ଆଜି ଜାତୀୟ ହସ୍ତତନ୍ତ ଦିବସ’। ଓଡ଼ିଶାର ବୟନ ଶିଳ୍ପ ହେଉଛି ଏହାର ସାଂସ୍କୃତିକ ଐତିହ୍ୟର ପ୍ରତିଫଳନ। ଏହାର ଜଟିଳ କାରୁକାର୍ଯ୍ୟ ଏହାକୁ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି। ସୂତ୍ର କାମ ଠାରୁ ଆରମ୍ଭ କରି ଆକର୍ଷଣୀୟ ରଙ୍ଗ ଓ ଡିଜାଇନ୍ ଏହାକୁ ସମୃଦ୍ଧ କରିଛି। ଓଡ଼ିଶାରେ ବିଭିନ୍ନ ପ୍ରକାରର ହସ୍ତତନ୍ତ୍ର ଶାଢିର ଚାହିଦା ରହିଛି। ତେବେ ଆସନ୍ତୁ ଓଡିଶାର ସାତୋଟି ଆଇକନିକ ବୟନ ଶୈଳୀ ବିଷୟରେ ଜାଣିନେବା
ଆଜିକାଲି ହସ୍ତତନ୍ତ ଶାଢି ଫ୍ୟାସନ ଦୁନିଆର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଯାଇଛି। ଏହାକୁ ବଲିଉଡ୍କୁ ଅନେକ ନାମୀଦାମୀ ଅଭିନେତ୍ରୀମାନେ ଆପଣେଇ ନେଇଛନ୍ତି। ତେବେ ଆସନ୍ତୁ ଏମିତି କିଛି ଅଭିନେତ୍ରୀଙ୍କ ନାଁ ଜାଣିବା ଯେଉଁମାନେ ହସ୍ତତନ୍ତ ଶାଢି ପିନ୍ଧିବାକୁ ଖୁବ ଭଲ ପାଆନ୍ତି।
ଆଜି ଜାତୀୟ ହସ୍ତତନ୍ତ ଦିବସ। ଦେଶର ସାମାଜିକ ଆର୍ଥିକ ଉନ୍ନତିରେ ହସ୍ତତନ୍ତ ଶିଳ୍ପର ଗୁରୁତ୍ୱ ପ୍ରତି ସଚେତନତା ସୃଷ୍ଟି ଲକ୍ଷ୍ୟରେ ଜାତୀୟ ସ୍ତରରେ ଏହି ଦିବସ ପାଳନ ହୋଇ ଆସୁଛି।ତେବେ ହସ୍ତତନ୍ତକୁ ପେଶା କରି ଚଳୁଥିବା ଆମ ରାଜ୍ୟର ବୁଣାକାର ପରିବାର ଆଜିର ଦିନରେ କିଭଳି ସ୍ଥିତିର ସମ୍ମୁଖୀନ ହେଉଛନ୍ତି, ଆସନ୍ତୁ ଜାଣିବା..
ଜାତୀୟ ହସ୍ତତନ୍ତ ଦିବସ ଏହା ସୁନିଶ୍ଚିତ କରେ ଯେ ହସ୍ତତନ୍ତ ପ୍ରକ୍ରିୟାରେ ଜଡିତ ସମସ୍ତ କାରିଗର ଆର୍ଥିକ ଦୃଷ୍ଟିରୁ ସ୍ଥିର ଅଟନ୍ତି ଏବଂ ସେମାନଙ୍କର କାମକୁ ସ୍ୱୀକୃତି ଦିଆଯାଉଛି। ଆଜି ଏହି ଐତିହ୍ୟ ଦିବସରେ ଆସନ୍ତୁ ଏହି ଦିନର ଇତିହାସ ଓ କିପରି ତିଆରି ହୁଏ ହସ୍ତତନ୍ତ ବସ୍ତ୍ର ସେ ବିଷୟରେ ଜାଣିନେବା।
ଓଡ଼ିଶାର ବୟନ ଶିଳ୍ପ ହେଉଛି ଏହାର ସାଂସ୍କୃତିକ ଐତିହ୍ୟର ପ୍ରତିଫଳନ। ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ, ଆସନ୍ତୁ ଓଡିଶାର ସାତୋଟି ଆଇକନିକ ବୟନ ଶୈଳୀ ବିଷୟରେ ଜାଣିନେବା ଯାହା ଆମର ସମୃଦ୍ଧ ସାଂସ୍କୃତିକ ବସ୍ତ୍ର ଐତିହ୍ୟର ପରିଚୟ।
ରାଜ୍ୟରେ ହଜାର ହଜାର ପରିବାର ଲୁଗା ବୁଣି ଗୁଜୁରାଣ ମେଣ୍ଟାଇଥାନ୍ତି । ବାନ୍ଧ କଳା ଓ ସମ୍ବଲପୁରୀ ଶାଢ଼ୀ ରାଜ୍ଯର ଏକ ସ୍ୱତନ୍ତ୍ର ପରିଚୟ । ଦେଶ ବିଦେଶରେ ଏହି ସମ୍ବଲପୁରୀ ଶାଢ଼ୀର ବହୁତ ଚାହିଦା ରହିଛି । ତେବେ ବର୍ତ୍ତମାନ ସମ୍ବଲପୁରୀ ଶାଢ଼ୀ ବୁଣୁଥିବା ପରିବାରଙ୍କ ଅବସ୍ଥା କହିଲେ ନସରେ ।