ଉଭୟଙ୍କ ସହମତିରେ ୬ ବର୍ଷ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ। ଏନେଇ ଦୁଷ୍କର୍ମ ଅଭିଯୋଗ ଅଣାଯାଇପାରିବନି। ମାମଲାର ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ଏଭଳି କିଛି ନିଷ୍ପତ୍ତି ଶୁଣାଇଛନ୍ତି।
ସମ୍ଭବତଃ ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରୟାନ-୩। ଏବେ ଚନ୍ଦ୍ର ଚାରିପଟେ ପରିକ୍ରମା କରୁଥିବା ଚନ୍ଦ୍ରୟାନ କ୍ରମଶଃ ଚନ୍ଦ୍ରପୃଷ୍ଠର ନିକଟତର ହେଉଛି।
କୋଲେଷ୍ଟ୍ରଲ୍ ସ୍ତର ନିୟନ୍ତ୍ରଣ ନ କଲେ ଏହା ସାଂଘାତିକ ହୋଇପାରେ। ଔଷଧ ବ୍ୟତୀତ, ଘରୋଇ ଉପଚାର ମଧ୍ୟ କୋଲେଷ୍ଟ୍ରଲ୍କୁ ନିୟନ୍ତ୍ରଣ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ। ଏହି ୨ଟି ଜିନିଷ ବ୍ୟବହାର କରି କମେଇଦିଅନ୍ତୁ କୋଲେଷ୍ଟ୍ରଲ୍ ସ୍ତର।
ଆମେରିକା ୯ ଅଗଷ୍ଟ ୧୯୪୫ରେ ଜାପାନର ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା। ଏହାର ଆକାର ଚଉଡା ଓ ଗୋଲାକାର ଡିଜାଇନ୍ କାରଣରୁ ଏହା କୋଡ୍ ନେମ୍ "ଫ୍ୟାଟ୍ ମ୍ୟାନ୍" ରଖାଯାଇଥିଲା।
ଜଷ୍ଟିସ ଅଭୟ ଓକା ଏବଂ ଜଷ୍ଟିସ ସଞ୍ଜୟ କାରୋଲଙ୍କ ଖଣ୍ଡପିଠରେ ଏହି ପିଆଇଏଲ୍ର ଶୁଣାଣି କରାଯାଇଥିଲା ।
ମଣିପୁର ପ୍ରସଙ୍ଗରେ ସଂସଦରେ ଆସ୍ଥା-ଅନାସ୍ଥାର ଲଢ଼େଇ । ଅନାସ୍ଥା ବିତର୍କରେ ଭାଗ ନେଇ ପିଏମଙ୍କୁ ଘେରିଲେ ବିରୋଧୀ ।
ପୂର୍ବରୁ ଦିଲ୍ଲୀ ସ୍ଥିତ ଯେଉଁ ସରକାରୀ ବଙ୍ଗଳାରେ ରହୁଥିଲେ, ଏବେ ତାଙ୍କୁ ପୁଣିଥରେ ସେଠାରେ ରହିବାକୁ ସରକାର ଅନୁମତି ଦେଇଛନ୍ତି ।
ପ୍ରାୟ ସବୁବର୍ଷ ସ୍ୱାଧୀନତା ଦିବସକୁ ନେଇ ଏକ ଦ୍ୱନ୍ଦ୍ୱ ମନକୁ ଆସେ ଯେ, ଏହା କେତେ ତମ ସ୍ୱାଧୀନତା ଦିବସ। ଚଳିତ ବର୍ଷ ମଧ୍ୟ ଏହା ୭୬ ତମ ନା ୭୭ ତମ ସ୍ୱାଧୀନତା ଦିବସ ତାହାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଅନେକଙ୍କ ମନରେ ଆସୁଥାଇ ପାରେ। ଜାଣନ୍ତୁ ଠିକ୍ କ’ଣ…
ଭାରତ ଦୀର୍ଘ ଦିନ ବ୍ରିଟିଶ ଶାସନରେ ରହିବା ପରେ ମୁକ୍ତ ହେଲା। ଏହା ପରେ ଦେଶ ହେଲା ଆତ୍ମନିର୍ଭରଶୀଳ। ଦେଶ ବିକାଶ ଦିଗରେ ଆଗେଇ ଚାଲିଲା। ସ୍ୱାଧୀନତା ପର ଠାରୁ ଦେଶ ଅନେକ କ୍ଷେତ୍ରରେ ସଫଳତା ପାଇଛି। ଆସନ୍ତୁ ସେ ବିଷୟରେ ଜାଣିନେବା।
