• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Up Election

BJP
ଲକ୍ଷ୍ନୌରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ, ସାମିଲ ହେଲେ ବୈଜୟନ୍ତ ପଣ୍ଡା

ଉତ୍ତରପ୍ରଦେଶ ଲକ୍ଷ୍ନୌରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସାମିଲ ହୋଇଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ୟୁପି ବିଜେପିର ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ।

Yogi-Modi Meet
ଆଜିଠାରୁ ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ସେକେଣ୍ଡ ଇନିଂସ

ୟୁପି ରାଜଧାନୀ ଲକ୍ଷ୍ନୌର ବିଭିନ୍ନ ସ୍ଥାନରେ ଯୋଗୀ ଓ ମୋଦିଙ୍କ ପୋଷ୍ଟର ସାଙ୍ଗକୁ ହୋର୍ଡିଂ ଛାଇଯାଇଛି।

Akhilesh-yadav
ଅଖିଳେଶଙ୍କ ବଡ଼ ଅଭିଯୋଗ, ୟୁପିରେ ହୋଇଛି ଇଭିଏମ୍ ଟାମ୍ପରିଂ

ବାରଣସୀର ଏକ ସ୍ଥାନରୁ ତିନିଟି ଟ୍ରକରେ ଇଭିଏମ୍ ଯାଇଥଲା, ଯାହା ଭିତରୁ ଗୋଟିଏକୁ ସମାଜବାଦୀ ପାର୍ଟି କର୍ମୀମାନେ ପିଛା କରିଥିଲେ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ସେ ଶୁଣୁନଥିବା କହିଛନ୍ତି ଅଖିଳେଶ ।

VOTE Counting
ପ୍ରଚାର ଶେଷ : ଆସନ୍ତାକାଲି ଲଢ଼େଇ

୨୦୧୭ ନିର୍ବାଚନରେ ବାରାଣସୀ ଲୋକସଭା ଆସନ ଅଧିନରେ ଥିବା ସମସ୍ତ ୮ଟି ଯାକ ବିଧାନସଭା ଆସନରେ ବିଜେପି ବିଜୟ ଲାଭ କରିଥିଲା । ଏଥର ମଧ୍ୟ ସେହିଭଳି ପ୍ରଦର୍ଶନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ୩ ଦିନ ବାରାଣସୀରେ ଡେରା ପକାଇଥିଲେ

ପୋଲିଂ ଅଫିସର ରୀନା ଦ୍ୱିବେଦୀ
ଭାଇରାଲ ପୋଲିଂ ଅଧିକାରୀଙ୍କ ପ୍ରକୃତ ପରିଚୟ କଣ?

ଅନେକ ଗଣମାଧ୍ୟମରେ ପ୍ରସାରିତ ହେବାପରେ ତାଙ୍କ ସୁନ୍ଦରତାକୁ ଅନେକ ଦର୍ଶକ ପସନ୍ଦ କରିଥିଲେ।

reena dwivedi
ନୂଆ ଲୁକ୍‌ରେ ଆସିଲେ ସେଦିନର ହଳଦିଆ ଶାଢୀ ପିନ୍ଧିଥିବା ପୋଲିଂ ଅଧିକାରୀ

ନିଜ ଷ୍ଟାଇଲ୍ ଓ ହଳଦିଆ ଶାଢ଼ୀଙ୍କୁ ନେଇ ଚର୍ଚ୍ଚାକୁ ଆସିଥିଲେ।

Amit Shah
UP Election: ସମାଜବାଦୀ ପାର୍ଟିକୁ ଶାହଙ୍କ ଜବରଦସ୍ତ ଟାର୍ଗେଟ୍, କହିଲେ ପୁଣି ଯୋଗୀ ସରକାର

ପିଲଭିଟରେ ପ୍ରଚାର ବେଳେ ସମାଜବାଦୀ ପାର୍ଟି ଉପରେ ପରିବାର ବାଦ ମନ୍ତବ୍ୟ ଦେଇଥିଲେ ଅମିତ ଶାହ । ସମାଜବାଦୀ ପାର୍ଟି କେବେ ବି ଉତ୍ତର ପ୍ରଦେଶ ଲୋକଙ୍କ ହିତ ଚାହିଁନି ବୋଲି କହିଥିଲେ ଶାହ ।

Polling 59 In UP For Third Phase Begins, Punjab To Undergo Single Phase
ପଞ୍ଜାବ ଓ ୟୁପିରେ ଚାଲିଛି ମତଦାନ; ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ହେଭିୱେଟ୍‌ ନେତା

ସୀମାନ୍ତ ରାଜ୍ୟ ପଞ୍ଜାବରେ ଆଜି ନିର୍ବାଚନ। ସମସ୍ତ ୧୧୭ଟି ଆସନରେ ଭୋଟ୍ ନିଆଯାଉଛି । ସକାଳ ୮ଟାରୁ ବୁଥ୍‌ ଗୁଡ଼ିକରେ ଭୋଟ୍ ନିଆଯାଉଛି । ସେହିପରି, ଆଜି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ। ତେଣୁ ବ୍ୟାଟେଲ୍ ୟୁପି ପାଇଁ ମଧ୍ୟ ଭୋଟିଂ ଚାଲଛି ।

