ହିଂସାକାଣ୍ଡ ପରେ ନୁହରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। କୌଣସି ପ୍ରକାରର ହିଂସା ଏଡ଼ାଇବା ଲାଗି ନୁହରେ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି।
ଯୁବକ ଜଣକ ରିଲ୍ସ ମୋହରେ ଏମିତି ବାୟା ହୋଇ ରହିଥିଲେ କି ସ୍ଥାନକାଳ ପାତ୍ର କିଛି ଦେଖୁନଥିଲେ । ସେଇଥି ପାଇଁ ତ ଖତରନାକ ଷ୍ଟଣ୍ଟ କରୁକରୁ ପଛରୁ ଆସୁଥିବା ଯୁବତୀ ଜଣଙ୍କୁ ଏମିତି ଧକ୍କା ଦେଇଥିଲେ ଯେ ସେ ସିଧା ତଳେ ପଡିଯାଇଥିଲେ । ବାସ୍ ଏହାପରେ ଯାହା ହେଲା...
ଏବେ ଘୋର ରାଜନୈତିକ ଅସ୍ଥିରତା ଏବଂ ଅର୍ଥନୈତିକ ସଂକଟ ଦେଇ ଗତି କରୁଛି ପାକିସ୍ତାନ। ଲୋକେ ଭୋକରେ ଡହଳବିକଳ ହେଉଥିବା ବେଳେ, ଖାଦ୍ୟଦର ଆକାଶଛୁଆଁ ।
ଆଜିର ମ୍ୟାଚ୍ ଜିତି ସିରିଜ ବରାବର କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ପ୍ରଥମ ଟି-୨୦ରେ ଭାରତ ପ୍ରଥମ ୧୫ ଓଭରରେ ୪ ୱିକେଟ୍ ହରାଇ ୧୧୩ ରନ୍ କରିଥିଲା ।
କୌଣସି ବ୍ୟକ୍ତି ନିଜ ବନ୍ଧୁଠାରୁ ଅଲଗା ହେବାକୁ ଚାହାନ୍ତି ନାହିଁ। କିନ୍ତୁ ବେଳେବେଳେ ଏମିତି ସମୟ ଆସିଥାଏ ଭଲ ବନ୍ଧୁ ବି ପର ହୋଇଯାଏ। ଏଭଳି ପରିସ୍ଥିତିକୁ ଏଡେଇବା ପାଇଁ କେତେକ ଦିଗ ପ୍ରତି ଧ୍ୟାନଦେବା ଜରୁରୀ। ଆସନ୍ତୁ ସେ ବିଷୟରେ ଜାଣିନେବା।
ସେ ଜଣେ ରିକ୍ସାବାଲା ହେଉ କି ଜଣେ ମାଲିକ, ସେ ଜଣେ ପିଅନ ହେଉ କି ଆଇଏଏସ୍ ଅଫିସର ନିଜ ସୁଖ ଦୁଃଖକୁ ବାଣ୍ଟିବା ନେଇ ଜଣେ ଭଲ ବନ୍ଧୁ ଦରକାର କରନ୍ତି। ଏଥିରୁ ସିନେମା ଶିଳ୍ପ ବା ବଞ୍ଚିବ କିପରି। ଆମେ ପ୍ରାୟତଃ ଅନେକ ବଲିଉଡ୍ ଅଭିନେତ୍ରୀଙ୍କୁ ପ୍ରକୃତ ବନ୍ଧୁ ପରି ପରସ୍ପରକୁ ସମର୍ଥନ କରୁଥିବା ଦେଖୁ।
ଆଜି ବିଶ୍ୱ ବନ୍ଧୁତା ଦିବସ। ଯେତେବେଳେ ବନ୍ଧୁତାରେ ଫାଟ ସୃଷ୍ଟି ହୁଏ, ସେତେବେଳେ ଏହାର ସମାଧାନ ପାଇଁ ପୁରାଣ ଶାସ୍ତ୍ରରୁ ଅନେକ ବନ୍ଧୁତାର ଉଦାହରଣ ନିଆଯାଏ। ତେବେ ଆସନ୍ତୁ ସେମିତି କିଛି ଉଦାହରଣ ଉପରେ ନଜର ପକେଇ ନେବା।
ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରୁ ୨୫ଟି ଷ୍ଟେସନର ମଧ୍ୟ ପୁନର୍ବିକାଶ ହେବାର ଯୋଜନା ରହିଛି ।
