋଗ; ଆରମ୍ଭ ହୋଇସାରିଛି ଆବେଦନ ପ୍ରକ୍ରିୟା, ଜାଣନ୍ତୁ ଶେଷ ତାରିଖ

ଆଶାୟୀ ପ୍ରାର୍ଥୀମାନେ ୨୦୨୩ ଅଗଷ୍ଟ ୧ ତାରିଖରୁ ୨୦୨୩ ଅଗଷ୍ଟ ୨୧ ତାରିଖ ଯାଏଁ ଆବେଦନ କରିପାରିବେ ବୋଲି କୁହାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ଯୋଗେ ଅଫିସିଆଲ୍ ୱେବସାଇଟ୍‌ www.isro.gov.inରେ ଆବେଦନ କରିପାରିବେ ।

Giant 400kg lock made for Ram temple in Ayodhya
୪୦୦ କିଲୋଗ୍ରାମ ଓଜନ, ୪ ଫୁଟର ଚାବି: ରାମ ମନ୍ଦିର ପାଇଁ ତାଲା ତିଆରି କଲେ ବୃଦ୍ଧ ଦମ୍ପତି

ମଣିଷ ଉଚ୍ଚତା ଠାରୁ ବଡ଼ ତାଲା.. ଭଗବାନ ଶ୍ରୀରାମଙ୍କ ପାଇଁ ବିଶାଳକାୟ ତାଲା ତିଆରି କଲେ ଭକ୍ତ ।

Viral Video
ଆଖି ଲାଖିଗଲାପରି ଭିଡିଓ; ସମାଜକୁ ସମ୍ପର୍କର ବାର୍ତ୍ତା ଦେଉଛନ୍ତି ଗାଈ ଓ ସାପ

ଭିଡିଓଟିରେ ଯେଉଁ ଭଲପାଇବା ଦେଖିବାକୁ ମିଳୁଛି ତାହା ସତରେ ବିରଳ । ଯାହାକୁ ବର୍ଣ୍ଣନା କରିବାକୁ ହୁଏତ ଶବ୍ଦର ଅଭାବ ପଡ଼ିପାରେ । କାରଣ ଭିଡିଓଟିରେ ବନ୍ଧୁତା ଓ ଭଲପାଇବା ହଜାଇ ଦେଇଛି ନିଜର ଅସ୍ତିତ୍ୱ ।

Fire breaks out at AIIMS
BREAKING : ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ, ଉଦ୍ଧାର କାର୍ଯ୍ୟ ଜାରି

ଏଣ୍ଡୋସ୍କୋପି ରୁମରେ ନିଆଁ ଲାଗିଥିବା ସୂଚନା । ନିଆଁକୁ ଆୟତ୍ତ ପାଇଁ ଲାଗିଛି ୬ଟି ଅଗ୍ନିଶମ ଗାଡ଼ି ।

Vijay Raghavendra's wife Spandana passes away
ଶୋକ ସାଗରରେ ଭସାଇଦେଲେ କନ୍ନଡ ଅଭିନେତାଙ୍କ ସ୍ତ୍ରୀ, ହୃଦଘାତରେ ଚାଲିଗଲା ଜୀବନ

କେଉଁ ଦିନ ଜୀବନର ଶେଷ ଦିନ ଆଉ ଶେଷ ରାତି ହେବ କିଏ କହିବ । ଆଜି ହସଖୁସିରେ ଫାଟି ପଡ଼ୁଥିବା ପରିବାରରେ ହୁଏତ କାଲି କାନ୍ଦବୋବାଳି ପଡ଼ିବ । କନ୍ନଡ଼ ଅଭିନେତା ବିଜୟ ରାଘବେନ୍ଦ୍ରଙ୍କ ସହ ଏପରି ହୋଇଛି । ହୃତଘାତରେ ତାଙ୍କ ସ୍ତ୍ରୀ ସବୁଦିନ ପାଇଁ ଅଫେରା ରାଇଜକୁ ଚାଲି ଯାଇଛନ୍ତି ।

81 pregnant women found HIV positive
ବଢ଼ୁଛନ୍ତି HIV ଆକ୍ରାନ୍ତ; ୮୧ ଗର୍ଭବତୀ ପଜିଟିଭ ଚିହ୍ନଟ

ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ରହିଥିବାବେଳେ ସତର୍କତା ମଧ୍ୟ ଜାରି କରିଛି । ଘଟଣାକୁ ନେଇ CDMO ପ୍ରତିକ୍ରିୟା ରଖିବା ସହ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ।

Rahul Gandhi
ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି, ଫେରିପାଇଲେ ସାଂସଦ ପଦ

ସଂସଦକୁ ଫେରିଲେ ରାହୁଲ ଗାନ୍ଧୀ। ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

