• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ram Temple Ayodhya

Ram Mandir
ବୁଝୁନି ଭକ୍ତର ମନ..ପ୍ରବଳ ଥଣ୍ତା ସତ୍ତ୍ୱେ ରାମପଥରେ ଅପେକ୍ଷାରତ ଶ୍ରଦ୍ଧାଳୁ

ସିନ୍ଦୁରା ଫାଟିନଥିଲା.. ହାଡ଼ଥରା ଶୀତକୁ ବି ଖାତିର ନଥିଲା । ରାମଲାଲାଙ୍କୁ ଆଖି ପୂରେଇ ଟିକେ ଦେଖିବାକୁ ରାତିଅଧରୁ ରାମ ଦୁଆର ପାଲଟିଥିଲା ଭକ୍ତସମୁଦ୍ର ।

Amitabh Bachchan shares Ram Lalla pic
ସରିଲା ପ୍ରାଣ ପ୍ରତିଷ୍ଠା, ଭକ୍ତିରେ ବିଭୋର ହେଲେ ଅମିତାଭ୍‌

ମଙ୍ଗଳବାର ସୋସିଆଲ ମିଡିଆରେ ଭବ୍ୟ ରାମ ମନ୍ଦିର ଓ ରାମଲାଲାଙ୍କ ସହ ନିଜ ଫଟୋ ସେୟାର କରିଛନ୍ତି ବଲିଉଡ୍‌ର ଭେଟରାନ୍‌ ଅଭିନେତା ଅମିତାଭ ବଚ୍ଚନ।

 Ram Lalla Divine Ornaments
ରାମଲାଲାଙ୍କ ବିଗ୍ରହରେ ଲାଗିଛି କେଉଁ ଅଳଙ୍କାର, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ...

ଆଧ୍ୟାତ୍ମ ରାମାୟଣ, ବାଲ୍ମିକୀ ରାମାୟଣ, ରାମଚରିତ ମାନସ ଓ ଆଲବନ୍ଦାର ସ୍ତୋତ୍ର ଆଦିରେ ବର୍ଣ୍ଣନା ଆଧାରରେ ଏବଂ ଗଭୀର ଗବେଷଣା କରି ରାମଲାଲାଙ୍କ ପାଇଁ ଏହି ଅଳଙ୍କାର ଆଦି ତିଆରି କରାଯାଇଛି।

PM Modi Speech
‘ରାମଲାଲା ଆଉ ଟେଣ୍ଟରେ ନୁହେଁ ଦିବ୍ୟ ମନ୍ଦିରରେ ରହିବେ’

ପ୍ରଭୁ ରାମ ଭାରତର ଆସ୍ଥା, ଭାରତର ବିଚାର, ଭାରତର ଚେତନା। ରାମ ଅଗ୍ନି ନୁହଁନ୍ତି ଉର୍ଜା, ବିବାଦ ନୁହଁନ୍ତି ସମାଧାନ। ରାମଙ୍କ ପ୍ରତିଷ୍ଠା, ବସୁଧୈବ କୁଟୁମ୍ବକମର ନିଦର୍ଶନ। ଯାହା ସାରା ବିଶ୍ୱକୁ ଦେଉଛି ସର୍ବେ ଭବନ୍ତୁ ସୁଖୀନଃର ବାର୍ତ୍ତା ।

Ram Lalla Pran Pratistha
କୋଟି କୋଟି ହିନ୍ଦୁଙ୍କ ଆଖିର ରାମ ମନ୍ଦିର ସ୍ୱପ୍ନ ସାକାର, ଭବ୍ୟ ମନ୍ଦିରରେ ହେଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା

ଭବ୍ୟ ଏ ରୂପ... ଦିବ୍ୟ ଏ କ୍ଷଣ... ଦୁର୍ଲଭ ଏ ଦର୍ଶନ...। ସ୍ୱର୍ଣ୍ଣ ସିଂହାସନ ଉପରେ ବିରାଜମାନ ଅଯୋଧ୍ୟାଧିପତି । ଦଶନ୍ଧି ଦଶନ୍ଧି ଧରି ତମ୍ବୁ ତଳେ ପୂଜା ପାଇବା ପରେ, ଆଜି ନିଜ ଆସ୍ଥାନକୁ... ନିଜ ଜନ୍ମସ୍ଥଳୀକୁ... ଅବଧପୁରୀର ରାଜମହଲକୁ ଫେରିଛନ୍ତି ରାମଲଲା।

