ଯେତେବେଳେ ସ୍ୱିଜରଲ୍ୟାଣ୍ଡର ଜେର୍ମେଟର ଦକ୍ଷିଣରେ ଥିବା ଥିଓଡୁଲ ଗ୍ଲାସିଅର ସାମାନ୍ୟ ତରଳିଲା, ସେତେବେଳେ ଏହି ପର୍ବତାରୋହୀଙ୍କ ମୃତଦେହର ଅଂଶ ବିଶେଷ ସାମ୍ନାକୁ ଆସିଥିଲା ।
ଭିଡିଓଟିରେ ଦେଖିବାକୁ ମିଳୁଛି ଦୋକାନୀ ଜଣକ ପରଟା ତିଆରି କରୁଛନ୍ତି । ତାୱାରେ ଏକ ବଡ଼ ପରଟା ତିଆରି କରିବା ସମୟରେ ଗୋଟିଏ ବଡ଼ ତେଲ ଟିଣରୁ ସିଧା ତେଲ ବାହାର କରି ପରଟା ଉପରେ ଢାଳୁଛନ୍ତି ।
ଜଣେ ମହିଳା ଲିଫ୍ଟରେ ଯାଉଥିବା ବେଳେ ହଠାତ୍ ଲିଫ୍ଟ ଖରାପ ହୋଇଥିଲା । ସେ ପାଖାପାଖି ତିନିଦିନ ପର୍ଯ୍ୟନ୍ତ ସେହି ଲିଫ୍ଟରେ ଫସିରହିଥିଲେ । କାରଣ ଲିଫ୍ଟ ଆଉ ଖୋଲିନଥିଲା ।
କାନ୍ଥରେ ଦୁଇ ଚୋର ଚିତ୍ର ଆଙ୍କିବା ସହ ଡାଏଲଗ୍ ଲେଖିବା ସମୟରେ ସେଠାରେ ଲାଗିଥିବା ଏକ କାଚ ଖସିପଡ଼ିଥିଲା । ତଳେ ପଡ଼ି କାଚଟି ଭାଙ୍ଗିଯାଇଥିଲା । ଯାହାଦ୍ୱାରା ଘର ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା ।
ଆଜିକାଲି କମ୍ ବୟସରେ ଚୁଟି ପାଚିଯିବା ଏକ ସାଧାରଣ କଥା ହୋଇଗଲାଣି। ଏହାକୁ ଅଧିକାଂଶ ଯୁବପିଢି ସାମ୍ନା କରୁଛନ୍ତି। ଚୁଟି ପାଚିଗଲେ ଚିନ୍ତାରେ ପଡି ଅନେକ ଉପାୟ ଆପଣେଇ ନିଅନ୍ତି। କିନ୍ତୁ ଏହା ପୂର୍ବରୁ ଚୁଟି ଶୀଘ୍ର ପାଚିବାର କାରଣ ଜାଣିବା ଜରୁରୀ।
ଜୁଲାଇ ୨୧ରେ ବାରାଣାସୀ ଜିଲ୍ଲା ଜଜ୍ ଜ୍ଞାନବାପୀର ASI ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହାକୁ ବିରୋଧ କରି ମୁସଲିମ ପକ୍ଷ ପ୍ରଥମେ ସୁପ୍ରିମକୋର୍ଟରେ ଏବଂ ପରେ ହାଇକୋର୍ଟରେ ASI ସର୍ଭେ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ...ଏବେ ଏହାର ଶୁଣାଣି ହୋଇ ରାୟ ଶୁଣାଇଛନ୍ତି ଆହ୍ଲାବାଦ ହାଇକୋର୍ଟ।
ଲୁକ ଲିଣ୍ଟଜ ବର୍ତ୍ତମାନ ତାଙ୍କ ଦୁଇ ଭାଇ ଜୋର୍ଡାନ୍ ଏବଂ ଜ୍ୟାକସନଙ୍କ ସହ ସମ୍ପର୍କରେ ରହିଛନ୍ତି । କମ୍ପାନୀର କାମକୁ ନେଇ ସେ କେବଳ ତାଙ୍କ ସହ ଆଲୋଚନା କରନ୍ତି ।
ଏହି ହିଂସାକାଣ୍ଡ ପଛରେ ରହିଛି କି କୌଣସି ଷଡ଼ଯନ୍ତ୍ର? ଅଚାନକ୍ ଉତ୍ତେଜନା ସୃଷ୍ଟି ପଛର କାରଣ କଣ?