ଦେଶ ମା’କୁ ଗୋରାମାନଙ୍କ କବଳରୁ ମୁକ୍ତ କରିବା ନେଇ ଅନେକ ସଂଗ୍ରାମୀ ହସି ହସି ଫାଶୀକୁ କୋଳେଇ ନେଇଥିଲେ। ସେହି ସମୟରେ ଦେଶରେ ଏପରି ଅନେକ ନାରୀ ମଧ୍ୟ ଥିଲେ, ଯେଉଁମାନେ ସ୍ୱାଧୀନତାର ନିଆଁରେ ଘିଅ ଢାଳିଥିଲେ। ତେବେ ଆସନ୍ତୁ ସେହି ମହିୟସୀମାନଙ୍କୁ ଜାଣିନେବା।
୨୦୧୧ ମସିହାରେ ବନ୍ଧୁଙ୍କ ସହ ମିଶି ପେପରଫ୍ରାଏ ପ୍ରତିଷ୍ଠା କରିଥିଲେ ଅମ୍ବରୀସ ମୂର୍ତ୍ତୀ ।
ବୋର୍ଡ ପକ୍ଷରୁ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଏନେଇ ଏକ ଘୋଷଣାନାମା ମଧ୍ୟ ପ୍ରକାଶ ପାଇଛି ।
ସ୍ୱାଧୀନତା ପରେ ଭାରତ ସମଗ୍ର କ୍ଷେତ୍ରରେ ବହୁତ କିଛି ହାସଲ କରିବାରେ ଲାଗିଲା। ଏହା ଖୁବ୍ ଶୀଘ୍ର ଏକ ବିକାଶଶୀଳ ଦେଶରେ ପରିଣତ ହୋଇଗଲା। ତେବେ ଆସନ୍ତୁ ସ୍ୱାଧୀନତା ପାଇବା ଠାରୁ ଆଜିଯାଏ ଭାରତ ହାସଲ କରିଥିବା କିଛି ଉପଲବ୍ଧି ବିଷୟରେ ଜାଣିନେବା।
କିଛି କର୍ମୀଙ୍କ ଗୋଡ଼ ଭାଙ୍ଗିଯାଇଥିବା ବେଳେ କିଛି ଜଣଙ୍କ ହାତ ଓ କାନ୍ଧରେ ଗଭୀର ଆଘାତ ଲାଗିଛି । ଚାରି ଜଣ ଗୁରୁତର ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି ।
ଭାରତୀୟ ସ୍ୱାଧୀନତା ସଂଗ୍ରାମୀମାନେ ହେଉଛନ୍ତି ଭାରତର ପ୍ରକୃତ ହିରୋ ଯିଏ ନିଜ ମାତୃଭୂମି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଭାରତର ଏହି ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନ ଏବଂ ବୀରତ୍ୱ ଯୋଗୁଁ ହିଁ ଭାରତ ସ୍ୱାଧୀନତା ଲାଭ କଲା। ଏନେଇ ଶହ ଶହ ବୀର ଜୀବନ ଦେଇଛନ୍ତି। ଆଜି ଆମେ ସେହିମାନଙ୍କ ଭିତରୁ ଶ୍ରେଷ୍ଠ ୧୦ଜଣଙ୍କୁ ଜାଣିନେବା।
ଗୃହରେ ବିଶୃଙ୍ଖଳିତ ଆଚରଣ ଅଭିଯୋଗ ଯୋଗୁ କାର୍ଯ୍ୟାନୁଷ୍ଠାନ । ନିଲମ୍ବନ କଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ । ମୌସୁମୀ ଅଧିବେଶନ ସରିବା ଯାଏଁ ନିଲମ୍ବନ । ପବ୍ଲିସିଟି ପାଇଁ ଡେରେକ ନାଟକବାଜି କରୁଥିବା କହିଲେ ଅଧ୍ୟକ୍ଷ ।
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ଆସିଲା ବିବାହ ପ୍ରସ୍ତାବ...
