• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୪ ତାରିଖ ରବିବାର । ଚନ୍ଦ୍ର- ସିଂହ ଦିବା ୦୨.୨୦ ଗତେ କନ୍ୟା,ତିôଥ- ୧୪ଶୀ ଦିବା ୦୯.୫୫ ଗତେ ପୂର୍ଣ୍ଣିମା,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ,ଦିବା ୦୨.୨୦ ଗତେ ବୃଷ ରାଶିର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ପ୍ରାତଃ ୦୭.୩୩ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।

ଶୁଭ ସମୟ:

ପ୍ରାତଃ- ୦୫.୫୦ ରୁ ୦୯.୫୨

ଦିବା-୦୧.୨୩ ରୁ ୦୧.୫୩

ସନ୍ଧ୍ୟା- ୦୬.୪୨ ରୁ ୦୯.୦୫

ରାତ୍ରି- ୧୨.୧୬ ରୁ ୦୧.୨୧

ରାତ୍ରି- ୦୨.୫୧ ରୁ ୦୩.୨୬

ଅଶୁଭ ସମୟ:

ରାହୁକାଳ - ଦିବା ୦୪.୨୪ ରୁ ୦୫.୫୫

କାଳବେଳା- ଦିବା ୧୧.୫୨ ରୁ ୦୧.୨୩

ବାରବେଳା- ଦିବା ୧୦.୨୨ ରୁ ୧୧.୫୨

କାଳରାତ୍ରି- ରାତ୍ରି ୦୧.୨୧ ରୁ ୦୨.୫୧