ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ଦୁର୍ବଳ ହୋଇଥିବାରୁ, ଠିକ୍ ସମୟରେ ସ୍ପେଶକ୍ରାଫ୍ଟର ବେଗ ହ୍ରାସ କରିବା ଇସ୍ରୋ ପାଇଁ ବଡ଼ ଚାଲେଞ୍ଜ ରହିବ ।
ଚେସ୍ ପ୍ରତିଯୋଗିତାରେ କିମ୍ବଦନ୍ତୀ ବିଶ୍ୱନାଥନ୍ ଆନନ୍ଦଙ୍କ ରେକର୍ଡ ଭାଙ୍ଗିଲେ ଡି ଗୁକେଶ।
ରେଳ ବିଭାଗରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍, ଟେକ୍ନିସିଆନ୍, ଜୁନିୟର ଇଞ୍ଜିନିୟର, ଟ୍ରେନ୍ ମ୍ୟାନେଜର ପଦ ପାଇଁ ଉତ୍ତର ରେଳ ବିଭାଗ ବିଜ୍ଞାପନ ଜାରି କରିଛି। ସମୁଦାୟ ୩୨୩ଟି ପଦବୀ ପୂରଣ ହେବ।
ପ୍ରଥମେ ପ୍ରେମିକାର ସ୍ୱାମୀକୁ ବିଭତ୍ସ ଭାବେ ହତ୍ୟା, ତା’ପରେ ପ୍ରେମିକା ସହ ଦୁଷ୍କର୍ମ ।
ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଢ଼ିଥିବା କଥା ସଂସଦରେ ଉଠିବା ସହ କିଲୋଗ୍ରାମ ପିଛା ପୂର୍ବରୁ କେତେ ଟଙ୍କା ଥିଲା ଓ ପରେ କେତେ ଟଙ୍କା ହୋଇଛି ସେନେଇ ମଧ୍ୟ ଟିକିନିଖି ସୂଚନା ଦିଆଯାଇଛି ।
ଦୀପାବଳି ଅବସରରେ ପ୍ରେକ୍ଷାଳୟରେ ‘ଟାଇଗର ୩’ ରିଲିଜ୍ ହେବାକୁ ଯାଉଛି। କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ଚଳିତ ବର୍ଷ ଭାଇଜାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହେବ। କାରଣ ଚଳିତ ବର୍ଷ ଆଇସିସି ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି, ଯାହା ଅକ୍ଟୋବରରୁ ଆରମ୍ଭ ହେବ। ଆଇସିସି ବିଶ୍ୱକପ ଏକ ମାସରୁ ଅଧିକ ସମୟ ଧରି ଚାଲିବ।
ମୋଟାପଣ ପାଇଁ ୨୦୧୭ ଏପ୍ରିଲ୍ ମାସରେ ଆର୍ଯ୍ୟଙ୍କ ବାରିଆଟ୍ରିକ୍ ସର୍ଜରୀ ହୋଇଥିଲା । ଜାକର୍ତ୍ତାର ଓମନି ହସ୍ପିଟାଲରେ ଅସ୍ତ୍ରୋପଚାର ପରେ ସେ ବଡି ବିଲଡିଂ ଚାମ୍ପିଅନ୍ ଆଡେ ରାୟଙ୍କୁ ଭେଟିଥିଲେ ।
ମାନହାନୀ ମାମଲାରେ ରାହୁଲଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ । ରାହୁଲଙ୍କ ଦଣ୍ଡ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ରୋକ୍ ଲଗାଇଛନ୍ତି ।
କୁକୁର ଛୁଆଟି ଜ୍ୟାକ୍ ରସେଲ ଟେରିଅର ପ୍ରଜାତିର ହୋଇଥିବା ବେଳେ ତାକୁ ମାତ୍ର ୩ ମାସ ବୋଲି ଜଣାଯାଇଛି।
ବାନ୍ଦୋଦକର କଲେଜରେ ଏନସିସି ତାଲିମ ବେଳେ ଏପରି ଘଟଣା ଘଟିଥିବା କୁହାଯାଉଛି । ଭିଡିଓରେ ବାଡ଼ି ଧରିଥିବା ବ୍ୟକ୍ତି ଜଣକ ଜଣେ ସିନିୟର କ୍ୟାଡେଟ ବୋଲି ଜଣାପଡିଛି ।
ଟମାଟୋ ହେଉଛି ଆମ ଦୈନନ୍ଦିନ ଖାଦ୍ୟରେ ବ୍ୟବହାର ହେଉଥିବା ଏକ ଜରୁରୀ ପରିବା ।
ଇଏ ବି ଜଣେ ମାଆ । ହଠାତ୍ ବନ୍ୟା ପାଣି ମାଡିଆସିଲା ଆଉ ଫଶିଗଲେ କୁନିକୁନି ଛୁଆ । ବହୁତ ଚେଷ୍ଟା କରିବା ପରେ ବି ପିଲାଙ୍କୁ ଉଦ୍ଧାର ନକରିପାରିବାରୁ ପୋଲିସଙ୍କ ପାଖରେ ପହଞ୍ଚିଥିଲା ମାଆ । ଭୁକିଲା, ଉଦ୍ଧାର ପାଇଁ କାକୁତି ମୀନତି ହେଲା । ଶେଷରେ ଛୁଆମାନେ ଉଦ୍ଧାର ହେବା ପରେ...
