ସମୟ ହିଁ ବଳବାନ। ସମୟ କେତେବେଳେ କାହାକୁ କେଉଁ ମୋଡରେ ଛିଡ଼ା କରିବ, ସେକଥା କେବଳ ଈଶ୍ୱରଙ୍କୁ ହିଁ ଜଣା। ଆଜି ଯାହା ପାଖରେ ସବୁ କିଛି ଅଛି ହୁଏତ କାଲି ସେ ଦାଣ୍ଡର ଭିକାରୀ ହୋଇଯାଇ ପାରେ। ସେହିପରି ଆଜି ଯିଏ ଦାଣ୍ଡର ଭିକାରୀ କାଲି ସିଏ ସବୁ କିଛି ପାଇପାରେ। ସବୁ କିଛି ସେହି ସମୟର ଖେଳ।
ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା କରିଛନ୍ତି। CAPF, ଆସାମ ରାଇଫଲ୍ସ ନିଯୁକ୍ତିରେ ମିଳିବ ୧୦% ସଂରକ୍ଷଣ।
ବିସିସିଆଇ ପକ୍ଷରୁ ଖୋଜାଚାଲିଛି କି ରୋହିତଙ୍କ ପ୍ରକୃଷ୍ଟ ଉତ୍ତରାଧିକାରୀ? କିଏ ନେବେ ଏହି ସ୍ଥାନ? ଜାଣିବା ପାଇଁ ପଢନ୍ତୁ…
ମଧୁମେହ ରୋଗର ଚିକିତ୍ସା ତଥା ପ୍ରତିରୋଧ ପାଇଁ ଯୋଗାସନ ସବୁଠାରୁ ଉତ୍ତମ ବିକଳ୍ପ ଭାବରେ ବିବେଚନା କରାଯାଏ। ଯୋଗ ଏବଂ ବ୍ୟାୟାମର ଅଭ୍ୟାସ ଉଚ୍ଚ ରକ୍ତ ଶର୍କରାକୁ ହ୍ରାସ କରିପାରେ। କେଉଁ ଯୋଗ କରିବେ ଜାଣନ୍ତୁ…
ଆଭେସ ଖାନ୍ଙ୍କ ଫାଷ୍ଟ ବୋଲିଂ ଆଗରେ ଗୋଟିଏ ପରେ ଗୋଟିଏ ଖେଳାଳୀ ପାଭିଲିୟନ୍ ଫେରିଥିଲେ।
ଓଡ଼ିଶାରେ ବି ଆନ୍ଦୋଳନକାରୀଙ୍କ ଉଗ୍ର ପ୍ରଦର୍ଶନ । ଏବର୍ଷ ଅଗ୍ନିବୀର ନିଯୁକ୍ତିର ସର୍ବୋଚ୍ଚ ବୟସ ସୀମା ୨୩କୁ ବୃଦ୍ଧି ।
ଆସାମରେ ଗମ୍ଭୀର ହେବାରେ ଲାଗିଛି ବନ୍ୟା ସ୍ଥିତି...
