• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Agnipath scheme
ଚାରିଆଡ଼େ ଅଗ୍ନିପଥ ନିଆଁ : ବିହାରରେ ୪ ଟ୍ରେନ୍‌ ପୋଡ଼ିଦେଲେ ବିକ୍ଷୋଭକାରୀ, ବନାରସ-ଇନ୍ଦୋରରେ ଭଙ୍ଗାରୁଜା

ବିହାରର ବିଭିନ୍ନ ଷ୍ଟେସନରେ ଜୋରଦାର ପ୍ରତିବାଦ କରିବା ସହ ଆନ୍ଦୋଳନକାରୀମାନେ ଟ୍ରେନରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି

Sunil Chhetri
୧୭ବର୍ଷର ଲମ୍ବା କ୍ୟାରିୟର, ଭାରତର ସର୍ବାଧିକ ଗୋଲ ସ୍କୋରର ସୁନୀଲ ଛେତ୍ରୀ

ହଂକଂ ବିପକ୍ଷରେ ଗୋଟିଏ ଗୋଲ ଦେଇ ସୁନୀଲ ଛେତ୍ରୀ ବିଶ୍ୱର ଶ୍ରେଷ୍ଠ ୫ଜଣ ଗୋଲ ସ୍କୋରର୍ଙ୍କ ତାଲିକାରେ ତାଙ୍କ ନାଁକୁ ସାମିଲ କରିଛନ୍ତି । ବି

Branded edible oil makers slash prices
ବଢ଼ିଲା LPG କନେକ୍ସନ ଦର, ଶସ୍ତା ହେଲା ଖାଇବା ତେଲ

ଗୋଟିଏପଟେ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ହୋଇଥିବା ବେଳେ ଅନ୍ୟପଟେ ଆଶ୍ୱସ୍ତି ମିଳିଛି। ଗତକାଲି ଏଲ୍‌ପିଜି କନେକ୍ସନ ଦର ବୃଦ୍ଧି ପାଇଥିବା ବେଳେ ଖାଇବା ତେଲ ଶସ୍ତା ହୋଇଛି। ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲ ଦର କମି ଥିବାରୁ ଗ୍ରାହକଙ୍କୁ ମହଙ୍ଗାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।  

Viral
ରାସ୍ତାକଡ଼ରେ ଆଫଗାନୀ ଟିଭି ଆଙ୍କର୍‌ : ଦାନା ମୁଠାଏ ପାଇଁ ବିକୁଛନ୍ତି ଷ୍ଟ୍ରିଟ୍‌ଫୁଡ୍

ତାଲିବାନି ଶାସନରେ ବେକାର ଟିଭି ଆଙ୍କର, ରାସ୍ତାରେ ଷ୍ଟ୍ରିଟ୍‌ଫୁଡ୍ ବିକ୍ରି କରି ପରିବାର ଚଳାଉଛନ୍ତି

IndianFootball
ଇତିହାସ ରଚିଲା ଭାରତୀୟ ଫୁଟବଲ୍ ଟିମ୍ : ୨୦୨୩ ଏଏଫସି ଏସିଆନ୍ କପ୍ ପାଇଁ ଯୋଗ୍ୟତା ହାସଲ

ପ୍ରାୟ ୪୮ ହଜାର ଦର୍ଶକ ଷ୍ଟାଡିୟମରେ ରହି ଭାରତୀୟ ଟିମକୁ ସମର୍ଥନ କରିଥିଲେ

LPG Connection Price Increases
ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼: ବଢ଼ିଲା LPG କନେକ୍ସନ ଦର

ବଢ଼ିଲା ଏଲ୍‌ପିଜି କନେକ୍ସନ ଦର। ଯଦି ଆପଣ ନୂଆ ଏଲ୍‌ପିଜି କନେକ୍ସନ ନେବାକୁ ଚାହୁଁଛନ୍ତି, ତା’ହେଲେ ଏଥିପାଇଁ ଆପଣଙ୍କୁ ଏଣିକି ଅତିରିକ୍ତ ୮୫୦ ଟଙ୍କା ଦେବାକୁ ପଡ଼ିବ।

India Records Over 12,000 New Covid Cases
ଏହି ୨ ସହରରେ ବଢ଼ୁଛି କରୋନା ସଂକ୍ରମଣ, ପୁଣି କଡ଼ାକଡ଼ି ହେବ କି କଟକଣା ?