ଆପଣ ନିଶ୍ଚିତ ବାଇକ୍ରେ ପୁଅ-ଝିଅଙ୍କର କିଛି ଷ୍ଟଣ୍ଟ୍ ଭିଡିଓ ଦେଖିଥିବେ ଏବଂ ନିଶ୍ଚୟ ଭାବିଥିବେ ସେମାନେ ବୋଧେ ନିଜ ଜୀବନକୁ ଭଲ ପାଆନ୍ତି ନାହିଁ। ତେବେ ବର୍ତ୍ତମାନ ଯେଉଁ ଭିଡିଓଟି ଭାଇରାଲ୍ ହେଉଛି ସେଥିରେ ଆପଣ ବାଇକ୍ ଉପରେ ତ ରୋମାଣ୍ଟିକ୍ ସିନ ଦେଖିବେ, ଏହା କିନ୍ତୁ କୌଣସି ପୁଅ-ଝିଅଙ୍କର ନୁହେଁ। ଦୁଇ ଝିଅ ଚଳନ୍ତା ବାଇକ୍ରେ ରୋମାନ୍ସ କରୁଥିବା ଦେଖିବାକୁ ମିଳେ।
ଦିଲ୍ଲୀରେ ସବୁ ବଡ଼ ବଡ଼ିଆ ଅଫିସର- ନେତା- ମନ୍ତ୍ରୀ ରହୁଥିଲେ ବି ତାଙ୍କ ନାକ ତଳେ ଏତେ ପରିମାଣର ନକଲି ବିଶ୍ୱବିଦ୍ୟାଳୟ କିଭଳି ଖୋଲାଯାଇଛି, ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ।
ମହିଳାଙ୍କ ଅଭିଯୋଗ ପାଇବା ପରେ ପୋଲିସ ସ୍ୱାମୀ ନାଁରେ ମାମଲା ରୁଜୁ କରିବା ସହ ଶ୍ୱଶୁର ଘରର ୬ ଜଣଙ୍କ ନାଁରେ ବି ମାମଲା ରୁଜୁ କରିଛି । ତଦନ୍ତ ପରେ ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।
ପ୍ରାଣ ହରାଇଥିବା ଚିତାର ନାଁ ଧରିତ୍ରୀ। ସେ ୨୦୨୦ ଏପ୍ରିଲ ମାସରେ ନାମିବିୟା ଅଭ୍ୟାୟରଣରେ ଜନ୍ମ ହୋଇଥିଲା। ସାଢ଼େ ୩ ବର୍ଷ ବୟସ ହୋଇଥିବା ବେଳେ ସେ ଭାରତ ଆସିଥିଲା।
'ଜେଲର' ରିଲିଜ୍କୁ ନେଇ ରଜନୀକାନ୍ତଙ୍କ ପ୍ରଶଂସକଙ୍କ ମଧ୍ୟରେ ବହୁତ କ୍ରେଜ୍ ରହିଛି। ରଜନୀକାନ୍ତ ମଧ୍ୟ ଏହି ଫିଲ୍ମର ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କାରଣ ଏହା ପରେ ସେ ଫିଲ୍ମରୁ ବିରତି ନେବେ ବୋଲି କୁହାଯାଉଛି। ହେଲେ କାହିଁକି…
ଅସହ୍ୟ ହେଲା ଋଣ ବୋଝ...ଶେଷରେ ଫାଶୀ ଲଗାଇ ଜୀବନ ହାରିଦେଲେ...