ଜଣେ ୯ ବର୍ଷର ପୁଅ ଆଗରେ ମା’କୁ ଟଣାଓଟରା କଲା ଯୁବକ । ହେଲେ ମହିଳା ଜଣକ ଏହାକୁ ବିରୋଧ କରିବାରୁ ତାଙ୍କୁ ଚଳନ୍ତା ଟ୍ରେନ୍ରୁ ଠେଲିଦେଲା । ପୋଲିସ ଆଗରେ ଏପରି ଏକ ଚାଞ୍ଚଲ୍ୟ କର ତଥ୍ୟ ଦେଇଛି ପୀଡ଼ିତାଙ୍କ ନାବାଳକ ପୁଅ ।
ସ୍ୱାମୀଙ୍କୁ ‘କଳା’ କହି ଯଦି ସ୍ତ୍ରୀ ତାଙ୍କର ଅପମାନ କରନ୍ତି, ତା’ହେଲେ ଏହା ନିଷ୍ଠୁରତା ସାବ୍ୟସ୍ତ ହେବ। ଏହି ଆଧାରରେ ଛାଡ଼ପତ୍ରକୁ ମଧ୍ୟ ମଞ୍ଜୁରୀ ମିଳିପାରେ। ଏକ ମାମଲାର ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି।
ଟମାଟୋକୁ ସୁରକ୍ଷା ଦେବାକୁ ମାଷ୍ଟରପ୍ଲାନ୍, ୨୨,୦୦୦ ଟଙ୍କା ଖର୍ଚ୍ଚ କରି ଟମାଟୋ କ୍ଷେତରେ CCTV ଲଗାଇଛନ୍ତି ଚାଷୀ ।
ମାର୍ଶଲ ଆର୍ଟରେ ପାରଙ୍ଗମ ଏହି ଦୁଇ ସେଲିବ୍ରିଟି ଶିଳ୍ପପତିଙ୍କ ମଧ୍ୟରେ ଖୁବଶୀଘ୍ର ହୋଇପାରେ କେଜ୍ ଫାଇଟ୍ । ଏହି ମୁକାବିଲା ଲାଗି ପ୍ରଥମେ ମସ୍କ ନିଜ ଆଡ଼ୁ ଜୁକରବର୍ଗଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ଏଥିସହ କହିଥିଲେ ଯେ, ଏହି ଫାଇଟ୍ ଏକ୍ସ ପ୍ଲାଟଫର୍ମରେ ସିଧାପ୍ରସାରଣ ହେବ ।
କାର୍ଟି ହଠାତ୍ ତଳକୁ ଗଡ଼ି ଯିବା ସହ ପଲ୍ଟି ଜଳପ୍ରପାତ ଭିତରକୁ ଖସି ପଡ଼ିଥିଲା। ଏତିକିବେଳେ କାର୍ ଭିତରେ ଥିବା ବ୍ୟକ୍ତି ଜଣକ ଗାଡ଼ି ଭିତରୁ ଛିଟିକି ପାଣି ଭିତରେ ପଡ଼ିଥିଲେ।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥ ଥିଲେ ମଧ୍ୟ ଆଜି ଦିଲ୍ଲୀ ବିଲ୍ ବିପକ୍ଷରେ ଭୋଟ ଦେବାକୁ ରାଜ୍ୟସଭାକୁ ଆସିଥିଲେ। ସେ ହ୍ୱିଲ ଚେୟାରରେ ଆସି ଭୋଟ ଦେଇଥିଲେ ହେଁ ଏହା ବିଲ୍କୁ ମାତ ଦେବାକୁ ଯଥେଷ୍ଟ ହୋଇନାହିଁ ।
'ମୋଦି ସରନେମ୍' ମାନହାନୀ ମାମଲାରେ ସୁରତ କୋର୍ଟ ଶୁଣାଇଥିବା ୨ ବର୍ଷ ଜେଲ୍ ଦଣ୍ଡାଦେଶକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିବା ପରେ, ୱାଏନାଡ୍ ସାଂସଦ ପଦ ଫେରିପାଇଛନ୍ତି ରାହୁଲ।
ଶାଶୂ-ବୋହୂର ସଂପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରହେ । କାରଣ ଏମାନଙ୍କ ମଧ୍ୟରେ କଳି-ଝଗଡା ହେବା ଏକ ନିତିଦିନିଆ କଥା...ହେଲେ ଏମିତି ଘଟଣା ଏବେ ଚର୍ଚ୍ଚାକୁ ଆସିଛି ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ଏ ଶାଶୂ ଜଣକ ନିଜ ଜୀବନକୁ ବିପଦରେ ପକାଇ ବୋହୂକୁ ଦେଇଦେଇଛନ୍ତି କିଡନୀ । ଆଉ ଶାଶୂଙ୍କ ମହାନତାକୁ ନେଇ ଏବେ ସବୁଠୁ ଛୁଟୁଛି ପ୍ରଶଂସା...