ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଭାରତୀୟ ପୁରୁଷ ଫୁଟ୍ବଲ୍ ଟିମ୍ ଗୋଟିଏ ମାସ ମଧ୍ୟରେ ଦୁଇଟି ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ ଜିତିବା ସହ ଫିଫା ମାନ୍ୟତାର ଟପ୍-୧୦୦କୁ ପ୍ରତ୍ୟାବର୍ତ୍ତନ କରିଛି । ଚଳିତ ବର୍ଷ ଟିମ୍ ସମ୍ମୁଖରେ ବିଶ୍ୱକପ୍ କ୍ୱାଲିଫାୟର୍, ଏସିଆଡ୍ ଭଳି ବଡ଼ ଚାଲେଞ୍ଜ୍ ରହିଛି । ଏବେ ଚର୍ଚ୍ଚା ହେଉଛି ଯେ ୨୦୨୩ ଭାରତୀୟ ଫୁଟ୍ବଲ୍ ପାଇଁ ଗେମ୍ ଚେଞ୍ଜର୍ ସାବ୍ୟସ୍ତ ହେବ କି?
ପୁଣି ଦେଶ ପାଇଁ ଗର୍ବ ଓ ଗୌରବ। ମାସକ ମଧ୍ୟରେ ଭାରତ ୨ଟି ଅନ୍ତର୍ଜାତୀୟ ଫୁଟ୍ବଲ୍ ପ୍ରତିଯୋଗିତାରେ ବିଜୟୀ ହୋଇପାରିଛି। ଭାରତର ବିଜୟ ପରେ ପରେ ‘ମା ତୁଝେ ସଲାମ୍’ ଓ ‘ବନ୍ଦେ ମାତରମ୍’ ସଙ୍ଗୀତରେ ଷ୍ଟାଡିୟମ କମ୍ପି ଉଠିଥିଲା।
ପ୍ରାୟ ୪୮ ହଜାର ଦର୍ଶକ ଷ୍ଟାଡିୟମରେ ରହି ଭାରତୀୟ ଟିମକୁ ସମର୍ଥନ କରିଥିଲେ
ନୂଆଦିଲ୍ଲୀ: ଇତିହାସ ରଚିଛନ୍ତି ଟିମ୍ ଇଣ୍ଡିଆର ଷ୍ଟ୍ରାଇକର ସୁନୀଲ ଛେତ୍ରୀ । ଆର୍ଜେଣ୍ଟିନାର ସୁପରଷ୍ଟାର ଲିଓନେଲ ମେସିଙ୍କୁ ପଛରେ ପକାଇଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ । ବାଲାଂଦେଶ ବିପକ୍ଷ ୨୦୨୨ ଫିଫା ପ୍ରାରମ୍ଭିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ବେଳେ ସେ ଏଭଳି…