• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bomb Blast

Bombing in Padmakesharpur
ପଦ୍ମକେଶରପୁରରେ ଫୁଟିଲା ବୋମା; ସୁଧ ଟଙ୍କା ପାଇଁ ଶ୍ୱଶୁର-ବୋହୂଙ୍କୁ ଆକ୍ରମଣ

ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ଓ ପଥର ମାଡ଼ କରାଯାଇଥିବା ବେଳେ ଗାଁରେ ଉତ୍ତେଜନା ଲାଗି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Cafe Blast
ରାମେଶ୍ୱରମ କାଫେ ବିସ୍ଫୋରଣ: ୨ ଅଭିଯୁକ୍ତଙ୍କୁ ଧରାଇଲେ ମିଳିବ ୨୦ ଲକ୍ଷ ଟଙ୍କା ପୁରସ୍କାର

ବେଙ୍ଗାଲୁରୁରେ ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA ପକ୍ଷରୁ ପୁରସ୍କାର ଘୋଷଣା । ପ୍ରତ୍ୟେକ ଅଭିଯୁକ୍ତଙ୍କ ପିଛା ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି । ଦୁଇ ଅଭିଯୁକ୍ତଙ୍କୁ ଧରାଇ ଦେଲେ ପୁରସ୍କାର ସ୍ୱରୂପ ମିଳିବ ୨୦ ଲକ୍ଷ ଟଙ୍କା ।

Bomb Blast
ଗୁଜବକୁ ବିଶ୍ୱାସ କରନ୍ତୁନି, ପୋଲିସକୁ ସହଯୋଗ କରନ୍ତୁ: ଜିଲ୍ଲାପାଳ

ସମ୍ବଲପୁର ସହରର ପୀରବାବା ଛକରେ ବୋମାମାଡ଼ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି । ବୋମାମାଡ ଘଟଣାରେ ଗୋଟିଏ ବୁଲେଟ ମୋଟରସାଇକେଲ କ୍ଷତିଗସ୍ତ ହୋଇଛି ।

Bomb Blast
ସମ୍ବଲପୁରରେ ଫୁଟିଲା ବୋମା, ୨ ଆହତ

ଆଜି ସନ୍ଧ୍ୟାରେ ସମ୍ବଲପୁର ଟାଉନ୍‌ ପୀରବାବା ଛକ ନିକଟରେ ଠିଆ ହୋଇଥିବା ଏକ ବୁଲେଟ୍‌ ଉପରେ ବୋମାମାଡ଼ ହୋଇଛି।

Russia Attack
ଋଷରେ ଆତଙ୍କୀ ହମଲା: ଆଖିବୁଜିଲେ ୧୧୫, ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା

ମସ୍କୋର ଉତ୍ତର-ପଶ୍ଚିମ କ୍ରସନଗୋରସ୍କ ସହରରେ ଥିବା କ୍ରୋକସ୍‌ ସିଟି ହଲରେ ଏହି ବିସ୍ଫୋରଣ ଘଟିଛି। ଏହି ବଡ଼ ଧରଣର ବିସ୍ଫୋରଣ ଫଳରେ କନସର୍ଟ ହଲରେ ନିଆଁ ଲାଗିଯାଇଥିଲା ।

Plant Blast
KJS ଆହ୍ଲୁୱାଲିଆ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ

କେମିତି ହେଲା ବିସ୍ଫୋରଣ ଏନେଇ ପ୍ଲାଣ୍ଟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Bomb Blast
ରାଜଧାନୀରେ ସନ୍ଦେହଜନକ ବିସ୍ଫୋରଣ; ଭୁଶୁଡ଼ିଲା ଘରର କାନ୍ଥ

ଝାରପଡ଼ା ଅଞ୍ଚଳର ଏକ ଘରେ ବିସ୍ଫୋରଣ ଘଟିଛି । ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ଥାନାରେ ଏତଲା ଦିଆଯାଇଛି ।

Naxal
ମନୋହରପୁରରେ ରେଳ ଲାଇନ ଉଡାଇଲେ ମାଓବାଦୀ, ଟ୍ରେନ ଚଳାଚଳ ପ୍ରଭାବିତ

ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲଙ୍କ ହିଂସାକାଣ୍ଡ । ଝାଡ଼ଖଣ୍ଡ ମନୋହରପୁର ଷ୍ଟେସନ ନିକଟ ବିରୁୱାରେ ରେଳ ଧାରଣା ଉଡାଇଛନ୍ତି ମାଓବାଦୀ । ବିଳମ୍ବିତ ରାତିରେ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ଫଳରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି ।

Bomb Blast In Hostel
କାହିଁକି ହଷ୍ଟେଲରେ ବୋମା ତିଆରି କରୁଥିଲେ ଛାତ୍ର ?

ବୋମା ତିଆରି କରୁଥିବା ଛାତ୍ର ଜଣକ ହେଉଛନ୍ତି ଆଲ୍‌ହାବାଦ ବିଶ୍ୱବିଦ୍ୟାୟରେ ଏମ୍‌ଏ ପାଠ ପଢ଼ୁଥିବା ପ୍ରଭାତ ଯାଦବ । ସେ ପିସି ବାନାର୍ଜୀ ହଷ୍ଟେଲ୍‌ରେ ରହୁଥିଲେ । ସେଇଠାରେ ହିଁ ଏହି ବୋମା ବିସ୍ଫୋରଣ ହୋଇଛି । 

Kerala Blast
କେରଳ ବିସ୍ଫୋରଣ: ଆତ୍ମସମର୍ପଣକାରୀଙ୍କ ଖୁଲାସା, ସଙ୍ଗଠନ କାର୍ଯ୍ୟରେ ଅତିଷ୍ଠ ହୋଇ ବ୍ଲାଷ୍ଟ କରିଥିବା ସ୍ୱୀକାର

ସେହିଭଳି ପ୍ରାର୍ଥନାସଭା ଆୟୋଜନକାରୀ ସମ୍ପ୍ରଦାୟ ଛୋଟ ଛୋଟ ପିଲାଙ୍କୁ ଜାତୀୟ ସଙ୍ଗୀତ ଗାଇବାକୁ ବାରଣ କରିଛନ୍ତି। ଏଥି ସହିତ ଭୋଟ ନଦେବା, ସରକାରୀ ଚାକିରି ନକରିବା ଏବଂ ସେନାରେ ୟଯୋଗ ନଦେବାକୁ ମଧ୍ୟ ଶିକ୍ଷା ଦେଉଛନ୍ତି।

Keral Blast
କେରଳ ବ୍ଲାଷ୍ଟ ପଛରେ ଅଛି କି ଇସ୍ରାଏଲ୍-ହମାସ୍ ଯୁଦ୍ଧ ଲିଙ୍କ୍ ?

ସଭାଗୃହ ଭିତରେ ଥିଲେ ପ୍ରାୟ ଅଢ଼େଇ ହଜାର ଲୋକ। କୋଚ୍ଚିଠୁ ମାତ୍ର ୧୦ କିଲୋମିଟର ଦୂରରେ ଘଟିଥିବା ଏହି ସିରିଏଲ୍ ବ୍ଲାଷ୍ଟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ, ୫୦ରୁ ଅଧିକ ଆହତ ହୋଇଛନ୍ତି ।

Keral Blast
କେରଳରେ ସିରିଜ୍ ବିସ୍ଫୋରଣକୁ ନେଇ ହଇଚଇ, ବ୍ଲାଷ୍ଟ ପଛରେ ଅଛି କି ଇସ୍ରାଏଲ୍-ହମାସ୍ ଯୁଦ୍ଧ ଲିଙ୍କ୍ ?

ସଭାଗୃହ ଭିତରେ ଥିଲେ ପ୍ରାୟ ଅଢ଼େଇ ହଜାର ଲୋକ। କୋଚ୍ଚିଠୁ ମାତ୍ର ୧୦ କିଲୋମିଟର ଦୂରରେ ଘଟିଥିବା ଏହି ସିରିଏଲ୍ ବ୍ଲାଷ୍ଟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ, ୫୦ରୁ ଅଧିକ ଆହତ ହୋଇଛନ୍ତି ।

Pakistan Blast
ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ, ୫୨ ମୃତ

ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ପୋଲିସ୍ ଅଫିସର ହେଉଛନ୍ତି ଡିଏସ୍‌ପି ନୱାଜ ଗଶ୍‌କୋରି। ଅନ୍ୟପକ୍ଷରେ ଏହି ବିସ୍ଫୋରଣରେ ଆହତ ହୋଇଥିବା ଲୋକମାନଙ୍କୁ ନିକଟରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Bomb Blast In Pakistan
ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ; ୪୦ ମୃତ, ୮୦ରୁ ଅଧିକ ଆହତ

ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ। ବିସ୍ଫୋରଣରେ ୪୦ ମୃତ, ୮୦ ଆହତ। ଖାଇବର ପଖତୁନଖ୍ୱାରେ ବିସ୍ଫୋରଣ ହୋଇଛି।

Pushp Vihar Amrita School
ସ୍କୁଲ ଉଡ଼ାଇଦେବାକୁ ଆସିଲା ଧମକପୂର୍ଣ୍ଣ ମେଲ୍‌; ତନତନକରି ଯାଞ୍ଚ କରୁଛି ପୋଲିସ

ଇମେଲରେ ଏହି ଖବର ଆସିବା ପରେ ପୋଲିସ ଏବଂ ଅନ୍ୟ ସନ୍ଧାନକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏନେଇ ଦକ୍ଷିଣ ଜିଲ୍ଲା ଡିସିପି ଚନ୍ଦନ ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି ।

12 cops killed in bomb blast at police station in Pakistan
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ବୋମା ପକାଇ ପୋଲିସ୍‌ ଷ୍ଟେସନ ଉଡ଼ାଇ ଦେଲେ, ୧୨ ପୋଲିସ୍‌ ମୃତ

ପାକିସ୍ତାନର ସ୍ୱାତରେ ଭୟଙ୍କର ବିସ୍ଫୋରଣ। ଏଥିରେ ୧୨ ପୋଲିସ୍‌ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି।

Bomb Blast
ପ୍ରତିଶୋଧ ନେଲା ପ୍ରେମିକ; ମ୍ୟୁଜିକ୍‌ ସିଷ୍ଟମ୍‌ରେ ଖଞ୍ଜିଦେଲା ବୋମା, ତା’ପରେ..

ଛତିଶଗଡ଼ରେ ପାଟଣାଗଡ଼ ଷ୍ଟାଇଲ । ଫୁଟିଲା ପାର୍ସଲ ବୋମା । ବର ଓ ବଡ଼ ଭାଇ ମୃତ, ୪ ଆହତ । ଉଡିଯାଇଛି ଛପର, ଭୁଶୁଡି ପଡିଛି କାନ୍ଥ ବାଡ଼ । ଚୂନା ହୋଇଯାଇଛି ଇଟା ମାଟିର ତିନି ବଖରା ଘର । ଖଣ୍ଡ ଖଣ୍ଡ ହୋଇଯାଇଛି ଖଟ, ଆଲମିରା, ଜିନିଷପତ୍ର ।

6 Killed In Istanbul Street Blast
ବ୍ୟସ୍ତବହୁଳ ରାସ୍ତାରେ ଭୟଙ୍କର ବିସ୍ଫୋରଣ, ୬ ମୃତ

ତୁର୍କୀର ଅନ୍ୟତମ ପ୍ରମୁଖ ସହର ଇସ୍ତାନବୁଲ୍‌ରେ ଭୟଙ୍କର ବିସ୍ଫୋରଣ ହୋଇଛି। ଗତକାଲି ବ୍ୟସ୍ତବହୁଳ ସଡ଼କରେ ଏହି ବିସ୍ଫୋରଣ ଘଟିଛି। 

 blast at Chemical factory
ଅଶାନ୍ତ ରାଜଧାନୀ ! ପଳାଶୁଣିରେ ୩ ବୋମା ମାଡ଼

ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛି । ଏଥିରେ କାହାର କିଛି କ୍ଷତି ହୋଇନାହିଁ ।

Bomb blast in Pakistan’s quetta four killed 15 injured
ବଡ ଧରଣର ବୋମା ବିସ୍ଫୋରଣ, ୪ ମୃତ ୧୫ ଆହତ

ବଡ଼ଧରଣର ବୋମା ବିସ୍ଫୋରଣ ହୋଇଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

Delhi Rohini Court
ରୋହିଣୀ କୋର୍ଟରେ ବିସ୍ଫୋରଣ, DRDO କର୍ମଚାରୀ ରଚିଥିଲେ ଷଡ଼ଯନ୍ତ୍ର

ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତକୁ ଧରିବାରେ ପୋଲିସ ସକ୍ଷମ ହୋଇଛି । ପ୍ରାୟ ୮୮ଟି ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ କରାଯାଇଥିଲା ।  ଦେଖାଯାଇଥିଲା ଯେ, ବୋମା ବିସ୍ଫୋରଣର ଅଳ୍ପ ସମୟ ପରେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଚଂପଟ ମାରିଥିଲା ।

Bomb Blast
ବିସ୍ଫୋରଣରେ ୧୨ ମୃତ

 ପାକିସ୍ତାନର ବନ୍ଦର ନଗରୀ କରାଚିରେ ଭୟଙ୍କର ବିସ୍ଫୋରଣ ।

Bomb Attack In Bramhagiri Satapada Village
ସାତପଡା ଜଳୁଛି ବୋମା ମାଡରେ

ପୁଣି ଥରିଲା ବ୍ରହ୍ମଗିରି । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଅସାନ୍ତ ହୋଇଛି ବ୍ରହ୍ମଗିରି ଅଞ୍ଚଳ । ମାତ୍ର କେଇ ମିନିଟ୍‌ ଭିତରେ ପୁରା ଅଞ୍ଚ ହୋଇଗଲା ଧୁଆଁମୟ । ଗୋଟିଏ କି ଦୁଇଟି ନୁହେଁ ଫୁଟିଲା ୨୦ରୁ ଅଧିକ ବୋମା ।

Bomb Attack
ଉଗ୍ର ରୂପ ନେଲା ଗୋଷ୍ଠୀ କନ୍ଦଳ, ଫୁଟିଲା ୨୦ରୁ ଅଧିକ ବୋମା

ବ୍ରହ୍ମଗିରିର ସାତପଡ଼ା ଅଞ୍ଚଳରେ ଥିବା ନାଥପୁର ନିକଟରେ ଏଭଳି ବୋମାମାଡ଼ ହୋଇଛି । ଗୋଷ୍ଠି କନ୍ଦଳ ଯୋଗୁଁ ଏଭଳି ଘଟଣା ଘଟିଛି । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ଦ୍ୱାରା ୨୦ରୁ ଉର୍ଦ୍ଧ୍ୱ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି ।

ISKCON Temple & Devotees Violently Attacked In Bangladesh
ବାଂଲାଦେଶ ଇସ୍କନ ମନ୍ଦିରରେ ଆକ୍ରମଣ

ବାଂଲାଦେଶର ନୋଆଖଲି ସ୍ଥିତ ଇସ୍କନ ମନ୍ଦିର ଉପରେ ଦୁର୍ବୃତ୍ତ ଆକ୍ରମଣ । ଶୁକ୍ରବାର ୨ଶହରୁ ଅଧିକ ଦୁର୍ବୃତ୍ତ ଅଚାନକ ମନ୍ଦିରରେ ପଶି ଭଙ୍ଗାରୁଜା କରିଥିଲେ। ଦେଖନ୍ତୁ ଖବର