ପୁଣି ଥରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୨,୨୧୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Agnipath Protests
ବିରୋଧ ପରେ ରାତାରାତି ବଦଳିଲା ନିୟମ, ସେନାରେ ଭର୍ତ୍ତି ହେବାପାଇଁ ଚାହୁଁଥିବା ଆଶାୟୀଙ୍କ ପାଇଁ ବଡ଼ ଘୋଷଣା

‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶରେ ଜୋରଦାର ପ୍ରତିବାଦ ପରେ ଆନ୍ଦୋଳନକୁ ପ୍ରଶମିତ କରିବାକୁ କେନ୍ଦ୍ର ସରକାର ପ୍ରୟାସ କରିଛନ୍ତି। ୩ ସେନା ବାହିନୀରେ ଅଗ୍ନିବୀର ଭାବେ ଯୁବକ ଯୁବତୀଙ୍କୁ ଭର୍ତ୍ତି କରିବା ପାଇଁ ୨ ଦିନ ପୂର୍ବେ ‘ଅଗ୍ନିପଥ’ ଯୋଜନା ଘୋଷଣା ହୋଇଥିଲା।

IND vs SA T20
ସିରିଜ୍‌ରେ ନିଜ ସ୍ଥାନ ବଜାଏ ରଖିବାକୁ ଜୋର୍‌ ଲଗାଇବ ଟିମ୍‌ ଇଣ୍ତିଆ

ଭାରତ ପାଇଁ ଆଜି କର ବା ମର ସ୍ଥିତି । ଏଣେ ଆଜିର ମ୍ୟାଚ୍‌ ଜିତି ସିରିଜ ହାତେଇବାକୁ ଚେଷ୍ଟା କରିବ ଭ୍ରମଣକାରୀ ଦଳ ।

Special story
 ରାହୁଲ ଉଦ୍ଧାର ପଛର ରିଅଲ୍ ହିରୋ ଜିତେନ୍ଦ୍ର, ଅପରେସନ୍‌ ଜିନ୍ଦେଗୀରେ ଜଗନ୍ନାଥ ଭକ୍ତଙ୍କ ବଡ଼ ହାତ

ରାହୁଲଙ୍କୁ ଉଦ୍ଧାର ବେଳେ ଜଗନ୍ନାଥଙ୍କ ନାଁ ନେଇଥିଲେ ଛତିଶଗଡ ଜାଞ୍ଜଗିର ଚାମ୍ପା ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା

Pervez Musharraf
ସ୍ୱଦେଶ ଫେରିବାକୁ କାକୁତିମିତନି ହେଉଛନ୍ତି ପରଭେଜ ମୁଶାରଫ

ପ୍ରଥମେ ମୃତ୍ୟୁନେଇ ଗୁଜବ, ଆଉ ଏବେ ସ୍ୱଦେଶ ଫେରିବା ଖବର । ପାକିସ୍ତାନର ପୂର୍ବତନ ମିଲିଟାରୀ ଶାସକ ଜେନେରାଲ ପରଭେଜ୍ ମୁଶାରଫଙ୍କ ପାକିସ୍ତାନ ଫେରିବା ନେଇ ପ୍ରଶସ୍ତ ହୋଇଛି ରାସ୍ତା

Special story
ମୂଷା ଗାତରୁ ମିଳିଲା ୫ଲକ୍ଷ ଟଙ୍କାର ସୁନା ଅଳଙ୍କାର

ମୂଷା ନେଇଯାଇଥିଲା ସୁନା ଅଳଙ୍କାର, ଅନେକ ଖୋଜାଖୋଜି ପରେ ମିଳିଲା ।

Agnipath
କେନ୍ଦ୍ର ସରକାରଙ୍କ ପାଇଁ ଅଗ୍ନି ପରୀକ୍ଷା ଆଣିବ ‘ଅଗ୍ନିପଥ’, ବିହାରରେ ଟ୍ରେନ୍‌ ଜାଳିଦେଲେ ବିକ୍ଷୋଭକାରୀ