Mangal Dhawani
ଆସନ୍ତାକାଲି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ମଙ୍ଗଳଧ୍ୱନୀରେ ପ୍ରକମ୍ପିତ ହେବ ଅଯୋଧ୍ୟା ନଗରୀ

ମଙ୍ଗଳ ଧ୍ୱନୀ ପାଇଁ ବିଭିନ୍ନ ରାଜ୍ୟରୁ ସ୍ୱତନ୍ତ୍ର ବାଦ୍ୟ ଯନ୍ତ୍ରର ଆୟୋଜନ କରାଯାଇଛି ।

Why kovidar tree on ram mandir ayodhya flag
Ayodhya Ram Mandir: ଅଯୋଧ୍ୟା ରାମ ମନ୍ଦିରରେ ଉଡିବାକୁ ଥିବା ଧ୍ୱଜରେ କାହିଁକି ଅଛି ସୂର୍ଯ୍ୟ ଓ କୋଭିଦାର ବୃଷ

ରାମ ମନ୍ଦିରରେ ଉଡିବାକୁ ଥିବା ସ୍ୱତନ୍ତ୍ର ପତାକା ମଧ୍ୟ ମଧ୍ୟପ୍ରଦେଶର ରେୱାଠାରେ ପ୍ରସ୍ତୁତ କରାଯାଇଛି। ଏହି ପତାକାରେ ସୂର୍ଯ୍ୟଙ୍କ ସହିତ ସ୍ୱତନ୍ତ୍ର କୋଭିଦାର ବୃକ୍ଷ ଚିତ୍ରିତ ହୋଇଛି। ଏହା ପଛରେ କେଉଁ କାରଣ ରହିଛି ଆସନ୍ତୁ ଜାଣିବା।

5 secrets of Ramayana that still unknown
Ayodhya Ram Mandir: ଭଗବାନ ରାମ ଯଦି ବିଷ୍ଣୁଙ୍କ ଅବତାର, ଅନ୍ୟ ଭା‍ଇମାନେ କାହାର ଅଂଶ

ଭଗବାନ ରାମ ହେଉଛନ୍ତି ଏ ଜାତିରେ ପ୍ରାଣ ଆଉ ପରମ୍ପରା ମଧ୍ୟ। ଏ ସମାଜ ରାମଙ୍କ ଠାରୁ ଜଣେ ଭାଇର ଭଲ ପାଇବା, ଜଣେ ପୁତ୍ରର କର୍ତ୍ତବ୍ୟ, ଜଣେ ପତିର ପ୍ରେମ, ଜଣେ ବନ୍ଧୁର ପ୍ରତିଶ୍ରୁତି, ଜଣେ ରାଜାର ପ୍ରଜା ବତ୍ସଲ୍ୟ ଶିଖିପାରିବ। ଭଗବାନ ରାମଙ୍କୁ ନେଇ ରହିଛି ଅନେକ କଥା ଓ ରହସ୍ୟ। ତେବେ ଆସନ୍ତୁ ଏମିତି ୫ଟି ରହସ୍ୟ ଉପରେ ନଜର ପକେଇ ନେବା।

Giant 400kg lock made for Ram temple in Ayodhya
୪୦୦ କିଲୋଗ୍ରାମ ଓଜନ, ୪ ଫୁଟର ଚାବି: ରାମ ମନ୍ଦିର ପାଇଁ ତାଲା ତିଆରି କଲେ ବୃଦ୍ଧ ଦମ୍ପତି

ମଣିଷ ଉଚ୍ଚତା ଠାରୁ ବଡ଼ ତାଲା.. ଭଗବାନ ଶ୍ରୀରାମଙ୍କ ପାଇଁ ବିଶାଳକାୟ ତାଲା ତିଆରି କଲେ ଭକ୍ତ ।