• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Indian premier league reinvented the cricket league
IPL 2024: କ୍ରିକେଟ୍‌ର ପାରମ୍ପରିକ ଫର୍ମାଟ୍‌କୁ ଅଣଦେଖା ବେଳେ ଆଇପିଏଲ୍ ଦେଲା ନୂଆ ସ୍ୱାଦ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଦୀର୍ଘ ଦିନ ଧରି ଚାଲିଆସୁଥିବା 'ଭଦ୍ରଲୋକଙ୍କ ଖେଳ'କୁ ବଲିଉଡ୍‌ ତାରକାଙ୍କ ସହିତ ଏକ ରୋମାଞ୍ଚକର ତିନି ଘଣ୍ଟିଆ କ୍ରୀଡା ନାଟକରେ ପରିଣତ କରି ଦେଶର କ୍ରିକେଟ୍ ଲିଗ୍‌କୁ ପୁନଃ ସ୍ଥାପିତ କରିଥିଲା।

Einsteins Brain Was Stolen
ଆଇନଷ୍ଟାଇନଙ୍କ ବ୍ରେନ୍‌କୁ ଚୋରି କରି ୨୪୦ ଖଣ୍ତ କରିଥିଲେ ଏହି ବ୍ୟକ୍ତି; ପଢ଼ନ୍ତୁ ପୂରା କହାଣୀ...

ଏପ୍ରିଲ ୧୮ରେ ଜର୍ମାନୀର ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ମୃତଦେହରୁ ତାଙ୍କ ବ୍ରେନ୍‌ ଚୋରାଇ ନିଆଯାଇଥିଲା ।

Fruits
ଫ୍ରିଜ୍‌ରେ ଦୀର୍ଘ ଦିନ ଧରି ତାଜା ରହିବ ଫଳ: ଆପଣାନ୍ତୁ ଏହି ଉପାୟ

ଦୈନଦିନ ଜୀବନରେ ଫଳ ବା ପନିପରିବାକୁ ତାଜା ରଖିବା ପାଇଁ ଆମେ ଫ୍ରିଜ୍‌ର ବ୍ୟବହାର କରିଥାଉ । ତେବେ ଅନେକ ସମୟରେ ଫଳ ଓ ପରିବା ଫ୍ରିଜ୍‌ରେ ରଖି ମଧ୍ୟ ଖରାପ ଓ ନଷ୍ଟ ହୋଇଯାଏ । ତେବେ କିଛି ଘରୋଇ ଉପାୟ ସାହାଯ୍ୟରେ ଆମେ ଫଳକୁ ଦୀର୍ଘଦିନ ଧରି ଫ୍ରିଜ୍‌ରେ ରଖିପାରିବା । ତେବେ ଚାଲନ୍ତୁ ଜାଣିବା ଏ ନେଇ କିଛି ଟିପ୍‌ସ ।

Mission South
ମୋଦିଙ୍କ ଦାକ୍ଷିଣାତ୍ୟ ଅଭିଯାନ, ନିର୍ବାଚନ ପୂର୍ବରୁ ତାମିଲନାଡୁରେ ହେଲା BJP-PMK ମେଣ୍ଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଉଥ୍ ମିଶନ ଜାରି ରହିଛି। ତିନି ଦିନ ଧରି ଦକ୍ଷିଣ ଭାରତର ସବୁ ରାଜ୍ୟରେ ନିର୍ବାଚନୀ ରାଲି କରିଛନ୍ତି ମୋଦି।

Raped
ବର୍ବର କାଣ୍ତ: ବାଥ୍‌ରୁମ୍‌ରେ ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ; ଗିରଫ ହେଲା ୧୪ ବର୍ଷର ନାବାଳକ !

ପୁଣି ଲଜ୍ୱା । ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ । ଶିଶୁକନ୍ୟାକୁ ବାଥରୁମରେ ତାଲା ପକାଇ ଦୁଷ୍କର୍ମ କଲା ଘର ପାଖର ୧୪ ବର୍ଷର ନାବାଳକ ।

Maharashtra Politics
ବିଜେପିରେ ଯୋଗ ଦେବେ ରାଜ୍ ଠାକରେ, ଦିଲ୍ଲୀରେ ଅମିତ ଶାହାଙ୍କ ସହ କଲେ ଆଲୋଚନା