RPN Singh
ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା: ବିଜେପିରେ ଯୋଗ ଦେଲେ ଆରପିଏନ୍ ସିଂହ

ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଧରଣର ଝଟକା । ବିଜେପିରେ ଯୋଗଦେଲେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂହ । ଗାନ୍ଧୀ ପରିବାରର ଅନ୍ୟତମ ଅନୁଗତ କୁହାଯାଉଥିବା ଆରପିଏନ୍ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦିଲ୍ଲୀ ମୁଖ୍ୟାଳୟରେ ବିଜେପିରେ ସାମିଲ ହୋଇଛନ୍ତି ।

Akhilesh Yadav & Aparna Yadav
ଅଖିଳେଶ ଯାଦବଙ୍କୁ ଟକ୍କର ଦେଲେ ଭାଇ ବୋହୂ ଅପର୍ଣ୍ଣା, ଜାଣନ୍ତୁ ସେ କିଏ ?

ଯାଦବ ପରିବାରର ଜଣେ ସଦସ୍ୟଙ୍କୁ ଦଳରେ ମିଶାଇ ବିଜେପି ସମାଜବାଦୀ ପାର୍ଟିକୁ ଏକ ଝଟକା ଦେଇଛି । ଏହି ଘଟଣା ଉତ୍ତରପ୍ରଦେଶ ରାଜନୀତି ଉପରେ ଢେର୍ ପ୍ରଭାବ ପକାଇଛି ।  

Yogi Adityanath
ଅଚାନକ ମୁଖ୍ୟମନ୍ତ୍ରୀ ହୋଇଥିଲେ ଯୋଗୀ, ଏବେ ଦଳର ଫେସ୍

ମାର୍ଚ୍ଚ 17 ତାରିଖରେ ଯୋଗୀ ଗୋରଖପୁର ଫେରିଆସିଲେ । ପରେ ଅମିତ ଶାହ ଫୋନ୍ କରି କହିଲେ, ତୁରନ୍ତ ଦିଲ୍ଲୀ ଆସ । ସନ୍ଧ୍ୟାରେ ଗୋରଖପୁରରୁ ଦିଲ୍ଲୀକୁ ଫ୍ଲାଇଟ୍ ଓ ଟ୍ରେନର ସୁବିଧା ନଥିଲା । ତା ପରଦିନ ଯୋଗୀଙ୍କୁ ନେବା ପାଇଁ ଦିଲ୍ଲୀରୁ ଚାଟର୍ଡ ବିମାନ ଆସିଲା ।

Yogi Adityanath
ଅଯୋଧ୍ୟା ନୁହେଁ, ଗୋରଖପୁରରୁ ଲଢ଼ିବେ ଯୋଗୀ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ଲଢ଼ିବେ।

Narendra Modi
ୟୁପି ନିର୍ବାଚନ : ରଣନୀତି ପ୍ରସ୍ତୁତ କରୁଛନ୍ତି ମୋଦି

ୟୁପି ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ୟୁପି ନିର୍ବାଚନ ମାହୋଲ ସେତିକି ସେତିକି ଜମୁଛି

Akhilesh Yadav
ଅଖିଳେଶଙ୍କ ବଡ଼ ବୟାନ, କହିଲେ ଲଢ଼ିବିନି ବିଧାନସଭା ନିର୍ବାଚନ ! ହେଲେ କାହିଁକି ?

ଅଖିଳେଶ ଯାଦବଙ୍କ ବଡ଼ ବୟାନ । କହିଲେ ଲଢ଼ିବିନି ବିଧାନସଭା ନିର୍ବାଚନ । ୟୁପିର ମୁଖ୍ୟ ବିରୋଧୀ ଦଳ ସପାର ମୁଖିଆ ଅଖିଳେଶ ଯାଦବଙ୍କ ଏଭଳି ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

 Arvind Kejriwal
ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ଆପର ରଣନୀତି : ବିଜେପିକୁ ଟକ୍କର ଦେବାକୁ ରାଷ୍ଟ୍ରବାଦର ସାହାରା ନେବ ଆମ୍ ଆଦମି ପାର୍ଟି

୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ ହୋଇସାରିଛି । ଏହି ଧାରାରେ ଆମ୍ ଆଦମୀ ପାର୍ଟି (AAP) ବିଜେପିକୁ ଚ୍ୟାଲେଞ୍ଜ କରିବା ପାଇଁ ଏକ ବିଶେଷ ରଣନୀତି ଉପରେ କାମ ଆରମ୍ଭ କରିଛି । ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଏଥର ହିନ୍ଦୁତ୍ୱ ଏବଂ ରାଷ୍ଟ୍ରବାଦକୁ ମୁଦ୍ଦା କରି ବିଜେପିକୁ ଘେରିବାକୁ ପ୍ରସ୍ତୁତି କରିଛି ।

Amitabh Thakur
ସରଗରମ ହେଉଛି ୟୁପି ରାଜନୀତି, ଯୋଗୀଙ୍କ ବିରୋଧରେ ଲଢ଼ିବେ IPS ଅମିତାଭ ଠାକୁର

ପାଖେଇ ଆସୁଛି ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ । ଆଉ ସରଗରମ ହେଉଛି ୟୁପି ରାଜନୀତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ବଢ଼ୁଛି ଚାପ ।