ଦେଖିବାକୁ ମିଳିଛି ଜଣେ ଯୁବକଙ୍କ ନିଆରା ଗଛ ପ୍ରେମ। ଝଡ ବେଳେ ସେ ଯେମିତି ଏକ ଗଛକୁ ରକ୍ଷା କରୁଛନ୍ତି, ଯେ କେହି ବି ତାଙ୍କୁ ସମ୍ମାନ ଦେବ।
ଆସୁଛି ରାଷ୍ଟ୍ରପତି ନିର୍ବାଚନ। ହୋଇଯାଇଛି ଦିନ ଧାର୍ଯ୍ୟ। ଭାରତରେ କିପରି ହୁଏ ରାଷ୍ଟ୍ରପତି ନିର୍ବାଚନ ଆସନ୍ତୁ ଜାଣିବା।
ଯୋଗ ଭାରତୀୟ ସଂସ୍କୃତିର ମୂଳଦୁଆ ହୋଇଥିଲେ ବି ଆଜି କେବଳ ଦେଶରେ ସୀମିତ ନାହିଁ। ଆଜି ଯୋଗ ବିଦେଶରେ ମଧ୍ୟ ପହଞ୍ଚି ପାରିଛି। କିନ୍ତୁ ଏହା ପଛରେ ରହିଛି ଅନେକ ଭାରତୀୟ ଯୋଗଗୁରୁଙ୍କ ଅବଦାନ। ଆସନ୍ତୁ ନଜର ପକେଇ ନେବା ଏହି ୫ ଯୋଗଗୁରୁଙ୍କ ଅବଦାନ ଉପରେ।
ନିବାହିନୀର ମିଳିତ ପ୍ରେସ୍ମିଟ୍ରେ ଆଭିମୁଖ୍ୟ ସ୍ପଷ୍ଟ । ହିଂସାକାଣ୍ଡରେ ସାମିଲ ଯୁବକଙ୍କ ପାଇଁ ସେନା ଦ୍ୱାର ବନ୍ଦ ।
ବିଭିନ୍ନ ସ୍ଥାନରେ ପ୍ରତିବାଦକୁ ଉସୁକାଇବା ଅଭିଯୋଗରେ ୧୦ ଗିରଫ ।
ପୁଣି ବାର୍ଡ ହିଟ୍ ଆତଙ୍କ। ଉଡ଼ାଣ ଭରୁ ଭରୁ ବିମାନରେ ନିଆଁ। ପାଇଲଟ୍ଙ୍କ ଉପସ୍ଥିତି ବୁଦ୍ଧି ୨୦୦ ଯାତ୍ରୀଙ୍କୁ ବଞ୍ଚେଇଦେଲା।
ଜସ୍ମିନ୍ ଭସିନ୍ ଓ ଅଲୀ ଗୋନି ଅନ୍-ପଏଣ୍ଟ କେମେଷ୍ଟ୍ରିରେ ଲଭ୍ ଗୋଲ୍ ମାରିଛନ୍ତି। ନିକଟରେ ଜସ୍ମିନ ତାଙ୍କ ବିବାହକୁ ନେଇ ଖୁଲାସା କରିଛନ୍ତି।
ଚର୍ଚ୍ଚାରେ ହ୍ରିତିକ ରୋଶନ। ସବା ଆଜାଦଙ୍କ ସହ ଅଛି କି ଆଫେୟାର୍? ପୂରା ଖବର ଜାଣିବା ପାଇଁ ପଢନ୍ତୁ।
‘ଅଗ୍ନିପଥ’ ଯୋଜନାକୁ ବିରୋଧକୁ ସମର୍ଥନ କରି କରି ଆଜି କଂଗ୍ରେସ ପକ୍ଷରୁ ନୂଆଦିଲ୍ଲୀର ଜନ୍ତରମନ୍ତର ଠାରେ ସତ୍ୟାଗ୍ରହ କରାଯାଇଥିଲା। ଏବେ ବି ବିରୋଧ ପ୍ରଦର୍ଶନ ଜାରି ରହିଛି।
ଚିକିତ୍ସାଧିନ ଅବସ୍ଥାରେ ଥିବା ରାହୁଲର ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି ? ଏବେ ରାହୁଲଙ୍କୁ ନେଇ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାହୁଲ ଏବେ ହସୁଛି, ଖେଳୁଛି, ମୋବାଇଲ୍ରେ ଭିଡ଼ିଓ ଦେଖି ଖୁସି ହେଉଛି।
ଜଣେ ସନ୍ତାନ ପ୍ରତି ପିତାର ଅବଦାନ ମହାନ। ପିତାର ଶିକ୍ଷା ବଳରେ ସନ୍ତାନ ହିଁ ବଳବାନ ଓ ବୁଦ୍ଧିମାନ ହୋଇଥାଏ। ଆଜି ପିତୃ ଦିବସ ଅବସରରେ ଆସନ୍ତୁ ଜାଣିବା ଦଶରଥଙ୍କ ଠାରୁ ଆରମ୍ଭ କରି ଶିବଙ୍କ ପର୍ଯ୍ୟନ୍ତ ଜଣେ ପିତାର ଭୂମିକା।
ସୈନିକଙ୍କ ପରି ଅଗ୍ନିବୀରଙ୍କୁ ସମାନ ସୁବିଧା ମିଳିବ । ୪ଟି ରାଜ୍ୟ ଅଗ୍ନିବୀରଙ୍କୁ ପୋଲିସ୍ ଚାକିରୀ ଲାଗି ଘୋଷଣା କରିସାରିଛି । ଅନ୍ୟାନ୍ୟ PSU ମଧ୍ୟ ଅଗ୍ନିବୀରଙ୍କ ଲାଗି ପ୍ୟାକେଜ ସୃଷ୍ଟି କରୁଛନ୍ତି
