୩୨ ଜଣ ଯବାନଙ୍କୁ ନେଇ ବସଟି ଦାନ୍ତେୱାଡାର ଫରସପାଲିରୁ ଫେରୁଥିଲା ଜଗଦଲପୁର । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ନିୟୋଜିତ ଯବାନ ଫେରୁଥିଲେ । ଆହତ ଯବାନଙ୍କୁ ଧିମ୍ରାପାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଆଉ କିଛି ଆହତ ଯବାନଙ୍କୁ ତୁକାପାଲ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଲୋକଙ୍କୁ ଉଦବୋଧନ ଦେବା ସହ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ କଥା ମଧ୍ୟ ଉପସ୍ଥାପିତ କରିଛନ୍ତି। କେଜ୍ରିୱାଲ ଓ ହେମନ୍ତ ଉଭୟ ଦୋଷୀ ସାବ୍ୟସ୍ତ ନହୋଇ ମଧ୍ୟ ଜେଲରେ ଅଛନ୍ତି। ଏହାକୁ ସେ ଏକଛତ୍ରବାଦୀ ଶାସନ ବୋଲି କହିଛନ୍ତି।
ଥରେ ଭାବନ୍ତୁ ଏଭଳି ଗରମରେ ଯିଏ ନିଆଁ ପାଖରେ ରହି ରୋଷେଇ କରୁଥିବ ତା’ର ଅବସ୍ଥା କ’ଣ ନ ହେଉଥିବ। ବିଶେଷକରି ରୁଟି ସେକିବା ବେଳେ ଅନେକ ସମୟ ଠିଆ ହେବାକୁ ପଡେ। ଏକ ଭାଇରାଲ୍ ଭିଡିଓରେ ଦେଖାଯାଉଛି ଯେ ଜଣେ ଭାଉଜ କିପରି ଏକ ନୂଆ ଉପାୟରେ ରୁଟିକୁ ଗୋଲ୍ କରିବା ସହିତ ଶୀଘ୍ର ଶୀଘ୍ର ତିଆରି କରିଦେଉଛନ୍ତି।
ଅଭିଯୁକ୍ତଙ୍କୁ ଏଯାଏ ଚିହ୍ନଟ କରାଯାଇନାହିଁ। ଘଟଣାସ୍ଥଳରୁ ଦୁଇଟି ଖୋକା ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରାଯାଇଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।
ପ୍ରେକ୍ଷାଳୟରେ ଏବେ ବଲିଉଡ୍ ଠାରୁ ଆରମ୍ଭ କରି ଟଲିଉଡ୍ ପର୍ଯ୍ୟନ୍ତ ନୂଆ ଫିଲ୍ମର ଅଭାବ ନାହିଁ। ଏଠାରେ କିନ୍ତୁ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଉଛି ଯେ ସିନେମା ହଲ୍ରେ ପୁରୁଣା ଫିଲ୍ମ ରିଲିଜ୍ ହୋଇଛି। ଥଲାପତି ବିଜୟଙ୍କ ୨୦ ବର୍ଷର ପୁରୁଣା ଫିଲ୍ମ ପୁଣି ଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଭଲ ରୋଜଗାର ମଧ୍ୟ କରୁଛି।
ନାଗରିକ ସୁରକ୍ଷା ବିଭାଗର ମୁଖ୍ୟ ଥୋମାସ ଜିମାସେ ରେଡିଓ ଗୁଇରାକୁ କହିଛନ୍ତି ଯେ ଆମେ ୫୮ଟି ମୃତଦେହ ଉଦ୍ଧାର କରିଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ କେତେଜଣ ନିଖୋଜ ଅଛନ୍ତି ସେନେଇ କୌଣସି ସଠିକ୍ ସୂଚନା ନହିଁ।
