ଆପଣ ଦୈନିକ ଯୋଗ କରୁଛନ୍ତି କି? ତେବେ ଉଷ୍ଟ୍ରାସନକୁ ଏଥିରେ ସାମିଲ୍ କରନ୍ତୁ। ଏଥିରୁ ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା…
୮୦ ଫୁଟର ବୋର୍ୱେଲ୍ ଭିତରେ ପଡି ଜୀବନ ସହ ସଂଘର୍ଷ କରୁଛି ୧୦ ବର୍ଷର ବାଳକ। ଚାଲିଛି ରେସ୍କ୍ୟୁ ଅପରେସନ୍।
ଆଜି ପୋଲିସ ଡିଜି, ଟୁଇନି ସିଟି ପୋଲିସ କମିଶନର ଓ ଡିସିପି ବାରବାଟୀ ଯାଇ ବହୁସ୍ତରୀୟ କଡ଼ା ସୁରକ୍ଷା ବ୍ୟବସ୍ଥାର ତନ୍ନ ତନ୍ନ ଯାଞ୍ଚ୍ କରିଛନ୍ତି ।
ଆପଣ ଭାରତୀୟ ସେନାରେ ଚାକିରି କରି ଦେଶ ସେବା କରିବାକୁ ଚାହାନ୍ତି କି? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବାହାରିଛି ଅନେକ ପଦବୀ।
ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ପ୍ରାର୍ଥୀକୁ ନେଇ ରଣନୀତି ଆରମ୍ଭ ହୋଇଯାଇଛି
'ଅଙ୍ଗୁରୀ ଭାବି' ବା ଶୁଭାଙ୍ଗୀ ଅତ୍ରେ ନିଜ ବାସ୍ତବ ଜୀବନକୁ ଖୁବ ଜବରଦସ୍ତ୍ ଜୀଉଁଛନ୍ତି। ଶୁଭାଙ୍ଗୀ ଆଜିକାଲି ମାଲଦ୍ୱୀପରେ ଛୁଟିଦିନ ପାଳନ କରୁଛନ୍ତି ଏବଂ ସୋସିଆଲ ମିଡିଆରେ ନିଜର ସିଜ୍ଲିଂ ଅବତାର ଦେଖାଇ ଇଣ୍ଟର୍ନେଟ୍ ତାପମାତ୍ରାକୁ ଉଚ୍ଚରେ ରଖିଛନ୍ତି।
ଚୌମୁଖୀକୁ ନୂଆ ଜୀବନ ଦେଲେ ବଲିଉଡ଼୍ ଅଭିନେତା ସୋନୁ ସୁଦ୍ ।
କଡ଼ା ସୁରକ୍ଷା ମଧ୍ୟରେ ୨ଟି ସ୍ୱତନ୍ତ୍ର ବସ୍ରେ କଟକ ଯାତ୍ରା
ଅସୁବିଧାରେ ଅଲୁ ଅର୍ଜୁନ। ତାଙ୍କ ନା’ରେ ଥାନାରେ ଏତେଲା ଦିଆଯାଇଛି। ଏମିତି କ’ଣ କଲେ ଯେ…
ଡିଜିଟାଲ୍ ପେମେଣ୍ଟ କମ୍ପାନୀ ପେଟିଏମ୍(Paytm) ୟୁଜର୍ସଙ୍କୁ ବଡ଼ ଝଟ୍କା ଦେଇଛି। ଯଦି ଆପଣ ପେଟିଏମ୍ ମାଧ୍ୟମରେ କୌଣସି ମୋବାଇଲ୍ ରିଚାର୍ଜ କରୁଛନ୍ତି, ତା’ହେଲେ ଆପଣଙ୍କୁ ସର୍ଚାର୍ଜ ଦେବାକୁ ପଡ଼ିବ।
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲା ହତ୍ୟା ଘଟଣା, ଧରାପଡ଼ିଲା ସାର୍ପସୁଟର ହରକମଲ ରାନୁ
କେବଳ ଧମକପୂର୍ଣ୍ଣ ଚିଠି ନୁହେଁ ସଲମାନଙ୍କୁ ହତ୍ୟା କରିବାକୁ ଘର ନିକଟରେ ପହଞ୍ଚି ଯାଇଥିଲା ସାର୍ପ ସୁଟର ।
ହଲିଉଡ୍ର ଲୋକପ୍ରିୟ ପପ୍ ଗାୟକ ଜଷ୍ଟିନ ବିବର(Justin Bieber) ଗୁରୁତର ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେ ପାରାଲିସିସ୍ରେ ଆକ୍ରାନ୍ତ ହୋଇଥିବା ଜଣପଡ଼ିଛି।
ନିଶ-ଦାଢି ଆଜିକାଲି ଟ୍ରେଣ୍ଡ୍ ହୋଇଛି। ଯୁବପିଢି ଏହାକୁ ଆଦରୁଛନ୍ତି। ଏହା ଏକ ଫ୍ୟାସନ ହୋଇଥିଲେ ମଧ୍ୟ ଏହା ପଛରେ ରହିଛି ଅନେକ ବୈଜ୍ଞାନିକ କାରଣ।