ମହାରାଷ୍ଟ୍ରର ଠାକରେ ପରିବାରକୁ ରାଜନୈତିକ ପଶାପାଲିରେ ହରାଇବାକୁ ଠାକରେ ପରିବାରର ସହାୟତା ନେଉଛି ବିଜେପି । ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀକୁ ହରାଇବାକୁ ତାଙ୍କ କାକା ପୁଅ ଭାଇ ରାଜ ଠାକରେଙ୍କ ସହିତ ବିଜେପି ମେଣ୍ଟ କରିବାକୁ ଯାଉଛି ।

woman bites off forest official's ear
ଜଙ୍ଗଲରେ ଧୂମପାନ କରୁଥିଲେ ଦମ୍ପତି, ମନା କରିବାରୁ ବନ କର୍ମଚାରୀଙ୍କ କାନ କାମୁଡ଼ି ଦେଲେ ମହିଳା

କିନ୍ତୁ ନିଜ ଭୁଲ ମାନିବା ପରିବର୍ତ୍ତେ ସେମାନେ ଆକ୍ରୋଶର ଜବାବ ଦେଇଥିଲେ ଏବଂ ଚାହୁଁ ଚାହୁଁ ଘଟଣାଟି ହିଂସାତ୍ମକ ରୂପ ନେଇଥିଲା ବୋଲି କହିଛନ୍ତି ୨୨ ବର୍ଷୀୟ ବନ କର୍ମଚାରୀ ବିକାଶ।

Patanjali
ବାବା ରାମଦେବଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଭ୍ରମିତ ବିଜ୍ଞାପନ ପାଇଁ ହାଜର ହେବାକୁ ନିର୍ଦ୍ଦେଶ

ବାବା ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ । ବିଭ୍ରାନ୍ତିକର ବିଜ୍ଞାପନ ଉପରେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସୁପ୍ରିମକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Delhi Pollution
ପ୍ରଦୂଷଣର ରାଜଧାନୀ ପାଲଟିଛି ଦିଲ୍ଲୀ, ଦେଶ ତାଲିକାର ୩ୟ ସ୍ଥାନରେ ଭାରତ

ଦିଲ୍ଲୀ ହେଉଛି ବିଶ୍ୱର ସବୁଠୁ ପ୍ରଦୂଷିତ କ୍ୟାପିଟାଲ ସିଟି । ଏହି ରିପୋର୍ଟ ଦେଇଛି ସୁଇଜରଲାଣ୍ଡର ଏକ ସଂସ୍ଥା ଆଇକ୍ୟୁ ଏୟାର୍ ।

Crime GPT
Crime GPT: ପୋଲିସର ବଡ଼ ପଦେକ୍ଷପ; ଅପରାଧୀଙ୍କୁ ଶୀଘ୍ର ଧରିବ କ୍ରାଇମ୍‌ ଜିପିଟି...

ଅପରାଧୀଙ୍କୁ ଧରିବା ପାଇଁ ପୋଲିସର ବଡ଼ ପଦେକ୍ଷପ । ଅପରାଧୀଙ୍କୁ ଆଉ ନିସ୍ତାର ନାହିଁ, ଏଣିକି ଧରିବ କ୍ରାଇମ୍‌ ଜିପିଟି । 

Pasupati Paras
କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ପଶୁପତି ପାରସ... କହିଲେ,‘ମୋ ପ୍ରତି ହୋଇଛି ଅନ୍ୟାୟ’

ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରି ପଶୁପତି ନିଜର ଇସ୍ତଫା ଘୋଷଣା କରିଛନ୍ତି। ସେ କହିଛନ୍ତି, 'ମୋର ଏବଂ ମୋ ପାର୍ଟି ପ୍ରତି ଅନ୍ୟାୟ କରାଯାଇଛି ।

Crime
ସ୍ତ୍ରୀକୁ ଛୁରୀ ଭୁସି ମାରିଦେଲା ସ୍ୱାମୀ..ପରେ ମାଆକୁ କହିଲା ସବୁଦିନ ପାଇଁ ଶୁଆଇ ଦେଲି

ସ୍ତ୍ରୀକୁ ଛୁରୀ ଭୁସି ହତ୍ୟା । ପଞ୍ଜାବର ଜଣେ ବ୍ୟକ୍ତି କାନାଡ଼ାରେ ନିଜ ସ୍ତ୍ରୀକୁ ଛୁରୀ ଭୁସି ହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ୪୧ ବର୍ଷୀୟ ବଲବିନ୍ଦର କୌର ।

Dell
ଘରୁ କାମ କଲେ ମିଳିବନି ପ୍ରମୋସନ୍‌, କର୍ମଚାରୀଙ୍କ ପାଇଁ ନୂଆ ନିୟମ ଜାରି କଲା ଏହି କମ୍ପାନୀ...

