• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Singer Death

Legendary singer pankaj udhas no more
ଚାଲିଗଲେ ଗଜଲ ଗାୟକ ପଙ୍କଜ ଉଧାସ

ଗଜଲ ଗାୟକ ପଙ୍କଜ ଉଧାସଙ୍କ ୭୨ ବର୍ଷ ବୟସରେ ଦେହାନ୍ତ ହୋଇଛି। ଗାୟକ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ

singer prabha atre passes away
ସଙ୍ଗୀତ ଶିଳ୍ପରେ ପୁଣି ଦୁଃଖ; ଚାଲିଗଲେ ପ୍ରଭା ଆତ୍ରେ

ସଙ୍ଗୀତ ଶିଳ୍ପ ସହିତ ଜଡିତ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଭେଟେରାନ ଗାୟକ ପ୍ରଭା ଆତ୍ରେ ଆଜି ସକାଳେ ଦେହାନ୍ତ କରିଛନ୍ତି। ସେ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି।

Famous haryanavi singer raju Punjabi passes away
ମନୋରଂଜନ ଜଗତରେ ପୁଣି ଶୋକ; ଚାଲିଗଲେ ଏହି ପ୍ରସିଦ୍ଧ ସିଙ୍ଗର୍

'ଦେଶୀ ଦେଶୀ ନ ବୋଲ୍ୟା କର…' ସିଙ୍ଗର୍ ରାଜୁ ପଞ୍ଜାବୀଙ୍କ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ରାଜୁଙ୍କୁ ହିସାରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁଯାୟୀ, ଗାୟକ ସକାଳ ପ୍ରାୟ ୪ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Sharda rajan died at age of 86
୮୬ ବର୍ଷରେ ଚାଲିଗଲେ ‘ତିତଲୀ ଉଡୀ’ ଗାୟିକା ଶାରଦା ରାଜନ

ସ୍ୱର ତାରକା ଶାରଦା ରାଜନଙ୍କର ଦେହାନ୍ତ ହୋଇଛି। ୮୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଅନେକ ସୁପରହିଟ୍ ଗୀତରେ ନିଜ କଣ୍ଠଦାନ କରିଛନ୍ତି।

Legendary singer sumitra sen is no more
ଚାଲିଗଲେ ରବୀନ୍ଦ୍ର ସଂଗୀତର କିମ୍ବଦନ୍ତୀ ଗାୟିକା ସୁମିତ୍ରା ସେନ୍‌

ରବୀନ୍ଦ୍ର ସଂଗୀତର କିମ୍ବଦନ୍ତୀ ଗାୟିକା ସୁମିତ୍ରା ସେନଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଗାୟିକାଙ୍କ ଝିଅ ଶ୍ରାବଣୀ ସେନ୍ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି।

Singer succumbs while performing on stage in Jeypore
ଦଶହରାରେ ଦୁଃଖଦ ଘଟଣା: ଷ୍ଟେଜ୍‌ରେ ଗୀତ ଗାଉଥିବା ବେଳେ ଚାଲିଗଲା ଜୀବନ

ଦୁର୍ଗାପୂଜା ଅବସରରେ ଗତକାଲି ସପ୍ତମୀ ପାଇଁ ସହରର ରାଜନଗର ଠାରେ କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ସମୟରେ କଣ୍ଠଶିଳ୍ପୀ ମୂରଲି ମହାପାତ୍ର ଗୀତ ଗାଇବା ପାଇଁ ଷ୍ଟେଜ୍ ଆସିଥିଲେ।

ଯାତ୍ରା ପାର୍ଟିର ଗାୟକ ସଞ୍ଜୟ କୁମାର ପାତ୍ର
ନାଟକର ଶେଷ ଗୀତ ପାଲଟିଲା ଜୀବନର ଶେଷ ଗୀତ

ତୁଳସୀ ଗଣନାଟ୍ୟର ନାଟକରେ ଗୀତ ଗାଉଥିଲେ ଯାତ୍ରା ପାର୍ଟିର ଗାୟକ