ଆଗାମୀ ଜୁଲାଇରେ ନିଯୁକ୍ତି ରାଲି ନେଇ ସ୍ଥଳସେନାର ଯୋଜନା
ବିହାର ଡେପୁଟି ସିଏମ୍ ରେଣୁ ଦେବୀଙ୍କ ବାସଭବନ ଉପରକୁ ଆନ୍ଦୋଳନକାରୀ ଢେଲା ପଥର ମାଡ଼ କରିଛନ୍ତି
ଆସନ୍ତା ୨ଦିନ ମଧ୍ୟରେ http://joinindianarmy.nic.in ରେ ବିଜ୍ଞପ୍ତି ଜାରି କରାଯିବ
ଅଗ୍ନିପଥ ପାଇଁ ସାରା ଦେଶରେ ପ୍ରତିବାଦ ଜାରି ରହିଥିବା ବେଳେ ୨୦୦ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି ।
ବିହାରର ବିଭିନ୍ନ ଷ୍ଟେସନରେ ଜୋରଦାର ପ୍ରତିବାଦ କରିବା ସହ ଆନ୍ଦୋଳନକାରୀମାନେ ଟ୍ରେନରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି
ବିଭିନ୍ନ ମହଲରୁ ସରକାରଙ୍କ ଏହି ନୂଆ ଯୋଜନାକୁ ସମାଲୋଚନା କରାଯାଇଛି
ନିଯୁକ୍ତି ପାଇଁ ସ୍ୱୀକୃତିପ୍ରାପ୍ତ ବୈଷୟିକ ଅନୁଷ୍ଠାନଗୁଡ଼ିକରେ ସ୍ୱତନ୍ତ୍ର ରାଲି ଏବଂ କ୍ୟାମ୍ପସ ଇଣ୍ଟରଭିୟୁ ଅନୁଷ୍ଠିତ ହେବ ।
ମାତ୍ର ୪ ବର୍ଷ ପାଇଁ ଅଗ୍ନିପଥ ଯୋଜନାରେ ନିଯୁକ୍ତି ମିଳୁଥିବାରୁ ଏହାକୁ ବିରୋଧ କରାଯାଇଛି ।