• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Postal Ballots
ନିର୍ବାଚନ କମିଶନଙ୍କ ଐତିହାସିକ ନିଷ୍ପତ୍ତି; ପୋଷ୍ଟାଲ ବାଲାଟରେ ଭୋଟ୍ ଦେବେ କାର୍ଯ୍ୟରତ ସାମ୍ବାଦିକ

ନିର୍ବାଚନ ସମୟରେ ଅନେକ ସାମ୍ବାଦିକଙ୍କୁ ନିଜ ନିଜର ନିର୍ବାଚନ ମଣ୍ଡଳୀଠୁ ଦୂରରେ ରହି କାର୍ଯ୍ୟ ସମ୍ପାଦନ କରିବାକୁ ପଡ଼ିଥାଏ। ଏଣୁ ସେମାନେ ନିଜ ନିର୍ବାଚନ ମଣ୍ଡଳୀରେ ମତଦାନ କରିପାରୁନଥିଲେ । ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ISIS India head and one of his associates were arrested
STF ହାତରେ ଧରାପଡ଼ିଲେ ISISର ଭାରତ ମୁଖ୍ୟ ଓ ସହଯୋଗୀ, ଟେରର୍ ଫଣ୍ଡିଂରେ ଥିଲେ ସାମିଲ୍

ଅନୁରାଗର ସ୍ତ୍ରୀ ବାଂଲାଦେଶ ନାଗରିକ । ଦୁଇ ଜଣ ଆଇଏସଏସ୍‌ର କୁଖ୍ୟାତ ସଦସ୍ୟ । ଉଭୟ ହରିଶ ଏବଂ ଅନୁରାଗ NIAର ୱାଣ୍ଟେଡ୍ ଥିଲେ।

Panchang
Panchang Today 21st March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ପୂଜା

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୧ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

World Poetry Day 2024: a strong poem can oscillates the power
World Poetry Day 2024: ଇଣ୍ଟର୍‌ନେଟ୍‌ ଯୁଗରେ ବି ଏକ ସୁନ୍ଦର କବିତା କଠୋର ହୃଦୟକୁ ତରଳେଇଦିଏ

କବିତା ହୃଦୟର ସବୁଠାରୁ ନିକଟତମ ଅଂଶ। ଆମେ ଯେତେବେଳେ କୌଣସି କଥାକୁ ଅନେକ ପୃଷ୍ଠାରେ ବି ପ୍ରକାଶ କରିପାରିବୁ ନାହିଁ, କବିତାର ଗୋଟିଏ ଧାଡିରେ ଏହାକୁ କହିଦେଇ ପାରୁ। ଇତିହାସ ଏହାର ସାକ୍ଷୀ ଯେ କବିତାରେ କ୍ଷମତାର ଶକ୍ତି ମଧ୍ୟ ଦୋହଲିଯାଏ ଏବଂ ହୃଦୟ ମଧ୍ୟ ତରଳିଯାଏ।

Startup Ecosystem In India
ଦୁନିଆ ଦେଖୁଛି ଭାରତର ଯୁବଶକ୍ତିର ସାମର୍ଥ୍ୟ; ଦିନେ ଚାକିରି ଖୋଜୁଥିଲେ, ଏବେ ଚାକିରି ଦେଉଛନ୍ତି

ଭାରତ ପାଲଟିଛି ବିଶ୍ୱର ତୃତୀୟ ବୃହତ ଷ୍ଟାର୍ଟଅପ୍ ଇକୋ ସିଷ୍ଟମ। ଆଜି ଦୁନିଆ ଦେଖୁଛି ଭାରତର ଯୁବଶକ୍ତିଙ୍କ ସାମର୍ଥ୍ୟ। ଦିନେ ଚାକିରି ଖୋଜୁଥିଲେ। ମାତ୍ର ଏବେ ଚାକିରି ଦେବା ପନ୍ଥାକୁ ଆପଣାଇ ନେଇଛନ୍ତି ଭାରତର ଯୁବପିଢ଼ି।

