• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ind Vs Sa T20

Rinku Singh
ସିକ୍ସର୍‌ କିଙ୍ଗ୍‌ ରିଙ୍କୁ; ଆକାଶଛୁଆଁ ଛକାରେ ଭାଙ୍ଗିଲେ ପ୍ରେସ୍‌ ବକ୍ସ କାଚ

ଦକ୍ଷିଣ ଆଫ୍ରିକା ଗସ୍ତର ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ରିଙ୍କୁ ସିଂ । ଏହା ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ।

India vs South Africa
ହାରିଲା ଭାରତ, ପାକିସ୍ତାନର ବିଶ୍ୱକପ୍‌ ଆଶା ଧୂଳିସାତ୍

୨୦ ଓଭରରେ ଭାରତ ୮ ଓ୍ୱିକେଟ ହରାଇ କରିଥିଲା ୧୩୩ ରନ୍।

IND vs SA
ସୂର୍ଯ୍ୟକୁମାର ବିସ୍ଫୋରକ ବ୍ୟାଟିଂ: ମ୍ୟାଚ୍ ସହ ସିରିଜ ଜିତିଲା ଭାରତ

ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ୱିକେଟ ହରାଇ କରିଥିଲା ୨୩୭ ରନ୍। 

IND vs SA
ବେଙ୍ଗଲୁରୁରେ ଖେଳାଯିବ T20 ସିରିଜର ନିର୍ଣ୍ଣାୟକ; ଆହତ କାରଣରୁ ଖେଳିନପାରନ୍ତି ଟେଣ୍ଡା ବବୁମା

ଆଜି ବେଙ୍ଗଲୁରୁରେ ଖେଳାଯିବା ଭାରତ-ଦକ୍ଷିଣ ଆଫ୍ରିକା ଟି-20 ସିରିଜର ଫାଇନାଲ ମ୍ୟାଚ୍ ।

IND vs SA T20
ସିରିଜ୍‌ରେ ନିଜ ସ୍ଥାନ ବଜାଏ ରଖିବାକୁ ଜୋର୍‌ ଲଗାଇବ ଟିମ୍‌ ଇଣ୍ତିଆ

ଭାରତ ପାଇଁ ଆଜି କର ବା ମର ସ୍ଥିତି । ଏଣେ ଆଜିର ମ୍ୟାଚ୍‌ ଜିତି ସିରିଜ ହାତେଇବାକୁ ଚେଷ୍ଟା କରିବ ଭ୍ରମଣକାରୀ ଦଳ ।

IND vs SA T20
ଭାରତ-ଦକ୍ଷିଣ ଆଫ୍ରିକା T-20 ସିରିଜ; ଲଗାତାର ଦୁଇଟି ପରାଜୟ ପରେ ବିଜୟର ସ୍ୱାଦ ଚାଖିଲା ଟିମ୍‌ ଇଣ୍ତିଆ

ବିଜୟ ସହ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜକୁ କମବ୍ୟାକ କରିଛି ଟିମ୍ ଇଣ୍ଡିଆ। ଦିଲ୍ଲୀ ଓ କଟକରେ ହାରିଥିବା ଋଷଭ ପନ୍ତଙ୍କ ଟିମ୍ ଇଣ୍ଡିଆ ଆଜି ବିଶାଖାପଟନମରେ ବିଜୟ ବାନା ଉଡ଼ାଇଛି।

India West Indies Barabati ODI Black Marketeers Offer Tickets On OLX
ବ୍ଲାକ୍ ହେଉଛି ବାରବାଟୀ ଟିକେଟ୍; OLXରେ ବିଜ୍ଞାପନ ଦେଇ ୮ରୁ ୯ ଗୁଣ ଅଧିକ ଦରରେ ବିକୁଛନ୍ତି ଠକ

ବାରବାଟୀ ଟିକେଟ୍ ବ୍ଲାକ୍ କରିବାକୁ ଦୁବୃର୍ତ୍ତ ଆପଣାଇଛନ୍ତି ଡିଜିଟାଲ ଫର୍ମୁଲା । OLXରେ ବିଜ୍ଞାପନ ଦେଇ ବିକୁଛନ୍ତି ଚଢ଼ା ଦରରେ ଟିକେଟ୍ ।

LED Floodlight inaugurated at Barabati stadium in Cuttack
ସଜେଇ ହେଉଛି ବାରବାଟୀ; LED ଲାଇଟ୍‌ରେ ଝଲସୁଛି ପଡ଼ିଆ

ସଜେଇ ହେଲାଣି ବାରବାଟୀ..ଆଉ ଦିନକ ପରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ।

Online Ticket
ଭାରତ-ଦକ୍ଷିଣ ଆଫ୍ରିକା T-20 ମ୍ୟାଚ୍ ପାଇଁ ଆରମ୍ଭ ହେଲା ଅନ୍‌ଲାଇନ୍‌ ଟିକେଟ୍ ବିକ୍ରି

ବାରବାଟୀ ଟି-20 ପାଇଁ ଆଜିଠାରୁ ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି ହେବ । ସକାଳ ୧୧ଟାରୁ ଆରମ୍ଭ ହୋଇଛି ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି। ମୋଟ ୫ ହଜାର ଟିକେଟ ଅନଲାଇନରେ ବିକ୍ରି କରାଯିବ।