• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Indigo Flight

indigo passenger smokes beedi
ବିମାନ ଭିତରେ ବିଡ଼ି ଟାଣିଲେ; ଗିରଫ ହୋଇ ଜେଲ୍‌ ଗଲେ...

ବିମାନ ଭିତରେ ବିଡ଼ି ଟାଣିବା ପଡ଼ିଲା ମହଙ୍ଗା । ବିମାନରେ ବିଡ଼ି ଟାଣୁଥିଲେ, ବନ୍ଧା ହୋଇ ଜେଲ୍‌ ଗଲେ । ୪୨ ବର୍ଷୀୟ ମହମ୍ମଦ ଫାରକୁଦ୍ଦିନଙ୍କୁ ମୁମ୍ବାଇର ଚତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଗିରଫ କରାଯାଇଛି । 

Passengers Protest
VIDEO: ବିମାନ ବାତିଲ ପରେ ଯାତ୍ରୀଙ୍କ ହଙ୍ଗାମା; ଇଣ୍ଡିଗୋ ବିରୋଧରେ ଦେଲେ ସ୍ଲୋଗାନ

ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ Flightradar24 ଅନୁଯାୟୀ, ଖରାପ ପାଗ ଯୋଗୁଁ ବିମାନ ବାତିଲ୍‌ କରାଯାଇଥିବା କୁହାଯାଇଛି । ବୁଧବାର ସକାଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୦ରୁ ଅଧିକ ବିମାନ ବାତିଲ କରାଯାଇଥିଲା ।

Passenger eating on Runway
କୁହୁଡ଼ି ହେଲା କାଳ; ରନୱେରେ ବସି ଡିନର୍‌ କଲେ ଶହ ଶହ ପାସେଞ୍ଜର୍‌

ଯାତ୍ରୀମାନେ ଦୀର୍ଘ ୧୨ ଘଣ୍ଟା ରନୱେରେ ସମୟ ବିତାଇବା ସହ ସେଠାରେ ଡିନର୍‌ ବି କରିଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

IndiGo flight
ବିମାନରେ ଚାଲିଲାନି: ଝାଳ ପୋଛିବାକୁ ମିଳିଲା ଟିସୁ ପେପର

ଇଏ କଣ ? ଏସି ଚାଲିଲାନି, ବିମାନ ଉଡ଼ିଲା ? ଗରମରେ ହନ୍ତସନ୍ତ ହେଲେ ଯାତ୍ରୀ...ଶେଷରେ ଝାଳ ପୋଛିବାକୁ ଟିସୁ ଦେଲେ ବିମାନ କର୍ତ୍ତୃପକ୍ଷ

Indigo Flight Delayed
ବେଙ୍ଗାଲୁରୁ-ଭୁବନେଶ୍ୱର ବିମାନରେ ଯାନ୍ତ୍ରିକ ତ୍ରୁଟି ଘଟଣା, ୪ ଘଣ୍ଟା ପରେ ଉଡ଼ିଲା ବିମାନ

ବିମାନ ସେବାରେ ତ୍ରୁଟି ଓ ଯାତ୍ରୀଙ୍କ ଅଭିଯୋଗ ନେଇ ଇଣ୍ଡିଗୋ କମ୍ପାନୀ ପକ୍ଷରୁ କୌଣସି ସୂଚନା ମିଳିପାରିନି।

IndiGo
ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ କରାଚୀରେ ଇଣ୍ତିଗୋ ବିମାନର ଜରୁରୀ ଅବତରଣ

ପାକିସ୍ତାନରେ ଜରୁରୀ ଅବତରଣ କଲା ଭାରତୀୟ ବିମାନ। ଦୋହା ଯାଉଥିବା ଇଣ୍ଡିଗୋ ଫ୍ଲାଇଟ୍ ପାକିସ୍ତାନର କରାଚି ବିମାନ ବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଛି।

Indigo flight shocker
ମଝି ଆକାଶରେ ଏୟାର ହୋଷ୍ଟେସଙ୍କୁ ଟଣାଓଟରା କଲେ ଦୁଇ ଯାତ୍ରୀ, ଓହ୍ଲାଇବା ପରେ...

ବିମାନରେ ମଦ ପିଇ ଅସଦାଚରଣ କରିବା ମାମଲାରେ ଗିରଫ ହେଲେ ଦୁଇ ଯାତ୍ରୀ । ପାଟନା ବିମାନବନ୍ଦରରେ ଦୁଇ ଜଣ ଯାତ୍ରୀଙ୍କୁ ଗିରଫ କରାଯାଇଛି ।

IndiGo Flight Grounded In Patna After Bomb Hoax
ବିମାନବନ୍ଦରରେ ବୋମା ଆତଙ୍କ, ଯାଞ୍ଚ ପରେ ଜଣାପଡ଼ିଲା...

ପାଟନା ବିମାନବନ୍ଦରରେ ବୋମା ଆତଙ୍କ। ଏହା ଜଣାପଡ଼ିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ତତ୍‌କ୍ଷଣାତ ବିମାନକୁ ଅଟକାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ।

IndiGo flight diverted to Pak’s Karachi after reported technical defect in the aircraft
ପ୍ରଥମେ ଡାଇଭର୍ଟ, ତା’ପରେ ଲ୍ୟାଣ୍ଡିଂ: ହାଇଦ୍ରାବାଦ ଯାଉଥିଲା, କରାଚିରେ ଲ୍ୟାଣ୍ଡ୍‌ କଲା IndiGo ବିମାନ

ପ୍ରଥମେ ଡାଇଭର୍ଟ, ତା’ପରେ ଲ୍ୟାଣ୍ଡିଂ। ଇଣ୍ଡିଗୋର ଶାରଜାହ-ହାଇଦ୍ରାବାଦ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପାକିସ୍ତାନର କରାଚିରେ ଲ୍ୟାଣ୍ଡିଂ କରିବାକୁ ପଡ଼ିଛି।

indigo
ମଝି ଆକାଶରେ ଆତଙ୍କ : ବିମାନ ଭିତରେ ଯାତ୍ରୀଙ୍କ ମୋବାଇଲରେ ଲାଗିଲା ନିଆଁ

ଆସାମରୁ ଦେଶର ରାଜଧାନୀ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନରେ ବଡ଼ ଅଘଟଣ ଘଟିଛି।

Indigo Mid Air Crisis Averted
ମଝି ଆକାଶରେ ୩ ହଜାର ଫୁଟ୍ ଉପରେ ଘଟିଥାନ୍ତା ବଡ଼ ଅଘଟଣ, ଦେବଦୂତ ସାଜି ଜୀବନ ବଞ୍ଚାଇ ଦେଲେ ଏହି ବ୍ୟକ୍ତି

ମଝି ଆକାଶରେ ୩ ହଜାର ଫୁଟ୍ ଉପରେ ଘଟିଥାନ୍ତା ବଡ଼ ଅଘଟଣ। ଧକ୍କା ହୋଇଥାନ୍ତା ୨ଟି ଉଡ଼ନ୍ତା ବିମାନ। ଆଉ ନିମିଷକେ ମଧ୍ୟରେ ଚାଲି ଯାଇଥାନ୍ତା ୪୦୦ରୁ ଅଧିକ ଜୀବନ।