ଗତ ଜୁଲାଇ ୧୪ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରୟାନ-୩କୁ ଉତକ୍ଷେପଣ କରାଯାଇଥିଲା । ତାପରେ ଏହା ପୃଥିବୀକୁ ଦୀର୍ଘ ୨ ସପ୍ତାହ ଧରି ପରିକ୍ରମା କରିଥିଲା ଏବଂ ଗତ ୧ ତାରିଖରେ ଚନ୍ଦ୍ରୟାନକୁ ଚନ୍ଦ୍ରର କକ୍ଷପଥ ଆଡ଼କୁ ପଠାଇଥିଲା ଇସ୍ରୋ ।
ନିଜର ବିଶ୍ୱାସ, ସ୍ୱପ୍ନ ଆଉ ସବୁ ଗୁପ୍ତ କଥାକୁ ଯାହା ସହ ବାଣ୍ଟିହୁଏ ସେ ହେଲା ବନ୍ଧୁ। ଜଣେ ବନ୍ଧୁ ହିଁ ସବୁବେଳେ ବନ୍ଧୁକୁ ଉତ୍ସାହିତ କରିବା ସହ ସବୁବେଳେ ଉଚିତ ପରାମର୍ଶ ଦେଇଥାନ୍ତି। ଏହି ବନ୍ଧୁତ୍ୱର ସମ୍ପର୍କକୁ ମନେପକେଇବା ପାଇଁ ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଆନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ଆସନ୍ତୁ ଏହାର ଇତିହାସ ଉପରେ ନଜର ପକେଇ ନେବା।
ସନ୍ଧ୍ୟା ୭ଟା ବେଳେ ଏହି ପ୍ରକ୍ରିୟାରେ ସଫଳ ହୋଇଛି ଇସ୍ରୋ । ଜୁଲାଇ ୧୪ରେ ଉତକ୍ଷେପଣ ହୋଇଥିଲା ଚନ୍ଦ୍ରୟାନ-୩ । ୨ ସପ୍ତାହ ପୃଥିବୀ ପରିକ୍ରମା ପରେ ଅଗଷ୍ଟ ୧ରେ ଚନ୍ଦ୍ର ଆଡ଼କୁ ଯାଇଥିଲା ।
୨୦୦୧ରେ ମୁକ୍ତିଲାଭ କରିଥିବା ‘ଗଦର’ ଭଳି ଏହା ମଧ୍ୟ ଏହାର ଉଦଘାଟନୀ ଦିନରେ ବକ୍ସ ଅଫିସରେ ଧମାଲ କରିବ। ଏଭଳି ପରିସ୍ଥିତିରେ ଦର୍ଶକ ମଧ୍ୟ ଏହି ଫିଲ୍ମର ରିଲିଜକୁ ଅପେକ୍ଷା କରି ରହିଛନ୍ତି। ଜଣାପଡିଛି ଯେ ଫିଲ୍ମ ପ୍ରଥମ ଦିନ ପାଇଁ ୩୦ ହଜାରରୁ ଅଧିକ ଟିକେଟ୍ ବିକ୍ରି କରିସାରିଛି।
ବାସନ୍ତୀ ବେନ୍ ତାଙ୍କ ସ୍ୱାମୀଙ୍କ ସହିତ ନୀଳକଣ୍ଡ ମହାଦେବଙ୍କ ମନ୍ଦିରକୁ ଦର୍ଶନ କରିବାକୁ ଯିବା ସମୟରେ ଏହି ସାକ୍ଷାତ ହୋଇଥିଲା । ଶ୍ରାବଣ ମାସ ଚାଲୁଥିବାରୁ ଦୁହେଁ ନୀଳକଣ୍ଠ ମହାଦେବଙ୍କ ମନ୍ଦିରକୁ ଆସିଥିଲେ ।
UPSC ଖୁବ ଶୀଘ୍ର AO, SAO ଓ ଅନ୍ୟାନ୍ୟ ପଦବୀ ପାଇଁ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଶେଷ କରିବ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୫୬ ଟି ପଦବୀ ପୂରଣ ହେବ।
ବିନା ଇଣ୍ଟରନେଟ୍ରେ ମୋବାଇଲ୍ ଫୋନ୍ରେ ଦେଖିପାରିବେ ଲାଇଭ୍ ଟିଭି। ଫୋନ୍ରେ ସିଧାସଳଖ କିପରି ଲାଇଭ୍ ଟିଭି ଦେଖିହେବ, ତା’ବି ପୁଣି ବିନା ଇଣ୍ଟରନେଟ୍ରେ।
ଅଭିଯୁକ୍ତର ବୟସ ୨୦ ବର୍ଷ । ସେ କାହିଁକି ଓ କେଉଁ କାରଣରୁ ପିଲାମାନଙ୍କୁ ମାଡ଼ ମାରୁଥିଲା ସେନେଇ ପୋଲିସ ପଚରାଉଚରା କରୁଛି ।
