ଚନ୍ଦ୍ର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିଥିଲା ଲ୍ୟାଣ୍ଡର ବିକ୍ରମ । ଜହ୍ନରାଇଜରେ ବିଚରଣ କରିଥିଲା ରୋଭର୍ ପ୍ରଜ୍ଞାନ ।
ବାଇଓଲୋଜିକାଲ ସାଇନ୍ସ ପାଇଁ ପ୍ରଫେସର ଗୋବିନ୍ଦରାଜନ୍ ପଦ୍ମନାଭନଙ୍କୁ ମିଳିବ ବିଜ୍ଞାନ ରତ୍ନ । ବିଜ୍ଞାନ ଟିମ୍ ପୁରସ୍କାର ପାଇବେ ଇସ୍ରୋର ଚନ୍ଦ୍ରାୟନ-ଥ୍ରୀ ଟିମ୍ ସଦସ୍ୟ ।
ସଫଳତାର ସହ ଅବତରଣ କରି ଇତିହାସ ସୃଷ୍ଟି କରିଥିବା ଚନ୍ଦ୍ରୟାନ-୩ କୁ ବିଶ୍ୱ ମହାକାଶ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ପୁରସ୍କାର ଘୋଷଣା କରି ଆନ୍ତର୍ଜାତୀୟ ମହାକାଶ ଯାତ୍ରୀ ମହାସଂଘ କହିଛି ଯେ ଏହା ଏକ ଐତିହାସିକ ସଫଳତା।
ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ସାଇଟ୍ ଦୈର୍ଘ୍ୟ ୪ କିଲୋମିଟର ଏବଂ ପ୍ରସ୍ଥ ୨.୪ କିଲୋମିଟର ରହିଥିଲା। ସଫ୍ଟଲ୍ୟାଣ୍ଡିଂ ସଫଳ ହେବା ପରେ ଲ୍ୟାଣ୍ଡର୍ ଭିତରୁ ରୋଭର ପ୍ରଜ୍ଞାନକୁ ବାହାର କରାଯାଇଥିଲା। ଯାହା ଚନ୍ଦ୍ର ପୃଷ୍ଠର ଅନୁସନ୍ଧାନ ଆରମ୍ଭ କରିଥିଲା ।
ଚନ୍ଦ୍ରୟାନ-୩ ମିଶନକୁ ନେଇ ଆସିଲା ଆଉ ଏକ ବଡ଼ ଖବର । ଶେଷ ମୁହୂର୍ତ୍ତରେ, ୪ ସେକେଣ୍ଡ୍ ଘୁଞ୍ଚିଥିଲା ଚନ୍ଦ୍ରୟାନ-୩ ଉତକ୍ଷେପଣ ସମୟ । ଏକ ବଡ଼ ଅଘଟଣକୁ ଏଡ଼ାଇବା ପାଇଁ ନିର୍ଦ୍ଧାରିତ ସମୟ ଠାରୁ ୪ ସେକେଣ୍ଡ ବିଳମ୍ବରେ ଚନ୍ଦ୍ରୟାନ ଥିବା LVM3-M4 ରକେଟକୁ ଲଞ୍ଚ କରିଥିଲା ଇସ୍ରୋ ।
୨୦୨୩ ବର୍ଷଟି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବେଶ୍ ଗର୍ବିତ ଓ ସ୍ମରଣୀୟ ବର୍ଷ । କାହିଁକି ନା ଏହି ବର୍ଷ ଆମ ଦେଶର ଚମକ ସାରା ବିଶ୍ୱ ଦେଖିଛି । ଆମର ପରାକାଷ୍ଠାକୁ ସାରା ବିଶ୍ୱ ପ୍ରଶଂସା କରିଛି । ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ବେଶ୍ ଆଗକୁ ବଢ଼ିଛି ।
