• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Congress Mla

Md Moquim
ମୋକିମଙ୍କୁ ଆଶ୍ୱସ୍ତି, ORHDC ଦୁର୍ନୀତି ମାମଲାରେ ଜାମିନ ଦେଲେ ସର୍ବୋଚ୍ଚ ଅଦାଲତ

କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ । ORHDC ଦୁର୍ନୀତି ମାମଲାରେ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ । ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କଲେ ସୁପ୍ରିମକୋର୍ଟ ।

laxman savadi
‘ଭାରତ ମାତା କି ଜୟ’ ନାରା ପାଇଁ ଖଡଗେଙ୍କ ଅନୁମତି ମାଗିଲେ କଂଗ୍ରେସ ନେତା

କର୍ଣ୍ଣାଟକ ବିଜେପି ମୁଖ୍ୟ BY ବିଜୟେନ୍ଦ୍ର ଏହି ଘଟଣାରେ ଅସନ୍ତୋଷ ବ୍ୟକ୍ତ କରି ଏହି ଘଟଣାକୁ କଂଗ୍ରେସ ମଧ୍ୟରେ ଏକ ବୃହତ ସାଂସ୍କୃତିକ ବିଭେଦର ସୂଚକ ବୋଲି ଦର୍ଶାଇଛନ୍ତି।

Congress MLA
ବିଜେପିରେ ମିଶିଲେ ହିମାଚଳର ୬ ବିପ୍ଲବୀ ବିଧାୟକ, ରାଜ୍ୟସଭା ନିର୍ବାଚନ ବେଳେ କରିଥିଲେ କ୍ରସ୍‌ ଭୋଟିଂ

ହିମାଚଳ ପ୍ରଦେଶର ବିପ୍ଲବୀ ୬ କଂଗ୍ରେସ ବିଧାୟକ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

Narasingha Mishra
ସରକାରୀ କାର୍ଯ୍ୟକ୍ରମରେ ମିଳିଲାନି କହିବାକୁ ସୁଯୋଗ, ଅଧାରୁ ଉଠି ଚାଲିଗଲେ ନରସିଂହ ମିଶ୍ର

ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଦଘାଟନୀ ସଭା ଅଧାରୁ ଉଠି ଚାଲିଯାଇଥିଲେ।

Sura Routroy
ବିଜେଡିର ବହୁ ନେତା ମନ୍ତ୍ରୀ କଂଗ୍ରେସ ସହ ସମ୍ପର୍କରେ ଅଛନ୍ତି: ସୁର

ବ୍ୟକ୍ତିଗତ ଭାବେ ତାଙ୍କ ସହ କିଛି ବିଜେଡି ନେତା କଥାବାର୍ତ୍ତା କରିଛନ୍ତି ବୋଲି କହିଛନ୍ତି ସୁର ରାଉତରାୟ । ବିଜେଡିରେ ପ୍ରବଳ ଗୋଷ୍ଠୀ କନ୍ଦଳ । ଏହି ନେତାମାନେ ବିଜେଡିରେ ଟିକେଟ୍ ନପାଇଲେ କଂଗ୍ରେସକୁ ଆସିବେ ।

Narsingh Mishra
ସୁକତେଲ ପ୍ରକଳ୍ପ ଲୋକାର୍ପଣ ସମାରୋହରେ ଧୋଇଦେଲେ ନରସିଂହ

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସଭାମଞ୍ଚରେ ନରସିଂହ ମିଶ୍ରଙ୍କ ଧୂଲେଇ ।

Narasingha Mishra
‘ଯଦି ଓଡ଼ିଶା ଭାଗ ଭାଗ ହୁଏ ସରକାର ଦାୟୀ, ଉପକୂଳ ଲୋକେ ଦାୟୀ ରହିବେ’

ଓଡ଼ିଶା ଦି ଭାଗ ମନ୍ତବ୍ୟ ନେଇ ଚର୍ଚ୍ଚାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