NIACL ପ୍ରଶାସନିକ ଅଧିକାରୀ (ଜେନେରାଲିଷ୍ଟ ଆଣ୍ଡ୍ ସ୍ପେଶାଲିଷ୍ଟ) (ସ୍କେଲ୍ ୧) ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୪୫୦ଟି ପଦବୀ ପୂରଣ ହେବ।
ଗତ ୩୧ ତାରିଖ ଥିଲା ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲର ଶେଷ ଦିନ । ଗତବର୍ଷ ଅପେକ୍ଷା ଏଥର ୧୬.୧ ପ୍ରତିଶତ ଅଧିକ ରିଟର୍ଣ୍ଣ ଫାଇଲ୍ ହୋଇଛି ।
ଦେଶଭକ୍ତିର ଭାବନାକୁ ଜୀବନ୍ତ କରି ସିରିଜ୍ ‘କମାଣ୍ଡୋ’ର ଟ୍ରେଲର ରିଲିଜ୍ ହୋଇଛି। ଏହି ହାଇ-ଆକ୍ସନ୍, ପାୱାର୍ ପ୍ୟାକ୍ ସିରିଜ୍ ବିପୁଲ୍ ଅମୃତଲାଲ୍ ଶାହାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ନିର୍ମିତ ହୋଇଛି।
ଆମ ଦେଶର ସମସ୍ତ ରାଜ୍ୟର ମୋଟ ୪ ହଜାର ୧ ବିଧାୟକଙ୍କ ସମ୍ପତ୍ତି ହେଉଛି ୫୪ ହଜାର ୫୪୫ କୋଟି ।
ଅଗଷ୍ଟ ୯ରେ ଥିଲା ନିତିନଙ୍କ ଜନ୍ମଦିନ..ହେଲେ ଜନ୍ମଦିନ ପାଳନ ପୂର୍ବରୁ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଚାଲିଗଲେ ବଲିଉଡର ପ୍ରସିଦ୍ଧ କଳା ନିର୍ଦ୍ଦେଶକ ।
ରୁଷୀୟ ଭେଗାନ୍ ଡାଏଟ୍ ଇନଫ୍ଲେଏନ୍ସର ଝନ୍ନା...୧୦ ବର୍ଷ ହେଲା ଖାଉଥିଲେ କେବଳ କଞ୍ଚା ଫଳ ଓ ପରିବା..କଞ୍ଚା ଫଳ ଓ ପନିପରିବା ଖାଇ ନିଜର ଯୌବନକୁ ଅତୁଟ ରଖିବାକୁ ଚାହୁଁଥିଲେ ଝନ୍ନା..
ନୁହରେ କର୍ଫ୍ୟୁ ଲାଗିଛି ଏବଂ ଆଖପାଖ କିଛି ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା ।...
ମଙ୍ଗଳବାର ରାତିରେ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍କୁ ୨୦୦ ରନ୍ରେ ପରାସ୍ତ କରି ୨-୧ରେ ଶୃଙ୍ଖଳା ବିଜୟ ସଫଳତା ପାଇଛି।
ଅନେକ ସ୍ଥାନରେ ଜଳ ଅଭାବରୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଉଛି। ଜଳର ଅଭାବ ଅନେକ ଲୋକଙ୍କ ପାଇଁ ଅସୁବିଧାର କାରଣ ମଧ୍ୟ ପାଲଟୁଛି। ଏଭଳି ପରିସ୍ଥିତିରେ ଜଳ ସଂରକ୍ଷଣ ପାଇଁ ଅନେକ ପ୍ରକାରର କାର୍ଯ୍ୟକ୍ରମ ଚାଲିଛି। ଆଜି ବି ଅନେକ ଲୋକ ବର୍ଷା ଜଳ ସଂଗ୍ରହ କରନ୍ତି ଯାହା ଦ୍ୱାରା ଏହାକୁ ଏକ ଭିନ୍ନ ଉପାୟରେ ବ୍ୟବହାର କରାଯାଇପାରିବ। ଦେଖନ୍ତୁ ଏହି ଭିଡିଓ।
ମାତୃତ୍ୱର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଲା ଶିଶୁକୁ ସ୍ତନ୍ୟପାନ କରାଇବା। ଏହି ସ୍ତନ୍ୟପାନର ମହତ୍ତ୍ୱକୁ ସମସ୍ତଙ୍କ ପାଖରେ ପହଞ୍ଚେଇବାର ପ୍ରୟାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ପାଳିତ ହେଉଛି ବିଶ୍ୱ ସ୍ତନ୍ୟପାନ ସପ୍ତାହ। ଆଜି ଆସନ୍ତୁ ଏ ବିଷୟରେ ଜାଣିନେବା।