ମାତ୍ର ୨ ଟଙ୍କା ପାଇଁ ଜିତିଥିବା କୋଟି କୋଟି ଟଙ୍କା ଯଦି ଆପଣଙ୍କୁ ନମିଳେ, ତା’ହେଲେ ଏହାକୁ ଫଟା କପାଳ କୁହାଯିବନି ତ ଆଉ କ’ଣ ? ଜଣେ ୧୯ ବର୍ଷୀୟ ଯୁବତୀଙ୍କ ସହ ଏଭଳି କିଛି ଘଟିଛି।
ଚାର୍ଲି 777 ସିନେମା କଲା ଅନୁପ୍ରାଣିତ । ୩ ମାସର ଲାବ୍ରାଡର କୁକୁରର ନାଁ ଚାର୍ଲି ରଖିଲେ ମେଙ୍ଗାଲୁରୁ ପୋଲିସ ।
ସ୍ପାଇସ୍ଜେଟ୍ର ଏହି ବିମାନଟି ପାଟନାରୁ ଦିଲ୍ଲୀ ଯାଉଥିଲା। ଏହି ସମୟରେ ବିମାନର ଗୋଟିଏ ପଟେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ତତ୍କ୍ଷଣାତ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା।
କରୋନା ମୁକାବିଲା ନେଇ ଭାରତ ବାୟୋଟେକର ନାଜାଲ ଭ୍ୟାକ୍ସିନ୍ ସରିଲା ତୃତୀୟ ପରୀକ୍ଷଣ।
ମାତୃଙ୍କ ଉପରୁ ସନ୍ତାର ପ୍ରତିପୋଷଣ ଭାର କମାଇବା ପାଇଁ ଖୁବ୍ ଶୀଘ୍ର ବଢ଼ିପାରେ ପିଚୃକାଳୀନ ଛୁଟି ।
କେନ୍ଦ୍ର ସରକାର India Post Payments Bank(IPPB) ଓ WhatsApp ମଧ୍ୟରେ ଟାଇଅପ୍ କରିବା ପାଇଁ ଯୋଜନା କରୁଛନ୍ତି। ଏହାଦ୍ୱାରା ୟୁଜର୍ସଙ୍କ ପାଇଁ ଅନେକ ବ୍ୟାଙ୍କିଙ୍ଗ ଓ ଫାଇନାନ୍ସସିଆଲ୍ ସେବା ଉପଲ୍ଲବ୍ଧ କରାଯିବ ବୋଲି ଜଣାପଡ଼ିଛି।
୬ ଲେନ୍ ବିଶିଷ୍ଟ ଟନେଲ ଉଦ୍ଘାଟନ କଲେ ପ୍ରଧାମନ୍ତ୍ରୀ ମୋଦି ।
‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ତେଲେଙ୍ଗାନାର ସିକନ୍ଦରାବାଦ ରେଲ୍ୱେ ଷ୍ଟେସନରେ ହୋଇଥିବା ହିଂସାକାଣ୍ଡ ଘଟଣାର ମାଷ୍ଟମାଇଣ୍ଡକୁ ପୋଲିସ୍ ଗିରଫ କରିଛି। ଏହି ହିଂସାକାଣ୍ଡରେ ଆନ୍ଦୋଳନକାରୀମାନେ ବହୁ ସଂଖ୍ୟକ ଟ୍ରେନ୍ରେ ନିଆଁ ଲଗାଇ ଦେଇଥିଲେ।
ବାପା...ରିୟଲ୍ ହୁଅନ୍ତୁ ଅବା ରିଲ୍। ସବୁଠି ସେ ହିଟ୍ ଆଉ ଫିଟ୍। ହିନ୍ଦୀ ସନେମାରେ ମାଆଙ୍କୁ ଯେତେ ଗୁରୁତ୍ୱ ମିଳିଛି ସମୟ ସହ ବାପାଙ୍କ ଚରିତ୍ରକୁ ବି ସେତେ ଗୁରୁତ୍ୱ ଦିଆଯାଇଛି । ବାପା ଏମିତି ଜଣେ ବ୍ୟକ୍ତି ଯିଏ, ସ୍ୱପ୍ନ ଦେଖାନ୍ତି ଆଉ ତାକୁ ପୂରଣ କରିବା ରାସ୍ତା ବି ସେ ହିଁ ବତାନ୍ତି। ତେବେ ଆସନ୍ତୁ ନଜର ପକାଇବା ବଲିଉଡ୍ ଜଗତରେ ବାପାଙ୍କୁ ନେଇ ପ୍ରସ୍ତୁତ ହୋଇଥିବା କିଛି ମର୍ମସ୍ପଶୀ ସିନେମା ଉପରେ...
ଆଜି ବେଙ୍ଗଲୁରୁରେ ଖେଳାଯିବା ଭାରତ-ଦକ୍ଷିଣ ଆଫ୍ରିକା ଟି-20 ସିରିଜର ଫାଇନାଲ ମ୍ୟାଚ୍ ।
ଯୋଗ କରୁଥିବା ବ୍ୟକ୍ତି ସୂର୍ଯ୍ୟ ନମସ୍କାର ତ ନିଶ୍ଚିତ କରୁଥିବେ। କିନ୍ତୁ ଏହାର ଉପକାର ବିଷୟରେ ଜାଣିଛନ୍ତି କି? ଦେଖନ୍ତୁ…