ପୂର୍ବତନ କେନ୍ଦ୍ରମନ୍ତ୍ରୀ କାନ୍ତିଲାଲ ଭୂରିଆଙ୍କୁ ମଧ୍ୟପ୍ରଦେଶର ରତଲାମ ଆସନରୁ ଟିକେଟ ଦିଆଯାଇଥିବା ବେଳେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ପୁଅ ବୀରେନ୍ଦ୍ର ରାୱତଙ୍କୁ ହରିଦ୍ୱାରରୁ ଟିକେଟ ଦିଆଯାଇଛି।
୧୪୩ ଜଣଙ୍କର ମୃତ୍ୟୁ, ଶହେରୁ ଅଧିକ ଗୁରୁତର । ୪ ବନ୍ଧୁକଧାରୀଙ୍କ ସମେତ ୧୧ ଅଭିଯୁକ୍ତ ଅଟକ ।
ସୈାର ମୀନ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୪ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟ୍କା । ଗିରଫଦାରି ଓ ରିମାଣ୍ଡ ଅର୍ଡରକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ତତ୍କାଳ ଶୁଣାଣିକୁ ଅଗ୍ରାହ୍ୟ କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।
ଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ ଏହି ବୈଠକ ଚାଲିଥିବା ବେଳେ, ସମସ୍ତଙ୍କ ନଜର ରହିଛି ପରବର୍ତ୍ତୀ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ଉପରେ।
ପ୍ରାୟ ଦେଢ ବର୍ଷ ପରେ ଆଜି କ୍ରିକେଟ୍ ମଇଦାନକୁ ଓହ୍ଲାଇଛନ୍ତି ୱିକେଟ୍କିପର ବ୍ୟାଟର ରିଷଭ ପନ୍ତ। ଦିଲ୍ଲୀ କ୍ୟାପିଟାଲସର ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି ପନ୍ତ।
ଇଡି ପରେ କେଜରିୱାଲଙ୍କୁ ଘାଣ୍ଟିପାରେ ସିବିଆଇ। ଇଡିର ରିମାଣ୍ଡ ସରିବା ପରେ ସିବିଆଇ ତାଙ୍କୁ ରିମାଣ୍ଡରେ ନେବାକୁ କୋର୍ଟକୁ ଯାଇପାରେ ବୋଲି ସୂଚନା ମିଳିଛି।
କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ହୋଇଥିବା ଏକ ପ୍ରଶ୍ନରେ ଜର୍ମାନୀ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର କହିଥିଲେ ଯେ, ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଆମେ ଆଶା କରୁଛୁ ଏହି ମାମଲାରେ ନ୍ୟାୟପାଳିକାର ସ୍ବତନ୍ତ୍ରତତା ଏବଂ ଗଣତାନ୍ତ୍ରିକ ସିଦ୍ଧାନ୍ତ ପ୍ରତି ଧ୍ୟାନ ରଖାଯିବ।
ତେବେ ଦୁବାଇରେ ରହୁଥିବା ବିଜିନେସ୍ ଟାଇକୁନ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ସେ ଅର୍ଥ ବିନିମୟରେ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ତାଙ୍କୁ କାର୍ଯ୍ୟକାଳ ସରିବାର ଅଳ୍ପ କିଛି ମାସ ପୂର୍ବରୁ ପଦ ହରାଇବାକୁ ପଡ଼ିଛି।
ସେହି IIT ଗୋଲ୍ଡ ମେଡାଲିଷ୍ଟ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସନ୍ଦୀପ କୁମାର ଭଟ୍ଟ । ସନ୍ଦୀପ IIT ଦିଲ୍ଲୀରୁ ଇଞ୍ଜିନିୟରିଂ କରିଥିଲେ । ସେ ୨୦୦୨ ବ୍ୟାଚ୍ର ଗୋଲ୍ଡ ମେଡାଲିଷ୍ଟ ଥିଲେ।
ହିମାଚଳ ପ୍ରଦେଶର ବିପ୍ଲବୀ ୬ କଂଗ୍ରେସ ବିଧାୟକ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ଦୁଇଦିନ ପୂର୍ବେ ସ୍କୁଲରେ ମଧ୍ୟାହ୍ନ ଭୋଜନରେ କଦଳୀ ଦିଆଯାଇଥିଲା। ଯାହାକି କଳା ପଡ଼ି ଖରାପ ହୋଇଯାଇଥିଲା। ଏନେଇ ପିଲାଟି ଘରକୁ ଆସି ବାପାଙ୍କୁ ଏ ବିଷୟରେ କହିଥିଲା ।
