CFS ପକ୍ଷରୁ ଦିଆଯାଇଥିବା ଏହି ବିବୃତ୍ତି ଉପରେ ଉଭୟ ଏମଡିଏଚ୍ ଏବଂ ଏଭରେଷ୍ଟ ମସଲା ପକ୍ଷରୁ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।
ପୁଣି ଥରେ ହଂକଂ ସରକାର ପକ୍ଷରୁ ନିବେଶକ ତଥା ବଡ଼ ବଡ଼ ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କୁ ଆମନ୍ତ୍ରଣ କରାଯାଇଛି ।
ପ୍ରାୟ ୪୮ ହଜାର ଦର୍ଶକ ଷ୍ଟାଡିୟମରେ ରହି ଭାରତୀୟ ଟିମକୁ ସମର୍ଥନ କରିଥିଲେ
ଖେଳନା ନଭାଙ୍ଗି କ୍ଷତିପୂରଣ ଦେଲେ ପୁଅ ।
ବିଶ୍ୱରେ କରୋନାର ଭୟାବହ କମିନଥିବା ବେଳେ ଦେଖା ଗଲାଣି ଅନେକ ଅଜଣା ରୋଗ । ଏଭଳି ଏକ ରହସ୍ୟମୟ ରୋଗ ଦେଖାଯାଇଛି ଚୀନର ହଂକଂ ସହରରେ । ଏହି ରୋଗରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।