ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ଶୁକ୍ରବାର । ଚନ୍ଦ୍ର- ବିଛା ଅହୋରାତ୍ର। ତିଥି- ୧୦ମୀ ସନ୍ଧ୍ୟା ୦୭.୨୫ ଗତେ ୧୧ଶୀ। ଘାତଚନ୍ଦ୍ର- ନାସ୍ତି। ପୁଷ୍କର ଦୋଷ- ନାସ୍ତି।
ଶୁଭ ସମୟ-
ପ୍ରାତଃ- ୦୬.୨୭ ରୁ ୦୭.୧୧
ପ୍ରାତଃ- ୦୭.୫୫ ରୁ ୦୯.୧୩
ଦିବା- ୧୨.୨୦ ରୁ ୦୨.୩୩
ଦିବା- ୦୪.୦୧ ରୁ ୦୫.୩୦
ସନ୍ଧ୍ୟା- ୦୭.୧୩ ରୁ ୦୮.୪୪
ରାତ୍ରି- ୦୨.୦୮ ରୁ ୦୪.୪୩
ଅଶୁଭ ସମୟ-
ରାହୁକାଳ- ଦିବା ୧୦.୩୫ ରୁ ୧୧.୫୮
କାଳବେଳା- ଦିବା ୧୦.୩୫ ରୁ ୧୧.୫୮
ବାରବେଳା- ଦିବା ୦୯.୧୩ ରୁ ୧୦.୩୫
କାଳରାତ୍ରି- ରାତ୍ରି ୦୮.୪୪ ରୁ ୧୦.୨୧