ଏହି ଆପ୍ଗୁଡ଼ିକ ମାଧ୍ୟମରେ ଲୋକଙ୍କ ତଥ୍ୟ ଏକାଠି କରି ବିଦେଶୀ ସର୍ଭରକୁ ବେଆଇନ ଭାବେ ଦିଆଯାଉଥିଲା । ଯାହାକି ଦେଶର ସୁରକ୍ଷା ପ୍ରତି ବିପଦ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।
ନୌସେନା ଜାହାଜରୁ ସମୁଦ୍ର ଭିତରକୁ ଘନ ଘନ କ୍ଷେପଣାସ୍ତ୍ର ବି ମାଡ କରୁଛି ଡ୍ରାଗନ୍ ସେନା ଅଦ୍ୟାବଧି ତାଇଓ୍ୱାନ୍। ଚାରିପାଖେ ୬ଟି ସ୍ଥାନରେ ଚାଲିଛି ଚୀନର ସମରାଭ୍ୟାସ।
ଅନଲାଇନରେ୍ ତୁରନ୍ତ ଲୋନ୍ ଖୋଜୁଛନ୍ତି କି? ସର୍ଚ୍ଚ କରୁଛନ୍ତି କି ଅନଲାଇନ୍ ଲୋନ୍ ଆପ୍? ଯଦି ହଁ, ଆପଣ ପଡିପାରନ୍ତି ଠକେଇ ଜାଲରେ । କାରଣ, ସହଜରେ ଏବଂ ହାତପାହାନ୍ତାରେ ଲୋନ୍ ଦେବା ଆଳରେ ଚାଲିଛି ବଡ ଧରଣର ଚିଟିଂ ବ୍ଲାକ୍ମେଲିଂ, ମାନସିକ ନିର୍ଯାତନା ଏବଂ ଫଟୋକୁ ଅଶ୍ଳୀଳ କରି ଭାଇରାଲ କରିବା ଭଳି ଘଟଣା ବଢିଚାଲିଛି ।
କୁହାଯାଏ ପ୍ରେମ ମାନେ ନାହିଁ ବନ୍ଧ ବାଡ଼ । ଦେଖେ ନାହିଁ ଜାତି, ଧର୍ମ କିମ୍ବା ବର୍ଣ୍ଣ । ପ୍ରେମ ଯେ କୌଣସି ପରିସ୍ଥିତିରେ ବି ଆଗକୁ ବଢ଼ିବାକୁ ଶକ୍ତି ଦେଇଥାଏ ।
କେତେବେଳେ କେଉଁଠୁ କଲ ଆସିବ କିମ୍ବା ମୋବାଇଲ୍ରେ କେଉଁ ସୁଇଚ୍ ଚିପି ହୋଇଯିବ, ଆଉ ଆଖି ପିଛୁଳାକେ ସାରା ଜୀବନର ସଞ୍ଚୟ ଉଭାନ ହୋଇଯିବ ।
ରାହୁଲ ଗାନ୍ଧୀଙ୍କ ପଲିଟିକାଲ କ୍ୟାରିଅର ନେଇ କର୍ଣ୍ଣାଟକ ସ୍ଥିତ ଲିଙ୍ଗାୟତ ସେମିନାରିର ଜଣେ ସାଧୁ ବାବା ଭବିଷ୍ୟବାଣୀ କରିଛନ୍ତି....
ଶିବସେନା କାହାର ମାମଲାରେ ଉଦ୍ଧବ ଥାକରେଙ୍କୁ ଆଶ୍ୱସ୍ତି....
ସାଇକେଲରେ ଘରକୁ ଘର ବୁଲୁଛି କୁନି ପୁଅ । ସନ୍ଧ୍ୟା ୬ଟାରୁ ରାତି୧୧ଟା ପର୍ଯ୍ୟନ୍ତ କରୁଛି ଫୁଡ୍ ଡେଲିଭରି ।
ସୋସିଆଲ ମିଡିଆରେ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି ସଦଗୁରୁ । ମାଟି ଓ ପୃଥିବୀକୁ ବଞ୍ଚାଇବା ଉଦ୍ଦେଶ୍ୟରେ ଲୋକଙ୍କୁ ବିଜ୍ଞାପନ ମାଧ୍ୟମରେ ସଚେତନ କରାନ୍ତି ।
ତାଇଓ୍ୱାନ୍-ଆମେରିକା ସଂପର୍କକୁ ନେଇ ନାଲି ଆଖି ଦେଖାଇଛି ଚାଇନା। ତାଇୱାନ ଚାରିପାଖ ସମୁଦ୍ରରେ ଆଜି ସମରାଭ୍ୟାସ କରିବ ଡ୍ରାଗନ୍। ସେପଟେ ତାଇଓ୍ୱାନ ରାଷ୍ଟ୍ରପତି ଭବନ ସମେତ ଗୁରୁତ୍ୱପୂର୍ଣ୍ଣ ବିଭାଗର ୱେବସାଇଟ୍ ଉପରେ ସାଇବର୍ ଆଟାକ୍ ହୋଇଥିବା ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବେ ଜଷ୍ଟିସ ୟୁ ୟୁ ଲଳିତ...ଆସନ୍ତା ୨୭ ତାରିଖରେ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ ଲଳିତ...
