ପ୍ରମୁଖ କର୍ପୋରେଟ୍ ସଂସ୍ଥାରେ ଚାକିରି କରିଥିଲେ । ହେଲେ ଆଧ୍ୟାତ୍ମିକତା ଆଡକୁ ସେ ଅଧିକ ଆକର୍ଷିତ ହେଲେ । ଜୀବନକୁ ଖୋଜିବାକୁ ଲାଗିଲେ । ସତ୍ୟର ଅନ୍ୱେଷଣ କରିବାକୁ ଲାଗିପଡିଲେ । ବଦଳିଗଲା ତାଙ୍କ ଜୀବନର ମୋଡ଼ । ହଠାତ୍ ଅଧିକ ଦରମାର ଚାକିରି ଛାଡି ସନ୍ୟାସ ନେଲେ ।
ବାପା ଜଣେ ବଡ଼ ଶିଳ୍ପପତି । କିନ୍ତୁ ପୁଅ ଆପଣାଇନେଲେ ଭିକ୍ଷୁକଙ୍କ ରାସ୍ତା । ତେବେ ଆସନ୍ତୁ ଜାଣିବା ସେମିତି ଏକ ବ୍ୟକ୍ତିଙ୍କର କାହାଣୀ...
ଭବେଶଙ୍କର ୧୬ ବର୍ଷୀୟ ପୁଅ ଓ ୧୯ ବର୍ଷୀୟା ଝିଅ ୨୦୨୨ରେ ଜୈନ ଦୀକ୍ଷା ନେବାକୁ ନିଷ୍ପତ୍ତି ନେଇଥିଲେ । ଉଭୟ ସେମାନଙ୍କ ପିଲାମାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଏସବୁ ତ୍ୟାଗ କରିବା ପାଇଁ ନିଷ୍ପତ୍ତି ନେଇଥିବା ସ୍ଥାନୀୟ ଲୋକ କହିଛନ୍ତି।
ସେହି IIT ଗୋଲ୍ଡ ମେଡାଲିଷ୍ଟ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସନ୍ଦୀପ କୁମାର ଭଟ୍ଟ । ସନ୍ଦୀପ IIT ଦିଲ୍ଲୀରୁ ଇଞ୍ଜିନିୟରିଂ କରିଥିଲେ । ସେ ୨୦୦୨ ବ୍ୟାଚ୍ର ଗୋଲ୍ଡ ମେଡାଲିଷ୍ଟ ଥିଲେ।
ଆଶ୍ଚର୍ଯ୍ୟ କଲା ଭଳି ଘଟଣା...୨୨ ବର୍ଷ ତଳେ ହେଲେ ନିଖୋଜ...ଫେରିଲେ ସାଧୁ ବେଶରେ...ଖାଲି ମାଗିଲେ ଏହି ଜିନିଷ...