Bank Remain Open on March 31
ମାର୍ଚ୍ଚ ୩୧ ରବିବାର ବ୍ୟାଙ୍କ ଖୋଲା

ମାର୍ଚ୍ଚ ୩୧ ରବିବାର ଥିବା ସତ୍ତ୍ୱେ ବ୍ୟାଙ୍କ ଖୋଲା ରଖାଯିବ। ଏନେଇ ସୂଚନା ଦେଇଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ।

Earth Hour
Earth Hour: ୨୩ ତାରିଖ ୮.୩୦ ରୁ ୯.୩୦, ରହିବ କିଟ୍‌ କିଟ୍ ଅନ୍ଧାର !

୨୦୧୦ ମସିହା ପରଠାରୁ ସାରା ଦେଶରେ ଆର୍ଥ ଆଓ୍ଵାର କାର୍ଯ୍ୟକ୍ରମ ପାଳନ କରାଯାଉଛି । ସମସ୍ତ ସରକାରୀ ସଂସ୍ଥା, ବିଭିନ୍ନ ସଂଗଠନ, ରାଜନୈତିକ ଦଳ ଓ ଗଣମାଧ୍ୟମ ସଂସ୍ଥା ଗୁଡ଼ିକୁ ଏହି ଆର୍ଥ ଆୱାର ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

Gas
ଆପଣଙ୍କର ଗ୍ୟାସ ଅଧିକ ଖର୍ଚ୍ଚ ହେଉଛି କି; ଜାଣନ୍ତୁ କେମିତି କରିବେ ସଞ୍ଚୟ, ଦେଖନ୍ତୁ ଭିଡିଓ

ବର୍ତ୍ତମାନର ସବୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ପାଉଛି । ଏପରି ସ୍ଥଳେ ସାଧାରଣ ମଣିଷର ଜୀବନ ଧରି ବଞ୍ଚିବା କଷ୍ଟକର ହୋଇପଡ଼ୁଛି । ଇନ୍ଧନ ଜାତୀୟ ଦ୍ରବ୍ୟର ଦର କ୍ରମାଗତ ବୃଦ୍ଧି ପାଇବା ଫଳରେ ମଧ୍ୟବିତ୍ତ ବର୍ଗର ଲୋକେ ହଇରାଣ ହେଉଛନ୍ତି ।

Sadhguru
ଲୋକପ୍ରିୟ ଆଧ୍ୟାତ୍ମିକ ଗୁରୁ ସଦ୍‌ଗୁରୁଙ୍କ ବ୍ରେନ୍‌ ସର୍ଜରୀ

ମୁଣ୍ଡ ବିନ୍ଧା ସାଙ୍ଗକୁ ବାନ୍ତି ବି ହେଉଥିଲା । ତେଣୁ ତୁରନ୍ତ ସର୍ଜରୀ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ।

Daughter
କ୍ରୋଧ ସାରିଦେଲା ସମ୍ପର୍କ: ଘରେ ପ୍ରେମିକ ସହ ଝିଅକୁ ଦେଖି ମାରିଦେଲା ମା’...

ନିଷ୍ଠୁର ମାଆ ! ଜନ୍ମ କଲା ଝିଅକୁ ମାରିଦେଲା ମାଆ । ଏଭଳି ଅଭାବନୀୟ ଘଟଣା ଘଟିଛି ହାଇଦ୍ରାବାଦରେ । 

Kangaroo Court
ବିବାହତା ମହିଳାଙ୍କୁ ଦୁର୍ବ୍ୟବହାର କରିବାରୁ ଏମିତି ଦଣ୍ଡ ଦେଲେ ଗାଁ ଲୋକେ !

