ଏଟିଏମ୍ରୁ ୫୦୦ ଟଙ୍କା withdraw କଲେ ବାହାରୁଛି ୫ ଗୁଣା ଅଧିକ ଟଙ୍କା ଅର୍ଥାତ୍ ୨,୫୦୦ ଟଙ୍କା। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ।
ବିଳାସପୁରର ଏକ ଘରୋଇ ହସ୍ପିଟାଲରେ ରାହୁଲର ଚିକିତ୍ସା ଜାରି ରହିଛି। ବିଶେଷଜ୍ଞ ଡାକ୍ତରମାନେ ତାର ଚିକିତ୍ସା ଜାରି ରଖିଛନ୍ତି। ଆଜି ରାହୁଲର ବିଭିନ୍ନ ପ୍ରକାରର ପରୀକ୍ଷାନିରୀକ୍ଷା କରାଯାଉଛି।
ଆଇଟି ଜବ୍ ଛାଡ଼ି ଗଧ କ୍ଷୀର ବ୍ୟବସାୟ କରୁଛନ୍ତି ଉଚ୍ଚଶିକ୍ଷିତ । ସଫ୍ଟୱେୟାର କମ୍ପାନୀ ଚାକିରୀ ଛାଡ଼ିଥିବା ଯୁବକଙ୍କ ଅଜବ ପେଶା । ଚାକିରୀ ଛାଡ଼ି ଗଧ କ୍ଷୀର ଫାର୍ମ ହାଉସ କରିଛନ୍ତି କର୍ଣ୍ଣାଟକର ଯୁବକ । ୩୦ ମିଲିଲିଟର କ୍ଷୀରକୁ ବିକୁଛନ୍ତି ୧୫୦ ଟଙ୍କାରେ । ପ୍ୟାକେଟ୍ କରି ବିଭିନ୍ନ ସପିଂ ମଲ୍, ଦୋକାନ ଓ ସୁପରମାର୍କେଟକୁ ଦେଉଛନ୍ତି ।
ଜାତୀୟସ୍ତରର ସୁଟର ସୁଖମନ୍ପ୍ରୀତ୍ ସିଂ ସିଦ୍ଧୁ ଓରଫ ସିପି ସିଦ୍ଧୁଙ୍କୁ ହତ୍ୟା ମାମଲାରେ ବିଚାରପତିଙ୍କ ଝିଅଙ୍କୁ ଗିରଫ କରାଯାଇଛି। ଗିରଫ ପରେ ଅଧିକ ଜେରା ପାଇଁ ସିବିଆଇ ବିଚାରପତିଙ୍କ ଝିଅଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି।
ରାଷ୍ଟ୍ରପତି ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ସମର୍ଥନ ଜୁଟାଇବାକୁ ୟୁପିଏ, ଏନଡିଓ ଓ ଅନ୍ୟ ଦଳଙ୍କ ସହ ଆଲୋଚନା ଲାଗି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଦାୟିତ୍ୱ ଦେଇଛି ବିଜେପି ।
ଆପଣ ନିଜ ପିଲାର ଯତ୍ନ ପାଇଁ ଘରେ ଆୟା ରଖୁଛନ୍ତି କି? ତେବେ ହୁସିଆର୍। ଆପଣଙ୍କ ପିଲା ସହ କିଛି ବି ହୋଇପାରେ। ଦେଖନ୍ତୁ ଏହି ଭିଡିଓ…
କୁକୁର ମଣିଷ ପାଇଁ କଣ କରିପାରେ, ମଣିଷ ବି ତା ପ୍ରିୟ କୁକର ପାଇଁ କେତେ ଦୂର ଯାଇପାରେ ତାର ନିର୍ଚ୍ଚକ ଘଟଣାକୁ ଫିଲ୍ମରେ ପ୍ରଦର୍ଶନ ହୋଇଛି ।
ପ୍ରବଳ ବର୍ଷା କାରଣରୁ ଆସାମର ବିଭିନ୍ନ ସ୍ଥାନେରେ ବନ୍ୟା ସ୍ଥିତି ଉପୁଜିଛି । ରାଜ୍ୟରେ କିଛି କିଛି ସ୍ଥାନରେ ରାସ୍ତା ଉପରେ ପାଣି ଚାଲିଥିବାରୁ ଗାଡି ଫସି ରହିଥିବା ଦେଖିବାକୁ ମିଳିଛି ।
ଭାରତରେ ରହିଛି ବିଶ୍ୱର ସର୍ବୋଚ୍ଚ ଡାକଘର। ୧୪ ହଜାର ୫ ଶହ ୬୭ ଫୁଟ ଉଚ୍ଚରେ ରହିଛି ଏହି ଡାକଘର। କେଉଁଠି ଅଛି ଜାଣିବା ପାଇଁ ପଢନ୍ତୁ।
ଯଦି ଆପଣ ପ୍ରଥମ ଥର ପାଇଁ ଯୋଗ କରୁଛନ୍ତି ତେବେ କେତେକ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ। କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବେ ଜାଣିବା ପାଇଁ ପଢନ୍ତୁ।
ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ। ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପକ୍ରିୟା। ସେପଟେ ବିରୋଧୀ ଦଳ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ସେନେଇ ମମତା ବାନାର୍ଜୀଙ୍କ ଆହ୍ୱାନରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ ।
