• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Icc World Cup

ICC World Cup
ଫାଇନାଲରେ ହାରିଲା ଭାରତ; ବିଶ୍ୱବିଜୟୀ ହେଲା କଙ୍ଗାରୁଦଳ

କଙ୍ଗାରୁ ଦଳ ମାତ୍ର ୪୩ ଓଭରରେ ୨୪୦ରନ୍‌ କରିବାରେ ସମର୍ଥ ହୋଇଥିଲା । ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ଭାରତ ହାରିଛି । ଅଷ୍ଟ୍ରେଲିଆ ଠାରୁ ୬ ୱିକେଟ୍‌ରେ ହାରିଲା ଭାରତ ।

Ind vs Srilanka
ବିଶ୍ବକପରେ ଆଜି ଭାରତ ଶ୍ରୀଲଙ୍କା ମୁହାଁମୁହିଁ

ଦୀର୍ଘ ୧୨ ବର୍ଷ ପରେ ପୁଣି ଥରେ ମୁମ୍ବାଇରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ଶ୍ରୀଲଙ୍କା ।

Shubman Gill
ହସ୍ପିଟାଲରୁ ଡିସଚାର୍ଜ ହେଲେ ଗିଲ୍‌, ଖେଳିବେ କି ପାକିସ୍ତାନ ବିପକ୍ଷ ମ୍ୟାଚ୍ ?

ଅକ୍ଟୋବର ୬ରେ ଶୁଭମନ୍‌ଙ୍କୁ ଏକ ଖବର ସାମ୍ନାକୁ ଆସିଥିଲା ଯେ, ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ଡେଙ୍ଗୁ କାରଣରୁ ସେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱକପ୍‌ର ପ୍ରଥମ ମ୍ୟାଚରେ ମଧ୍ୟ ଖେଳିନଥିଲେ। ତେବେ ଡେଙ୍ଗୁରେ ପୀଡିତ ଶୁଭମନ ଗିଲ୍‌ଙ୍କ ପ୍ଲେଟଲେଟ୍ କମ୍‌ ହେବା ଯୋଗୁଁ ତାଙ୍କୁ ଗତକାଲି ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ICCCricketWorldCup
ICC World Cup 2023 : ଟସ୍‌ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ

ଚୂଡ଼ାନ୍ତ ଏକାଦଶରେ ଗିଲ୍‌ଙ୍କ ସ୍ଥାନରେ ଈଶାନ କିଶନ

World Cup
ଆଜିଠୁ ବିଶ୍ୱକପ୍ କ୍ରିକେଟ୍ ମହାକୁମ୍ଭ; ଟ୍ରଫି ପାଇଁ ପରସ୍ପରକୁ ଟକ୍କର ଦେବେ ୧୦ ଟିମ୍

ଭାରତର ୧୦ଟି ଗ୍ରାଉଣ୍ଡରେ ଏହି ମେଗା ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଇଛି । ଅକ୍ଟୋବର ୫ରୁ ଅର୍ଥାତ୍‌ ଆଜିଠାରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ODI World Cup in India
ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ କ୍ରିକେଟ୍ ଟିମ୍

ଗୁଜରାଟ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଅକ୍ଟୋବର ୧୫ ପରିବର୍ତ୍ତେ ୧୪ରେ ହେବ ବୋଲି ସୂଚନା ମିଳିଛି।

Can Team India win the World Cup under Dravid's coaching
Sports: ଦ୍ରାବିଡ଼ଙ୍କ କୋଚିଂରେ ବିଶ୍ୱକପ୍ ଜିତିପାରିବ କି ଟିମ୍ ଇଣ୍ଡିଆ

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ ପାଇଁ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ଏକ ଅଗ୍ନିପରୀକ୍ଷା । ଏଥିରେ ଉତ୍ତୀର୍ଣ୍ଣ ହେଲେ, ସେ ପ୍ରଶଂସିତ ହେବେ ଏବଂ ସମ୍ଭବତଃ ତାଙ୍କ କାର୍ଯ୍ୟକାଳ ବଢ଼ିବ; କିନ୍ତୁ ବିଫଳତା ସ୍ଥଳେ ତାଙ୍କୁ କଡ଼ା ସମାଲୋଚନାର ଶରବ୍ୟ ହେବାକୁ ପଡ଼ିବ ।

Ind Vs Pak
ICC World Cup 2023: ବଦଳିପାରେ ଭାରତ-ପାକିସ୍ତାନ ମ୍ୟାଚ୍‌ ତାରିଖ

ଅକ୍ଟୋବର ୧୫ ରେ ହୋଇନପାରେ ଇଣ୍ଡିଆ-ପାକିସ୍ତାନ ୱାର୍ଲ୍ଡ କପ୍ ମ୍ୟାଚ୍‌ । ଉତ୍କଣ୍ଠାର ସହ ଅପେକ୍ଷା କରାଯାଇଥିବା ଏହି ମ୍ୟାଚ୍ ପାଇଁ ନୂଆ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି ।

Rishabh Pant
ଏସିଆ କପ୍‌ ଓ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଋଷଭ ପନ୍ତ

ଚଳିତବର୍ଷ ସେପ୍ଟେମ୍ବରରେ ଏସିଆ କପ୍‌ ହେବାକୁ ଥିବା ବେଳେ ଅକ୍ଟେବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ୱକପ୍‌ ଖେଳାଯିବ । ଏଥିରୁ ବାଦ ପଡ଼ିଲେ ୱିକେଟ୍‌ କିପର୍‌ ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ।