“ଅମିତ ଶାହଙ୍କ ମୁଣ୍ଡ କାଟି...”, ଏମିତି ବିବାଦୀୟ ବୟାନ ଦେଇଛନ୍ତି ମହୁଆ ମୋଇତ୍ରା । ମହୁଆଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ ବିଜେପି ତାଙ୍କ ବିରୋଧରେ ନଦିଆ ଜିଲ୍ଲାର କୃଷ୍ଣନଗର ଥାନାରେ ଅଭିଯୋଗ ଦାଖଲ କରିଛି। ଏହି ଅଭିଯୋଗ ସ୍ଥାନୀୟ ବାସିନ୍ଦା ସନ୍ଦୀପ ମଜୁମଦାର ଦାଖଲ କରିଛନ୍ତି।
ଇଡି ଅଧିକାରୀମାନେ କହିଛନ୍ତି ଯେ ଟିଏମସି ବିଧାୟକ ଜୀବନକୃଷ୍ଣ ଶାହା ତାଙ୍କ ଘର ପାଖରେ ଥିବା ଏକ ପୋଖରୀକୁ ଡେଇଁ ପଳାଇବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଇଡି ଅଧିକାରୀ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ତାଙ୍କୁ ଧରି ନେଇଛନ୍ତି।
ପୁଣି ନୂଆ ବିବାଦରେ ଫସିଛନ୍ତି ଟିଏମସି ସାଂସଦ ମହୁଆ ମୈତ୍ର । ତାଙ୍କ ଦଳ ଭିତରେ ଚାଲିଛି ବିବାଦ । ଅନ୍ୟ ଜଣେ ବରିଷ୍ଠ ସାଂସଦ କଲ୍ୟାଣ ବାନାର୍ଜୀ ତାଙ୍କୁ ସମର୍ଥନ କରିଥିବାରୁ ଦେଶବାସୀଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି । କହିଛନ୍ତି, ଲୋକ ବିଚାର କରନ୍ତୁ ।
ଜନୈକ ଛାତ୍ର ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ତେବେ ଯୁବତୀ ଜଣଙ୍କ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ପରେ ଯୁବତୀ ଜଣଙ୍କୁ ସିକ୍ୟୁରିଟି ଗାର୍ଡଙ୍କ ରୁମକୁ ନେଇ ଦୁଷ୍କର୍ମ କରିଥିଲେ।
ଏହା ଏକ ଷଡ଼ଯନ୍ତ୍ର। ରାଜନୈତିକ କାରଣରୁ ମ୍ୟାଚ୍ ସ୍ଥାନାନ୍ତରିତ କରାଯାଇଛି । ବର୍ଷା କେବଳ ଏକ ବାହାନା ।’ବୋଲି ଅରୂପ ବିଶ୍ୱାସ କହିଛନ୍ତି ।
ସର୍ବଦଳୀୟ ପ୍ରତିନିଧି ଟିମରେ ୟୁସୁଫଙ୍କ ସ୍ଥାନରେ ସାମିଲ ହେଲେ ଅଭିଷେକ ବାନାର୍ଜୀ । ଟିଏମସି ପକ୍ଷରୁ ୟୁସୁଫ ପଠାନଙ୍କ ପରିବର୍ତ୍ତେ ଅଭିଷେକ ବାନାର୍ଜୀ ଯିବେ ବୋଲି ଜଣାପଡ଼ିଛି । ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତିର ବାର୍ତ୍ତା ନେଇ ପଡୋଶୀ ରାଷ୍ଟ୍ର ଗସ୍ତ କରିବେ ଏହି ଟିମ୍ ।
ସର୍ବଦଳୀୟ ପ୍ରତିନିଧି ଦଳରେ ସାମିଲ ହେବେନି TMC ସାଂସଦ ୟୁସୁଫ ପଠାନ । ବିଦେଶ ଗସ୍ତ କରି ପାକିସ୍ତାନର ଅସଲ ମୁଖା ଖୋଲିବାକୁ ଯୋଜନା କରାଯାଇଥିଲା । ତେଣୁ କେନ୍ଦ୍ର ସରକାର ଏକ ସର୍ବଦଳୀୟ ଟିମ୍ ଗଠନ କରିଥିଲେ । ଏଥିରୁ ନିବୃତ ରହିଛନ୍ତି ୟୁସୁଫ ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ଓଡିଶାକୁ ଆଳୁ ଗାଡ଼ି ଛଡା ନଯିବା ପଛରେ ରହିଛି କି ରାଜନୀତି? କଣ ହୋଇପାରେ ଏହାର କାରଣ? ଏହାଦ୍ୱାରା ଖୁସି ଅଛନ୍ତି କି ପଶ୍ଚିମବଙ୍ଗ ଚାଷୀ ଓ ବ୍ୟବସାୟୀ? ଗରିବ ଲୋକର ପଖାଳ କଂସାରୁ ଆଳୁକୁ ଚୋରେଇ ନେବା ପଛରେ କାହାର ଅଛି ପ୍ରଚ୍ଛନ୍ନ ହାତ, କିଏ ଏଥିପାଇଁ ଦାୟୀ? ପଢ଼ନ୍ତୁ ପୂରା କାହାଣୀ ଏହି ଲେଖାରୁ।
ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ପତ୍ର ଲେଖି ଇସ୍ତଫା ବିଷୟରେ ଅବଗତ କରିବା ସହ ରାଜନୀତିରୁ ମଧ୍ୟ ସନ୍ନ୍ୟାସ ନେବା କଥା ଉଲ୍ଲେଖ କରିଛନ୍ତି ।
ନାରୀମାନଙ୍କ ଆଖିର ଲୁହରେ ନବୀନ ସରକାରର ପତନ ଘଟିଛି। ସେହି ନାରୀର ଲୁହରେ ଖିନ୍ଭିନ୍ ହେବାକୁ ବସିଛି ମମତାଙ୍କ କ୍ଷମତା ।
ବୈଠକ ବାହାରକୁ ଆସି କେନ୍ଦ୍ର ବିରୋଧରେ ପ୍ରବଳ ବର୍ଷିଥିଲେ ମମତା ।
ହିଂସାକାଣ୍ଡ ସତ୍ତ୍ୱେ ଲୋକେ ଭୋଟ ଦେବାକୁ ଆସୁଛନ୍ତି । ଦିନ ୧୨ଟା ସୁଦ୍ଧା ପଶ୍ଚିମବଙ୍ଗରେ ୩୩.୫୬ ପ୍ରତିଶତ ଭୋଟ ପଡ଼ିସାରିଛି । ସେହିଭଳି ମଣିପୁରରେ ୨୭.୭୪ ପ୍ରତିଶତ ଭୋଟ ଗ୍ରହଣ ସରିଛି ।
ଆଜି ପଶ୍ଚିମ ବଙ୍ଗର ୩ଟି ଆସନରେ ଭୋଟ ଗ୍ରହଣ ଚାଲିଛି । ଭୋଟ ଗ୍ରହଣର କିଛି ଘଣ୍ଟା ପୂର୍ବରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।
ସଂପୃକ୍ତ ପ୍ରାର୍ଥୀ ମହିଳାଙ୍କୁ ଚୁମ୍ବନ ଦେଉଥିବା ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । କେବଳ ଏତିକି ନୁହେଁ, ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛି ।
ତେବେ ଦୁବାଇରେ ରହୁଥିବା ବିଜିନେସ୍ ଟାଇକୁନ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ସେ ଅର୍ଥ ବିନିମୟରେ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ତାଙ୍କୁ କାର୍ଯ୍ୟକାଳ ସରିବାର ଅଳ୍ପ କିଛି ମାସ ପୂର୍ବରୁ ପଦ ହରାଇବାକୁ ପଡ଼ିଛି।
ପଶ୍ଚିମବଙ୍ଗ କୁଚବିହାରରେ ବିଜେପି ଓ ଟିଏମସି କର୍ମୀ ମୁହାଁମୁହିଁ । ଦିନହାଟାରେ କେନ୍ଦ୍ରମନ୍ତ୍ରୀ ତଥା କୁଚବିହାରରୁ ବିଜେପିର ଲୋକସଭା ପ୍ରାର୍ଥୀ ନିଶିଥ ପ୍ରମାଣିକଙ୍କ ଗାଡ଼ିକୁ ଅଟକାଇ, ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି ।
ସ୍ୱପନ ବାନାର୍ଜୀଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ, ସେ ଯାହା ଚାହିଁବେ ତାହା କରିପାରିବେ। ମୁଁ ଚାହୁଁ ନାହିଁ ଆମ ପରିବାରର ନାମ ତାଙ୍କ ସହିତ ଜଡିତ ହେଉ’।
ଆଜି ଟିଏମ୍ସି ପକ୍ଷରୁ ଜାରି ହୋଇଥିବା ପ୍ରାର୍ଥୀ ତାଲିକାରେ ଅଛନ୍ତି ଦୁଇ ୱାର୍ଲ୍ଡ ଚାମ୍ପିଅନ୍। ଏହି ଦୁଇ ପୂର୍ବତନ କ୍ରିକେଟର ହେଉଛନ୍ତି ୟୁସୁଫ୍ ପଠାନ୍ ଓ କୀର୍ତ୍ତି ଆଜାଦ।
ତୃଣମୂଳ କଂଗ୍ରେସ ଟିକେଟ୍ରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଲୋକପ୍ରିୟ ଓଡ଼ିଆ ଅଭିନେତ୍ରୀ ରଚନା ବାନାର୍ଜୀ।
ୟୁସୁଫ ବହରାମପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ମୁକାବିଲା କରିବେ। ୟୁସୁଫଙ୍କ ବ୍ୟତୀତ ଟିଏମସିର ପ୍ରାର୍ଥୀ ତାଲିକାରେ ୪୧ଜଣଙ୍କ ନାଁ ରହିଛି।
ପଶ୍ଚିମବଙ୍ଗ ଗସ୍ତ କରି ଆଜି ମମତା ବାନାର୍ଜୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ବୁଧବାର ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ୨୪ଟି ବ୍ୟାଗ୍ ଧରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍କୁ ଯାଇଥିଲେ । ଏହି ୨୪ଟି ବ୍ୟାଗ୍ରେ ଫେକ୍ ଭୋଟରଙ୍କ ତାଲିକା ରହିଥିଲା।
କଂଗ୍ରେସ ଗୋଟିଏ ପରେ ଗୋଟିଏ ଆସନ ହରାଇବା ଉପରେ। ଏବେ ଇଣ୍ଡିଆ ମେଣ୍ଟର ଭବିଷ୍ୟତକୁ ନେଇ ସଂକଟ ଦେଖାଦେଇଛି।
ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ଦଳ ଟିଏମସି ଅଂଶଗ୍ରହଣ କରିବେ ନାହିଁ ବୋଲି ସୂଚନା ମିଳିଛି । ତେବେ ଟିଏମସି ଆନୁଷ୍ଠାନିକ ଭାବେ ଏହି ନିଷ୍ପତ୍ତି ଘୋଷଣା କରିନାହିଁ।