ଉଭୟ ଦେଶ ମଧ୍ୟରେ ଯୁଦ୍ଧ ହେଲେ କିଏ ଜିତିବ ଆଉ କିଏ ହାରିବ ?
ପଟିଆଲାସ୍ଥିତ ଏସବିଆଇର ମୁଖ୍ୟ ଶାଖାରେ ଏଟିଏମରେ ରଖିବାକୁ ବ୍ୟାଗରେ ନଗଦ ଟଙ୍କା ରଖାଯାଇଥିଲା। ତେବେ ହଠାତ୍ ବ୍ୟାଗଟି ଉଭାନ୍ ହୋଇଯାଇଥିଲା।
ଫେରାର ମାରିବା ପୂର୍ବରୁ ଲାଞ୍ଚୁଆ ଅଧିକାରୀଙ୍କୁ ଧରିଲା ପୋଲିସ୍ ।
କେବେ ସୁଧୁରିବ ପାକିସ୍ତାନ, କେବେ ସୁଧୁରିବ ପାକିସ୍ତାନ୍ ଆତଙ୍କୀ ? ସ୍ୱାଧୀନତା ଦିବସ ପୂର୍ବରୁ ଆତଙ୍କୀଙ୍କ ଟାର୍ଗେଟରେ ଭାରତ ।
ଭାରତକୁ ଆଉ ଗୋଟିଏ ରୌପ୍ୟ ଓ ୪ଟି ବ୍ରୋଞ୍ଚ ପଦକ ମିଳିଲା
ତାଇୱାନ୍ର ଏୟାର୍ ଡିଫେନ୍ସ ଜୋନ୍ରେ ୨୭ଟି ଚୀନି ଫାଇଟର୍ ଜେଟ୍ ପ୍ରବେଶ କରିଥିବା ତାଇପେ ପକ୍ଷରୁ ସୂଚନା ଦିଆଯାଇଛି ।
ଟ୍ରାକ୍ ହେଉଛି ଟ୍ରାଭେଲ ହିଷ୍ଟ୍ରି, ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କରାଯାଉଛି ଆଇସୋଲେଟ୍
ପ୍ରେମକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡା ହେଲା। ପତ୍ନୀ ରାଗିଗଲେ ଆଉ ପିଲାଙ୍କୁ ନେଇ ବାପ ଘର ପଳେଇଲେ। ପତ୍ନୀଙ୍କୁ ମନେଇବା ନେଇ ନେବାକୁ ହେଲା ୩ ଦିନ ଛୁଟି। ଜାଣନ୍ତୁ କ’ଣ ଥିଲା ଚିଠି।
ରାଜ୍ୟ ବିକାଶ ଲାଗି ସହଯୋଗ ଲୋଡ଼ିଲେ ବିଧାୟକ । ଭବ୍ୟ ରାଷ୍ଟ୍ରପତି ଭବନ ବୁଲି ଦେଖିବା ସହ ଦେଶର ପ୍ରଥମ ନାଗରିକଙ୍କ ସହ ଉଠାଇଲେ ଫଟୋ ।
ଏବେ ବିଶ୍ୱ ଆଗରେ ୨ଟି ବିକଳ୍ପ- ଗଣତନ୍ତ୍ର ଓ ଏକତନ୍ତ୍ର । ତାଇୱାନ୍ ଗଣତନ୍ତ୍ରର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଆମେରିକା । ଆମେରିକା ତାଇନାନ୍ର ଭରସାଯୋଗ୍ୟ ସହଯୋଗୀ । ବହୁ ବାଦ ବିବାଦ ଓ ଚୀନ୍ର ଧମକ ସତ୍ତ୍ୱେ ତାଇୱାନ୍ ଗସ୍ତରେ ଆସି ଏଭଳି ବଳିଷ୍ଠ ବକ୍ତବ୍ୟ ରଖିଛନ୍ତି ଆମେରିକା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭର ବାଚସ୍ପତି ନାନ୍ସି ପେଲୋସି ।
ITBP କନଷ୍ଟେବଳ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୦୮ଟି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଠାରୁ ଆରମ୍ଭ ହେବ ଏନେଇ ଆବେଦନ ପ୍ରକ୍ରିୟା।
ଫିଲ୍ମ ନିର୍ମାତା ଓ ଅନ୍ୟ କଳାକାର ମଧ୍ୟ କହିଛନ୍ତି, ଏଭଳି ପୋଷ୍ଟର ତିଆରି ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା । ଜାଣିଶୁଣି କାହାରିକୁ ଅପମାନିତ କରିବା ପାଇଁ ଏଭଳି ପୋଷ୍ଟର କରାଯାଇ ନାହିଁ ।