• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: National Handloom Day

Weavers In Odisha
ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ବୁଣାକାର

ଆଜି ଜାତୀୟ ହସ୍ତତନ୍ତ ଦିବସ। ଦେଶର ସାମାଜିକ ଆର୍ଥିକ ଉନ୍ନତିରେ ହସ୍ତତନ୍ତ ଶିଳ୍ପର ଗୁରୁତ୍ୱ ପ୍ରତି ସଚେତନତା ସୃଷ୍ଟି ଲକ୍ଷ୍ୟରେ ଜାତୀୟ ସ୍ତରରେ ଏହି ଦିବସ ପାଳନ ହୋଇ ଆସୁଛି।ତେବେ ହସ୍ତତନ୍ତକୁ ପେଶା କରି ଚଳୁଥିବା ଆମ ରାଜ୍ୟର ବୁଣାକାର ପରିବାର ଆଜିର ଦିନରେ କିଭଳି ସ୍ଥିତିର ସମ୍ମୁଖୀନ ହେଉଛନ୍ତି, ଆସନ୍ତୁ ଜାଣିବା..

National Handloom Day 2023 how to make handloom saree
National Handloom Day 2023: ତନ୍ତରେ କିପରି ପ୍ରସ୍ତୁତ ହୁଏ ବସ୍ତ୍ର, ଆସନ୍ତୁ ୧୦ଟି ପର୍ଯ୍ୟାୟରେ ଜାଣିନେବା

ଜାତୀୟ ହସ୍ତତନ୍ତ ଦିବସ ଏହା ସୁନିଶ୍ଚିତ କରେ ଯେ ହସ୍ତତନ୍ତ ପ୍ରକ୍ରିୟାରେ ଜଡିତ ସମସ୍ତ କାରିଗର ଆର୍ଥିକ ଦୃଷ୍ଟିରୁ ସ୍ଥିର ଅଟନ୍ତି ଏବଂ ସେମାନଙ୍କର କାମକୁ ସ୍ୱୀକୃତି ଦିଆଯାଉଛି। ଆଜି ଏହି ଐତିହ୍ୟ ଦିବସରେ ଆସନ୍ତୁ ଏହି ଦିନର ଇତିହାସ ଓ କିପରି ତିଆରି ହୁଏ ହସ୍ତତନ୍ତ ବସ୍ତ୍ର ସେ ବିଷୟରେ ଜାଣିନେବା।

7 Textile design of Odisha
National Handloom Day 2023: ଶାଢି ପ୍ରେମୀଙ୍କୁ ଆକର୍ଷଣ କରୁଥିବା ଓଡ଼ିଶାର ୭ ବସ୍ତ୍ର କଳା

ଓଡ଼ିଶାର ବୟନ ଶିଳ୍ପ ହେଉଛି ଏହାର ସାଂସ୍କୃତିକ ଐତିହ୍ୟର ପ୍ରତିଫଳନ। ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ, ଆସନ୍ତୁ ଓଡିଶାର ସାତୋଟି ଆଇକନିକ ବୟନ ଶୈଳୀ ବିଷୟରେ ଜାଣିନେବା ଯାହା ଆମର ସମୃଦ୍ଧ ସାଂସ୍କୃତିକ ବସ୍ତ୍ର ଐତିହ୍ୟର ପରିଚୟ।

National Handloom Day
ଆଜି ଜାତୀୟ ହସ୍ତତନ୍ତ ଦିବସ : ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି ପେଟୁପାଲିର ବୁଣାକାର ପରିବାର

ରାଜ୍ୟରେ ହଜାର ହଜାର ପରିବାର ଲୁଗା ବୁଣି ଗୁଜୁରାଣ ମେଣ୍ଟାଇଥାନ୍ତି । ବାନ୍ଧ କଳା ଓ ସମ୍ବଲପୁରୀ ଶାଢ଼ୀ ରାଜ୍ଯର ଏକ ସ୍ୱତନ୍ତ୍ର ପରିଚୟ । ଦେଶ ବିଦେଶରେ ଏହି ସମ୍ବଲପୁରୀ ଶାଢ଼ୀର ବହୁତ ଚାହିଦା ରହିଛି । ତେବେ ବର୍ତ୍ତମାନ ସମ୍ବଲପୁରୀ ଶାଢ଼ୀ ବୁଣୁଥିବା ପରିବାରଙ୍କ ଅବସ୍ଥା କହିଲେ ନସରେ ।