Moon First image
ସଫଳତା ଦିଗରେ ଚନ୍ଦ୍ରୟାନ-୩; ସାମ୍‌ନାକୁ ଆସିଲା ଚନ୍ଦ୍ରପୃଷ୍ଠର ଚମତ୍କାର ଭିଡିଓ

ଚନ୍ଦ୍ରୟାନ ଚନ୍ଦ୍ରପୃଷ୍ଠର ଚମତ୍କାର ଭିଡିଓ ମଧ୍ୟ ପଠାଇଛି ଚନ୍ଦ୍ରାୟନ-୩। ଚନ୍ଦ୍ରୟାନର ଲ୍ୟାଣ୍ଡରରେ ଲାଗିଥିବା କ୍ୟାମେରା ଦ୍ୱାରା ଏହି ଭିଡିଓ ଉତ୍ତୋଳନ କରାଯାଇଛି। ଏହାକୁ ଟ୍ୱିଟ୍ କରି ସାର୍ବଜନୀନ କରିଛି ଇସ୍ରୋ ।

National Handloom Day 2023 how to make handloom saree
National Handloom Day 2023: ତନ୍ତରେ କିପରି ପ୍ରସ୍ତୁତ ହୁଏ ବସ୍ତ୍ର, ଆସନ୍ତୁ ୧୦ଟି ପର୍ଯ୍ୟାୟରେ ଜାଣିନେବା

ଜାତୀୟ ହସ୍ତତନ୍ତ ଦିବସ ଏହା ସୁନିଶ୍ଚିତ କରେ ଯେ ହସ୍ତତନ୍ତ ପ୍ରକ୍ରିୟାରେ ଜଡିତ ସମସ୍ତ କାରିଗର ଆର୍ଥିକ ଦୃଷ୍ଟିରୁ ସ୍ଥିର ଅଟନ୍ତି ଏବଂ ସେମାନଙ୍କର କାମକୁ ସ୍ୱୀକୃତି ଦିଆଯାଉଛି। ଆଜି ଏହି ଐତିହ୍ୟ ଦିବସରେ ଆସନ୍ତୁ ଏହି ଦିନର ଇତିହାସ ଓ କିପରି ତିଆରି ହୁଏ ହସ୍ତତନ୍ତ ବସ୍ତ୍ର ସେ ବିଷୟରେ ଜାଣିନେବା।

ODI World Cup in India
ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ କ୍ରିକେଟ୍ ଟିମ୍

ଗୁଜରାଟ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଅକ୍ଟୋବର ୧୫ ପରିବର୍ତ୍ତେ ୧୪ରେ ହେବ ବୋଲି ସୂଚନା ମିଳିଛି।

PM Modi
ବିଶ୍ୱସ୍ତରୀୟ ହେବ ଭାରତୀୟ ରେଳ ଷ୍ଟେସନ; ଖର୍ଚ୍ଚ ହେବ ପ୍ରାୟ ୨୫ ହଜାର କୋଟି ଟଙ୍କା

ବିଶ୍ୱସ୍ତରୀୟ ହେବ ଭାରତୀୟ ରେଳ ଷ୍ଟେସନ । ପ୍ରଥମ ପର୍ଯ୍ୟାୟରେ ପୁନର୍ବିକାଶ ହେବ ୫୦୮ ଷ୍ଟେସନ ।

lappu sa sachin song on seema and sachin love story goes viral
ୟଶରାଜ୍‌ ତିଆରି କଲେ ସୀମା ହାଇଦର ଓ ସଚିନ୍‌ଙ୍କ ପ୍ରେମକୁ ନେଇ ଗୀତ; ହେଲା ଭାଇରାଲ୍

'ଲପୁ ସା ସଚିନ୍' କଥା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଣେ ମହିଳା ଚର୍ଚ୍ଚାକୁ ଆସିଥିଲେ। ବର୍ତ୍ତମାନ ଜଣେ ପ୍ରସିଦ୍ଧ ଇଣ୍ଟରନେଟ୍ ଖ୍ୟାତି ଗୀତିକାର ସେହି ମହିଳାଙ୍କ କଥାକୁ ନେଇ ଏକ ଗୀତ ପ୍ରସ୍ତୁତ କରିଛନ୍ତି। ଏବେ ଭାଇରାଲ୍ ହେଉଛି।

train derails
ପାକିସ୍ତାନରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା : ୨୨ ମୃତ, ୮୦ ଆହତ

ଶୁଭୁଛି ବିକଳ କାନ୍ଦଣା.. କିଏ ହାତ ଠାରି ଉଦ୍ଧାର କରିବା ପାଇଁ ଡାକୁଛି ତ କିଏ ଫସିଥିବା ଘର ଲୋକଙ୍କୁ ବଞ୍ଚାଇବା ପାଇଁ ନିବେଦନ କରୁଛି । ପାକିସ୍ତାନର ନୱାବସାହା ଷ୍ଟେସନ ପାଖରେ ହଜାରା ଏକ୍ସପ୍ରେସ ଲାଇନଚ୍ୟୁତ ।