୮୦ ପୁଟ୍ ତଳେ ୧୦୮ ଘଣ୍ଟାର ସଂଘର୍ଷ ପରେ ଉଦ୍ଧାର ହେଲା ୧୦ ବର୍ଷର ରାହୁଲ୍। ଏବେ ଚାଲିଛି ତା’ର ଚିକିତ୍ସା। ଉଦ୍ଧାର ବେଳେ ରେସ୍କ୍ୟୁ ଟିମ୍କୁ ସାମ୍ନା କରିବାକୁ ପଡିଥିଲା ଅନେକ ଚାଲେଞ୍ଜ୍। ଆସନ୍ତୁ ଟପ୍ ଟେନ୍ ଚାଲେଞ୍ଜ୍ ଉପରେ ନଜର ପକେଇବା।
କାଲି ଲୋକଙ୍କ ନଜର ଥିଲା ବୋରୱେଲ୍ ଗାତ ଭିତରେ ଫସିଥିବା ରାହୁଲର ଉଦ୍ଧାର ପ୍ରକ୍ରିୟା ଉପରେ। ରେସ୍କ୍ୟୁ ଟିମ୍ର ୫ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ବଦଳିଯାଇଛି ସବୁ କିଛି। ରାହୁଲକୁ ସୁରକ୍ଷିତ ଉଦ୍ଧାର ପରେ ଏବେ ବିଳାସପୁର ଆପୋଲୋ ହସ୍ପିଟାଲରେ ଚାଲିଛି ରାହୁଲର ଚିକିତ୍ସା।
ଭାରତୀୟ ସେନାରେ ଚାକିରି କରି ଦେଶ ସେବା କରିବାକୁ ଚାହୁଛନ୍ତି କି? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ପଢନ୍ତୁ…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ନିଜର କୋହ ସମ୍ଭାଳି ପାରିନଥିଲେ ରାହୁଲଙ୍କ ମା'
ସାଉଥ୍ ଇଣ୍ଡଷ୍ଟ୍ରୀର ଅବିବାହିତ ନାୟକ ପ୍ରଭାସ ଏବେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପାଇଁ ଠିକ୍ ହୋଇଯାଇଛି କି କନ୍ୟା! ଚଳିତ ବର୍ଷ ସେ ହେବେ କି ବାହା, ଆସନ୍ତୁ ଜାଣିବା…
ରିଜିଜ୍ ହୋଇଛି 'ବ୍ରହ୍ମାସ୍ତ୍ର'ର ଟ୍ରେଲର୍। ଏହି ଦମଦାର ଟ୍ରେଲର ଫିଲ୍ମ ଦେଖିବାକୁ ଲୋକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରୁଛି। କେବେ ରିଲିଜ୍ ହେବ ଫିଲ୍ମ ଜାଣିବା ପାଇଁ ଦେଖନ୍ତୁ।
ଗ୍ଲୋବାଲ୍ ମାର୍କେଟ୍ରେ ସୁନା ଦାମ୍ ବୃଦ୍ଧି ଯୋଗୁ ଆଜି ଭାରତୀୟ ବଜାରରେ ମଧ୍ୟ ସୁନା ଓ ରୁପା ଦର ବୃଦ୍ଧି ପାଇଛି। MCXରେ ପ୍ରତି ୧୦ ଗ୍ରାମକୁ ସୁନା ୫୦,୨୮୦ ଟଙ୍କା ରହିଛି।
ସଦ୍ୟତମ ସୂଚନା ଅନୁସାରେ ଚୀନ୍ J-20 ମୁତୟନ କରିଥିବା ସ୍ପଷ୍ଟ ହୋଇଛି
ଅନେକ ସମୟ ଧରି ପାଣିରେ ରହିବାରୁ ରାହୁଲର ଚର୍ମ ସଂକ୍ରମିତ ହୋଇଛି। ଶରୀରର ଅନେକ ସ୍ଥାନରେ ଖଣ୍ଡିଆ ଖାବରା ହୋଇ ପାଣି ଭିତରେ ରହିଥିବାରୁ ବ୍ୟାକ୍ଟେରିଆ ସଂକ୍ରମଣ ହୋଇଛି।
ପୂର୍ବ ଅପେକ୍ଷା ଅଧିକ ସ୍ପିଡ ହେବ ଇଣ୍ଟରନେଟ୍। ଖୁବ୍ଶୀଘ୍ର ଭାରତରେ ଉପଲବ୍ଧ ହେବ ୫-ଜି ସର୍ଭିସ।
ରାହୁଲର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି କହିଲେ ମୁଖ୍ୟ ଚିକିତ୍ସାଧିକାରୀ ।
ଶେଷ ମୁହୂର୍ତ୍ତରେ ଧୋକା ଦେଲା ପ୍ରେମିକ। ପ୍ରେମିକା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପ୍ରେମିକ ଶେଷ ମୁହୂର୍ତ୍ତରେ ପ୍ରେମିକାର ହାତ ଛାଡ଼ି ଦେଇଥିଲେ।
ଯୁବତୀଙ୍କ ଫ୍ଲାଇଙ୍ଗ୍ କିକ୍ରେ ଘାଇଲା ୬ ଯୁବକ , ମାଡ଼ ଖାଇ ଘାଇଲା ରୋଡ୍ ରୋମିଓ