• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Terrorist Attack

Rescue from Kashmir Attack
Rescue from Kashmir Attack: ରଖେ ହରି ତ ମାରେ କିଏ; ୧୫ ମାସର ଛୁଆ ପାଇଁ ପହଲଗାମ ବିପଦରୁ ବର୍ତ୍ତିଗଲେ ଦଂପତି...

କାଶ୍ମୀର ବୁଲିବାକୁ ଯାଇଥିଲେ ରାଉରକେଲା ସେକ୍ଟର ୩ର ଅସୀମ ସାହୁ, ତାଙ୍କ ପତ୍ନୀ ସୁନୀତା ନାୟକ ଓ ୧୫ ମାସର ପୁଅ। ପହଲଗାମ୍ ପହଞ୍ଚିବାକୁ ଆଉ ମାତ୍ର ୨୦ ମିନିଟ୍ ବାକି ଥିଲା। ହେଲେ ତା ଆଗରୁ ଅଧାବାଟରୁ ଫେରିଆସିଲେ ଏହି ଦଂପତି।

Social Activist Shot Dead
Social Activist Shot Dead: କାଶ୍ମୀରରେ ପୁଣି ବୋହିଲା ରକ୍ତ, ସାମାଜିକ କର୍ମୀଙ୍କୁ ଘରେ ପଶି ମାରିଦେଲେ ଆତଙ୍କୀ

ଜମ୍ମୁ-କାଶ୍ମୀରର କୁପଓ୍ବାରା ଅଞ୍ଚଳରେ ଆତଙ୍କୀମାନେ ଜଣେ ସାମାଜିକ କର୍ମୀଙ୍କୁ ଘରେ ପଶି ହତ୍ୟା କରିଛନ୍ତି । ମୃତକଙ୍କ ନାଁ ଗୁଲାମ ରସୁଲ ମାଗରେ । କାଣ୍ଡି ଖାସ ଅଞ୍ଚଳରେ ଗୁଲାମ ରୁହନ୍ତି । ସେ ଘରେ ଥିବାବେଳେ କିଛି ଆତଙ୍କବାଦୀ ଜୋରଜବରଦସ୍ତ ତାଙ୍କ ଘରେ ପଶିବା ସହ ଏପରି କାଣ୍ଡ ଭିଆଇଛନ୍ତି । 

Rakhi sawant takes stand for seema haider
Visa Cancellation for Pakistani Citizens: ସୀମା ହାଇଦରଙ୍କୁ ପାକିସ୍ତାନ ପଠାଯିବା ଉଚିତ ନୁହେଁ, ସେ ଏବେ ଭାରତର ବୋହୂ: ରାଖୀ ସାୱନ୍ତ

କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ ଭାରତରେ ରହୁଥିବା ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡିବାକୁ ପଡିବ ଏବଂ ସେମାନଙ୍କର ଭିସା ସୁବିଧା ୨୭ ଏପ୍ରିଲରୁ ବାତିଲ କରାଯିବ। ଏହି ନିଷ୍ପତ୍ତି ମଧ୍ୟରେ, ରାଖୀ ସାୱନ୍ତ ସୀମା ହାଇଦରଙ୍କ ସମର୍ଥନରେ ସରକାରଙ୍କୁ ଏକ ଭାବପ୍ରବଣ ଅନୁରୋଧ କରିଛନ୍ତି।

Terrorist Attack Plan Revelation
Terrorist Attack Plan Revelation: ମୋ ଆଗରେ କହୁଥିଲେ ଆକ୍ରମଣର ପ୍ଲାନ୍‌...ମୁଁ ଦେଖିଛି ଆତଙ୍କବାଦୀଙ୍କୁ...

ଆକ୍ରମଣ ପୂର୍ବରୁ ଆତଙ୍କବାଦୀଙ୍କ ସହ ହୋଇଥିଲା ଝଗଡ଼ା । ଘୋଡ଼ା ଚାଳକ ସାଜି ଘୋଡାରେ ବସାଇ ବୁଲାଇଲେ। ଏହାପରେ ଧର୍ମ ପଚାରି କୋରାନ ପଢ଼ିବାକୁ କହିଲେ।

PahalgamTerroristAttack
PahalgamTerroristAttack: ଯଦି ଯୁଦ୍ଧ ହୁଏ... କାହାର ଶକ୍ତି କେତେ?