କିନ୍ତୁ ଏବେ କର୍ମଚାରୀମାନଙ୍କୁ ନୋଟିସ୍‌ ଦିଆଯାଇଛି କି ଆପଣ ଘରୁ କାମ କରିପାରିବେ କିନ୍ତୁ କମ୍ପାନୀ ଏହି କାମ ବଦଳରେ ଆପଣଙ୍କୁ ପ୍ରମୋସନ୍‌ ଦେବ ନାହିଁ।

Fire
ମାଗଣାରେ କାମ କରିବାକୁ ରାଜି ହେଲେନି ଶ୍ରମିକ, ଶୋଇଥିବା ବେଳେ ଘରେ ନିଆଁ ଲଗାଇ ଦେଲା ଠିକାଦାର

ଫ୍ରିରେ କାମ କରିବାକୁ ମନା କରିବାରୁ ଘର ଜାଳିଦେଲେ । ବିନା ପାରିଶ୍ରମିକରେ କାମ କରିବାକୁ କହୁଥିଲେ । କିନ୍ତୁ ଶ୍ରମିକମାନେ ମନା କରିଦେଲେ । ଫଳରେ ପ୍ରାୟ ୧୫ ଜଣ ଶ୍ରମିକଙ୍କର ବ୍ୟବହାର ସାମଗ୍ରୀରେ ନିଆଁ ଲଗାଇ ଦେଇଛନ୍ତି ଜଣେ ଠକାଦାର ।

IPL
IPL Records: ୭ ବର୍ଷ ପୂର୍ବେ ସବୁଠୁ ବଡ଼ ପରାଜୟର ସାମ୍ନା କରିଥିଲା ଏହି ଟିମ୍‌, ଏପର୍ଯ୍ୟନ୍ତ ବି ଭାଙ୍ଗିନି ରେକର୍ଡ

ଆଇପିଏଲର ୧୬ ବର୍ଷର ଇତିହାସରେ ରନ୍‌ ଦୃଷ୍ଟିରୁ ଏହା କୌଣସି ଦଳ ପାଇଁ ସବୁଠୁ ବଡ଼ ପରାଜୟ। ୧୬ ବର୍ଷ ଭିତରେ ଏତେ ରନ୍‌ ବ୍ୟବଧାନରେ ଆଉ କୌଣସି ଟିମ୍‌ ପରାଜୟ ବରଣ କରିନାହିଁ।

Gold Price Today
Gold Price Today 19th March 2024: ବଦଳିଲା ସୁନା ରୁପା ଦର,ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୬,୩୦୦ ଟଙ୍କା ହୋଇଛି।

Odisha Politics
ଲୋକସଭା ପ୍ରାର୍ଥୀ ଚୟନ ପାଇଁ ବିଜେପିର କସରତ, ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର ନାଁ!

ଓଡ଼ିଶା ସମେତ ୮ଟି ରାଜ୍ୟରେ ଲୋକସଭା ପ୍ରାର୍ଥୀ ଚୟନ ପାଇଁ ବିଜେପିର କସରତ । ଗତକାଲି ବିଳମ୍ବିତ ରାତିରେ ସରିଲା ଦଳର କୋର୍ କମିଟି ବୈଠକ । ଆଜି ପୁଣି ଓଡ଼ିଶା ସଂପର୍କରେ ହେବ ବିସ୍ତୃତ ଆଲୋଚନା । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକ ରାତି ପ୍ରାୟ ୨ଟା ଯାଏଁ ଚାଲିଥିଲା ।

Panchang Today
Panchang Today 19th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀ ୧୯ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Rohit Sharma & Hardik Pandya
IPL 2024: କାହିଁକି ହେଲେ କ୍ୟାପ୍ଟେନ୍‌.. ମୁହଁ ଖୋଲିଲେ ପାଣ୍ତ୍ୟା..ରୋହିତଙ୍କୁ ନେଇ ଦେଲେ ବଡ଼ ବୟାନ

ରୋହିତଙ୍କୁ ମୁମ୍ବାଇ କ୍ୟାପ୍ଟେନ୍ସିରୁ ହଟାଇବା ପରେ ମୁହଁ ଖୋଲିଲେ ପାଣ୍ତ୍ୟା। କହିଲେ, ରୋହିତ ମୋତେ ସହଯୋଗ କରିବାକୁ ସବୁବେଳେ ରହିବେ। ମୁଁ ଜାଣିଛି ତାଙ୍କର ହାତ ପୂରା ସିଜିନରେ ମୋ କାନ୍ଧ ଉପରେ ରହିବ।

JEE main 2024 session 2 exam city slip to release soon
JEE Main 2024: ଆପଣ JEE ମେନ୍ ପରୀକ୍ଷା ଦେବାକୁ ପ୍ରସ୍ତୁତ କି; ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା

ଅଫିସିଆଲ୍ ୱେବସାଇଟ୍ jeemain.nta.ac.in ରେ ଅନ୍‌ଲାଇନ୍ ମୋଡ୍ ରେ JEE ମେନ୍ ସେସନ୍‌ ୨ ପରୀକ୍ଷା ସିଟି ସ୍ଲିପ୍ ଜାରି ହେବ। ଏଠାରେ ଆବଶ୍ୟକ ବିବରଣୀ ସହିତ ଲଗ୍ ଇନ୍ କରି, ଆପଣ JEE ମେନ୍ ସେସନ୍‌ ୨ ପରୀକ୍ଷା ସିଟି ସ୍ଲିପ୍ ଡାଉନ୍‌ଲୋଡ୍ କରିବାକୁ ସମର୍ଥ ହେବେ।

Insurance Fraud
୧ କୋଟି ଇନସୁରାନ୍ସ ଟଙ୍କା ପାଇଁ ମହିଳାଙ୍କ ମୃତ୍ୟୁ ନାଟକ ! ଧରାପଡ଼ିଲା ପରେ...

ମୃତ୍ୟୁ ସାର୍ଟିଫିକେଟ ଦେଖାଇ ସେ ଜୁଲାଇ ମାସରେ ଇନ୍‌ସୁରାନ୍ସ କମ୍ପାନୀଠାରୁ ଏକ କୋଟି ଟଙ୍କା କ୍ଲେମ୍‌ କରିଥିଲେ ।

80 year old grandma having perfect plump skin without any wrinkles
Skin Care Tips: ବୟସ ହେଲାଣି ୮୦; ଚେହେରାରେ ନାହିଁ ଗୋଟିଏ ବି ଦାଗ; ଜାଣନ୍ତୁ ଏହାର ଗୁପ୍ତ ମନ୍ତ୍ର

ଆପଣ କ’ଣ କେବେ ଭାବି ପାରିବେ କି ୮୦ ବର୍ଷର ଜଣେ ବୁଦ୍ଧାଙ୍କ ଚର୍ମରେ ଦେଖାଯାଉଛି ଆଶ୍ଚର୍ଯ୍ୟଜନକ ଗ୍ଲୋ। ନିକଟରେ ସୋସିଆଲ ମିଡିଆରେ ଜଣେ ୮୦ ବର୍ଷର ମହିଳାଙ୍କ ଭିଡିଓ ଭାଇରାଲ୍ ହେଉଛି। ତାଙ୍କର ଚମକୁଥିବା ଚର୍ମ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି।

QR Code
ପ୍ରେମିକା ଖୋଜିବାର ନୂଆ ଉପାୟ; ଟି-ସାର୍ଟରେ ପ୍ରିଣ୍ଟ କଲେ QR କୋଡ୍‌..ଫଟୋ ଭାଇରାଲ୍‌

ଯୁବକଙ୍କ କ୍ରିଏଟିଭ୍‌ ଚିନ୍ତାଧାରା ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଡେଟିଂ ପାଇଁ ଝିଅ ଖୋଜିବାର ନିଆରା ଉପାୟ ଆପଣେଇଛନ୍ତି ମୁମ୍ବାଇର ଜଣେ ଯୁବକ।

Depression
କେମିତି ଜାଣିବେ ଡିପ୍ରେସନ୍‌ରେ ଅଛନ୍ତି ପୁରୁଷ ବନ୍ଧୁ ? ଜାଣନ୍ତୁ ୧୦ ଲକ୍ଷଣ...

ମହିଳାମାନଙ୍କ ତୁଳନାରେ ପୁରୁଷମାନଙ୍କ ମାନସିକ ସ୍ୱାସ୍ଥ୍ୟାବସ୍ଥାର ଖରାପ ଥିଲେ ଲକ୍ଷଣ ଭିନ୍ନ ଥାଏ । ମହିଳାଙ୍କ ଉଦାସୀନତାର ଲକ୍ଷଣ ପୁରୁଷଙ୍କ ତୁଳନାରେ ସାମାନ୍ୟ ଭିନ୍ନ |

Say No
ଯଦି ଆପଣ ପାରିବେନି...ମନା କରିବା ଶିଖନ୍ତୁ, ଜାଣନ୍ତୁ ଏହାର ଉପାୟ...

ବହୁ ଲୋକ ମନା କରିପାରନ୍ତି ନାହିଁ । ମନା କରିବାକୁ ସେମାନଙ୍କୁ ଖରାପ ଲାଗେ । ସାମ୍ନାରେ ଥିବା ବ୍ୟକ୍ତି କାଳେ କ’ଣ ଭାବିବ, ସେୟା ଭାବି ଅନେକ ମନା କରିପାରନ୍ତି ନାହିଁ ।