ପୁରା ଘଟଣାର ଭିଡିଓ ରେକର୍ଡଂ କରି ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି । ଯାହାକୁ ଆମେ ଚାହିଁଲେ ବି ଦେଖାଇପାରିବୁ ନାହିଁ । ତେବେ ଏହି ଭିଡିଓ ଯେତେବେଳେ ପୋଲିସ ପାଖରେ ପହଞ୍ଚିଲା ସେତେବେଳେ ପୋଲିସ ମଧ୍ୟ ଦେଖି ତାଜୁବ ହୋଇଗଲା ।

Password
ପାସୱାର୍ଡ ପାଇଁ ପୂର୍ବତନ କର୍ମଚାରୀଙ୍କ ପାଖରେ ଶରଣ ପଶିଲା କମ୍ପାନୀ

କମ୍ପାନୀ ତାଙ୍କୁ ବାହାର କରି ଦେଇଥିଲା । ଏହି ଘଟଣାକୁ ପ୍ରାୟ ୬ ମାସ ବିତି ସାରିଥିଲା । କିନ୍ତୁ ଏହା ପରେ ଗୋଟେ ପାସୱାର୍ଡ ପାଇଁ କମ୍ପାନୀ ତାଙ୍କ ପାଖକୁ ଯିବାକୁ ବାଧ୍ୟ ହେଲା । ଏପରି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି ।

Criminal
୧୭ ବର୍ଷ ପରେ ଜେଲ୍‌ରୁ ବାହାରି ଏବେ ବାହା ହେଲେ, ପତ୍ନୀଙ୍କୁ କରିବେ ସାଂସଦ

ଜେଲ୍‌ରୁ ବାହାରିବା ପରେ ତୁରନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛି । ଆଉ ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି ।

 UPSC Civil Service Prelims Exam 2024
ଘୁଞ୍ଚିଲା UPSC ପ୍ରିଲିମନାରୀ ପରୀକ୍ଷା; ନିର୍ବାଚନକୁ ଦୃଷ୍ଟିରେ ରଖି ନିଆଗଲା ଏଭଳି ନିଷ୍ପତ୍ତି 

ଘୁଞ୍ଚିଲା ୟୁପିଏସ୍‌ସି ପରୀକ୍ଷା । ବିଳମ୍ୱରେ ହେବ UPSC ସିଭିଲ୍ ସର୍ଭିସ୍ ପରୀକ୍ଷା । ମେ ୨୬ରେ ହେବନି ପ୍ରିଲିମନାରୀ ଟେଷ୍ଟ ।

bsf recruitment 2024 for 82 group b-c posts
BSF Recruitment 2024: ସୀମା ସୁରକ୍ଷା ବଳରେ ଚାକିରି ସୁଯୋଗ; ଏକ ଲକ୍ଷ ପରେ ଦରମା

ଆପଣ ଯଦି ସେନା ବିଭାଗରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏହି ସୁଯୋଗ ନେଇଆସିଛି ସୀମା ସୁରକ୍ଷା ବଳ(BSF) । ଏନେଇ BSF ଏକ ବିଜ୍ଞପ୍ତି ଜାରି କରିଛି। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ।

Robot Dog
ରୋବଟ କୁକୁର ସହ ଖେଳୁଛି ସତସତିକା କୁକୁର, ଦେଖନ୍ତୁ ଭିଡିଓ ...

ବିଜ୍ଞାନ ଓ ପ୍ରଯୁକ୍ତିରେ ଦେଶ ବହୁ ଅଗ୍ରଗତି କଲାଣି । ପ୍ରାୟ ସମସ୍ତ କାମରେ ବର୍ତ୍ତମାନ ରୋବଟର ବ୍ୟବହାର ହେଉଛି । ସରଳ କାମଠାରୁ ଆରମ୍ଭ କରି ଜଟିଳ ପର୍ଯ୍ୟନ୍ତ, ରୋବଟଗୁଡିକ ପ୍ରାୟ ପ୍ରତ୍ୟେକ ଶିଳ୍ପରେ ପ୍ରବେଶ କରି ସାରିଲେଣି । ରୋବଟଙ୍କ ଉପସ୍ଥିତି ପୂରା ଦୁନିଆକୁ ପରିବର୍ତ୍ତନ କରିଦେଲାଣି ।

Voter ID updated
ଆପଣଙ୍କର ଭୋଟର ID ଅପଡେଟ୍ ହୋଇଛି କି ? ନିର୍ବାଚନ ପୂର୍ବରୁ ଜାଣନ୍ତୁ ଅନ୍‌ଲାଇନ୍‌ରେ କେମିତି କରିବେ ଚେକ୍‌...

