ଏଜେନ୍ସି ଅଧିକାରୀ ହିଟୋସି କୁନିନାକା କହିଛନ୍ତି - ମହାକାଶଯାନ ନିୟନ୍ତ୍ରଣ କକ୍ଷ ସହିତ ଏହା ଯୋଗାଯୋଗରେ ଅଛି । ମାତ୍ର ମହାକାଶଯାନର ସୌର ଜେନେରେଟରଗୁଡିକ ବର୍ତ୍ତମାନ କାମ କରୁନାହିଁ ।
କୁନି କୁନି ପିଲାଙ୍କ ମଧ୍ୟରେ ଚନ୍ଦ୍ରୟାନ-୩ର ସଫଳତାକୁ ନେଇ ବେଶ ଉତ୍ସାହ । କେରଳ କୋଟାୟମରେ ସ୍କୁଲ ପରିସରରେ ପିଲାମାନଙ୍କୁ ଚନ୍ଦ୍ରୟାନର ଗତିପଥ କିପରି ଥିଲା ସେ ସମ୍ପର୍କରେ ବୁଝାଯାଇଥିଲା ।
ଚନ୍ଦ୍ରୟାନ ଚନ୍ଦ୍ରପୃଷ୍ଠର ଚମତ୍କାର ଭିଡିଓ ମଧ୍ୟ ପଠାଇଛି ଚନ୍ଦ୍ରାୟନ-୩। ଚନ୍ଦ୍ରୟାନର ଲ୍ୟାଣ୍ଡରରେ ଲାଗିଥିବା କ୍ୟାମେରା ଦ୍ୱାରା ଏହି ଭିଡିଓ ଉତ୍ତୋଳନ କରାଯାଇଛି। ଏହାକୁ ଟ୍ୱିଟ୍ କରି ସାର୍ବଜନୀନ କରିଛି ଇସ୍ରୋ ।