ଏହା ପୂର୍ବରୁ ଯେତେବେଳେ ଇଡି BRS ନେତା କେ. କବିତାଙ୍କୁ ଗିରଫ କରିଥିଲା ସେତେବେଳେ ମଧ୍ୟ ସୁକେଶ ଏମିତି ଏକ ମେସେଜ୍ ଦେଇଥିଲା । ଏହା ମାର୍ଚ୍ଚ ୧୧ ତାରିଖର ଘଟଣା ।
୨୦୦୬ ମସିହାରେ ଭାରତ ସରକାର ସମସ୍ତ ଉତ୍ପାଦ ଉପରେ MRP ଲାଗୁ କରିବାକୁ ଏକ ନିୟମ ପ୍ରସ୍ତୁତ କରିଥିଲେ। ଏହା ଅଧୀନରେ, କୌଣସି ଦୋକାନୀ ପ୍ୟାକ୍ ହୋଇଥିବା ସାମଗ୍ରୀ, ପୋଷାକ, ଇଲେକ୍ଟ୍ରୋନିକ୍ ଜିନିଷ କିମ୍ବା ଅନ୍ୟ କୌଣସି ଜିନିଷକୁ MRP ବିନା ବିକ୍ରି କରିପାରିବେ ନାହିଁ।
ମସ୍କୋର ଉତ୍ତର-ପଶ୍ଚିମ କ୍ରସନଗୋରସ୍କ ସହରରେ ଥିବା କ୍ରୋକସ୍ ସିଟି ହଲରେ ଏହି ବିସ୍ଫୋରଣ ଘଟିଛି। ଏହି ବଡ଼ ଧରଣର ବିସ୍ଫୋରଣ ଫଳରେ କନସର୍ଟ ହଲରେ ନିଆଁ ଲାଗିଯାଇଥିଲା ।
କିଛି ଦିନ ହେବ ମହିଳା ଜଣକ ସ୍ୱାମୀଙ୍କଠାରୁ ଅଲଗା ହୋଇ ଅନ୍ୟ ଏକ ଘରେ ରହୁଛନ୍ତି । ତେଣୁ ସ୍ୱାମୀ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଉ ନ୍ୟାୟ ଭିକ୍ଷା କଲେ । କୋର୍ଟଙ୍କ ସମ୍ମୁଖରେ ନିଜ ବୈବାହିକ ଅଧିକାର ପାଇଁ ଆବେଦନ କଲେ ।
ଚୋର ସହ ଲଢ଼ିଲେ ମାଆ ଓ ଝିଅ । ଲୁଟିବା ଉଦ୍ଦେଶ୍ୟରେ ଆସିଥିବା ଦୁଇଜଣ ସଶସ୍ତ୍ର ଚୋରଙ୍କ ସହ ଲଢ଼ିଥିଲେ ଉଭୟ ମାଆ ଝିଅ ।
ମାତ୍ର ଆପଣ ଜାଣନ୍ତି କି, ଟ୍ୟାପ୍ ଓ ନଦୀର ପାଣି କେବେ ଖରାପ ହୁଏନି। ଏସବୁର ଏକ୍ସପାଏରି ଡେଟ୍ ନାହିଁ। କାରଣ ଏହା ଜୈବିକ ପଦାର୍ଥ ନୁହେଁ ବରଂ ଏକ ରାସାୟନିକ ଯୌଗିକ ।
ଦୁଷ୍କର୍ମ କରିବା ପରେ ତାଙ୍କୁ ପୁଣି ଷ୍ଟେସନ୍ରେ ଛାଡ଼ିଥିଲା । ଆଉ ଏକ ଲୋକାଲ ଟ୍ରେନ୍ ଟିକେଟ କରି ଧରାଇ ଦେଇଥିଲା ।
ଗୋବିନ୍ଦ ଉଚ୍ଚ ଶିକ୍ଷା ପାଇଁ ଗାଁ ଛାଡି ଦିଲ୍ଲୀ ଆସିଗଲେ। ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ବାପା ମଧ୍ୟ ତାଙ୍କ ପାଠପଢା ପାଇଁ ଜମି ବିକ୍ରି କରିଦେଇଥିଲେ । ରିକ୍ସା ଚଳାଇ ଗୋବିନ୍ଦଙ୍କୁ ଟଙ୍କା ପଠାଉଥିଲେ।
ସ୍ୱର୍ଗତ ଧୀରୁଭାଇ ଅମ୍ବାନୀ ରିଲାଏନ୍ସ କମର୍ସିଆଲ୍ କର୍ପୋରେସନ୍ ପ୍ରତିଷ୍ଠା କରିଥିଲେ । ପରେ ୧୯୮୫ରେ ଏହା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡରେ ପରିବର୍ତ୍ତିତ ହୋଇଥିଲା । ଏହି କମ୍ପାନୀ ବର୍ତ୍ତମାନ ଦୁଇ ଭାଗରେ ବିଭକ୍ତ ହୋଇଛି ।
ମେଟା CEO ମାର୍କ ଜୁକରବର୍ଗ ଓ ହ୍ୱାଟ୍ସଆପ୍ ମୁଖ୍ୟ ଉଭୟ ନିଜର ହ୍ୱାଟ୍ସଆପ୍ ଚ୍ୟାନେଲରେ ଏହି ଘୋଷଣା କରିଛନ୍ତି । ସେମାନେ ଲେଖିଛନ୍ତି ଏହା ନିଶ୍ଚିତ ଭାବେ ଚାଟ୍ ପ୍ରକ୍ରିୟାକୁ ସହଜ କରିବ
ଭିଡିଓରେ, ଊତ୍ତର ପ୍ରଦେଶର ଏକ ବିବାହ ଉତ୍ସବରେ ନବବଧୂ ବନ୍ଧୁକ ଚଳାଉଛନ୍ତି । ଥରେ ନୁହେଁ ବାରମ୍ବାର ଆକାଶକୁ ଗୁଳି ଫୁଟାଉଛନ୍ତି । ଭିଡିଓରେ ତାଙ୍କ ବର ମଧ୍ୟ ରହିଛନ୍ତି ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୬,୮୨୦ ଟଙ୍କା ହୋଇଛି।
ବିଜେଡି ଛାଡିବା ପରେ କ’ଣ ହେବ ସାଂସଦ ଭର୍ତ୍ତୃହରି ମହତାବଙ୍କ ପରବର୍ତ୍ତୀ ପଦକ୍ଷେପ ? କଟକରୁ ୬ ଥର ସାଂସଦ ହୋଇଥିବା ଭର୍ତ୍ତୃହରି ମହତାବ ବିଜେପିରେ ମିଶିବେ ବୋଲି କୁହାଯାଉଛି ।