ଟାକୋମାରେ ଟେଲିଭିଜନ୍ ଷ୍ଟେସନ୍ KCPQ-TV ରିପୋର୍ଟ ଅନୁଯାୟୀ, ମହାକାଶଚାରୀ ୱିଲିୟମ ଆଣ୍ଡର୍ସ ନିଜର ୱିଣ୍ଟେଜ୍ ଏୟାର ଫୋର୍ସ ସିଙ୍ଗିଲ୍ ଇଞ୍ଜିନ ଟି-୩୪ରେ ଉଡାଣ ଭରିଥିଲେ। ହଠାତ୍ ଏହା ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା। ଏହା ଯାଇ ସମୁଦ୍ର ଭିତରେ ପଡିଗଲା।
ମହାକାଶ ଯିବେ ସୁନୀତା ୱିଲିୟମ୍ସ । ତୃତୀୟ ଥର ପାଇଁ ସୁନୀତାଙ୍କୁ ମହାକାଶ ପଠାଉଛି ନାସା । ସୂଚନାଯୋଗ୍ୟ ସୁନୀତା ୱିଲିୟମ୍ସ ହେଉଛନ୍ତି ଭାରତୀୟ ବଂଶୋଭବ । ତାଙ୍କର ଗୋଟେ ଅଜବ ଅଭ୍ୟାସ ରହିଛି ।
ଗଗନଯାନ ମିଶନକୁ ନେଇ ବଡ଼ ଅପଡେଟ୍ । ଆଜି ସାମ୍ନାକୁ ଆସିପାରେ ମହାକାଶ ଯିବାକୁ ଥିବା ୪ ଭାରତୀୟଙ୍କ ନାଁ । ଗଗନଯାନ ମିଶନ ପାଇଁ ପ୍ରଶିକ୍ଷିତ ୪ ପାଇଲଟଙ୍କ ନାଁ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ISRO ମୁଖ୍ୟ ଏସ୍ ସୋମନାଥଙ୍କ କହିବାନୁଯାୟୀ, ମହାକାଶଚାରୀଙ୍କୁ ମିଶନ ସମୟରେ ଭାରତୀୟ ଖାଦ୍ୟ ପରଷାଯିବ । ହେଲେ ଧିରେ ଧିରେ ଏଥିପ୍ରତି ଅଧିକ ଯତ୍ନବାନ ହେବା ସହ ଏହାର ବିକଳ୍ପ ଚିନ୍ତା ମଧ୍ୟ କରାଯାଉଛି ।