'ଲଗାନ'କୁ ପୂରିଛି ୨୧ ବର୍ଷ। ପୂରା ଟିମ୍ ମିଶି ସ୍ମୃତିକୁ କରିଛନ୍ତି ତାଜା। ମନେ ପକେଇଛନ୍ତି ବସ୍ରେ ଗାୟତ୍ରୀ ମନ୍ତ୍ର ଶୁଣି କିପରି ଯାଉଥିଲେ ଶୁଟିଂ ସେଟ୍କୁ।
ସମ୍ପତ୍ତି ପାଇଁ ଡ୍ରେନ୍ ଭିତରେ ଗଡ଼ାଗଡ଼ି ।
ଏଇଠି ଅଛି ସରକାରୀ ଚାକିରି। ଅଛି ୨୭୯ ପଦବୀ ଖାଲି। ଯଦି ଆପଣଙ୍କ ପାଖରେ ଏହି ଯୋଗ୍ୟତା ଅଛି ତେବେ ଆପଣ ବି ଏହି ଚାକିରି କରିପାରିବେ।
ଏଣିକି ବେଆଇନ ଭାବେ ପାର୍କିଂ ହୋଇଥିବା କାରର ଫଟୋ ପଠାଇଲେ ମିଳିବ ୫୦୦ ଟଙ୍କା ପୁରସ୍କାର ।
ଚଳିତ ବର୍ଷ ଚଳଚ୍ଚିତ୍ର ଶିଳ୍ପରେ ବହୁ ଉନ୍ନତି ଆସିଛି। ଅନେକ ଫିଲ୍ମ ଦର୍ଶକମାନଙ୍କୁ ହଲ୍କୁ ଟାଣିବାକୁ ବାଧ୍ୟ କରିଛି। ଆସନ୍ତୁ ସେମିତି କିଛି ଫିଲ୍ମ ଉପରେ ନଜର ପକେଇ ନେବା।
କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନା ବିରୋଧରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। କେଉଁଠି ଆନ୍ଦୋଳନକାରୀମାନେ ଟ୍ରେନ୍ରେ ନିଆଁ ଲଗାଇ ଦେଇଛନ୍ତି ତ ଆଉ କେଉଁଠି ପଥରମାଡ଼ ହୋଇଛି।
ବିହାର ଡେପୁଟି ସିଏମ୍ ରେଣୁ ଦେବୀଙ୍କ ବାସଭବନ ଉପରକୁ ଆନ୍ଦୋଳନକାରୀ ଢେଲା ପଥର ମାଡ଼ କରିଛନ୍ତି
ମେକ୍ଅପ୍ ନେବା ପରେ ୨ ଜଣ ମହିଳା ବିନା ପେମେଣ୍ଟରେ ବିୟୁଟି ପାର୍ଲରରୁ ଚାଲାକି କରି ଖସି ପଳାଇ ଥିବା ଜଣାପଡ଼ିଛି। ସେମାନଙ୍କର ଏଭଳି କାରନାମାକୁ ନେଇ ପାର୍ଲରର ମାଲିକାଣୀ ପୋଲିସ୍ରେ ଅଭିଯୋଗ କରିଛନ୍ତି।
କାଶ୍ମୀର ହିନ୍ଦୁଙ୍କ ନରସଂହାର ମନ୍ତବ୍ୟକୁ ନେଇ ବିବାଦରେ ସାଇ ପଲ୍ଲଭୀ। ବଜରଙ୍ଗ ଦଳ ପକ୍ଷରୁ ଥାନାରେ ମାମଲା। କ’ଣ କହିଲେ ସାଇ ଜାଣନ୍ତୁ…
ଆସନ୍ତା ୨ଦିନ ମଧ୍ୟରେ http://joinindianarmy.nic.in ରେ ବିଜ୍ଞପ୍ତି ଜାରି କରାଯିବ
ଅଗ୍ନିପଥ ପାଇଁ ସାରା ଦେଶରେ ପ୍ରତିବାଦ ଜାରି ରହିଥିବା ବେଳେ ୨୦୦ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି ।
ରାହୁଲଙ୍କୁ ସୁରକ୍ଷିତ ଭାବେ ୧୦୪ ଘଣ୍ଟାର ଅପରେସନ୍ ଉପରେ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ କରାଯିବ। ରାହୁଲ ବୋର୍ୱେଲ୍ ଗାତରେ ଫସିବା ପରେ ଘଟିଥିବା ଘଟଣାବଳୀ ଓ ଏହାର ସଂଘର୍ଷକୁ ଲୋକଙ୍କୁ ଅବଗତ କରାଯିବ।
ବିବାହ କରିବା ପରେ ଗର୍ଭବତୀ ହେଲା ସ୍ତ୍ରୀ, ପିଲା କିନ୍ତୁ ସ୍ୱାମୀର ନୁହେଁ ଜଣାପଡ଼ିବା ପରେ ମାମଲା ଥାନାରେ ପହଞ୍ଚିଲା ।