• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ram Temple

Ram Temple
ଅଯୋଧ୍ୟା ପରେ ନୟାଗଡ଼ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା; ସ୍ଥାପିତ ହେଲା ରାମ-ସୀତା ଓ ଲକ୍ଷ୍ମଣଙ୍କ ମୂର୍ତ୍ତି

ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାଠାରୁ ପ୍ରାୟ ୧୦୦୦ କିମି ଦୂରରେ ଲୋକାର୍ପିତ ହୋଇଛି ଆଉ ଏକ ଭବ୍ୟ ଓ ଦିବ୍ୟ ରାମ ମନ୍ଦିର।

Ayodhya Rammandir
ମନ୍ତ୍ର ଧ୍ୱନିରେ କମ୍ପିଲାଣି ଅଯୋଧ୍ୟା, ପ୍ରାଣପ୍ରତିଷ୍ଠା ପୂର୍ବରୁ ଗର୍ଭଗୃହକୁ ଆସୁଛନ୍ତି ରାମଲାଲା...

ସିଂହାସନ ପୂଜାର୍ଚ୍ଚନା ସହ ସରଜୁ ତଟରେ ହେଲା କଳସ ପୂଜନ । ବିଗ୍ରହ ପ୍ରତିଷ୍ଠା ଦିନକ ପୂର୍ବରୁ ଗର୍ଭଗୃହରେ ଶଙ୍ଖଧ୍ବନି ଓ ବେଦମନ୍ତ୍ର ।

Ayodhya Ram Mandir
ପାଖେଇ ଆସୁଛି ଦିବ୍ୟ ମୁହୂର୍ତ୍ତ; ଜାମାତାଙ୍କ ପାଇଁ ମିଥିଳାରୁ ଆସିଲା ମଙ୍ଗଳଭାର

ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପାଇଁ ମାତା ସୀତାଙ୍କ ବାପଘର ମିଥିଳାରୁ ଅଯୋଧ୍ୟାକୁ ଆସିଛି ବହୁମୂଲ୍ୟ ଭାର। ସେପଟେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ, ସାରା ଦେଶର ବିଭିନ୍ନ ମନ୍ଦିରରେ ଆରମ୍ଭ ହୋଇଛି ସ୍ୱଚ୍ଛତା ଅଭିଯାନ।

Ram Temple
ରାମଙ୍କ ପାଇଁ ୭,୨୦୦ କିମି ଯାତ୍ରା; ପାଦରେ ଚାଲି ଚାଲି ଯାଉଛନ୍ତି ୬୪ ବର୍ଷିୟ ବୃଦ୍ଧ

ହାଇଦ୍ରାବାଦର ଚଲ୍ଲା ଶ୍ରୀନିବାସ ଶାସ୍ତ୍ରୀ ରାମଙ୍କ ପାଇଁ ଚରଣପାଦୁକା ଧରି ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି । ଯେଉଁ ରାସ୍ତାରେ ପ୍ରଭୁ ଶ୍ରୀରାମ ରାମେଶ୍ୱର ଯାଇଥିଲେ, ସେହି ରାସ୍ତା ଦେଇ ଚଲ୍ଲା ଶ୍ରୀନିବାସ ଅଯୋଧ୍ୟା ବାହାରିଛନ୍ତି ।

Ram Temple
ପ୍ରାଚୀନ ଶୈଳୀରେ ରାମ ମନ୍ଦିର; ଜାଣନ୍ତୁ ଟିକିନିଖି ତଥ୍ୟ...

ସୁନ୍ଦର କାରୁକାର୍ଯ୍ୟରେ ନିଜକୁ ଚକ୍‌ମକ୍‌ କରି ପ୍ରଭୁ ଶ୍ରୀରାମଙ୍କୁ ଅପେକ୍ଷା କାରିଛି ରାମ ମନ୍ଦିର । ସେହି ୨୨ ତାରିଖକୁ । ସେହି ସ୍ୱର୍ଣ୍ଣିମ ମୁହୂର୍ତ୍ତକୁ । ଯେଉଁ ସମୟରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ରାମ ମନ୍ଦିରରେ ପୂଜା ପାଇବେ ।

Ram Mandir
ସରି ଆସୁଛି ଅପେକ୍ଷା, ବଢି ଚାଲିଛି ଉତ୍କଣ୍ଠା, ଅଯୋଧ୍ୟାକୁ ସଜାଇବାକୁ ଚାଲିଛି ଆୟୋଜନ

ସରି ଆସୁଛି ଅପେକ୍ଷା, ବଢି ଚାଲିଛି ଉତ୍କଣ୍ଠା । ଅଯୋଧ୍ୟାର ସୁଶୋଭିତ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ତାରିଖ ପାଖେଇ ଆସୁଥିବା ବେଳେ ଏହି ମହାର୍ଗ ମୁହୂର୍ତ୍ତକୁ ଈଶ୍ୱରମୟ କରିବାକୁ ଚାଲିଛି ବିରାଟ ଆୟୋଜନ ।

Ram Temple
ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରତିଷ୍ଠା; ମକର ସଂକ୍ରାନ୍ତିରୁ ୧୦ ଦିନ ଧରି ଚାଲିବ ଉତ୍ସବ

ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରର ଉଦଘାଟନ । ଭବ୍ୟ ରାମ ମନ୍ଦିରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ୨୨ ଜାନୁଆରୀ ୨୦୨୪ । ଇତିହାସରେ ଲିପିବଦ୍ଧ ହେବାକୁ ଯାଉଛି ଏହି ତାରିଖ। ଏହି ଦିନ ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ଓ ଦିବ୍ୟ ମନ୍ଦିରରେ ହେବ ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ।

Ram Temple
ଜାନୁଆରୀ ୨୨ରେ ହେବ ରାମ ମନ୍ଦିର ଉଦ୍‌ଘାଟନ

ଉଦଘାଟନରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ମତି ରହିଛି । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ନିମନ୍ତ୍ରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରହଣ କରିଛନ୍ତି ।

Giant 400kg lock made for Ram temple in Ayodhya
୪୦୦ କିଲୋଗ୍ରାମ ଓଜନ, ୪ ଫୁଟର ଚାବି: ରାମ ମନ୍ଦିର ପାଇଁ ତାଲା ତିଆରି କଲେ ବୃଦ୍ଧ ଦମ୍ପତି

ମଣିଷ ଉଚ୍ଚତା ଠାରୁ ବଡ଼ ତାଲା.. ଭଗବାନ ଶ୍ରୀରାମଙ୍କ ପାଇଁ ବିଶାଳକାୟ ତାଲା ତିଆରି କଲେ ଭକ୍ତ ।

Ram Mandir construction
ଦିବ୍ୟ ଶାଳଗ୍ରାମରେ ନିର୍ମାଣ ହେବ ପ୍ରଭୁ ଶ୍ରୀରାମ ଓ ମାତା ଜାନକୀଙ୍କ ବିଗ୍ରହ

ନେପାଳରୁ ଆସି ଅଯୋଧ୍ୟାରେ ପହଞ୍ଚିଛି ଦୁଇଟି ବିଶାଳ ଶାଳଗ୍ରାମ

ram mandir
୨୦୨୪ ଜାନୁଆରୀରେ ଅଯୋଧ୍ୟାକୁ ବିଜେ କରିବେ ଶ୍ରୀରାମ

ରାମ ମନ୍ଦିର ନିର୍ମାଣକୁ ନେଇ ରବିବାର ଦିନ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।