• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Consumer Court

MRP
ଖାଉଟି ସୁରକ୍ଷା ଆଇନ୍ କ’ଣ ? କାହିଁକି ଆରମ୍ଭ ହେଲା MRP...

୨୦୦୬ ମସିହାରେ ଭାରତ ସରକାର ସମସ୍ତ ଉତ୍ପାଦ ଉପରେ MRP ଲାଗୁ କରିବାକୁ ଏକ ନିୟମ ପ୍ରସ୍ତୁତ କରିଥିଲେ। ଏହା ଅଧୀନରେ, କୌଣସି ଦୋକାନୀ ପ୍ୟାକ୍ ହୋଇଥିବା ସାମଗ୍ରୀ, ପୋଷାକ, ଇଲେକ୍ଟ୍ରୋନିକ୍ ଜିନିଷ କିମ୍ବା ଅନ୍ୟ କୌଣସି ଜିନିଷକୁ MRP ବିନା ବିକ୍ରି କରିପାରିବେ ନାହିଁ।

Consumer Court
ପାର୍କିଂବାଲାର ଜୁଲୁମକୁ ଜବରଦସ୍ତ ଅଦାଲତି ଛାଟ !

ନିର୍ଦ୍ଧାରିତ ଭଡ଼ାଠୁ ଅଧିକ ୧୨ ଟଙ୍କା ନେଇ ପାନେ ପାଇଲା ପାର୍କିଂ ଠିକାସଂସ୍ଥା। ସମ୍ବଲପୁର କ୍ଷେତରାଜପୁର ରେଳ ଷ୍ଟେସନ ପାର୍କିଂରେ ଏଭଳି ମନମୁଖୀ କାର୍ଯ୍ୟ ପାଇଁ, ଦେବାକୁ ପଡ଼ିବ ୩ ଲକ୍ଷରୁ ଅଧିକ ଟଙ୍କାର ତଣ୍ଡ।

Consumer Court
ଫେରାଇଲେନି ୧୨ ଟଙ୍କା, ଏବେ ଗଣିବେ ୩ ଲକ୍ଷର ତଣ୍ଡ

ନିର୍ଦ୍ଧାରିତ ଭଡ଼ାଠୁ ଅଧିକ ୧୨ ଟଙ୍କା ନେଇ ପାନେ ପାଇଲା ପାର୍କିଂ ଠିକାସଂସ୍ଥା। ସମ୍ବଲପୁର କ୍ଷେତରାଜପୁର ରେଳ ଷ୍ଟେସନ ପାର୍କିଂରେ ଏଭଳି ମନମୁଖୀ କାର୍ଯ୍ୟ ପାଇଁ, ଦେବାକୁ ପଡ଼ିବ ୩ ଲକ୍ଷରୁ ଅଧିକ ଟଙ୍କାର ତଣ୍ଡ।

Compensation Rs 80 Lakh
ଟଙ୍କା ଲୋଭରେ ଭୁଲ୍‌ ଅସ୍ତ୍ରୋପଚାର; ଏବେ ଗଣିବେ ୮୦ ଲକ୍ଷ !

ସରକାରୀ ଡାକ୍ତରଙ୍କୁ ଘାରିଛି ଅର୍ଥ ଲୋଭ। ଭିମ୍‌ସାରର ଜଣେ ଡାକ୍ତର ରୋଗୀଙ୍କ ପରିଜନଙ୍କୁ ପ୍ରବର୍ତ୍ତାଇ ବୁର୍ଲାରୁ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନା ସ୍ଥାନ୍ତାନ୍ତର କରିଥିବା ବେଳେ ଚିକିତ୍ସାରେ ଅବହେଳା ଯୋଗୁ ରୋଗୀ ଭିନ୍ନକ୍ଷମ ହୋଇଯାଇଥିଲେ ।