Congress MLA
ଗୋଡ଼ ତଳେ ପଡ଼ି ନେହୁରା ହେଲେ, ଗୋଇଠା ଖାଇଲେ

କଂଗ୍ରେସ ବିଧାୟକଙ୍କୁ ଅଭିଯୋଗ ଶୁଣାଇବାକୁ ଯାଇଥିଲେ ଚାଷୀ । ସହାୟତା ବଦଳରେ ଚାଷୀଙ୍କ ପଗଡ଼ିକୁ ଲାତ ମାରିଲେ କଂଗ୍ରେସ ବିଧାୟକ ।

 Congress MLA
ବିଧାୟକଙ୍କ ନିଆରା ଜନ୍ମଦିନ; ଫୁଲମାଳ ବଦଳରେ ଗଳାରେ ଗୁଡ଼ାଇଲେ ସାପ

ଗତ ଶୁକ୍ରବାର ଦିନ କଂଗ୍ରେସ ବିଧାୟକ ବାବୁ ଜାଣ୍ଡେଲଙ୍କ ଜନ୍ମଦିନ ଥିଲା । ସେ ତାଙ୍କ ଜନ୍ମଦିନକୁ ଏକ ନିଆରା ଭାବରେ ପାଳନ କରିଥିଲେ । ତାଙ୍କ ସମର୍ଥକଙ୍କ ଦ୍ୱାରା ଦିଆଯାଇଥିବା ଫୁଲମାଳକୁ ଗ୍ରହଣ ନକରି ବାବୁ ଜାଣ୍ଡେଲ ତାଙ୍କ ବେକରେ ଏକ ଜୀବନ୍ତ ସାପକୁ ଗୁଡ଼ାଇଥିଲେ ।

Congress MLA
ଛି ! ଏମାନେ କାଳେ ଜନସେବକ ! ‘ପୋଲିସ ମୋ ଉପରେ ପରିସ୍ରା କଲା, ବିଧାୟକ ମୋତେ ଜୋତା ଚାଟିବାକୁ କହିଲେ’

ବର୍ତ୍ତମାନ ସେହିପରି ଏକ ଘଟଣା ନଜରକୁ ଆସିଛି । ଖୋଦ୍‌ ଆଇନ୍‌ର ରକ୍ଷକ ପୋଲିସ ଓ ଜନପ୍ରତିନିଧିଙ୍କ ବିରୋଧରେ ଅଭିଯୋଗ ହୋଇଛି । ଖାଲି ଯେ ଅଭିଯୋଗ ତାହାନୁହେଁ, ବିଧାୟକଙ୍କ ବିରୋଧରେ ଜୋତା ଚଟାଇବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ବ୍ୟକ୍ତି ।

Congress MLA Suresh Routray
ସମୁଦ୍ର ଭଳିଆ ଦଳ କେତେ ଯିବେ କେତେ ଆସିବେ, କହିଲେ ସୁରେଶ ରାଉତରାୟ

ଚିରଞ୍ଜୀବ ବିଶ୍ୱାଳ ଓ ମହମ୍ମଦ ମୋକିମଙ୍କୁ ଦଳରୁ ସସପେଣ୍ଡ କରାଯିବା ପରେ ଏମିତି ପ୍ରତିକ୍ରିୟା ରଖିଲେ ବିଧାୟକ ସୁରେଶ ରାଉତରାୟ । କହିଲେ, କେତେ ଯିବେ କେତେ ଆସିବେ । ଧୈର୍ଯ୍ୟ ଧର ।

Congress MLA
କଂଗ୍ରେସରୁ ମୋକିମ୍‌, ଚିରଞ୍ଜୀବ ସସ୍‌ପେଣ୍ଡ

କଂଗ୍ରେସ ଦଳରୁ ନିଲମ୍ବିତ ହେଲେ କଟକ ବାରବାଟୀ ବିଧାୟକ । ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ଦଳରୁ ସସ୍‌ପେଣ୍ଡ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳ ସସ୍‌ପେଣ୍ଡ କରିଥିବା ସୂଚନା ଦିଆଯାଇଛି । ସେହିପରି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ଦଳରୁ ସସ୍‌ପେଣ୍ଡ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଏଆଇସିସି ଉଭୟଙ୍କୁ ସସ୍‌ପେଣ୍ଡ କରିଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଉଭୟେ ସସ୍‌ପେଣ୍ଡ ହୋଇଛନ୍ତି ବୋଲି ଜଣାପଡ଼ିଛି ।