ବିଶେଷଜ୍ଞଙ୍କ ମଧ୍ୟରେ ବି ଏହାକୁ ନେଇ ପ୍ରକାଶ ପାଇଛି ମିଶ୍ର ପ୍ରତିକ୍ରିୟା । ଅନ୍ୟପକ୍ଷରେ ଏହି ଯୋଜନା ସେନାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି କହିଥିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ତିନି ସେନା ମୁଖ୍ୟ ।

Rahul Sahoo
ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ମାନବୀୟ ଲୀଳା ! ବାସ୍ତବରେ କେମିତି ଉଦ୍ଧାର ହୋଇଥିଲା ରାହୁଲ ? କିଏ କରିଥିଲା ଉଦ୍ଧାର ?

କେମିତି ଉଦ୍ଧାର ପାଇଥିଲା ରାହୁଲ ? ଛୋଟ ପିଲା ତାଙ୍କୁ ଉଦ୍ଧାର କରିଥିଲା ନା ଉଦ୍ଧାରକାରୀ ଦଳ ?

Special story
ରାହୁଲ ରେସ୍କ୍ୟୁରେ ଦେଶୀ ଯୁଗାଡ଼: ଅନ୍ୟ ଜଣେ ପିଲାର ଗୋଡ଼ରେ ଦଉଡ଼ି ବାନ୍ଧି ଗାତ ଭିତରକୁ ଛାଡ଼ିଥିବା କହିଲେ ଜିଲ୍ଲାପାଳ

ଶେଷ ପର୍ଯ୍ୟାୟ ଖନନ ବେଳେ ରାହୁଲ ଉପରେ ପଥର ଖଣ୍ଡ ପଡ଼ିବାର ଆଶଙ୍କା ଥିଲା । କେମିତି ସେଥିରୁ ତାକୁ ସୁରକ୍ଷା ଦେଇହେବ, ସେଥିପାଇଁ ଏକ ଦେଶୀ ଯୁଗାଡରେ ଆଇଡିଆ ଜୁଟିଥିଲା

petrol price
ପାକିସ୍ତାନରେ କ୍ଷଣିକେ ୫୯ ମହଙ୍ଗା ହେଲା ଡିଜେଲ : ପେଟ୍ରୋଲ ଲିଟର ପିଛା ଦର ୨୩୩

ପେଟ୍ରୋଲିୟମ ଉତ୍ପାଦ ଉପରେ ସବସିଡି ପ୍ରଦାନ କରିବା ସ୍ଥିତିରେ ନାହାନ୍ତି ପାକିସ୍ତାନ ସରକାର ।

Someone Just Quit Their Job Using Three Words In A Resignation Letter & Netizens Are Inspired!
ମାତ୍ର ତିନୋଟି ଶବ୍ଦରେ ଇସ୍ତଫା ପତ୍ର: ଏମିତି ଲେଖି ଚାକିରି ଛାଡ଼ିଲେ

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଏହି ୩ ଟି ଶଦ୍ଦର ଇସ୍ତଫା ପତ୍ର....

Renuka
କଂଗ୍ରେସ ନେତ୍ରୀଙ୍କ ଭିଲିଆନ୍‌ ଷ୍ଟାଇଲ୍, ପୋଲିସ କର୍ମଚାରୀଙ୍କ ସାର୍ଟ କଲର ଧରି ଝିଙ୍କିଲେ ! ଦେଖନ୍ତୁ ଭିଡିଓ..