କ୍ରୋଧ ଅନେକ ମାନସିକ ରୋଗର କାରଣ। ଆପଣ ଯଦି ସମସ୍ୟାରେ ପିଡିତ ତେବେ ଏହି ସବୁ ଯୋଗ କରନ୍ତୁ, ଦୂର ହେବ ସମସ୍ୟା।
ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଚେଷ୍ଟା ଚଳାଇଛି । ପରିସ୍ଥିତିକୁ ଦେଖି କର୍ଫ୍ୟୁ ଜାରି ହୋଇଛି ।
ରାଜସ୍ଥାନରେ ତିନିଟି ଆସନରେ ବାଜି ମାରିଲା କଂଗ୍ରେସ । ବିଜେପି ଖାତାକୁ ଗଲା ଗୋଟିଏ ସିଟ୍ ।
ଜାତୀୟ ଗଣମାଧ୍ୟମର ଚର୍ଚ୍ଚାରେ ଜୁଏଲ୍ ଓରାମ୍ ଓ ଦ୍ରୌପଦୀ ମୁର୍ମୁ । ନିର୍ବାଚନ ଗଣିତ କହୁଛି ନିର୍ଣ୍ଣାୟକ ସାଜିବ ବିଜେଡି ଓ YSR କଂଗ୍ରେସ ଭୋଟ୍ ।
ମୁସାରଫ ଚିକିତ୍ସାଧିନ ଅଛନ୍ତି, କିନ୍ତୁ ଭେଣ୍ଟିଲେଟରରେ ନାହାନ୍ତି । ତାଙ୍କ ଅବସ୍ଥା ଏମିତି ଏକ ସ୍ଥିତିରେ ରହିଛି, ଯେଉଁଠି ଆରୋଗ୍ୟ ହେବାର କୌଣସି ସମ୍ଭାବନା ନାହିଁ ।
୧୨ରେ ବାରବାଟୀରେ ଭାରତ-ଦ.ଆଫ୍ରିକା ୨ୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ ।
ହ୍ୱାଟ୍ସଆପ୍ ପରେ ଏବେ ଚିନ୍ତା ବଢ଼ାଇଛି ଫେସ୍ବୁକ୍ ହ୍ୟାକ୍ । ସତର୍କ ରୁହନ୍ତୁ ନଚେତ୍ ଆପଣଙ୍କ ଆକାଉଣ୍ଟ ବି ହୋଇଯିବ ଖାଲି..
NHAI ରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଆପଣଙ୍କ ପାଖରେ ଯଦି ଏହି ଯୋଗ୍ୟତା ଅଛି ତେବେ ବିନା ପରୀକ୍ଷାରେ ଚାକିରି କରିପାରିବେ।
ପୂର୍ବ ପୁରୁଷଙ୍କୁ ଉଦ୍ଧାର କରିବା ନେଇ ଭଗୀରଥ ମା’ ଗଙ୍ଗାଙ୍କୁ ଧରାପୃଷ୍ଠକୁ ଆଣିଥିଲେ। ଏହା ପୂର୍ବରୁ ତାଙ୍କ ବାପା ଅଜାଙ୍କ ଚେଷ୍ଟା ବିଫଳ ହୋଇଥିଲେ ମଧ୍ୟ ଭଗୀରଥ କିପରି ଏହାକୁ ସଫଳ କରି ଦେଖେଇଲେ ଆସନ୍ତୁ ଜାଣିବା।
ଆପଣ ଦେଖିଛନ୍ତି କି ପ୍ରିୟଙ୍କାଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା? ସେତେବେଳେ ସେ କେମିତି ଲାଗୁଥିଲେ ଦେଖନ୍ତୁ…
ବଲିଉଡ୍ ଅଭିନେତ୍ରୀ ମହିମା ଚୌଧୁରୀ କର୍କଟ ଭଳି ମାରାତ୍ମକ ରୋଗ ସହ ଯୁଦ୍ଧ କରି ବିଜୟ କରିଛନ୍ତି। ତାଙ୍କ ସଂଘର୍ଷର ଜୀବନକୁ ନେଇ ସେ ଏକ ଭାବ ପ୍ରବଣ ପୋଷ୍ଟ୍ କରିଛନ୍ତି। ଖାଲି ମହିମା ନୁହଁନ୍ତି ଏମିତି ଆହୁରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଏହି ରୋଗରୁ ନିଜକୁ ରକ୍ଷା କରିଛନ୍ତି। ତେବେ ଆସନ୍ତୁ ସେଭଳି ୧୦ଜଣଙ୍କ ଉପରେ ନଜର ପକେଇ ନେବା।