ସୈନ୍ୟ ବଳ ଦୃଷ୍ଟିରୁ କେଉଁ ଦେଶ ଶକ୍ତିଶାଳୀ, ଭାରତ ନା ପାକିସ୍ତାନ? କାହା ପାଖରେ ଅଛି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଲଢୁଆ ବିମାନ?

କୁନି ମୁହଁରେ ଲୋମଟାଙ୍କୁରା କଥା
Terror Attack in Pahalgam : ସାମ୍ନାକୁ ଆସିଲା ପହଲଗାମ୍ ନରସଂହାରର ନୃଶଂସ ଚିତ୍ର

ପହଲଗାମର ବୈସରନ୍ ଘାଟିରେ ରକ୍ତର ହୋଲି ଖେଳିଥିଲେ ଆତଙ୍କୀ । ହମଲାର ଦୁଇ ଦିନ ପରେ ଘଟଣାସ୍ଥଳରେ ପଡିଛି ପର୍ଯ୍ୟଟକଙ୍କ ଚପଲ ।

ପ୍ରଶାନ୍ତଙ୍କୁ ଲୁହ ଓ କୋହରେ ବିଦାୟ ।
Odisha’s Prashant Satpathy: ପ୍ରଶାନ୍ତ ଶତପଥୀଙ୍କୁ ବିଦାୟ; ଶବାଧାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଅନୂକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ମୃତ ପ୍ରଶାନ୍ତଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଓ ପୁଅର ପାଠପଢ଼ା ପାଇଁ ସରକାର ବ୍ୟବସ୍ଥା କରିବେ ବୋଲି କହିବା ସହ ଆତଙ୍କୀଙ୍କ ଏଭଳି ବର୍ବରକାଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ।

celebration
Pakistan Celebrates Pahalgam Attack: ଆତଙ୍କୀ ହମଲାର ସେଲିବ୍ରେସନ କରୁଛି କି ପାକିସ୍ତାନ ? ହାଇ କମିଶନ କାର୍ଯ୍ୟାଳୟ ଗଲା କେକ୍‌

ପହଲଗାମ୍ ଆତଙ୍କୀ ଆକ୍ରମଣର ଦୁଇ ଦିନ ମଧ୍ୟରେ ପାକିସ୍ତାନ ହାଇ କମିଶନ କାର୍ଯ୍ୟାଳୟକୁ ଏ କେକ୍ ଯିବା ନେଇ ସାଧାରଣରେ ପ୍ରଶ୍ନ ଉଠିଛି। କେକ୍ ନେଇ ଯାଉଥିବା ବ୍ୟକ୍ତି ଜଣଙ୍କ ପାକିସ୍ତାନ ହାଇ କମିଶନ କାର୍ଯ୍ୟାଳୟର ଜଣେ କର୍ମଚାରୀ ବୋଲି ଜଣାଯାଇଛି। 

mortal remains of Prashant
Terror Attack on Kashmir Vacation: ପଞ୍ଚଭୂତରେ ବିଲୀନ ହେଲେ ପ୍ରଶାନ୍ତ; ଲୁହରେ ଭିଜିଲା ଇସାଣୀ ଗାଁ

ଦିବଂଗତ ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶେଷଯାତ୍ରାରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ।

CMO
Terrorist Attack on Odia Tourist: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ପ୍ରଶାନ୍ତଙ୍କ ପରିବାରକୁ ମିଳିବ ୨୦ଲକ୍ଷ ଟଙ୍କାର ସହାୟତା ଓ ତାଙ୍କ ସ୍ତ୍ରୀଙ୍କୁ ଚାକିରି

ଆଜି ଭୋରରେ ବାଲେଶ୍ୱର ଜିଲ୍ଲା ଇସାଣୀ ଗାଁରେ ପହଞ୍ଚିଥିଲା ପ୍ରଶାନ୍ତଙ୍କ ପାର୍ଥିବ ଶରୀର। ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

Naxal attack
India-Pakistan Relations Update: ପହଲଗାମରେ ଆତଙ୍କୀ ହମଲା; ଆଜି ବସିବ ସର୍ବଦଳୀୟ ବୈଠକ