ବିରୋଧ ପ୍ରଦର୍ଶନ ବେଳେ କଂଗ୍ରେସ କର୍ମୀ ଗୋଟିଏ ସ୍କୁଟର ପୋଡି ଦେଇଥିବା ସହ ୩ଟି ସରକାରୀ ବସ୍ ଭଙ୍ଗାରୁଜା କରିଛନ୍ତି ।

putin
ଥରୁଛନ୍ତି ଋଷ୍‌ ରାଷ୍ଟ୍ରପତି : ସିଧା ଛିଡ଼ା ହେବାପାଇଁ ସଂଘର୍ଷ କରୁଥିବାର ଭିଡିଓ ଭାଇରାଲ୍

ପୋଡିୟମ ପାଖରେ ଠିଆ ହୋଇଥିବା ବେଳେ ପୁଟିନ ଗୋଡ ହଲାଉଥିବା ନଜର ଆସୁଛନ୍ତି । ପୁଟିନ ଛିଡ଼ା ହେବାରେ ଅସୁବିଧା ଭୋଗୁଥିବା ଜଣାପଡ଼ୁଛି ।

Mumbai Writer Raped In 5-Star
ଫାଇଭ୍‌ ଷ୍ଟାର ହୋଟେଲ୍‌ରେ ଲେଖିକାଙ୍କୁ ଦୁଷ୍କର୍ମ, ‘D’ ଗ୍ୟାଙ୍ଗ୍‌ ଧମକ ଦେଇଥିବା ଅଭିଯୋଗ...

ମୁମ୍ବାଇର ଜୁହୁ ସ୍ଥିତ ଏକ ପଞ୍ଚ ତାରକା ହୋଟେଲ୍‌ରେ ୩୫ ବର୍ଷୀୟା ଲେଖିକାଙ୍କୁ ବିଜ୍‌ନେସ୍‌ମ୍ୟାନ୍‌ ଦୁଷ୍କର୍ମ କରିଥିବା ଅଭିଯୋଗ ଡୋଇଛି। ଅଣ୍ଡରୱାର୍ଲଡ୍‌ ଡନ୍‌ ଦାଉଦ ଇବ୍ରାହିମ୍‌ଙ୍କ ନାଁ ନେଇ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ଧମକ ଦେଇଥିଲେ।

Lucknow PUBG Murder Case
ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ସ୍ୱୀକାର କଲେ ଅପରାଧ କହିଲେ-‘ହଁ, ମୁଁ ମୋ ମା’କୁ ଗୁଳି କରି ହତ୍ୟା କରିଛି’

‘ହଁ, ମୁଁ ମୋ ମା’କୁ ଗୁଳି କରି ହତ୍ୟା କରିଛି। ଆଉ ଏହା ମଧ୍ୟ ଜାଣିଛି ଯେ, ଏଥିପାଇଁ ଅଧିକରୁ ଅଧିକ ମୋତେ ଫାଶୀ ହେବ। ଏଥିପାଇଁ ମୁଁ ପ୍ରସ୍ତୁତ ଅଛି।’ ଲକ୍ଷ୍ନୌରେ ୧୬ ବର୍ଷର ବାଳକ ନିଜ ମା’କୁ ଗୁଳିକରି ହତ୍ୟା ଘଟଣାରେ ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ଏଭଳି କିଛି ସ୍ୱୀକାର କରିଛନ୍ତି।

Flood Update
ପ୍ରବଳ ବର୍ଷାରେ ଭୁସୁଡ଼ିଲା କାନ୍ଥ, ୨ ନାବାଳିକା ମୃତ

ଆସାମ ଗୋଲପାରା ନିକଟରେ ଏକ ଅଘଟଣ ଘଟିଛି । ପ୍ରବଳ ବର୍ଷା ଫଳରେ ଅଧିକାଂଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି। ବର୍ଷା ଯୋଗୁ ଗତ ତିନି ଦିନରେ ୬ ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।

India Daily Covid Cases At 12,213, Cross 10,000 For 1st Time Since Late-Feb
ଦେଶରେ କାୟା ମେଲାଉଛି କରୋନା; ୧୨ ହଜାର ଟପିଲା ଦୈନିକ ସଂକ୍ରମଣ

ଦେଶରେ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା । ଦୈନିକ ସଂକ୍ରମଣ ସଂଖ୍ୟା ୧୨ ହଜାର ଟପିଥିବା ସୂଚନା...