Odisha Congress
କଂଗ୍ରେସରୁ ମୋକିମ୍‌, ଚିରଞ୍ଜୀବ ସସ୍‌ପେଣ୍ଡ

ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ଦଳରୁ ସସ୍‌ପେଣ୍ଡ ହୋଇଛନ୍ତି । ଦଳବିରୋଧୀ କାର୍ଯ୍ୟ ପାଇଁ ଏଆଇସିସି ଉଭୟଙ୍କୁ ସସ୍‌ପେଣ୍ଡ କରିଛି ।

Congress MLA Sura Routray inaugurates ‘incomplete’ flyover, draws criticism
ସରିନି ଫ୍ଲାଏ ଓଭର ବ୍ରିଜ୍‌ କାମ; ହେଲେ ଉଦ୍‌ଘାଟନ କରିଦେଲେ ସୁର

ଦୀପ-ଧୂପ ଜଳିଲା, ନଡିଆ ବି ବାଡା ହେଲା । ଉଦଘାଟିତ ହୋଇଗଲା ଜଟଣୀର ବହୁ ପ୍ରତୀକ୍ଷିତ ବ୍ରିଜ୍ । ସ୍ଥାନୀୟ ବିଧାୟକ ସୁର ରାଉତରାୟ ଦମ୍ଭରେ ଘୋଷଣା କରିଦେଲେ, ୭ ବର୍ଷର ଅପେକ୍ଷା ସରିଲା । ଏଣିକି ବର୍ଷା ହେଲେ ରେଲୱେର ଅଣ୍ଡରପାସ୍ ନୁହେଁ ବରଂ ଏହି ବ୍ରିଜ ଦେଇ ଲୋକେ ଯାତାୟାତ କରିବେ ।

Congress MLA Sura Routray celebrates Pahili Raja
ସୁର ଖେଳିଲେ ରଜ ଦୋଳି

ରଜ ଦୋଳି ଖେଳିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

Sura Routroy
‘୧୧୦ କୋଟି ଟଙ୍କାର ଘର, କୌଣସି ଷ୍ଟାର ହୋଟେଲ ମଧ୍ୟ ଏମିତି ନଥିବ’

ଏଥିସହିତ ବିଧାୟକ ସୁରେଶ ରାଉତରାୟ ଏହି ପ୍ରସଙ୍ଗ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ସେ କହିଛନ୍ତି ଯେ, ‘ବର୍ତ୍ତମାନ ଯେଉଁଭଳି ରାଜ୍ୟରେ ସରକାର ଚାଲିଛି, କର୍ପୋରେଟରମାନେ ମନକୁ ପାଇସାଦେଇ ଚାଲିଯାଉଛନ୍ତି ।

Congress MLA
ହାତରେ ବନ୍ଧୁକ ଧରି ନାଚିଲେ କଂଗ୍ରେସ ବିଧାୟକ, କଲେ ଓପନ୍ ଫାୟାରିଂ

ଏମିତି ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

Congress MLA ramesha kumar
କଂଗ୍ରେସ ବିଧାୟକଙ୍କ ବିବାଦୀୟ ବୟାନ୍ ! ଦୁଷ୍କର୍ମରୁ ବର୍ତ୍ତି ନପାରିଲେ, ଶୋଇପଡ଼ି ମଜା ନିଅ

କର୍ଣ୍ଣାଟକା ବିଧାନସଭାରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା ଚାଲିଥିଲା। ଆଉ ସେହି ସମୟରେ ବିବାଦୀୟ ବୟାନ୍ ଦେଇଛନ୍ତି କଂଗ୍ରେସ ବିଧାୟକ ।