Voter ID Updated: ଅପେକ୍ଷାର ଅନ୍ତ ହୋଇଛି । ଘୋଷଣା ହୋଇଛି ୨୦୨୪ ସାଧାରଣ ନିର୍ବାଚନ ତାରିଖ । ତେବେ ଆପଣଙ୍କର ଭୋଟର ID ଅପଡେଟ୍ ହୋଇଛି କି ? ଜାଣନ୍ତୁ କେମିତି କରିବେ ଚେକ୍‌...

4 die after drinking spurious liquor
ବିଷାକ୍ତ ମଦ ପିଇ ଚାଲିଗଲା ୪ଜୀବନ, ତଦନ୍ତ ପାଇଁ ଗଠନ ହେଲା ୫ଜଣିଆ କମିଟି

ଡେପୁଟି କମିଶନର ଜିତେନ୍ଦ୍ର ଜୋରୱାଲ କହିଛନ୍ତି ଯେ ଏହି ଘଟଣାର ତଦନ୍ତ ପାଇଁ ପାଞ୍ଚ ଜଣିଆ କମିଟି ଗଠନ କରାଯାଇଛି।

Mukesh khanna rejects akshay kumar shah rukh khan as shaktimaan
ଶାହରୁଖ-ଅଜୟ-ଅକ୍ଷୟ-ଟାଇଗର୍‌ଙ୍କୁ ମୁକେଶ ଖାନ୍ନାଙ୍କ ଟାର୍ଗେଟ୍; ଶକ୍ତିମାନ ହେବାକୁ ଚେହେରା ନାହିଁ

‘ଶକ୍ତିମାନ’ ଚରିତ୍ର ସହିତ ଲୋକଙ୍କ ହୃଦୟରେ ମୁକେଶ ଖାନ୍ନା ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ଯେତେବେଳେ ଏହି ଚରିତ୍ରକୁ ବଡ ପରଦାରେ ଆଣିବା ନେଇ ଆଲୋଚନା ହୋଇଥିଲା, ସେତେବେଳେ ଏହି ଭୂମିକା ପାଇଁ ରଣବୀର ସିଂହଙ୍କ ନାମ ଶୁଣିବା ପରେ ଅଭିନେତା କ୍ରୋଧିତ ହୋଇଥିଲେ ଏବଂ ତାଙ୍କୁ ଗାଳି ମଧ୍ୟ ଦେଇଥିଲେ।

Amit Shah
ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ନେଇ ଅମିତ ଶାହଙ୍କ ବଡ଼ ବୟାନ

ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହାର ନିଷ୍ପତ୍ତି ନେବେ । କିନ୍ତୁ ଶାହ ଗୋଟିଏ କଥାକୁ ବାରମ୍ବାର ଦୋହରାଇଛନ୍ତି ଯେ, ବିଜେପି ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଭଲ ପ୍ରଦର୍ଶନ କରିବ ।

World's Happiest Countries
ବିଶ୍ୱର ସବୁଠୁ ସୁଖୀ ଦେଶ କିଏ ? ଜାଣନ୍ତୁ କେତେ ନମ୍ୱର ସ୍ଥାନରେ ରହିଛି ଭାରତ

ଶ୍ରେଷ୍ଠ ୧୦ଟି ଦେଶରେ କେବଳ ନେଦରଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆର ଜନସଂଖ୍ୟା ୧୫ମିଲିୟନରୁ ଅଧିକ। ଟପ୍ ୨୦ଟି ଦେଶ ମଧ୍ୟରୁ କାନାଡା ଏବଂ ବ୍ରିଟେନର ଜନସଂଖ୍ୟା ୩୦ନିୟୁତରୁ ଅଧିକ। ଆଫଗାନିସ୍ତାନ, ଲେବାନନ୍ ଏବଂ ଜୋର୍ଡାନରେ ୨୦୦୬ରୁ ୨୦୧୦ ମସିହା ପରଠାରୁ ଲୋକମାନେ ସୁଖୀ ନାହାନ୍ତି।