ପାକିସ୍ତାନ ବିରୋଧରେ ଭାରତର ନେଇଛି ବଡ ଆକ୍ସନ। ସୁରକ୍ଷା ସମ୍ପର୍କିତ ବୈଠକ ପରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କରାଯାଇଛି ବଡ ଘୋଷଣା। ତୁରନ୍ତ ଅଟାରୀ-ୱାଘା ସୀମା ବନ୍ଦ ଘୋଷଣା କରିଛି ଭାରତ।

Naxal attack
Prashanta Satapathy Terror Attack Death: ଜନ୍ମମାଟିରେ ପହଞ୍ଚିଲା ପ୍ରଶାନ୍ତଙ୍କ ମରଶରୀର; ଆଜି ଶେଷକୃତ୍ୟ

ଗତକାଲି ରାତିରେ ମରଶରୀର ଜାମ୍ମୁ-କାଶ୍ମୀରରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲା। ଭୁବନେଶ୍ବର ବିମାନବନ୍ଦରରେ ରାତି ପ୍ରାୟ ୧୨ଟା ୩୦ମିନିଟରେ ପହଞ୍ଚିଥିଲା ପ୍ରଶାନ୍ତଙ୍କ ମରଶରୀର।

Kashmir womens militia fight against 1948 pakistan terrorists
Pahalgam Attack: ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ଲଢିଥିଲେ କାଶ୍ମୀର ମହିଳା; ଏହି ଦୁଇ ଜଣ ଥିଲେ ପୋଷ୍ଟର ଚେହେରା

ସ୍ୱାଧୀନତାର ମାତ୍ର ଦୁଇ ମାସ ପରେ, ଅକ୍ଟୋବରରେ, ପାକିସ୍ତାନୀ ସେନା ଆଦିବାସୀ ବେଶରେ କାଶ୍ମୀର ଉପରେ ଆକ୍ରମଣ କରିଥିଲା। ଏହି ସମୟରେ କାଶ୍ମୀର ମହିଳାମାନେ ଏକାଠି ହୋଇ ପାକିସ୍ତାନୀ ସେନା ବିରୋଧରେ ଲଢିଥିଲେ।

Kashmir Gunfire Attack on Tourists
Kashmir Gunfire Attack on Tourists: ସ୍ୱାମୀକୁ ସ୍ତ୍ରୀର ଶେଷ ସାଲ୍ୟୁଟ୍‌; ୬ ଦିନ ତଳେ ପଡିଥିଲା ହାତଗଣ୍ଠି...

୬ ଦିନ ତଳେ ପଡିଥିଲା ହାତଗଣ୍ଠି। ଆଖିରେ ଆଖିଏ ସ୍ୱପ୍ନ ନେଇ ସାଜିଥିଲେ ନବବଧୂ। ଅହିସୁଲକ୍ଷଣି ହେବା ପାଇଁ ପାଇଥିଲେ ଆଶୀର୍ବାଦ। ନିଜ ଜୀବନ ସାଥୀଙ୍କ ହାତ ଧରି ଗଢ଼ିଥିଲେ ନୂଆ ସଂସାର। ମାତ୍ର ହାତରୁ ମେହେନ୍ଦି ନଲିଭୁଣୁ ଲିଭିଗଲା ସିନ୍ଦୁର।

ମୋ ସ୍ୱାମୀକୁ ମାରିଲ ମୋତେ ବି ମାର
Pahalgam Terrorist Attack: ମୋ ସ୍ୱାମୀକୁ ମାରିଲ ମୋତେ ବି ମାରିଦିଅ

ଆଖି ଆଗରେ ସ୍ୱାମୀଙ୍କୁ ଆତଙ୍କବାଦୀମାନେ ଗୁଳି କରି ମାରିବା ପରେ ଏ ହେଉଛି ଜଣେ ଅସହାୟ ସ୍ତ୍ରୀର ନିବେଦନ । ଚାରିଆଡେ ବୁକଫଟା ଚିତ୍କାର ।

Abir Gulaal movie demand to ban after Kashmir terrorist attack
Pahalgam Attack: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସଂକଟରେ ଏହି ଫିଲ୍ମ; ବ୍ୟାନ୍ ପାଇଁ ଉଠୁଛି ଦାବି

ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଛି। ଏହି ସମୟରେ, ପାକିସ୍ତାନୀ ଅଭିନେତାଙ୍କ ଫିଲ୍ମ ‘ଅବିର ଗୁଲାଲ’କୁ ନେଇ ପୁଣି ଏକ ବିବାଦ ସୃଷ୍ଟି ହୋଇଛି। ଫୱାଦ ଖାନ ଏବଂ ବାଣୀ କପୁରଙ୍କ ଫିଲ୍ମକୁ ବୟକଟ୍‌ କରିବା ନେଇ ଦାବି ଆରମ୍ଭ ହୋଇଛି।

