ଏବେ ଆହୁରି ପୁଷ୍ଟିସାର ଯୁକ୍ତ ହେବ ପିଲାଙ୍କ ମଧ୍ୟାହ୍ନ ଭୋଜନ। ସୋୟାବିନ୍ ଓ ଅଣ୍ଡା ସହ ନିଇତି ମିଳିବ କ୍ଷୀର। ଛାତ୍ରଛାତ୍ରୀଙ୍କ ମାନସିକ ଓ ଶାରୀରିକ ବିକାଶ ପାଇଁ ଭିଟାମିନ୍ A ଓ D ଯୁକ୍ତ ଦୁଗ୍ଧ ଦେବାକୁ ବ୍ୟବସ୍ଥା କରିଛନ୍ତି ସରକାର।
୨୦୨୦ରେ NEP ଆରମ୍ଭ ହେବା ପରଠୁ କେନ୍ଦ୍ର ଶିକ୍ଷା ବିଭାଗ, ପ୍ରତ୍ୟେକ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ଏଭଳି ଅନେକ ଚିଠି ଲେଖିଛି । ଯେଉଁଗୁଡ଼ିକୁ କଡ଼ାକଡ଼ି ଭାବେ ମାନିବାକୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଛି ।
କରୋନା ବିଧ୍ୱଂସ୍ତ ପ୍ରାଥମିକ ଶିକ୍ଷାକୁ ନୂଆ ବିପଦ। ଦୁଇ ବର୍ଷ ଭିତରେ ପାଠ ଛାଡ଼ିଛନ୍ତି ପ୍ରାୟ ତିନି ଲକ୍ଷ ପିଲା । ରାଜ୍ୟ ସରକାରଙ୍କୁ ଘାରିଲାଣି ଡ୍ରପ୍ ଆଉଟ୍ ଚିନ୍ତା । କୋରାପୁଟ ଓ ମାଲକାନଗିରିରେ ସ୍ଥିତି ଉତ୍କଟଜନକ