ଏଣିକି ଆଉ ଟେନ୍ସନ୍ ନାହିଁ । ଯେଉଁଠି ଆକ୍ସିଡେଣ୍ଟ ହେବ ସେଇଠି ମାମଲା ଚାଲିବ ବୋଲି କିଛି ମାନେ ନାହିଁ । ଆପଣ ନିଜ ସୁବିଧା ଅନୁସାରେ ଥାନାରେ ମାମଲା କରିପାରିବେ ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଟିପ୍ପଣୀ ଉପରେ ଭାରତର ପ୍ରତିକ୍ରିୟା । ସବୁ ପଡୋଶୀ ଦେଶଙ୍କ ସହ ସ୍ବାଭାବିକ ସମ୍ପର୍କ ପାଇଁ ଭାରତ ଆଗ୍ରହୀ ।
ଆଜିର ଶୁଣାଣି ପରେ ମୁସଲିମ ପକ୍ଷ ଏହାକୁ ପୁଣି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି।
ନିର୍ବାଚନ ମଇଦାନରେ ଏଣ୍ଟ୍ରି ମାରିବେ ସୀମା ! ପ୍ରଥମେ ଫିଲ୍ମ ସାଇନ୍ କରିବା ପରେ ଏବେ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅଫର୍ ମଧ୍ୟ ମିଳିଛି ।
ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୨୩-୮-୨୦୨୩ ।
ଯୁକ୍ତିତର୍କ ମଧ୍ୟ ଅତ୍ୟଧିକ ରାଗିଯାଇ ପୁଷ୍ପାଙ୍କ ଆଙ୍ଗୁଠିକୁ କାମୁଡ଼ି ଦେଇଥିଲେ ବିଜୟ । ଏମିତିକି ତାକୁ ଚୋବାଇ ଛିଣ୍ଡେଇ ଦେବାକୁ ଚେଷ୍ଟା କରିଥିଲେ ।
ରାଜାଙ୍କର ହଜାର ହଜାର ଏକର ଜମି ରହିଛି, ଯେଉଁଥିରେ ଅନେକ କମ୍ପାନୀ ଛିଡ଼ା ହୋଇଛି । ଏହାସହିତ କିଛି ଜମିରେ ଭଡ଼ାଟିଆ ମଧ୍ୟ ରୁହନ୍ତି ।
ନୌସେନାର ଏହି ବିଭାଗରେ ଆପଣ ଆବେଦନ କରିବାକୁ ହେଲେ ବୟସ, ଶିକ୍ଷାଗତ ଯୋଗ୍ୟତା ଓ ଆବେଦନ ପାଇଁ ସମୀୟ ସୀମା ଜାଣିନେବା ନିହାତି ଜରୁରୀ । ଏଥିପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସୂଚନା ଦିଆଯାଇଛି ।
ଭାରତକୁ ଆଣିବାକୁ ହେଲେ ଲାଇସେନ୍ସ କିମ୍ବା ସରକାରୀ ଅନୁମତି ବାଧ୍ୟତାମୂଳକ ହେବ ।
ଝିଅଟିର ଭାଇ କାମରୁ ଫେରିବା ପରେ ଭଉଣୀକୁ ଖୋଜାଖୋଜି କରିଥିଲେ । ହେଲେ କିଛି ସନ୍ଧାନ ମିଳିନଥିଲା । ସେଦିନ ପ୍ରାୟ ରାତି ୧୦ଟା ସମୟରେ କୋଲ୍ ଫର୍ଣ୍ଣେସ ଅଞ୍ଚଳରେ ପରିବାର ଲୋକ ଖୋଜାଖୋଜି କରିଥିଲେ ।
ବର୍ଷାର କରାଳ ରୂପରେ ଅସ୍ତବ୍ୟସ୍ତ ଚୀନ୍ । ୧୮୮୩ ମସିହା ପରେ ସର୍ବାଧିକ ବର୍ଷା ହୋଇଛି ।
ଏମିତିକି ଏବେ ବି ସନ୍ଦେହ କରାଯାଉଛି ଯେ, ସୀମା କୌଣସି ସାଧାରଣ ମହିଳା ନୁହେଁ ବରଂ ସେ ଜଣେ ପାକିସ୍ତାନୀ ଗୁପ୍ତଚର । ଏନେଇ ତଦନ୍ତ ମଧ୍ୟ ଚାଲିଛି ।