Naxal  Attack
Terrorist Attack in Pahalgam: କାହିଁକି ପହଲଗାମରେ ଆତଙ୍କୀ କଲେ ହମଲା; ସାମ୍ନାକୁ ଆସିଲା ଏହି ସମ୍ଭାବ୍ୟ କାରଣ

ଜମ୍ମୁ-କାଶ୍ମୀରର ପହଲଗାମରେ ଶୁଭୁଛି ଆର୍ତ୍ତ ଚିତ୍କାର। ଲୁହରେ ଭିଜୁଛି ପହଲଗାମ। ନିଜ ସିନ୍ଦୁରକୁ ହରାଇ ଛାତିଫଟାଇ କାନ୍ଦୁଛି ସ୍ତ୍ରୀ। ବାପାକୁ ହରାଇ ଅନାଥ ହୋଇଯାଇଛି ପୁଅ। ସେହିପରି ପୁଅକୁ ହରାଇ ବୁକୁ ଫଟାଇ କାନ୍ଦୁଛି ମା’। ଭାଇର ରାକ୍ଷୀକୁ ମନେ ପକାଇ କାନ୍ଦିକାନ୍ଦି ଲୋଟିଯାଉଛି ଭଉଣୀ।

Pahalgam Terror Attack
Pahalgam Terror Attack: ହାତରୁ ମେହେନ୍ଦି ନଲିଭୁଣୁ ଲିଭିଗଲା ମଥାର ସିନ୍ଦୁର

୬ ଦିନ ତଳେ ପଡିଥିଲା ହାତଗଣ୍ଠି । ହାତରୁ ମେହେନ୍ଦି ନଲିଭୁଣୁ ଲିଭିଗଲା ସିନ୍ଦୁର । ଯାହା ହାତ ଧରି ବାକି ଜୀବନ କାଟିବାକୁ ସ୍ୱପ୍ନ ଦେଖିଥିଲେ ତାଙ୍କୁ ଅଧାବାଟରୁ ଛଡାଇନେଲେ ଆତଙ୍କବାଦୀ ।

Dipika Kakar Husband
Pahalgam Attack: ପହଲ୍‌ଗାମ୍‌ରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ସୋଏବ ଇବ୍ରାହିମ କଲେ ଏମିତି ପୋଷ୍ଟ୍; ହେଲେ ଟ୍ରୋଲ୍

ପହଲ୍‌ଗାମ୍‌ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଏହି ସମୟରେ, ଦୀପିକା କକ୍କଡ ଏବଂ ତାଙ୍କ ସ୍ୱାମୀ ସୋଏବ ଇବ୍ରାହିମ ପହଲଗାମ ଆକ୍ରମଣର କିଛି ସମୟ ପରେ ଏପରି ଏକ ପୋଷ୍ଟ କରିଥିଲେ ଯାହା ଯୋଗୁଁ ଉଭୟ ସୋସିଆଲ ମିଡିଆ ୟୁଜର୍‌ଙ୍କ ଟାର୍ଗେଟ୍‌କୁ ଆସିଛନ୍ତି।

ଆତଙ୍କୀ ହମଲା ପରେ
Terror Attack in Pahalgam: ଶହୀଦ ହୋଇଗଲେ ନୌସେନା ଅଧିକାରୀ, ତିନି ଦିନ ପୂର୍ବରୁ ହୋଇଥିଲା ବିବାହ...

ମହାରାଷ୍ଟ୍ରର ପୁଣେରୁ ପହଲଗାମ ବୁଲିବାକୁ ଆସିଥିଲେ ଆଶାବରୀ । ଆଶାବରୀଙ୍କ କହିବା ଅନୁଯାୟୀ, ଆତଙ୍କୀମାନେ ସ୍ଥାନୀୟ ପୋଲିସ ବର୍ଦ୍ଦିରେ ଥିଲେ ଏବଂ ମାସ୍କ ପିନ୍ଧିଥିଲେ । ଆତଙ୍କୀମାନେ କେବଳ ପୁରୁଷମାନଙ୍କୁ ଟାର୍ଗେଟ କରିଥିଲେ । ବିଶେଷକରି ହିନ୍ଦୁମାନଙ୍କୁ ଜବରଦସ୍ତ କଲମା ପଢାଇବାକୁ ଚେଷ୍ଟା କରୁଥିଲେ । ଯେଉଁମାନେ; ପଢି ପାରୁ ନ ଥିଲେ ସେମାନଙ୍କୁ ଗୁଳି ମାରୁଥିଲେ ।