ପୂର୍ବରୁ ଅଙ୍କିତ ୩ଥର ପରୀକ୍ଷା ଦେଇଥିଲେ ମଧ୍ୟ ତାଙ୍କୁ ସଫଳତା ମିଳିପାରିନଥିଲା । ହେଲେ ନିଜର ଧୈର୍ଯ୍ୟ ନହରାଇ ବାରମ୍ବାର ପ୍ରୟାସ କରିଚାଲିଥିଲେ ସେ । ଯାହା ପାଇଁ ଆଜି ସେ ଏହି ସଫଳତା ପାଇପାରିଛନ୍ତି ।
ଆପଣ ଜାଣନ୍ତି କି, ଘରେ ବ୍ୟବହାର ହେଉଥିବା ବାସନ ଦ୍ୱାରା ମଧ୍ୟ ଏହା ସୃଷ୍ଟି ହୋଇପାରେ । ପ୍ରତିବର୍ଷ କ୍ୟାନସରରେ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି । ଡାକ୍ତରଙ୍କ ଅନୁସାରେ ଲୋକମାନଙ୍କର ଜୀବନଶୈଳୀ, ଖାଦ୍ୟ, ପ୍ରଦୂଷିତ ଓ ବିଷାକ୍ତ ପରିବେଶ ଏଥି ନିମନ୍ତେ ଦାୟୀ ଅଟେ ।
ଯେତେବେଳେ ସନୀଙ୍କ ଯାଦୁ ବଲିଉଡରେ କାମ କଲାନି, ସେ ଏଠୁ ଆଉ ଟଙ୍କା ରୋଜଗାର କରିପାରିଲେ ନାହିଁ, ତେଣୁ ସେ ରାସ୍ତା ବଦଳେଇବା ନେଇ ନିଷ୍ପତ୍ତି ନେଲେ। ବର୍ତ୍ତମାନ ସେ ଦକ୍ଷିଣ ସିନେମା ଆଡକୁ ମୁହାଁଇଛନ୍ତି।
କାନାର ଗାଁର ମତଦାନ ବୁଥର ଶିକ୍ଷକ ମନୋଜ କୁମାର ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଆମେ ଚାରି ଦିନ ଦୁର୍ଗମ ରାସ୍ତା ଅତିକ୍ରମ କରି ବସ୍ ଯୋଗେ ୮୦ କିଲୋମିଟର ଏବଂ ପାଦରେ ୧୬ କିଲୋମିଟର ଅତିକ୍ରମ କରି ୧୮୦୦ ମିଟର ପାହାଡ ଚଢି ଗାଁରେ ପହଞ୍ଚିଥିଲୁ । ମାତ୍ର ସେଠାରୁ ଆମକୁ ନିରାଶ ହେବାକୁ ପଡିଲା।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୪,୨୪୦ ଟଙ୍କା ହୋଇଛି।
ବରଯାତ୍ରୀଙ୍କୁ ନେଇ ଫେରୁଥିବା ଏକ କାର ଦ୍ରୁତ ଗତିରେ ଆସିଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା। ଯାହାଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଜେନେଟିକ ରକ୍ତ ବ୍ୟାଧିର ଏକ ସ୍ପେକ୍ଟ୍ରମ ଶରୀରରେ ହେମୋଗ୍ଲୋବିନର ହ୍ରାସ କିମ୍ବା ଅନୁପସ୍ଥିତିକୁ ଥାଲାସେମିଆ ଭାବରେ ଜଣାଯାଏ। ଏଭଳି ସମସ୍ୟାରେ ପୀଡିତ ପିଲାମାନଙ୍କର ବାପାମାଆ ସାରା ଜୀବନ ଚିନ୍ତାରେ ଥାଆନ୍ତି। ତେବେ ଏଭଳି ସନ୍ତାନର ପିତାମାତା ସେମାନଙ୍କ ପିଲାମାନଙ୍କୁ ସୁସ୍ଥ କରିବା ନେଇ ଏହି ଉପାୟ ଜାଣିବା ଉଚିତ।
ଆଉ କିଛିଦିନ ଯାଇଥିଲେ ଘରକୁ ଶୁଭ ଖବର ଆସିଥାଆନ୍ତା । କୁଆଁ କୁଆଁ ଶବ୍ଦରେ ପୁରି ଉଠି ଥାଆନ୍ତା ଘର । ଛୋଟ ଛୋଟ ପାଦ ଦ୍ୱୟ ଘରର ଅଗଣାରେ ଖେଳି ବୁଲିଥାଆନ୍ତା । ନାରୀର ନାରୀତ୍ୱ, ପୁରୁଷର ପୌରୁଷ ପୂର୍ଣ୍ଣ ହୋଇଥାଆନ୍ତା । କିନ୍ତୁ ...
ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୨୧ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ୟୁପିଏଏସ୍ସି(UPSC) ସିଭିଲ୍ ସର୍ଭିସେସ୍ ପରୀକ୍ଷା (CSE) ୨୦୨୩ ପାଶ୍ ଖବର ତାଙ୍କ ବାପାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦେଇ ଆଶ୍ଚର୍ଯ୍ୟ କରିଛନ୍ତି । ଏପ୍ରିଲ୍ ୧୮ରେ ଏହା ଇନଷ୍ଟାଗ୍ରାମରେ ପୋଷ୍ଟ ହେବା ପରେ କ୍ୟାମେରାରେ କଏଦ ହୋଇଥିବା ଏହି ହୃଦୟସ୍ପର୍ଶୀ ମୁହୂର୍ତ୍ତ ସୋସିଆଲ ମିଡିଆରେ ଜମେଇକି ଭାଇରାଲ୍ ହେଉଛି।
ରେଳବାଇରେ ସ୍ପୋର୍ଟସ୍ କୋଟା ଗ୍ରୁପ୍ D ର ଖାଲି ପଦବୀ ପୂରଣ ହେବ। ଏନେଇ ଉତ୍ତର ରେଳବାଇ ପକ୍ଷରୁ ଏକ ନୂଆ ବିଜ୍ଞପ୍ତି ଜାରି କରାଯାଇଛି। ଦଶମ ପାଶ୍ କରିଥିବା ଯୁବକମାନେ ଏହାର ସୁଯୋଗ ନେଇପାରିବେ।
ପ୍ରବଳ ସୂର୍ଯ୍ୟ ତାପ ସାଙ୍ଗକୁ ଝାଞ୍ଜିରେ ଚର୍ମରେ ଅନେକ ପ୍ରକାରର ସମସ୍ୟା ଦେଖାଦେଇପାରେ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଚର୍ମର ବିଶେଷ ଯତ୍ନ ନେବା ଅତ୍ୟନ୍ତ ଜରୁରୀ। ତେବେ ଆଜି ଆମେ ଆପଣଙ୍କୁ କିଛି ଘର ତିଆରି ଫେସ୍ ପ୍ୟାକ୍ ବିଷୟରେ କହିବୁ, ଯାହା ଗ୍ରୀଷ୍ମ ସମୟରେ ଆପଣଙ୍କ ଚେହେରାର ଚମକକୁ ବଜାୟ ରଖିବାରେ ସାହାଯ୍ୟ କରିବ।
CFS ପକ୍ଷରୁ ଦିଆଯାଇଥିବା ଏହି ବିବୃତ୍ତି ଉପରେ ଉଭୟ ଏମଡିଏଚ୍ ଏବଂ ଏଭରେଷ୍ଟ ମସଲା ପକ୍ଷରୁ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।
ନିଜର ପ୍ରିୟ ଖେଳାଳି ଧୋନିଙ୍କଠାରୁ ଏହି ଉପହାର ପାଇବା ପରେ ମେହେର କହିଛନ୍ତି, ‘ମୁଁ ମଧ୍ୟ ଦିନେ ଭାରତ ପାଇଁ କ୍ରିକେଟ ଖେଳିବି।
ରେଳ ମନ୍ତ୍ରଣାଳୟରେ ଚାକିରି ପାଇବାକୁ ଅନେକ ଯୁବକଙ୍କର ମଧ୍ୟ ସ୍ୱପ୍ନ ଥାଏ। ଆପଣ ଯଦି ଏହି ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ଭିତରେ ଅଛନ୍ତି ତେବେ ଆପଣଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଏନେଇ ରେଳ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ସବା ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର କିନ୍ତୁ ହ୍ରିତିକ ରୋଶନଙ୍କ ସହ ପୋଜ୍ ଦେଇ ନୁହେଁ ବରଂ ନିଜର ଏକ ଫଟୋ କାରଣରୁ ସେ ଖବରରେ ଅଛନ୍ତି। ଏହି ଫଟୋରେ ସେ ତାଙ୍କ ଆବ୍ସ ଦେଖେଇଛନ୍ତି।
ଟିକେଟ କରି ମଧ୍ୟ ଟ୍ରେନରେ ଚଢ଼ିପାରିଲେନି ଯୁବକ । ରାଗରେ ଭାଙ୍ଗିଲେ ଟ୍ରେନ ଝରକାର କାଚ । ଏସି କୋଚରେ ଚଢ଼ିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଠିକ୍ ଟାଇମରେ ଚ୍ରେନ ଛାଡ଼ିଦେଲା । ଆଉ ଏହା ସହ ଟ୍ରେନର ଡୋର୍ ମଧ୍ୟ ବନ୍ଦ ହୋଇଗଲା ।
ଖୁବ୍ଶୀଘ୍ର ଏକ ନୂଆ ଢ଼ଙ୍ଗରେ ଖବର ଶୁଣିବାକୁ ପ୍ରସ୍ତୁତ ହୁଅନ୍ତୁ । ଯାହା ଆପଣ ଆଗରୁ କେବେ ଶୁଣିନଥିବେ । ବିଲକୁଲ ନୂଆ ଢ଼ଙ୍ଗରେ ଡିଡି ନ୍ୟୁଜ୍କୁ ଅନୁଭବ କରିବେ ।
ଭାଇଜାନଙ୍କ ପ୍ରଶଂସକମାନେ ଖୁବ୍ ଶୀଘ୍ର ତାଙ୍କୁ ପରଦାରେ ‘ବଜରଙ୍ଗୀ ଭାଇଜାନ ୨’ ଭାବେ ଦେଖିବେ। କୁହାଯାଉଛି ଯେ ‘ବଜରଙ୍ଗୀ ଭାଇଜାନ ୨’ର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇଯାଇଛି ଏବଂ ବର୍ତ୍ତମାନ କେବଳ ସଲମାନ ଖାନଙ୍କ ମୁହଁରୁ ହଁ ଶୁଣିବା ବାକି ଅଛି। ଏହା ପରେ ହିଁ ଆଗକୁ ପ୍ରସ୍ତୁତି ଆରମ୍ଭ ହେବ।