• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Edible Oil Price

Fake Oils Packaged
ବ୍ରହ୍ମପୁରରେ ବଡ଼ ଧରଣର ଚଢ଼ାଉ; ଖାଇବା ତେଲରେ ହେଉଥିଲା ଅପମିଶ୍ରଣ !

ବଡ ବଜାର ଥାନା ଗଣପତି ନଗର ପଞ୍ଚମ ଲେନରେ ଥିବା ତେଲ ୟୁନିଟ ଉପରେ ଚଢାଉ ହୋଇଛି । ରାଇସ ବ୍ରାନ ଅଏଲରେ ଏସେନସ ପକାଇ କରୁଥିଲେ ସୋରିଷ ତେଲ। ବିଭିନ୍ନ ବ୍ରାଣ୍ଡର ତେଲ ଆଣି ପୁଣି ପ୍ୟାକିଙ୍ଗ କରାଯାଉଥିଲା । 

Special story
ପାର୍ବଣ ଋତୁ ପୂର୍ବରୁ ଜନତାଙ୍କୁ ଆଶ୍ୱସ୍ତି : ୧୦ରୁ ୧୨ ଟଙ୍କା ଶସ୍ତା ହେବ ତୈଳ ଦର !

ବର୍ଦ୍ଧିତ ତୈଳ ଦର ଉପରେ ନିୟନ୍ତ୍ରଣ ଆଣିବା ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସ

Branded edible oil makers slash prices
ବଢ଼ିଲା LPG କନେକ୍ସନ ଦର, ଶସ୍ତା ହେଲା ଖାଇବା ତେଲ

ଗୋଟିଏପଟେ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ହୋଇଥିବା ବେଳେ ଅନ୍ୟପଟେ ଆଶ୍ୱସ୍ତି ମିଳିଛି। ଗତକାଲି ଏଲ୍‌ପିଜି କନେକ୍ସନ ଦର ବୃଦ୍ଧି ପାଇଥିବା ବେଳେ ଖାଇବା ତେଲ ଶସ୍ତା ହୋଇଛି। ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲ ଦର କମି ଥିବାରୁ ଗ୍ରାହକଙ୍କୁ ମହଙ୍ଗାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।  

Edible oil prices may go down
ସାଧାରଣଜନତାଙ୍କ ପାଇଁ ଆଉ ଏକ ଖୁସି ଖବର ! ପେଟ୍ରୋଲ, ଡିଜେଲ ପରେ ଶସ୍ତା ହେବ ଖାଇବା ତେଲ !

ଖାଇବା ତେଲ ଉପରେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ୨ ବର୍ଷ ପାଇଁ ସୋୟାବିନ୍‌ ଓ ସୂର୍ଯ୍ୟମୁଖି ତେଲର ଆମଦାନୀ ଉପରେ କଷ୍ଟମ ଡ୍ୟୁଟିକୁ ସରକାର ହଟାଇ ଦେଇଛନ୍ତି। 

Edible Oil
ଆସନ୍ତା ଡିସେମ୍ବର ସୁଦ୍ଧା କମିପାରେ ଖାଇବା ତେଲ ଦର

ଆସନ୍ତା ଡିସେମ୍ବର ସୁଦ୍ଧା କମିପାରେ ଖାଇବା ତେଲ ଦର। ଏହି ସମୟରେ ଘରୋଇ ଶସ୍ୟ ଉତ୍ପାଦନ ବଢ଼ିବା ପରେ ଆମଦାନୀ ଶୁଳ୍କ କମିବାକୁ ଥିବାରୁ ଖାଇବା ତେଲ ଦର କମିବା ସମ୍ଭାବନା ଥିବା କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ସୂଚନା ଦେଇଛନ୍ତି।