ରାଜ୍ୟରେ ଖୋଲିବ ଅଧିକ ଶୀତଳ ଭଣ୍ଡାର । ଆଗାମୀ ୫ ବର୍ଷରେ ବିନିଯୋଗ ହେବ ୨୫୨ କୋଟି ଟଙ୍କା । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଚାଷୀ ଓ ଶୀତଳଭଣ୍ଡାର ମାଲିକ।...