Disha patani confirms relationship with gym friend
ଟାଇଗର ଶ୍ରଫଙ୍କ ସହ ବ୍ରେକ୍‌ଅପ୍ ପରେ ନୂଆ ପ୍ରେମିକ ଖୋଜିନେଲେ ଦିଶା ପଟାନୀ

ଟାଇଗର୍‌ ଶ୍ରଫ୍‌ଙ୍କ ସହ ଦୀର୍ଘ ଦିନ ସମ୍ପର୍କରେ ରହିବା ପରେ ଅଭିନେତ୍ରୀ ଦିଶା ପଟାନୀ ଏବେ ଅଲଗା ହୋଇଯାଇଛନ୍ତି। କିନ୍ତୁ ଟାଇଗର ଏବେ ସେମିତି ସିଙ୍ଗଲ ଥିବାବେଳେ ଦିଶା କିନ୍ତୁ ନୂଆ ପ୍ରେମିକ ଖୋଜି ନେଇଛନ୍ତି। ଜାଣିଛନ୍ତି ସେ କିଏ…

Ileana dcruz revealed baby boy pic with his special name
ମା’ ହେଲେ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍; ପୁଅର ନା’ ଦେଲେ ଏମିତି…

ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍‌ ଗର୍ଭବତୀ ହେବାର ଖବର ହେତୁ ଚର୍ଚ୍ଚାରେ ରହିଛନ୍ତି। ଏହି ସମୟରେ ସେ ଏକ ସ୍ୱତନ୍ତ୍ର ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ମା’ ହେବାର ଖବର ଦେଇଛନ୍ତି। ସେ ପ୍ରଶଂସକଙ୍କୁ ତାଙ୍କ ପୁଅର ଚେହେରା ଏବଂ ସ୍ପେଶାଲ ନାଁ ମଧ୍ୟ କହିଛନ୍ତି।

Pakistan Woman Virtually Marries Jodhpur Man After Failing To Get Indian Visa
ଭାରତ ବରକୁ ପାକିସ୍ତାନ କନିଆଁ; ମିଳିଲାନି ଭିସା, ଭିଡିଓକଲିଂରେ ହେଲା ବାହାଘର

କରାଚିର ଅମେନା ତାଙ୍କ ବିବାହ ପାଇଁ ଭିସା ଆବେଦନ କରିଥିଲେ । ହେଲେ ତାଙ୍କୁ ଭିସା ମିଳିନଥିଲା । ଫଳରେ ସେ ତାଙ୍କ ପ୍ରେମିକ ଅରବାଜ ଖାନଙ୍କ ସହ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଉଭୟଙ୍କ ବିବାହ ବୁଧବାର ଦିନ ଅନ୍‌ଲାନ୍‌ରେ ହୋଇଥିଲା ।

Narendra Modi
ଭାରତୀୟ ରେଳ ଇତିହାସରେ ନୂଆ ଅଧ୍ୟାୟର ସୃଷ୍ଟି: ମୋଦି

ଉଦଘାଟନୀ କାର୍ଯ୍ୟକ୍ରମରେ ବିରୋଧୀଙ୍କୁ ତେରଛା ବାଣ । ‘ଏବେ ବି ବିରୋଧୀ ପୁରଣା ଚିନ୍ତାଧାରାରେ ଅଛନ୍ତି’ ।

Heroshima Day 2023
Hiroshima Day 2023: ସମଗ୍ର ବିଶ୍ୱ ପାଇଁ ଆତଙ୍କର ଦିନ ହିରୋସିମା ବିସ୍ଫୋରଣ

ପ୍ରତିବର୍ଷ ଅଗଷ୍ଟ ୬କୁ ‘ହିରୋସିମା ଦିବସ’ ଭାବରେ ପାଳନ କରାଯାଏ। ହିରୋସିମା ବିସ୍ଫୋରଣକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ।

old woman
୬୮ ବର୍ଷରେ କମାଲ୍‌ କରୁଛନ୍ତି...ଜିମ୍‌ ଯାଉଛନ୍ତି, ୱର୍କ ଆଉଟ୍‌ କରୁଛନ୍ତି

ଇଚ୍ଛା ଆଗରେ ହାର ମାନିଛି ବୟସ । ୬୮ ବର୍ଷରେ ବି ଥକିନାହାନ୍ତି...ଜିମ୍‌ ଯାଉଛନ୍ତି, ୱର୍କ ଆଉଟ୍‌ କରୁଛନ୍ତି । ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି ଭିଡିଓ