ପ୍ରୋପଲସନ ମଡ୍ୟୁଲ ଲ୍ୟାଣ୍ଡର ଠାରୁ ଅଲଗା ହୋଇ ଚନ୍ଦ୍ର କକ୍ଷରେ ବୁଲୁଥିଲା ।
ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମ ଓ ରୋଭର୍ ପ୍ରଜ୍ଞାନକୁ ନିଦରୁ ଉଠାଇବାକୁ ଚେଷ୍ଟା କରୁଛି ଇସ୍ରୋ। ଚନ୍ଦ୍ର ପୃଷ୍ଠରେ ଉଭୟଙ୍କ ନିଦ ଭାଙ୍ଗିଲାଣି କି ନାହିଁ ଜାଣିବାକୁ ସେମାନଙ୍କ ସହ ଯୋଗାଯୋଗ ସ୍ଥାପନ ଲାଗି ଉଦ୍ୟମ ହୋଇଛି।
ଚେଇଁବେ କି ପ୍ରଜ୍ଞାନ ଓ ବିକ୍ରମ ? ନା ଶୋଇଯିବେ ଚିରନିଦ୍ରାରେ ? ଚନ୍ଦ୍ରୟାନ-୩ ପାଇଁ ଆଜି ସବୁଠୁ ବଡ଼ ଦିନ।
ଚନ୍ଦ୍ରଯାନ-୩ ସହ ପୁଣି ଥରେ ସମ୍ପର୍କ ସ୍ଥାପନ କରିବା ପାଇଁ ଚେଷ୍ଟା ଆରମ୍ଭ କରିସାରିଛନ୍ତି ଇସ୍ରୋର ବୈଜ୍ଞାନିକ। ଗତ ବୁଧବାର ଇସ୍ରୋ ’X’ ରେ ଏହି ସମ୍ପର୍କରେ ଅପଡେଟ୍ ଦେଇସାରିଛି
ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ତୃତୀୟ ଚନ୍ଦ୍ର ମିଶନ୍ ଚନ୍ଦ୍ରୟାନ୍-୩ ଅଗଷ୍ଟ ୨୩, ୨୦୨୩ରେ ଚନ୍ଦ୍ରର ଦକ୍ଷିଣ ଅଞ୍ଚଳରେ ଅବତରଣ କାରିଥିଲା ।
ନାଇ ନାଇ.. ୟାଙ୍କୁ ଚନ୍ଦ୍ରକୁ ନେବାନି.. ଇଏ ଚନ୍ଦ୍ରକୁ ଗଲେ ସବୁ ଅଗଲ ବଗଲ କରିଦେବେ..
ଦେହରେ ଖରା ପଡ଼ିଲେ ନିଦରୁ ଉଠିବେ ବୋଲି ଆଶା ରହିଛି। ୨୨ ତାରିଖ ପରେ ନିଦରୁ ଉଠିବା ପାଇଁ ଇସ୍ରୋର କମାଣ୍ଡ ଶୁଣିବାକୁ କେବଳ ରିସିଭର୍ ଅନ୍ ଅଛି।
ଚନ୍ଦ୍ରରେ ଶୋଇଛି ପ୍ରଜ୍ଞାନ, ଏଣେ ସୂର୍ଯ୍ୟ ଆଡ଼କୁ ଆଗେଇ ଚାଲିଛି ଆଦିତ୍ୟ-L1। ଇସ୍ରୋ ଚନ୍ଦ୍ରୟାନ-୩ର ରୋଭର୍ ପ୍ରଜ୍ଞାନକୁ ସ୍ଲିପ ମୋଡରେ ରଖିଥିବା ବେଳେ, ଆଜି ଆଦିତ୍ୟ-L1ର ପ୍ରଥମ କକ୍ଷପଥ ପରିବର୍ତ୍ତନ କରିଛି ।
ରୋଭରରେ ଥିବା ବ୍ୟାଟେରୀ ଫୁଲ୍ ଚାର୍ଜ ଥିବା ମଧ୍ୟ ସୂଚନା ଦେଇଛି ଇସ୍ରୋ । ତେବେ ରୋଭରରେ ଥିବା ସୋଲାର ପ୍ୟାନେଲ ଆସନ୍ତା ସୂର୍ଯ୍ୟୋଦୟ ଅର୍ଥାତ ୨୨ ତାରିଖରେ ସୂର୍ଯ୍ୟାଲୋକ ପାଇବ ବୋଲି ଆକଳନ କରାଯାଇଛି ।