Maruti Suzuki Wagon R into a helicopter
କନ୍ୟାକୁ ଆଣିବାକୁ କାରକୁ ହେଲିକପ୍ଟର କରିଦେଲା ବର; ଗାଡ଼ି ସିଜ୍ କରି ନେଇଗଲା ପୋଲିସ, ଭିଡିଓ ଭାଇରାଲ୍

ବଜେଟ୍ କମ୍ ଥିବାରୁ ଦୁଇଭାଇ ଇଶ୍ୱର୍ଦ୍ଦିନ ଓ ପରମେଶ୍ୱର୍ଦ୍ଦିନ ବୁଦ୍ଧି ଖଟାଇ କାରକୁ ହେଲିକପ୍ଟରର ରୂପ ଦେଇଥିଲେ। ବିବାହରେ ଏକ ନିଆରା ଅନୁଭୂତି ପ୍ରଦାନ କରିବା ପାଇଁ କଷ୍ଟୋମାଇଜଡ୍ ଗାଡି ତିଆରି କରି ବର ଏବଂ କନ୍ୟାଙ୍କୁ ଆଣିବାର ବ୍ୟବସ୍ଥା ବି କରିଥିଲେ।

Kanguva sizzle teaser whopping 12 million plus views in 18 hours
Kanguva Teaser Release: ଆସିଲା ‘କଙ୍ଗୁଭା’ର ଟିଜର୍; ଭୟଙ୍କର ଭୂମିକାରେ ବବି ଦେଓଲଙ୍କ ଜଲୱା

ପ୍ରଥମେ ‘କଙ୍ଗୁଭା’ର ପ୍ରଥମ ଲୁକ୍ ଏକ ଉତ୍ତେଜନା ସୃଷ୍ଟି କଲା, ତା’ପରେ ଫିଲ୍ମର ସୁଟିଂ ଏବଂ ବଜେଟ୍ ମଧ୍ୟ ଆଶ୍ଚର୍ଯ୍ୟ କଲା ଏବଂ ବର୍ତ୍ତମାନ ‘କଙ୍ଗୁଭା’ର ଟିଜର ରିଲିଜ୍ ହୋଇଛି। ବର୍ତ୍ତମାନ ଏହି ଟିଜର ୟୁଟ୍ୟୁବରେ ଏକ ଆଲୋଡ଼ନ ସୃଷ୍ଟି କରିଛି। ଏଥିରେ ବବି ଦେଓଲ୍ ଭିଲେନ୍ ଉଧିରନ୍ ଭୂମିକାରେ ନଜର ଆସିଛନ୍ତି।

Toddler Falls To Death
ଅଭାବନୀୟ : ବାପା ହାତରୁ ୪୦ ଫୁଟ୍‌ ତଳକୁ ଖସି ପଡ଼ିଲା କୁନି ପୁଅ; ଚାଲିଗଲା ଜୀବନ, ଦେଖନ୍ତୁ ଭିଡିଓ...

ମରଣ କେବେ ଆଉ କେତେବେଳେ ଆସିବ, ତାହା କାହାରିକୁ କହି ଆସିନଥାଏ । ସେମିତି ଏକ ଅଭାବନୀୟ ଘଟଣା ଘଟିଛି ଛତିଶଗଡର ରାୟପୁରରେ ।

gold price today
Gold Price Today 20th March 2024: ସୁନା କିଣିବାକୁ ଯାଉଛନ୍ତି କି? ନଜର ପକାନ୍ତୁ ଆଜିର ସୁନା ଦର ଉପରେ

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୬,୩୩୦ ଟଙ୍କା ହୋଇଛି।