୮ରୁ ୧୫ ବର୍ଷ ବୟସର ପିଲାମାନଙ୍କୁ ଦିନକୁ ମାତ୍ର ଏକ ଘଣ୍ଟା ମୋବାଇଲ୍ ବ୍ୟବହାର କରିବାକୁ ଅନୁମତି ମିଳିବ । ତାହା ସହିତ ୮ବର୍ଷରୁ କମ୍ ପିଲାମାନଙ୍କୁ କେବଳ ୮୦ ମିନିଟ୍ ମୋବାଇଲ୍ରେ ସମୟ ଅତିବାହିତ କରିପାରିବେ ବୋଲି କୁହାଯାଇଛି । ଚାଇନାର ସାଇବର ସ୍ପେସ୍ ଆଡମିନିଷ୍ଟ୍ରେସନ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି।
୭୦ ଏବଂ ୮୦ ଦଶକରେ ସୁପରଷ୍ଟାର କମଲ ହାସନଙ୍କ ଅନେକ ଫିଲ୍ମରେ ସହଅଭିନେତା ଭୂମିକାରେ ଅଭିନୟ କରିଥିବା ପ୍ରସିଦ୍ଧ ତାମିଲ ଅଭିନେତା ମୋହନ ଏହି ଦୁନିଆରେ ଆଉ ନାହାଁନ୍ତି। ରହସ୍ୟମୟ ପରିସ୍ଥିତିରେ ୬୦ ବର୍ଷୀୟ ଅଭିନେତାଙ୍କର ଦେହାନ୍ତ ହୋଇଛି।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ମିଳିଛି। ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବା ଉପରେ ମଧ୍ୟ କୋର୍ଟ ରୋକ୍ ଲଗାଇଛନ୍ତି।
ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରୋହିତ ଦେଓ ଶୁକ୍ରବାର ଦିନ ଖୋଲା ଅଦାଲତରେ ନିଜ ପଦରୁ ଇସ୍ତଫା ଘୋଷଣା କରିଛନ୍ତି।
ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଜଣାଇବୁ । ଯାହାଦ୍ୱାରା ଆପଣ ଖୁବ୍ ସହଜରେ ମୂଷାଙ୍କୁ ଘରୁ ତଡ଼ିଦେଇପାରିବେ ।
ଜୟ ଚୌଧୁରୀ ୧୯୮୦ ମସିହାରେ ଆମେରିକା ଯାଇଥିଲେ । ସେଠାରେ ଏକ କମ୍ପାନୀରେ ଚାକିରି କରିଥିଲେ । ପରେ ୧୯୯୬ ମସିହାରେ ଜୟ ଏବଂ ତାଙ୍କ ପତ୍ନୀ ଜ୍ୟୋତି ଚାକିରି ଛାଡିଥିଲେ ।
ସରକାରଙ୍କ ପକ୍ଷରୁ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ନୋଟିସ ଜାରି କରାଯାଇଥିଲା । ହେଲେ ଏବେ ଏହି ନିଷ୍ପତ୍ତି ବଦଳିଯାଇଛି ।
ଶୁକ୍ରବାର ଦିନ ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଆତଙ୍କାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖି ପ୍ରଥମେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ।
ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ଦୁର୍ବଳ ହୋଇଥିବାରୁ, ଠିକ୍ ସମୟରେ ସ୍ପେଶକ୍ରାଫ୍ଟର ବେଗ ହ୍ରାସ କରିବା ଇସ୍ରୋ ପାଇଁ ବଡ଼ ଚାଲେଞ୍ଜ ରହିବ ।