ଓଡ଼ିଆ ମାଟିର ନାଁ ରଖିଲେ ପୀୟୂଷ । ଇସ୍ରୋରେ ବୈଜ୍ଞାନିକ ହେଲେ... ଚନ୍ଦ୍ରୟାନ-୩ ପାଇଁ କାମ କରୁଥିଲେ । ସଫଳ ସଫ୍ଟ ଲ୍ୟାଣ୍ଡିଂ ପରେ ବାପା-ମାଆଙ୍କଠୁ...ଗାଁ ଲୋକେ ସମସ୍ତେ ଖୁସ୍
ଚନ୍ଦ୍ରର ଦକ୍ଷିଣ ମେରୁ ମାଟିରେ ଭରି ରହିଛି ସଲଫର୍। ତେବେ ଏହା କାହିଁକି ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଧାନ ? ଚନ୍ଦ୍ରୟାନ-୩ ମିଶନ ଜହ୍ନ ରାଇଜରେ ବିଭିନ୍ନ ଉପାଦାନ ଠାବ କରିଥିଲେ ବି, ସଲଫର୍କୁ ନେଇ ଅଧିକ ଉତ୍ସାହିତ ଇସ୍ରୋ ।
ଚନ୍ଦ୍ରୟାନ-୩ ମିଶନ ଆରମ୍ଭରେ ଆଶା କରାଯାଉଥିଲା ଯେ, ରୋଭର୍ ୧୪ ଦିନରେ ସର୍ବାଧିକ ୫ଶହ ମିଟର ଗଡ଼ିବ।
ଚନ୍ଦ୍ରପୃଷ୍ଠରେ ପ୍ରାକୃତିକ କମ୍ପନ କିମ୍ବା ଦୋହଲାଇ ଦେବା ଭଳି ଗତିବିଧିକୁ ରେକର୍ଡ କରାଯାଇଛି। ଏନେଇ ଗୁରୁବାର ଦିନ ଇସ୍ରୋ(ISRO) ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।
କେଉଁ ସୂତ୍ରରୁ ସେଠାରେ ସଲଫର କିପରି ସୃଷ୍ଟି ହେଉଛି ସେ ସମ୍ପର୍କରେ ଜଣାପଡିନାହିଁ ।
କାହିଁକି ଆଉ ୭ ଦିନରୁ ଅଧିକ ମାମୁଁଘରେ ରହିପାରିବ ନାହିଁ ଚନ୍ଦ୍ରୟାନ-3 ?
ଚନ୍ଦ୍ରୟାନ-ଥ୍ରୀ ଠାରୁ ଏହା ୪ ଗୁଣା ଅଧିକ ଦୂରତା ଅତିକ୍ରମ କରିବ। ତେଣୁ ଏହି ମିଶନରେ ଚ୍ୟାଲେଞ୍ଜ ଯେତିକି ଉତ୍କଣ୍ଠା ବି ସେତିକି ରହିଛି।
ଚନ୍ଦ୍ରପୃଷ୍ଠରେ ପ୍ରଥମଥର ପାଇଁ ଲ୍ୟାଣ୍ଡରର ଫଟୋ ଉଠାଇଛି ରୋଭର। ଅବତରଣ ପରେ ପ୍ରତିଥର ରୋଭର ପ୍ରଜ୍ଞାନର ଚିତ୍ର ଲ୍ୟାଣ୍ଡର ପଠାଉଥିବାବେଳେ ଏଥର କିନ୍ତୁ ଲ୍ୟାଣ୍ଡରର ଫଟୋ ପଠାଇଛି ରୋଭର।
ଇଟାନିୟମ୍, ମାଙ୍ଗାନିଜ୍ ଥିବା ସ୍ପଷ୍ଟ କଲା ରୋଭର୍ ।
ଆସନ୍ତା ଶନିବାର ଆଦିତ୍ୟ-L1ର ହେବ ଉତକ୍ଷେପଣ । ମିଶନ୍ 'ଆଦିତ୍ୟ' ପାଇଁ ଆରମ୍ଭ ହେଲା କାଉଣ୍ଟଡାଉନ୍ ।