• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Agnipath Protest

Agnipath Protests: Anand Mahindra Makes An Offer
ଅଗ୍ନିବୀରଙ୍କୁ ଅଫର୍‌ ଉପରେ ଅଫର୍‌: ବଡ଼ ଘୋଷଣା କଲେ ଆନନ୍ଦ ମହିନ୍ଦ୍ରା

ଅଗ୍ନିବୀରଙ୍କ ପାଇଁ ଅଫର୍‌ ଉପରେ ଅଫର୍‌ ଦିଆଯାଉଛି। ଅଗ୍ନିବୀରଙ୍କ ପାଇଁ ଏସବୁ ଘୋଷଣା ସତ୍ତ୍ୱେ ମଧ୍ୟ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରାଯାଉଛି। ବିରୋଧ ପ୍ରଦର୍ଶନକୁ ନେଇ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ଦୁଃଖ ପ୍ରକାଶ କରିଛନ୍ତି। ଏସବୁ ଭିତରେ ସେ ବଡ଼ ଘୋଷଣା କରିଛନ୍ତି।

Agnipath protests Congress holds 'Satyagraha' at Delhi's Jantar Mantar
‘ଅଗ୍ନିପଥ’ ବିରୋଧକୁ ସମର୍ଥନ କଲା କଂଗ୍ରେସ

‘ଅଗ୍ନିପଥ’ ଯୋଜନାକୁ ବିରୋଧକୁ ସମର୍ଥନ କରି କରି ଆଜି କଂଗ୍ରେସ ପକ୍ଷରୁ ନୂଆଦିଲ୍ଲୀର ଜନ୍ତରମନ୍ତର ଠାରେ ସତ୍ୟାଗ୍ରହ କରାଯାଇଥିଲା। ଏବେ ବି ବିରୋଧ ପ୍ରଦର୍ଶନ ଜାରି ରହିଛି। 

'Agnipath' Protests: Secunderabad Violence 'Mastermind' Arrested
‘ଅଗ୍ନିପଥ’ ନିଆଁ: ସିକନ୍ଦରାବାଦ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ୍‌ ଗିରଫ, ହ୍ୱାଟ୍ସଆପ୍‌ରେ ଗ୍ରୁପ୍‌ କରି ଉସୁକାଉ ଥିଲେ...

‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ତେଲେଙ୍ଗାନାର ସିକନ୍ଦରାବାଦ ରେଲ୍‌ୱେ ଷ୍ଟେସନରେ ହୋଇଥିବା ହିଂସାକାଣ୍ଡ ଘଟଣାର ମାଷ୍ଟମାଇଣ୍ଡକୁ ପୋଲିସ୍‌ ଗିରଫ କରିଛି। ଏହି ହିଂସାକାଣ୍ଡରେ ଆନ୍ଦୋଳନକାରୀମାନେ ବହୁ ସଂଖ୍ୟକ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଥିଲେ।

Congress Leader rahul gandhi
କୃଷି ଆଇନ୍‌ ପରି 'ଅଗ୍ନିପଥ'କୁ ବି ପ୍ରତ୍ୟାହୃତ କରିବାକୁ ବାଧ୍ୟ ହେବେ କେନ୍ଦ୍ର ସରକାର: ରାହୁଲ ଗାନ୍ଧୀ

ଏହି ଯୋଜନାକୁ ବିରୋଧ କରି ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ।

10% vacancies for recruitment in CAPFs & Assam Rifles for Agniveers
ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର

ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା କରିଛନ୍ତି। CAPF, ଆସାମ ରାଇଫଲ୍ସ ନିଯୁକ୍ତିରେ ମିଳିବ ୧୦% ସଂରକ୍ଷଣ। 

Agnipath Violence 1 Dead In Telangana's Secunderabad
ଜୀବନ ନେଲା ‘ଅଗ୍ନିପଥ’ ! ୬ ରାଜ୍ୟକୁ ବ୍ୟାପିଲା ‘ଅଗ୍ନିପଥ’ ନିଆଁ, ଜାଳିଦେଲେ ଟ୍ରେନ୍‌

କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନା ବିରୋଧରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। କେଉଁଠି ଆନ୍ଦୋଳନକାରୀମାନେ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଛନ୍ତି ତ ଆଉ କେଉଁଠି ପଥରମାଡ଼ ହୋଇଛି।

Protests against 'Agnipath'
ଅଗ୍ନିପଥ ଆନ୍ଦୋଳନ : ଟାର୍ଗେଟରେ ନେତା

ବିହାର ଡେପୁଟି ସିଏମ୍ ରେଣୁ ଦେବୀଙ୍କ ବାସଭବନ ଉପରକୁ ଆନ୍ଦୋଳନକାରୀ ଢେଲା ପଥର ମାଡ଼ କରିଛନ୍ତି

Special story
ଅଗ୍ନିପଥ ପାଇଁ ସାରା ଦେଶରେ ପ୍ରତିବାଦ : ୨୦୦ ଟ୍ରେନ୍ ଚଳାଚଳ ପ୍ରଭାବିତ,୩୫ ବାତିଲ

ଅଗ୍ନିପଥ ପାଇଁ ସାରା ଦେଶରେ ପ୍ରତିବାଦ ଜାରି ରହିଥିବା ବେଳେ ୨୦୦ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି ।

Agnipath scheme
ଚାରିଆଡ଼େ ଅଗ୍ନିପଥ ନିଆଁ : ବିହାରରେ ୪ ଟ୍ରେନ୍‌ ପୋଡ଼ିଦେଲେ ବିକ୍ଷୋଭକାରୀ, ବନାରସ-ଇନ୍ଦୋରରେ ଭଙ୍ଗାରୁଜା

ବିହାରର ବିଭିନ୍ନ ଷ୍ଟେସନରେ ଜୋରଦାର ପ୍ରତିବାଦ କରିବା ସହ ଆନ୍ଦୋଳନକାରୀମାନେ ଟ୍ରେନରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି

Agnipath Recruitment Scheme Protests In Cuttack
କଟକରେ ‘ଅଗ୍ନିପଥ’ ନିଆଁ, ଲାଠିମାଡ଼ କଲା ପୋଲିସ୍‌

‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶରେ ପ୍ରତିବାଦର ନିଆଁ ତେଜିବାରେ ଲାଗିଛି। ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଓଡ଼ିଶାରେ ମଧ୍ୟ ବିରୋଧ କରାଯାଇଛି। କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ବିକ୍ଷୋଭକାରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି।

Agnipath Protests
ବିରୋଧ ପରେ ରାତାରାତି ବଦଳିଲା ନିୟମ, ସେନାରେ ଭର୍ତ୍ତି ହେବାପାଇଁ ଚାହୁଁଥିବା ଆଶାୟୀଙ୍କ ପାଇଁ ବଡ଼ ଘୋଷଣା

‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶରେ ଜୋରଦାର ପ୍ରତିବାଦ ପରେ ଆନ୍ଦୋଳନକୁ ପ୍ରଶମିତ କରିବାକୁ କେନ୍ଦ୍ର ସରକାର ପ୍ରୟାସ କରିଛନ୍ତି। ୩ ସେନା ବାହିନୀରେ ଅଗ୍ନିବୀର ଭାବେ ଯୁବକ ଯୁବତୀଙ୍କୁ ଭର୍ତ୍ତି କରିବା ପାଇଁ ୨ ଦିନ ପୂର୍ବେ ‘ଅଗ୍ନିପଥ’ ଯୋଜନା ଘୋଷଣା ହୋଇଥିଲା।