• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rahul Rescued

Rahul Sahu
ହସ୍‌ପିଟାଲରୁ ବାହାରିଲା ମୃତ୍ୟୁଞ୍ଜୟୀ ବାଳକ ରାହୁଲ, ଗିଫ୍ଟ ପାଇ ଭାରି ଖୁସି

ସକାଳ ପ୍ରାୟ ୧୧ଟା ସମୟରେ ରାହୁଲକୁ ବିଳାସପୁରର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏହାପରେ ରାହୁଲ ୨ଟା ବେଳେ ଜାଞ୍ଜଗିର ଚାମ୍ପା ଜିଲ୍ଲାପାଳଙ୍କୁ ସାକ୍ଷାତ କରିବ । ଅପରାହ୍ନ ୩ଟା ବେଳକୁ ନିଜ ଗାଁ ପିହରିଡ୍‌ରେ ପହଞ୍ଚିବ ରାହୁଲ ।

Rahul Sahoo
୧୦ ବର୍ଷର ପିଲା,  ୮୦ ଫୁଟ୍‌ର ସରୁଆ ଗର୍ତ୍ତ ଓ ୧୦୮ ଘଣ୍ଟାର ସଂଘର୍ଷ

ପୁଅର ସୁରକ୍ଷିତ ଉଦ୍ଧାରଠୁ ନେଇ ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତିକୁ ଦେଖି ରାହୁଲର ବାପା କହିଛନ୍ତି ‘କେବଳ ଜଗନ୍ନାଥଙ୍କ ପାଇଁ ଏସବୁ ସମ୍ଭବ ହୋଇଛି । ପୁଅ ଭଲ ହେଲେ ଖୁବ୍‌ଶୀଘ୍ର ତାକୁ ନେଇ ଶ୍ରୀକ୍ଷେତ୍ର ଯିବି ।’

Rahul Sahoo
ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ମାନବୀୟ ଲୀଳା ! ବାସ୍ତବରେ କେମିତି ଉଦ୍ଧାର ହୋଇଥିଲା ରାହୁଲ ? କିଏ କରିଥିଲା ଉଦ୍ଧାର ?

କେମିତି ଉଦ୍ଧାର ପାଇଥିଲା ରାହୁଲ ? ଛୋଟ ପିଲା ତାଙ୍କୁ ଉଦ୍ଧାର କରିଥିଲା ନା ଉଦ୍ଧାରକାରୀ ଦଳ ?