Pahalgam Attack
Pahalgam Attack: ଆତଙ୍କୀ ହମ୍‌ଲା, ପ୍ରଶାନ୍ତଙ୍କ ମୃତ୍ୟୁରେ ଶୋକରେ ବୁଡିଲା ଜନ୍ମମାଟି

ଜମ୍ମୁ-କଶ୍ମୀର ପହଲଗାମ୍ ଆକ୍ରମଣରେ ପ୍ରାଣ ହରାଇଛନ୍ତି ବାଲେଶ୍ୱର ସଦର ଅଞ୍ଚଳର ପ୍ରଶାନ୍ତ ଶତପଥୀ । ପତ୍ନୀ ଓ ପୁଅ ଆଗରେ ତାଙ୍କୁ ଗୁଳି କରିଦେଲେ ଆତଙ୍କୀ । ପ୍ରଶାନ୍ତଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

Special Story: Will India Respond With Another Air Strike After Pahalgam Terrorist Attack?
Pahalgam Attack: ପହଲଗାମ୍ ହମ୍‌ଲା ପରେ ରକ୍ତ ଚାଉଳ ଚୋବାଉଛି ଭାରତ, ହେବ କି ଏୟାର ଷ୍ଟ୍ରାଇକ୍‌ ?

ପୁଣି ହେବ କି ଏୟାର ଷ୍ଟ୍ରାଇକ୍‌ ? ପୁଲୱାମା ଘଟଣା ପରି ପ୍ରହାର କରିବେ କି ସେନା ? ଜମ୍ମୁ-କାଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ହମଲା ପରେ ଏବେ ପୂରା ଭାରତ ରକ୍ତ ଚାଉଳ ଚୋବାଉଛି ।

କାଶ୍ମୀରରେ ପହଞ୍ଚିଲେ ଶାହ
Amit Shah: ଶ୍ରୀନଗରରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବୈଠକ

ପର୍ଯ୍ୟଟକଙ୍କ ଉପରେ ଆକ୍ରମଣକୁ କଡା ଭାଷାରେ ନିନ୍ଦା କରିବା ସହ ଆତଙ୍କୀଙ୍କୁ ଛଡାଯିବନି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପହଲଗାମ ଆକ୍ରମଣ ପାଇଁ ଆତଙ୍କୀ ସଙ୍ଗଠନ ଲସ୍କର-ଇ-ତୋଇବା ସମର୍ଥିତ TRF ନିଜକୁ ଦାୟୀ କରିଛି।

Pahalgam Terror Attack
Pahalgam Terror Attack: ପ୍ରିୟଦର୍ଶିନୀ ବଖାଣିଲେ ଆତଙ୍କୀ ହମ୍‌ଲାର ଛାତିଥରା ଦୃଶ୍ୟ...

ଜମ୍ମୁ-କାଶ୍ମୀର ପହଲଗାମ୍‌ରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ । କେଉଁଠି ଓ କିପରି ଏହି ଭୟଙ୍କର ଆକ୍ରମଣ ହେଲା, କେତେବେଳେ ଘଟିଲା, ସେସବୁର ଛାତିଥରା ଚିତ୍ର ବଖାଣିଲେ ମୃତ ପ୍ରଶାନ୍ତଙ୍କ ପତ୍ନୀ ପ୍ରିୟଦର୍ଶିନୀ ଶତପଥି ।

Odia Killed In Terror Attack
Odia Killed In Terror Attack: ଆତଙ୍କୀ ହାମ୍‌ଲାରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ, ପରିବାର ସହ ବୁଲିବାକୁ ଯାଇଥିଲେ

ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣ ଘଟଣା । ଏଥିରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିବାର ସୂଚନା । ମୃତ ଯୁବକ ନିଜ ପତ୍ନୀ ଓ ପୁଅ ସହ ପହଲଗାମ୍ ବୁଲିବାକୁ ଯାଇଥିଲେ ।