ଯୁବକଙ୍କ ଅଜବ କାରନାମା ଶୁଣିଲେ ହେବେ ତାଜୁବ । ବଡ଼ି ବିଲ୍ଡିଂ ପାଇଁ ଗିଳିଦେଲେ ୩୯ଟି କଏନ୍ ଓ ୩୭ଟି ଚୁମ୍ୱକ ।
ସାଧାରଣତଃ ୧୩-୧୪ ବର୍ଷ ବୟସରେ ଶରୀରର ଉଚ୍ଚତା ସହିତ ଅନ୍ୟାନ୍ୟ ପରିବର୍ତ୍ତନ ହୋଇଥାଏ। ଏହି ସମୟରେ ଜିମ୍ରେ ଯାଇ କଠିନ୍ ପରିଶ୍ରମ କରିବା ଦ୍ୱାରା ଏହା ଶାରିରୀକ ବିକାଶାରେ ବାଧା ସୃଷ୍ଟି କରେ।
ତାଙ୍କ ବଡି କୌଣସି ପୁଅ ପିଲା ବା ପୁରୁଷ ବଡି ବିଲ୍ଡରଠାରୁ କମ୍ ନୁହେଁ ।
ଅନୁରୋଧ ପରେ ସହଯୋଗର ହାତ ବଢାଇଥିଲେ ଜିଲ୍ଲାପାଳ ।
ବଡି ବିଲ୍ଡିଂ ପ୍ରତିଯୋଗୀତାରେ ପାଇଛନ୍ତି ଅନେକ ସମ୍ମାନ ଓ ସ୍ୱିକୃତି ଏବେ ଆଗକୁ ବଢ଼ିବାକୁ ଲୋଡ଼ା ସରକାରୀ ସାହାଯ୍ୟ
ଗୋଟିଏ ଟୁର୍ଣ୍ଣାମେଣ୍ଟରେ ବାପ-ଝିଅଙ୍କୁ ଗୋଲ୍ଡ ମେଡାଲ । ଷ୍ଟେଟ୍ ପାଓ୍ୱାରଲିଫ୍ଟିଂ ଚାମ୍ପିୟନସିପରେ ଉଭୟ ଜିତିଲେ ସ୍ବର୍ଣ୍ଣ ଚର୍ଚ୍ଚାରେ ଜୟପୁରର ବାପା-ଝିଅ ଯୋଡ଼ି, ଛୁଟୁଚ୍ଛି ଶୁଭେଚ୍ଛାର ସୁଅ ।